Latest Odisha News

BREAKING NEWS

Browsing Category

ସହର

City

ବିରଜାଙ୍କ ପୀଠରେ ଷୋଡଶ ଉପଚାର ପୂଜା

ଯାଜପୁର: ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ପ୍ରତ୍ୟେକ ଶକ୍ତିପୀଠରେ ଚଳଚଂଚଳ ପରିବେଶ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଏହି ପୂଜା ଆଗାମୀ ୧୬ ଦିନ ଧରି ହେବାର ପରମ୍ପରା ରହିଥିବା ବେଳେ ଚଳିତ ବର୍ଷ ତିଥିକ୍ଷୟ ପାଇଁ…

ହୀରାକୁଦ ଡ୍ୟାମ୍ ଭର୍ତ୍ତି: କ୍ଷମତା ଯେତିକି ଏବେ ପାଣି ଅଛି ସେତିକି

ସମ୍ୱଲପୁର: ହୀରାକୁଦ ଜଳଭଣ୍ଡାର ଫୁଲ୍ । ଯେତିକି ଜଳ ଧାରଣ କ୍ଷମତା ଏବେ ଡ୍ୟାମରେ ସେତିକି ପରିମାଣର ଜଳ ରହିଛି । ହୀରାକୁଦ ଡ୍ୟାମର ବିପଦ ସଙ୍କେତ ୬୩୦ ଫୁଟ୍ । ଏବେ ଜଳଭଣ୍ଡାରରେ ସମାନ ପରିମାଣର ଜଳସ୍ତର ରହିଛି । ଏବେ ଦୁଇଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ବର୍ତ୍ତମାନ ଜଳଭଣ୍ଡାରରେ…

ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା

ମାଲକାନଗିରି : ମାଲକାନଗିରି ଜିଲ୍ଲା ଗସ୍ତରେ ବିଏସଏଫ ବାହିନୀର ବରିଷ୍ଠ ଅଧିକାରୀ । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ବୁଲି ଦେଖିଛନ୍ତି । ତା ସହିତ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି BSF ADG  ରାଜବିନ୍ଦର ସିଂ ଭଟ୍ଟି ଓ BSF IG ସତୀଶଚନ୍ଦ୍ର…

ପିପିଲି ଉପନିର୍ବାଚନ ପାଇଁ ସଜବାଜ ,ବୁଥ୍ କୁ ଗଲେ ପୋଲିଂ ପାର୍ଟି

ପିପିଲି : ଆଉ ଦିନକ ପରେ ପିପିଲି ଭୋଟ୍ । ଆଜି ପୁଲିଂ ପାର୍ଟିମାନେ ନିଜ ନିଜ ବୁଥ୍ କୁ ଯାଇଛନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ସମୁଦାୟ ୩୪୮ ଟି ବୁଥ୍ ମଧ୍ୟରୁ ୧୦୨ ଟି ଅତିସମ୍ବେଦନଶିଳ ବୁଥ୍ ହୋଇଥିବାବେଳେ । ଏଠାରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ତ୍ରୀ ମୃତ ,ସ୍ୱାମୀ ଗୁରୁତର

ମାଲକାନଗିରି : ଭାଲୁ ପାଇଁ ବିଛା ହୋଇଥିବା ବିଦ୍ୟୁତ ତାର ହେଲା କାଳ । ଭାଲୁ ମାରବି ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ, ସ୍ୱାମୀ ଗୁରୁତର ହୋଇ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଶିଖପାଲ୍ଲୀ…

