Latest Odisha News

BREAKING NEWS

Browsing Category

ସହର

City

ପୋଲ ଉପରେ ଦୁଇ ଫୁଟର ପାଣି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବାତ୍ୟା ଗୁଲାବର ପ୍ରଭାବ । ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ମାଲକାନଗିରିଠାରୁ ମୋଟୁକୁ ସଂଯୋଗ କରୁଥିବା ପୋଲ ଉପରେ ଦୁଇ ଫୁଟର ପାଣି ପ୍ରବାହିତ ହେଉଛି । କାଙ୍ଗୁରକୋଣ୍ଡା ଓ ଏମଭି-୯୬ ପୋଲ ଉପରେ ଦୁଇ ଫୁଟର ପାଣି ପ୍ରବାହିତ ହେଉଛି । ଫଳରେ…

ପୋଲିସ ପଞ୍ଝାରେ ସୁନା ଲୁଟେରା

ଜୟପୁର : ସୁନାଚେନ ଓ ବାଇକ ଲୁଟ୍ ମାମଲାର ପର୍ଦ୍ଦାଫାସ କରିଛି ଜୟପୁର ଟାଉନ ପୋଲିସ । ଏହି ମାମଲାରେ ଲୁଟ କରିଥିବା ଅଭିଯୁକ୍ତ ଗୋପବନ୍ଧୁ ନଗରର ବାଦଲ ନାଗକୁ ପୋଲିସ ଗିରଫ କରିଛି । ଚୋରି ସୁନା କ୍ରୟ କରିବା ଅଭିଯୋଗରେ କୁମ୍ଭାରପୁଟର ମହିଳା ମାଣିକ କୁମ୍ଭାରଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।…

ଜାତୀୟ ରାଜପଥ ବନ୍ଦ

ଜଳେଶ୍ୱର : କେନ୍ଦ୍ର ସରକାରଙ୍କ ଦ୍ବାରା ପାରିତ ୩ କୃଷି ଆଇନ୍ ପ୍ରତ୍ୟାହାର ଦାବି । କୃଷକ ସଂଗଠନ ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା । ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖୁବାକୁ ମିଳିଥିଲା। ସକାଳ ୬ଟାରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ସକାଳୁ ସକାଳୁ ବିଭିନ୍ନ…

ଗୁଲାବ ପ୍ରଭାବରେ ବେହାଲ ସ୍ଥିତି

ମାଲକାନଗିରି: ବିଭିନ୍ନ ସ୍ଥାନରେ ବାତ୍ୟା ଗୁଲାବର ପ୍ରଭାବ । ତୁହାକୁ ତୁହା ବର୍ଷା ସାଙ୍ଗକୁ ଗଛ ଉପୁଡି ପଡିଛି । ଆଉ ତା ସାଙ୍ଗକୁ ବିଭିନ୍ନ ସ୍ଥାନରେ ଝାଟିମାଟି ଘର ସବୁ ଭାଙ୍ଗିରୁଜି ପଡ଼ିଲାଣି । ଏହି ବାତ୍ୟାର ପ୍ରଭାବ ମାଲକାନଗିରିରେ ମଧ୍ୟ ଦେଖିବାକୁ ମିଳିଛି । ବାତ୍ୟା ଯୋଗୁଁ ଖୈରପୁଟ,…

ଭାରତ ବନ୍ଦରେ ପ୍ରଭାବିତ ଫୁଲବାଣୀ ,ଦୋକାନ ବଜାର ବନ୍ଦ

କନ୍ଧମାଳ : ଫୁଲବାଣୀରେ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ଆଜି ନବନିର୍ମାମ କୃଷକ ସଂଙ୍ଗଠନ ଓ ଜିଲ୍ଲା କଂଗ୍ରେସ ପକ୍ଷରୁ ଭାରତ ବନ୍ଦ କୁ ସମର୍ଥନ କରି କନ୍ଧମାଳ ଜିଲ୍ଲାକୁ ବନ୍ଦ କରିଦିଆଯାଇଛି ।ସକାଳୁ ସକାଳୁ ନବ ନିର୍ମାଣ କୃଷକ…

