Latest Odisha News

BREAKING NEWS

Browsing Category

ସହର

City

ଓଡ଼ିଶାରେ ୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ, କଟକରୁ ୩ ମୃତକ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୫୩୯ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୬ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । କଟକ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ…

ଓଡ଼ିଶାରେ କମୁଛି କରୋନା,୨୪ ଘଣ୍ଟାରେ ୫୩୯ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୫୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୭ ଜଣ ଆକ୍ରାନ୍ତ ଅଛନ୍ତି । କ୍ୱାରେଣ୍ଟିନରୁ ୩୧୬ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୨୩ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୨୫୪…

ରାଜଧାନୀରେ କରୋନା ଆତଙ୍କ, ସିଲ୍ ହେଲା କୋର୍ଟ ପରିସର

ଭୁବନେଶ୍ୱର: ଧିରେଧିରେ କରୋନା ସଂକ୍ରମଣ ପୁଣିଥରେ କାୟା ବିସ୍ତାର କରିବାରେ ଲାଗିଛି । ଏହି ଧାରାରେ ରାଜଧାନୀ ସ୍ଥିତ କୋର୍ଟରେ ୧୫ଜଣ କର୍ମର୍ଚାରୀ କରାନା ସଂକ୍ରମିତଙ୍କ ଚିହ୍ନଟ ହେବା ପରେ ବିଏମ୍‌ସି କୋର୍ଟ ପରିସରକୁ ସିଲ୍ କରିଛି । ଆସନ୍ତା ୨୭ ତାରିଖରେ ବିଏମ୍‌ସି ସମସ୍ତ କର୍ମଚାରୀଙ୍କର…

ପିପିଲି ଉପନିର୍ବାଚନ : ପୋଷ୍ଟାଲ ବାଲାଟ ଗାଡିର ଶୁଭାରମ୍ଭ

ପିପିଲି : ପିପିଲି ଉପନିର୍ବାଚନ ପାଇଁ ପୋଷ୍ଟାଲ ବାଲାଟ ଗାଡି ଶୁଭାରମ୍ଭ ହୋଇଛି । ନିର୍ବାଚନ କମିଶନଙ୍କ ଅନୁଯାୟୀ ପିପିଲି ଉପନିର୍ବାଚନ ପାଇଁ ୮୦ ବୟସରୁ ଉର୍ଦ୍ଧ୍ବ  ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟର ମାନଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା…

ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ , ପୁଣି ହାଇକୋର୍ଟରେ ମାମଲା

କଟକ : ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ  ।  କଟକ ବାଲୁବଜାର ଦୁର୍ଗାପୂଜା କମିଟିର ଆବେଦନ ଖାରଜ ହୋଇଯାଇଥିବା ବେଳେ ଏବେ ପୁଣି ଏକ ଜନସ୍ୱାର୍ଥ ମାମଲା ରୁଜୁ । ସରୋଜ କୁମାର ସିଂ ଓ ଅନ୍ୟ ୩୪ ଜଣଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ଦାୟର କରାଯାଇଛି । ମୂର୍ତ୍ତିର ଉଚ୍ଚତା ବୃଦ୍ଧି ପାଇଁ ମୂର୍ତ୍ତି…

ପ୍ରାଥମିକ ସ୍କୁଲ ଖୋଲିବା ନେଇ ନିଷ୍ପତି ହୋଇନାହିଁ – ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ୱର :ପ୍ରାଥମିକ ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା । ଏଯାଏ ପ୍ରାଥମିକ ସ୍କୁଲ ଖୋଲିବା ନେଇ ନିଷ୍ପତି ହୋଇନାହିଁ। ବିଭିନ୍ନ ବିଭାଗରୁ ପ୍ରସ୍ତାବ ଆସୁଛି । ସରକାର ନିଷ୍ପତି ନେଇନାହାନ୍ତି । ପିଲାମାନଙ୍କ ବ୍ୟସ୍ତତା ବୃଦ୍ଧି ପାଇଲାଣି । ପୂଜା ପାଇଁ…

ଅପମିଶ୍ରଣ ଅଭିଯୋଗରେ ବେକେରୀ ଫ୍ୟାକ୍ଟ୍ରି ଉପରେ ଚଢାଉ

କଟକ : ଆମେ ଖାଉଥିବା ପାଉଁରୁଟି କେତେ ସତେଜ? ଏହି ପାଉଁରୁଟି ଖାଇବା ଶରୀର ପକ୍ଷେ କେତେ କ୍ଷତିକାରକ ତାହା ଆମେ ଜାଣିନେ । କଟକର ଏମିତି କିଛି ଅପମିଶ୍ରିତ ବେକେରୀ ଫ୍ୟାକ୍ଟ୍ରି ଉପରେ ଅତର୍କିତ ରେଡ୍ କରିଛି ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗ ।  ଶିଖରପୁର ଅଞ୍ଚଳର ୩ଟି ବେକେରୀ ଫ୍ୟାକ୍ଟ୍ରି…

ପୋଲିସ ପଞ୍ଝାରେ ବ୍ରାଉନସୁଗାର ବେପାରୀ ,୩ ଗିରଫ

ପୁରୀ : ପୁରୀରେ ଧରାହେଲେ ବ୍ରାଉନସୁଗାର ବେପାରୀ । ପୁରୀ ଏସଟିଏଫ ଟିମକୁ ମିଳିଛି ସଫଳତା । ପୁରୀ ଏସଟିଏଫ ଟିମ୍ ଚଢଉ କରି ୩ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନଙ୍କ ଠାରୁ ୧୦ ଟି ପଲିଥିନ ପ୍ୟାକେଟରେ ୪୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଯାହାର ଆନୁମାନିକ…

ଓଡ଼ିଆ ଛାତ୍ରଙ୍କ କମାଲ୍, ମିନି ଫ୍ରିଜ୍ ତିଆରି କରି ସାଉଁଟିଲେ ପ୍ରଶଂସା

ଭଦ୍ରକ: କିଛି ନୂଆ କରିବାର ନିଶା ଦେଲା ଏକ ସ୍ୱତନ୍ତ୍ର ପରିଚୟ । ମିନି ଫ୍ରିଜ୍ ତିଆରି କରି ଚର୍ଚ୍ଚାରେ ଓଡ଼ିଆ ପୁଅ । ଏନେଇ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନୀତ ହୋଇଛନ୍ତି ଭଦ୍ରକ ଜଗନ୍ନାଥପୁର ଅଞ୍ଚଳର କମଳ କିଶୋର ମାଝୀ । କୃଷ୍ଣଚନ୍ଦ୍ର ମାଝୀ ଓ କୁନ୍ତଳା ମାଝୀଙ୍କ ବଡ଼ପୁଅ କମଲ । କମଳ…

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସମ୍ଭାବନା , ୨୫ରୁ ପ୍ରବଳ ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ବୁଧବାର ଠାରୁ ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇଛି । ଏବେ ଘନିଭୂତ ହେଉଛି ମିଆଁମାରରେ ଉପକୂଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି ବଳୟ।  ଏହାର ପ୍ରଭାବରେ ୨୪ ତାରିଖ ସନ୍ଧ୍ୟା ବେଳକୁ ଉତ୍ତର-ପୂର୍ବ ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି…