Latest Odisha News

BREAKING NEWS

Browsing Category

ଓଡିଶା

Odisha

୨୦୦ ଲିଟର ବେଆଇନ ଦେଶୀ ମଦ ଜବତ, ଭୁବନେଶ୍ୱରରୁ ଜଣେ ଗିରଫ

ଭୁବନେଶ୍ୱର: ରାଜଧାନୀରେ ପୁଲିସ ପ୍ରାୟ ୨୦୦ ଲିଟର ଦେଶୀ ମଦ ଜବତ କରିବା ସହ ଗଣପତି ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଦେଶୀ ମଦ ଗଚ୍ଛିତ ଥିବା ନେଇ ବିଶ୍ୱସ୍ତ ସୂଚନା ଆଧାରରେ ଖଣ୍ଡଗିରି ଥାନାର ଏକ ସ୍ବତନ୍ତ୍ର ଟିମ୍ ଏକ ଅଜ୍ଞାତ ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ାଉ ସମୟରେ ଟିମ୍ ୨୦୦…

ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ: ପିସିସି ସଭାପତି

ଭୁବନେଶ୍ୱର: ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଥିବା ବେଳେ ଆଗାମୀ ମାସରେ ଉଭୟ ନିର୍ବାଚନ ପାଇଁ କଂଗ୍ରେସ ଦଳ ପ୍ରାର୍ଥୀ ଘୋଷଣା କରିବାକୁ ପ୍ରସ୍ତୁତି ଚଳାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଶରତ ପଟ୍ଟନାୟକ ଏହି ସୂଚନା ଦେଇ…

୨ ରୋଗୀଙ୍କୁ ବଞ୍ଚାଇବା ପାଇଁ ହୃତପିଣ୍ଡ ଓ କିଡନୀ ଦାନ କଲେ ଓଡ଼ିଶାର ସିଆରପିଏଫ ଯବାନ

ଭୁବନେଶ୍ୱର: ଓଡ଼ିଶାର ସିଆରପିଏଫ ହାବିଲଦାର କୃଷ୍ଣଚନ୍ଦ୍ର ମହାଭୋଇଙ୍କ ବିୟୋଗ ପରେ ଦୁଇ ଜଣଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କ ପରିବାର ନିଜ ହାର୍ଟ ଓ କିଡନୀ ଦାନ କରିଛନ୍ତି। ଜମ୍ମୁ-କଶ୍ମୀରରେ ଅବସ୍ଥାପିତ ମହାଭୋଇ ଦୁଇ ବର୍ଷ ହେବ ଗୁରୁତର ସ୍ୱାସ୍ଥ୍ୟାବସ୍ଥା ସହ ସଂଘର୍ଷ କରୁଥିଲେ। ବ୍ୟାପକ…

ଓଡ଼ିଶାରେ ୧୫ରୁ ଅଧିକ ଲୋକସଭା ଆସନରେ ବିଜେପି ବିଜୟୀ ହେବ: ଅପରାଜିତା

ଭୁବନେଶ୍ୱର: ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସହମତି ପ୍ରକାଶ କରି ଆଗାମୀ ନିର୍ବାଚନରେ ବିଜେପି ବିଜୟୀ ହେବାର ସମ୍ଭାବନା ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଓଡ଼ିଶାର ୨୧ଟି ଲୋକସଭା ଆସନରୁ ଦଳ ୧୫ରୁ ଅଧିକ ଆସନ ରେ ବିଜୟୀ ହେବ ବୋଲି ସେ…

କାମ୍ବୋଡିଆରେ ରହି ଭାରତୀୟଙ୍କୁ ଠକୁଥିଲେ, ୨ ଜଣଙ୍କୁ ଧରିଲା ପୋଲିସ

ରାଉରକେଲା: କାମ୍ବୋଡିଆରେ ରହି ଭାରତୀୟଙ୍କୁ ଠକୁଥିଲେ। କେବେ ଡେଟିଂ ଆପରେ ତ କେବେ ଷ୍ଟକ୍ ମାର୍କେଟ୍ ନାଁରେ ଲୋକଙ୍କୁ ଲୁଟୁଥିଲେ ସାଇବର ଅପରାଧୀ। ୨୦୦ କୋଟି ଟଙ୍କା ଠକେଇବା ଅଭିଯୋଗରେ ୨ ଜଣଙ୍କୁ ଧରିଲା ପୋଲିସ। ଅଭିଯୁକ୍ତ ଦ୍ୱୟ ହେଲେ ହରିଶ କୁରପତୀ (ହ୍ୟାରି) ଏବଂ ନାଗା ଭେଙ୍କଟା ସୌଜନ୍ୟ…

ଜାତୀୟ ନାଟ୍ୟ ମହୋତ୍ସବ: ‘କ୍ୟା କରେଗା କାଜି’ ମଞ୍ଚସ୍ଥ

ପାରାଦୀପ: ୨୧ତମ ଜାତୀୟ ନାଟ୍ୟ ମହୋତ୍ସବ ''କ୍ୟାନଫେଷ୍ଟ'' ଦର୍ଶକଙ୍କ ମନ ମୋହିଲା ନାଟକ ''କ୍ୟା କାରେଗା କାଜୀ'' ।ପ୍ରେମ ଏକ ଭାବନାକୁ ବୁଝାଇଥାଏ । ଏହାଛଡା ବ୍ୟକ୍ତିଗତ ସ୍ନେହ ଓ ସଂଯୋଗକୁ ମଧ୍ୟ ପ୍ରେମ କୁହାଯାଏ। ଦୁଇଜଣଙ୍କ ମଧ୍ୟରେ ଥିବା ଦୟା, ବିଶ୍ଵାସ, ସ୍ନେହ, ପ୍ରଣୟ ହେଉଛି ପ୍ରେମର ଏକ…

ନବରଙ୍ଗପୁର ବିଜେପିରେ ଶୁଭିଲା ବିଦ୍ରୋହର ସ୍ୱର, ବଳଭଦ୍ରଙ୍କ ପ୍ରାର୍ଥୀତ୍ଵକୁ ନେଇ ଆରମ୍ଭ ହେଲା ଗୋଷ୍ଠୀ କନ୍ଦଳ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ବିଜେପିରେ ଆରମ୍ଭ ହେଲା ଗୋଷ୍ଠୀ କନ୍ଦଳ। ବଳଭଦ୍ରଙ୍କ ପ୍ରାର୍ଥୀତ୍ଵକୁ ନେଇ ନବରଙ୍ଗପୁର ବିଜେପି ଦୁଇ ଫାଳ । ନବରଙ୍ଗପୁର ବିଜେପିରେ ଶୁଭିଲା ବିଦ୍ରୋହର ସ୍ୱର। ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ଗତକାଲି ବିଜେପି ତରଫରୁ ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ…

କଟକ ଲୋକସଭା: ଦ୍ୱନ୍ଦ୍ୱରେ ବିଜେପି, ନୂଆ ପ୍ରାର୍ଥୀ ଦେଇପାରେ ବିଜେଡ଼ି

ଭୁବନେଶ୍ୱର: ବିଜେଡ଼ିରୁ କଟକ ସାଂସଦ ଭର୍ତ୍ତୃହରି ମହତାବ ଇସ୍ତଫା ପ୍ରଦାନ ପରେ କଟକ ସାଂସଦ ପ୍ରାର୍ଥୀକୁ ନେଇ ଚର୍ଚ୍ଚା ଜୋର ଧରିଛି। କେବଳ ବିଜେଡ଼ି ନୁହେଁ, ବିଜେପି ଓ କଂଗ୍ରେସ ମଧ୍ୟ ପ୍ରାର୍ଥିତ୍ୱକୁ ନେଇ ଅଙ୍କ କଷୁଥିବା ଆଲୋଚନା ହେଉଛି। ଏହି ଗୁରୁତ୍ତ୍ୱପୂର୍ଣ୍ଣ ଆସନ ପାଇଁ ତିନି ଦଳ ପାଇଁ…

ପବିତ୍ର ଦୋଳପୂର୍ଣ୍ଣିମା: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ

ପୁରୀ: ଆଜି ପବିତ୍ର ଦୋଳପୂର୍ଣ୍ଣିମା।‌ ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୁଦନ ଓ ରଥରେ ବାମନ ରୂପରେ ମହାପ୍ରଭୁଙ୍କ ଦର୍ଶନ ଭକ୍ତଙ୍କ ଭାଗ୍ୟରେ ଥିଲେ ମିଳିଥାଏ ବୋଲି ବିଶ୍ଵାସ ରହିଛି। କାରଣ ମହାପ୍ରଭୁଙ୍କ ଦ୍ୱାଦଶ…

ଗଛରୁ ଉଦ୍ଧାର ହେଲା ନବବଧୂଙ୍କର ଝୁଲନ୍ତା ମୃତଦେହ, ହତ୍ୟା କରାଯାଇଥିବା ଅଭିଯୋଗ

ବାଲେଶ୍ୱର: ସୋର ଥାନା ଗୋପୀନାଥପୁର ପଞ୍ଚାୟତ ଉପରଗଡ଼ ଗାଁରେ ଅଭାବନୀୟ ଘଟଣା ଘଟିଛି। ଗଛରୁ ମିଳିଲା ନବ ବିବାହିତ ମହିଳାଙ୍କର ଝୁଲନ୍ତା ମୃତଦେହ। ମୃତା ମହିଳା ଜଣକ ହେଲେ ୨୨ ବର୍ଷୀୟା ଗୌରୀ ମୁଦୁଲି । ଗୌରୀଙ୍କ ବାପ ଘର ଖଇରା ଥାନା କୁପାରୀ କବର ଗାଁରେ । ୮ ଦିନ ତଳେ ସେ ଉପରଗଡ଼ ଗାଁର ବସନ୍ତ…