କେନ୍ଦୁଝରରେ ଭାରତ ବନ୍ଦ ଡାକରା ପ୍ରଭାବରେ ଗାଡି ଚଳାଚଳ ଠପ୍

କେନ୍ଦୁଝର: କେନ୍ଦୁଝରରେ ମଧ୍ୟ ଭାରତ ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି । କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଭାରତ ବନ୍ଦ ଡାକରା ଦେଇଛି। ସହରର ଗାନ୍ଧୀ ଛକରେ ସିପିଆଇ(ଏମଏଲ) ଲିବାରେସନ,ଅଖିଳଭାରତୀୟ କୃଷକ ମହାସଭା ,ଇଣ୍ଡିଆନ ନେସନାଲ ଟ୍ରେଡ ୟୁନିୟନ…

ଲଗାଣ ବର୍ଷାରେ ଗେଙ୍ଗୁଟି ନଦୀରେ ୨୦୦ ଫୁଟର ଫାଟ

ଭଦ୍ରକ: ଲଘୁଚାପ ଜନିତ ଲଗାଣ ବର୍ଷାରେ ସ୍ଥିତି ବେହାଲ ହୋଇପଡିଛି । ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁ ଆଣ୍ଠିଏ ପାଣି ଜମି ରହିଛି । କିଛି ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଯାଇଥିବା ବେଳେ ଆଉ କିଛି ସ୍ଥାନରେ ନଦୀ ପାଣି ଗାଁକୁ ମାଡି ଆସିଲାଣି । ଲଗାଣ ବର୍ଷା ଓ ବନ୍ୟା ପରେ ଫାଟୁଛି ନଦୀ ବନ୍ଧ…

ରାସ୍ତା ପାଲଟିଛି ମରଣ ଯନ୍ତା

ଯାଜପୁର : ଦିର୍ଘ ଦିନ ହେଲା ମରାମତି ଅଭାବ । ଯାଜପୁର ବିଂଝାରପୁର ବ୍ଲକ ଶାସନ୍ଦା-ତାଉନ୍ତରା ରାସ୍ତା ପାଲଟିଛି ମରଣ ଯନ୍ତା। ବାରମ୍ବାର ବିଭାଗୀୟ ଅଧିକାରୀ ଙ୍କୁ ଜଣାଇବା ପରେ ବି ବାଧ୍ୟ ହୋଇ ରାସ୍ତାରେ ଧାନ ରୋଇ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ତଥାପି ସମାଧାନ ହୋଇନଥିବାରୁ…

ପୁଣି ମାତିଲା ହାତୀ, ଏକର ଏକର ଧାନ ଫସଲ ନଷ୍ଟ

ତେଲକୋଇ: ପୁଣି ମାତିଲା ହାତୀ । ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ଲାଗି ରହିଛି । ହାତୀ ଗାଁଗୁଡିକରେ ପଶିବା ସହିତ ଆତଙ୍କ ଖେଳାଇବାରେ ଲାଗିଛନ୍ତି । ସେହିଭଳି ତେଲକୋଇରେ ମଧ୍ୟ ହାତୀ ଉପଦ୍ରବ ଜାରି ରହିଛି । ଗାଁରେ ପ୍ରାୟ ୮ଟିକିଆ ହାତୀ ପଲ ପଶି ଆତଙ୍କ ଖେଳାଇଛନ୍ତି । ତେଲକୋଇ ରେଞ୍ଜ ତାଳପଦା…

୨୨ଲକ୍ଷ ଟଙ୍କାର ଗଂଜେଇ ଜବତ, ୪ ଗିରଫ

କୋରାପୁଟ: ପୁଣି ଜବତ ହେଇଛି ଗଞ୍ଜେଇ । ଚଢାଉ ବେଳେ ପ୍ରାୟ ୨୨ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି । କୋରାପୁଟ ଲମତାପୁଟ ନକଟରେ ଥିବା ସଗର ଛକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ଚାଲାଣ ବେଳେ ଖବରପାଇଁ ମାଛକୁଣ୍ଡ ପୁଲିସ ଅତର୍କିତ ଚଢାଇ କରିଥିଲା । ଆନ୍ଧ୍ର ସୀମାନ୍ତ ପାଡେର…