‘ବିଦ୍ୟାଭାରତୀଙ୍କୁ ଗିରଫ କାହିଁକି କରୁନ’–ସୌମ୍ୟଙ୍କ ବାପା

କଟକ : ଏସିଏଫ୍‌ ସୌମ୍ୟରଞନ ମୃତ୍ୟୁ ମାମଲା  ୭୫ ଦିନ ବିତିଲାଣି କିନ୍ତୁ ଏଯାଏଁ  ରହସ୍ୟଜନକ ମୃତ୍ୟୁ ଘଟଣା ଉପରୁ ପର୍ଦ୍ଦା ଉଠିଲା ନାହିଁ । ତେଣୁ ମାମଲାର ପୁନଃ ତଦନ୍ତ ପାଇଁ ଦାବି କରିଛନ୍ତି ମୃତ ସୌମ୍ୟଙ୍କ  ବାପା । ଆଜି କଟକ ସ୍ଥିତ କ୍ରାଇମବ୍ରାଞ୍ଚ ମୂଖ୍ୟାଳୟରେ ପହଞ୍ଚି ADG ଙ୍କୁ  ଭେଟି…

ବିଦ୍ୟୁତ ଆଘାତରେ ଯୁବକ ମୃତ

ଜୟପୁର : ବିଦ୍ୟୁତ ଆଘାତରେ ଯୁବକଙ୍କ ଜୀବନ ଗଲା । କୋଟପାଡ ଥାନା ଅନ୍ତର୍ଗତ କୁର୍ମାକୋଟ ଗ୍ରାମରେ ଏପରି ଅଘଟଣ ଘଟିଛି। ଘରୋଇ କାର୍ଯ୍ୟରେ ନିୟୋଜିତ ଥିବା ଜଣେ ଶ୍ରମିକ ବିଦ୍ୟୁତ ସଂସ୍ପର୍ଶରେ ଆସି ତାର ମୃତ୍ୟୁ ହୋଇଯାଇଛି । ସୂଚନା ଅନୁସାରେ କୁର୍ମାକୋଟ ଗାଁ ର ମଧୁ ହରିଜନଙ୍କ ଘରେ ତିନି ଦିନ…

ଅସ୍ତବ୍ୟସ୍ତ ଜନ ଜୀବନ

ଭୁବନେଶ୍ୱର : କିଛି ଦିନ ଧରି ଲଗାଣ ବର୍ଷା ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏବେ ବି ବହୁ ଲୋକ ପାଣି ଘେରରେ ଥିବା ବେଳେ ଗଛ ସବୁ ଉପୁଡି ପଡିଛି । ଆଉ କିଛି ସ୍ଥାନରେ ମାଟି ଧସି ରାସ୍ତା ଉପରେ ପଡ଼ିଛି । ସେହିଭଳି ବର୍ଷା ଯୋଗୁ କାନ୍ଥ ଭୁଷୁଡି ଜଣଙ୍କର ମୃତ୍ୟୁ ହୋଇଯାଇଛି ।…

କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ଖୋଳତାଡ ଜାରି

ଭଦ୍ରକ : ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଛାତ୍ରୀଙ୍କ ମୃତଦେହ । ଭଦ୍ରକ ଟାଉନ ଥାନା ଜଗନ୍ନାଥ ପୁର ଅଞ୍ଚଳରୁ ଏକ ଲେଜିଡ ମେସରୁ ଛାତ୍ରୀଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡିକାଲ ପଠାଇଛି ପୋଲିସ । ଛାତ୍ରୀ ଜଣକ ଗ୍ରାମାଞ୍ଚଳ ଥାନା ହରିପୁର ଅଞ୍ଚଳର…

ଭିିଜିଲାନ୍ସ ଜାଲରେ କୃଷି ଅଧିକାରୀ, ଲାଞ୍ଚ ନେବା ବେଳେ ଧରାପଡିଲେ

ବଲାଙ୍ଗୀର: ଭିଜିଲନ୍ସ ଜାଲରେ କୃଷି ଅଧିକାରୀ । ବଲାଙ୍ଗୀର ଜିଲ୍ଲା କୃଷି ଅଧିକାରୀ ହିଂମାଶୁ ଶେଖର ପାଢୀ ସାତ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଆଜି ସକାଳ ୧୦.୩୦ ପାଖାପାଖି ସମୟ ହେବ ସେ ପିଓଏସ ମେସିନ ପାଇଁ ପଣ୍ଡକିଟାଲର ଦୁର୍ଯ୍ୟେଧନ ବାରିକଙ୍କ ଠାରୁ…