Latest Odisha News

BREAKING NEWS

Browsing Category

ଝାରସୁଗୁଡ଼ା

Jharsuguda

ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଝାରସୁଗୁଡ଼ାବାସୀ

ଝାରସୁଗୁଡ଼ା : ସାଂସ୍କୃତିକ ସପ୍ତ ରଙ୍ଗରେ ରଙ୍ଗିଗଲା ଶିଳ୍ପ ନଗରି ଝାରସୁଗୁଡ଼ା । କରୋନା ମହାମାରୀ ପାଇଁ ଦୁଇବର୍ଷ ହେବ ବନ୍ଦ ରହିବା ପରେ ନବ କଳେବର ହୋଇ ଆରମ୍ଭ ହୋଇଛି ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି । ଲୋକ କଳା, ଲୋକ ସଂସୃତି ଓ ଲୋକ ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ୨୧ବର୍ଷ ଧରି…

ଝାରସୁଗୁଡାବାସୀଙ୍କୁ ମାଗଣାରେ ମିଳିବ ସିଟି ସ୍କାନର ସୁବିଧା

ଝାରସୁଗୁଡା : ଆଜି ଝାରସୁଗୁଡା ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ସିଟି ସ୍କାନ ମେସିନର ଶୁଭାରମ୍ଭ ହୋଇଛି  । ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ସିଟିସ୍କାନ ମେସିନର ଲୋକାର୍ପିତ କରିଛନ୍ତି  । ଆଜିଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲୋକେ ମାଗଣାରେ ସିଟି…

ଝାରସୁଗୁଡ଼ାରେ ମୁଖ୍ୟ ଶାସନ ସଚିବ; ବୁଲିଲେ ହାର୍ଟ ହସ୍ପିଟାଲ

ଝାରସୁଗୁଡ଼ା: ଶନିବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଯାଇଛନ୍ତି । ସକାଳୁ ଝାରସୁଗୁଡ଼ା ସହରର ବାଲିଜୁରି ସ୍ଥିତ ହାର୍ଟ ହସ୍ପିଟାଲ ପରିଦର୍ଶନ କରିଥିଲେ। ପରେ ଜିଲ୍ଲା ଖଣିଜ ପାଣ୍ଠି କକ୍ଷରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଜିଲ୍ଲା…

ବେଲ୍ଟ ପିନ୍ଧାକୁ ନେଇ ମଝିଆଁ ଭାଇକୁ ମାରିଲା ସାନ ଭାଇ

ଝାରସୁଗୁଡ଼ା: ଅଣ୍ଟା ପିନ୍ଧା ବେଲ୍ଟ ପାଇଁ ଭାଇକୁ ମାରିଲା ଭାଇ । ସାମନ୍ୟ ନିର୍ଜୀବ ବସ୍ତୁ ଟିଏ ପାଇଁ ଭାଇ ନେଇଗଲା ଭାଇ ର ଜୀବନ । ବ୍ରଜରାଜନଗର ସ୍ଥିତ ଓରିଏଣ୍ଟ ଥାନା ଅନ୍ତର୍ଗତ ଗୁଆଲାପଡ଼ାରେ ଶୁକ୍ରବାର ସନ୍ଧ୍ୟାରେ ଏହି କାଣ୍ଡ ଘଟିଛି। ସାନ ଭାଇ ଉମେଶ ଚୌହାନ ଓ ମଝିଆଁ ଭାଇ ସୋମେଶ…

ଧୁତରା ରେଳ ଷ୍ଟେସନ ନିକଟରେ ଟ୍ରେନରୁ ଖସି ପଡ଼ି ଜଣେ ମୃତ

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା କିରିମିରା ବ୍ଳକ ଧୁତରା ଷ୍ଟେସନ ନିକଟ ଖୁଣ୍ଟ ନଂ.୫୦୫/୨୨ ଓ ୫୦୫/୨୪ ମଝିରେ ୨ନଂ ଲେନରେ ଟ୍ରେନରୁ ଖସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ବ୍ୟକ୍ତିଟି ଏକ୍ସପ୍ରେସ ଟ୍ରେନରେ ବିହାର ଅଭିମୁଖେ ଯାତ୍ରା କରୁଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।…

