Latest Odisha News

BREAKING NEWS

Browsing Category

ଖୋର୍ଦ୍ଧା

Khurda

ଭୁବନେଶ୍ୱରରୁ ବୋଲେରୋ ଲୁଟେରା ଗ୍ୟାଙ୍ଗ ଗିରଫ, କୋଲକାତାକୁ ଲମ୍ବିଛି ଚେର

ଭୁବନେଶ୍ୱର: ରାଜଧାନୀରୁ ସିରିଜ୍ ବୋଲେରୋ ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ । ୬ ଜଣ ସଦସ୍ୟଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସେମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଲୁଟେରା ଗ୍ୟାଙ୍ଗ୍‌ର ଚେର କୋଲକାତା ଯାଏ ଲମ୍ବିଥିବା ସୂଚନା ମିଳିଛି । ଲୁଟେରା ଗ୍ୟାଙ୍କରେ ଆଉ କେଉଁମାନେ…

ଖୋର୍ଦ୍ଧାରେ ପୁଲିସର କଡାକଡି ଯାଂଚ

ଖୋର୍ଦ୍ଧା : ଭୂତାଣୁ ଭୟ ସମସ୍ତଙ୍କୁ୍ୁ ଘାରିଛି । ଖୋର୍ଦ୍ଧା ଜିଲ୍ଲାରେ ରାଜ୍ୟର ସବୁଠାରୁ ଅଧିକ ସଂକ୍ରମିତ। କାରୋନାର ଦ୍ଵିତୀୟ ଷ୍ଟ୍ରେନ୍ ପରେ ଖୋର୍ଦ୍ଧାରେ ଆରମ୍ଭ ହୋଇଛି ସପ୍ତାହନ୍ତ ସଟ ଡାଉନ। ସହର ସାରା ସବୁ ବନ୍ଦ । ଖୋର୍ଦ୍ଧା ଚାରିପଟେ ତିନୋଟି ସ୍ଥାନରେ ପୋଲିସର ଚେକିଂ ଚାଲିଛି।…

ଖୋର୍ଦ୍ଧା ପୋଲିସକୁ ସଫଳତା: ଲୁଟ୍ ଘଟଣାର ପର୍ଦ୍ଦାଫାସ, ୩ ଡକାୟତ ଗିରଫ 

ଖୋର୍ଦ୍ଧା: ଖୋର୍ଦ୍ଧା ପୋଲିସକୁ ସଫଳତା । ବନ୍ଧୁକ ମୁନରେ ୫ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ଖୋର୍ଦ୍ଧା ପୋଲିସ । ରାମେଶ୍ୱର ଛକ ପାଇକରାୟ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟ ହୋଇଥିଲା । ଲୁଟ୍ ଘଟଣାରେ ୩ ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ । ଏହାସହ…

ଦନ୍ତା ହାତୀ ଆକ୍ରମଣରେ ମହିଳା ମୃତ, ୩ ଗୁରୁତର

ଖୋର୍ଦ୍ଧା: ଦନ୍ତା ହାତୀର ଉତ୍ପାତ । ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ମଳିପଡ଼ାର ରାମଚଣ୍ଡି ଗାଁରେ ଆଜି ସକାଳୁ ସକାଳୁ ହାତୀ ଆକ୍ରମଣରେ ଜଣେ ମହିଳା ପ୍ରାଣ ହରାଇଛନ୍ତି । ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ, ୩ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳରେ ବ୍ରାଉନ ସୁଗାର ବେପାରୀ ଆଡ୍ଡା ଜମାଇଲେଣି । ଖୋଲାଖୋଲି ଭାବେ ଧଳା ଜହରର କାରବାର କରୁଛନ୍ତି । ଆଜି ପୋଲିସକୁ ଏକ ବଡ ସଫଳତା ମିଳିଛି । ପୋଲିସ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କରିଛି । ବ୍ରାଉନ ସୁଗାର କାରବାର ଚାଲିଥିବା ନେଇେ କୌଣସି…

ଖୋର୍ଦ୍ଧାରେ ଫଳ ଓ ପରିବା ଦୋକାନରେ ଭୟାବହ ଅଗ୍ନିକାଣ୍ଡ 

ଖୋର୍ଦ୍ଧା: ଫଳ ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ଫଳ ଓ ପରିବା ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଖୋର୍ଦ୍ଧା ଅଗ୍ନିଶମ…

ଖୋର୍ଦ୍ଧାରେ କଂଗ୍ରେସର ବନ୍ଦ ପାଳନ ପ୍ରଭାବ, ଶୂନଶାନ ସହର

ଖୋର୍ଦ୍ଧା: ରାଜ୍ୟବ୍ୟାପୀ କଂଗ୍ରେ ଦେଇଥିବା ଓଡ଼ିଶା ବନ୍ଦ ପ୍ରଭାବ ଖୋର୍ଦ୍ଧାରେ ବି ଦେଖିବାକୁ ମିଳିଛି । ସକାଳୁ ସକାଳୁ କଂଗ୍ରେସ ନେତା ଓ କର୍ମୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ବନ୍ଦ ରହିଛି ଦୋକାନବଜାର,…

ପାଞ୍ଚ ବର୍ଷ ପରେ ବି ସରୁନି ଜଟଣୀ ଫ୍ଳାଏ ଓଭର ବ୍ରିଜ୍ ନିର୍ମାଣ କାମ

ଖୋର୍ଦ୍ଧା : ଦୁର୍ଦ୍ଦଶା ବଢାଉଛି ଜଟଣୀ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ କାମ । ପାଞ୍ଚ ବର୍ଷ ପରେ ବି ଫ୍ଲାଏ ଓଭର ନିର୍ମାଣ କାମ ଶେଷ ହୋଇନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି ।  ତେବେ ସବୁଠାର ବଡକଥା ହେଲା ଜିଲ୍ଲାପାଳଙ୍କ କଥାରେ ଭରଷା କରି ବ୍ୟବସାୟୀ ନିଜ ଦୋକାନ ଭାଙ୍ଗି…

ଧରାପଡ଼ିଲା ସେଞ୍ଚୁରିଆନ୍ ସିଏଫଓଙ୍କ କାରସାଦି

ଭୁବନେଶ୍ବର : ନୂଆ ମୋଡ ନେଉଛି ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ଜିଏସଟି ଠକେଇ ଘଟଣା । ସେଞ୍ଚରିଆନ୍ ବିଶ୍ବବିଦ୍ୟାଳୟର ସିଏଫଓ ହିମାଂଶୁ ଶେଖର କବିଙ୍କ ଚଞ୍ଚକତା ଏବେ ପଦାରେ ପଡିଛି । ହିମାଂଶୁଙ୍କ ଜାଲିଆତି ବିରୋଧରେ ସେଞ୍ଚୁରିଆନ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ…

ଖୋର୍ଦ୍ଧା ବାଇପାସରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

ଭୁବନେଶ୍ୱର: କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ୧କିଲୋ ୩୧୦ ଗ୍ରାମ ଧଳଜହର ଜବତ ହୋଇଛି । ଯାହାର ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ । ଖୋର୍ଦ୍ଧା ବାଇପାସ ଜାତୀୟ ରାଜପଥରୁ ଚଢାଉ କରି ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ଜଣେ ବେପାରୀଙ୍କୁ…