Latest Odisha News

BREAKING NEWS

Browsing Category

ସହର

City

କଳାହାଣ୍ଡି ଜଳ ବିଭାଜିକା ଉନ୍ନୟନ ବିଭାଗ ଓଭରସିଅର ନିଖୋଜ, ପୋଲିସର ତଦନ୍ତ ଜାରି

କଳାହାଣ୍ଡି :କଳାହାଣ୍ଡି ଜଳ ବିଭାଜିକା ଉନ୍ନୟନ ବିଭାଗ ଓଭରସିଅର ନିଖୋଜ । ସେ ୬ ଦିନ ହେବ ନିଖୋଜ ଅଛନ୍ତି । ରାୟଗଡ଼ାର ସିରିଗୁଡିରେ ଧନଞ୍ଜୟ ସେଠୀ ଓ ତାଙ୍କ ପରିବାର ରୁହନ୍ତି । ସେ ଗତ ୨୨ ତାରିଖରୁ ନିଖୋଜ ଥିବା ସୂଚନା ମିଳିଛି । ଧନଞ୍ଜୟ ସେଠୀ ଭବାନୀପାଟଣାରୁ ଥୁଆମୂଳ ରାମପୁର ଗୁଣୁପୁରକୁ…

ବଙ୍ଗୋପସାଗରରେ ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ , କାଲିଠୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା କାଲିଠୁ ପ୍ରବଳ ବର୍ଷିବ । ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବାଲାଂଦେଶ ଉପକୂଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହା ପଶ୍ଚିମବଙ୍ଗ…

ଖଟିଆରେ ବୁହାହେଲେ ଗର୍ଭବତୀ, ରାସ୍ତାରେ ଜନ୍ମହେଲା ଶିଶୁପୁତ୍ର

ଋାୟଗଡ଼ା :  ଜନନୀ ଭୋଗୁଛି ଯନ୍ତ୍ରଣା । ରାସ୍ତା ନଥିବାରୁ ପହଁଚିପାରିଲାନି ୧୦୮ ଆମ୍ବୁଲାନ୍ସ ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ପଞ୍ଚାୟତର ମହାପଙ୍ଗ ବ୍ଲକରେ…

କରଞ୍ଜିଆ ଟ୍ରେଜେରୀ ଅଫିସରେ ନିଆଁ

ମୟୂରଭଞ୍ଜ: କରଞ୍ଜିଆ ଟ୍ରେଜେରୀ ଅଫିସରେ ଅଗ୍ନିକାଣ୍ଡ । ନିଆଁ ଲାଗି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ବହୁ କମ୍ପ୍ୟୁଟର ଯନ୍ତ୍ରାଂଶ ପୋଡି ନଷ୍ଟ ହୋଇଯାଇଛି । ଆଜି ଭୋର ଚାରିଟା ସମୟରେ ନିଆଁ ଲାଗିଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।…

ବିସ୍ଫୋରକ ଫୁଟି ଉଡ଼ିଗଲା ଥାନାର ଛାତ

ପୁରୀ : ବିସ୍ପୋରଣରେ ମାଟିରେ ମିଶିଲା ବଳଙ୍ଗା ଥାନା l ପୁରୀ ଜିଲ୍ଲା ବଳଙ୍ଗା ଥାନାର ମାଲଖାନାରେ ଗତକାଲି ବିଳମ୍ବିତ ରାତିରେ ବିସ୍ଫୋରଣ ହୋଇଛି । ଜବତ ହୋଇଥିବା ବିସ୍ଫୋରକ ଫୁଟି ଥାନାର ଛାତ  କାନ୍ଥ ଭୁଶୁଡି ପଡିଛି l ସୌଭାଗ୍ୟ ବଶତଃ ଥାନାର ସେଣ୍ଟ୍ରି ସରୋଜ ବେହେରା ଏହି ବଡ଼ ଦୁର୍ଘଟଣାରୁ…

ପିପିଲି ଉପନିର୍ବାଚନ ପାଇଁ ସରିଛି ପ୍ରଚାର ,ଶେଷ ଦିନରେ ଜୁନିଅର ମହାରଥୀଙ୍କ ଜୋରଦାର ପ୍ରଚାର

ପିପିଲି : ପିପିଲି ଉପନିର୍ବାଚନ ପାଇଁ ଆଜି ସରିଛି ପ୍ରଚାର । ଶେଷ ଦିନରେ ବିଜେଡି ଜୋରଦାର ପ୍ରଚାର କରିଛି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ସମଗ୍ର ପିପିଲି ଏନଏସିରେ ପ୍ରଚାର କରିଥିବା ବେଳେ ବିଜେଡିର ବରିଷ୍ଠ ନେତାମାନେ ପିପିଲି ଡେଲାଙ୍ଗ ର ବିଭିନ୍ନ ପଞ୍ଚାୟତରେ ସଭା ସମିତି…

ଭୁବନେଶ୍ୱର କ୍ଲବ ନିର୍ବାଚନ: ସଭାପତି ଭାବେ ନିର୍ବାଚିତ ହେଲେ ଅସିତ ତ୍ରିପାଠୀ

ଭୁବନେଶ୍ୱର: ଭୁବନେଶ୍ୱର କ୍ଳବର ନୂଆ ସଭାପତି ଭାବରେ ନିର୍ବାଚିତ ହେଲେ ପୂର୍ବତନ ବରିଷ୍ଠ ଆଇଏଏସ୍ ଅଫିସର ଅସୀତ ତ୍ରିପାଠୀ । ନିକଟତମ ପ୍ରତିଦ୍ୱନ୍ଦୀ ବିଜୟ ପଟ୍ଟନାୟକଙ୍କ ଠାରୁ ୨୭୮ ଭୋଟରେ ବିଜୟ ଲାଭ କରିଛନ୍ତି ଅସୀତ । ୧୨୭୪ ମୋଟ ଭୋଟିଂ ହୋଇଥିବା ବେଳେ ଅସୀତ ୭୭୬ ଏବଂ ବିଜୟ ପଟ୍ଟନାୟକ ୪୯୮…

ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ଘଟଣା, ଦୁଇ ଗିରଫ

କଟକ: ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁ ମୃତ୍ୟୁ ଘଟଣା । ମୃତ୍ୟୁ ଘଟଣାରେ୨ ଜଣ ଗିରଫ ହୋଇଛନ୍ତି । ଜଗତପୁର ଥାନା ପୁଲିସ୍ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଦିବ୍ୟରଞ୍ଜନ ବେହେରା ଓ କୌଶଲ ପ୍ରଧାନ । ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି…

ଗାଁକୁ ନାହିଁ ଭଲ ରାସ୍ତା, ଖଟିଆରେ ବୁହା ହେଲେ ରୋଗୀ

କେନ୍ଦୁଝର : କେନ୍ଦୁଝରରେ ଲଜ୍ଜା । ଗାଁକୁ ରାସ୍ତା ନଥିବାରୁ ପୁଣି ଖଟିଆରେ ବୁହାହେଲେ ରୋଗୀ । କେନ୍ଦୁଝର ବାରିଆ ଥାନା ସିରିକୁଆଁ ଗାଁ ତେନ୍ତୁଳିଖୁଣ୍ଟି ସାହିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁ ର ବୃଦ୍ଧା ପରମେଶ୍ୱର ନାୟକ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର…

ସହାୟତା ଅପେକ୍ଷାରେ ପରିବାର…

କାମାକ୍ଷାନଗର : ରବିଙ୍କ ପାଇଁ ଜୀବନ ଭିକ୍ଷା ମାଗିଲେ ସ୍ତ୍ରୀ କୁନି । ପରିବାର ପାଇଁ ପଢା ଛାଡିଲେ ଦୁଇ ନାବାଳିକା ଶିଶୁ । ଗୋଟିଏ ପଟେ ସ୍ତ୍ରୀର ଗୁହାର ଆଉ ଗୋଟିଏ ପଟେ କୁନି ପିଲାଙ୍କ ଆକୁଳ ନିବେଦନ । ରବିଙ୍କ ଜୀବନ ବଞ୍ଚାଇବାକୁ ଲାଗିପଡ଼ିଛନ୍ତି ପୁରା ପରିବାର । ଏ ହେଉଛନ୍ତି ଢେଙ୍କାନାଳ…