ଝାରସୁଗୁଡ଼ା ଡାକ୍ତରଖାନାରୁ ବିଚାରଧୀନ ଅଭିଯୁକ୍ତ ଫେରାର

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ବିଚାରଧୀନ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ସେ ହେଉଛନ୍ତି ଇନ୍ଦ୍ରଜିତ ସହାଣୀ । ଘର ବିହାର ମାଧେପୁର ଥାନା ବୋଥନା ଗାଁ । ତେବେ ସେ ଗତ ୨୬ ତାରିଖ ବ୍ରଜରାଜନଗର ଓରିଏଣ୍ଟ ଥାନା ଅଞ୍ଚଳରୁ ଏକ ଟ୍ରକ ଚୋରି…

ଖରାପ ପ୍ରଦର୍ଶନକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେଉଛି ବିଜେପି

ଭୁବନେଶ୍ବର: ବ୍ରଜରାଜନଗରରେ କାହିଁକି ହାରିଲା ବିଜେପି ? ଜମାନତ କାହିଁକି ହରାଇଲେ ରାଧାରାଣୀ  ?। ଧର୍ମେନ୍ଦ୍ରଙ୍କ ପାଓ୍ବାର କାହିଁକି ଫେଲ ମାରିଲା ବ୍ରଜରାଜନଗରରେ? । ଏସବୁକୁ ନେଇ ଦୁଇଦିନ ହେଲା ସୋସିଆଲ ମିଡିଆରେ ହଜାର ହଜାର ୟୁଜର ଟ୍ରୋଲ କରୁଛନ୍ତି । ବିଶେଷ କରି ଏଥର ବିଜେଡି ଜିତିବ…

ବ୍ରଜରାଜନଗରରେ ଜିତିଲା ବିଜେଡି, ଦ୍ୱିତୀୟ ସର୍ବାଧିକ ବ୍ୟବଧାନରେ ଜିତିଲେ ଅଳକା

ଭୁବନେଶ୍ୱର : ବ୍ରଜରାଜନଗରରେ ବିଜେଡିର ବାଜିମାତ । ବିପୁଳ ଭୋଟରେ ଜିତିଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କ ପାଖରୁ ଅଳକା ୬୫ ହଜାରରୁ ଅଧିକ ଭୋଟରେ ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ସ୍ତ୍ରୀ ଅଳକା ମହାନ୍ତି ବିଜୟୀ ହୋଇଛନ୍ତି।କଂଗ୍ରେସର ବିଧାୟକ…

ଆଜି ଆସିବ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ, ୧୧ ପ୍ରାର୍ଥୀଙ୍କ ଛାତି ଧଡଧଡ

ଭୁବନେଶ୍ୱର: ଝାରସୁଗୁଡ଼ା ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଆଜି ଭୋଟ୍ ବାକ୍ସ ଖୋଲିବା ପରେ ଜଣାପଡିବ କିଏ ହେବ ବ୍ରଜରାଜନଗର ବାଜିଗର। ଭୋଟ ଗଣତି କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ମୁଖ୍ୟ ନିର୍ବାଚନ କମିସନରଙ୍କ ଅଫିସ ପାଖରୁ ଆରମ୍ଭ…

ବ୍ରଜରାଜନଗର ଉପ-ନିର୍ବାଚନ, ଡ୍ୟୁଟି ସମୟରେ ଦୁଇ ଜଣଙ୍କର ମୃତ୍ୟୁ

ଝାରସୁଗୁଡା (କେ ରୋଶନ ପୃଷ୍ଟି): ବ୍ରଜରାଜନଗର ଉପ-ନିର୍ବାଚନ ମତଦାନ ସମୟରେ ଜଣେ ହୋମଗାର୍ଡଙ୍କ ସମେତ ଦୁଇଜଣ ମତଦାନ ଅଧିକାରୀଙ୍କ ମୃତ୍ୟୁ ଘଟିଛି । ଉପନିର୍ବାଚନ ଡ୍ୟୁଟିରେ ଥିବା ବେଳେ ଜଣେ ହୋମଗାର୍ଡ ଅସୁସ୍ଥ ହୋଇପଡିଥିଲେ ପରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ତ୍ରିଲୋଚନ ମହାନ୍ତି…