Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଉ ନାହିଁ Z+ ଉପରେ ଭରସା, ଏଣିକି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କରିବ ସ୍ୱତନ୍ତ୍ର ସ୍କ୍ୱାଡ୍

ଭୁବନେଶ୍ଵର: ଏଣିକି ଆଉ ନାହିଁ ଜେଡ୍‍ ପ୍ଲସ୍‍ ସୁରକ୍ଷା ଉପରେ ଭରସା । ଏବେଠାରୁ ମୁଖ୍ୟମନ୍ତ୍ରୀଙ୍କ ଲାଗି କାର୍ଯ୍ୟ କରିବ ସ୍ୱତନ୍ତ୍ର ସ୍କ୍ୱାଡ୍‍ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ହେବେ ୯୧ ଜଣ ସ୍ୱତନ୍ତ୍ର ଅଧିକାରୀ । ଅନ୍ତର୍ଘାତୀ କାର୍ଯ୍ୟ, ଆକ୍ରମଣ ତଥା ଦଳ ଭିତରେ ହେଉଥିବା…

ନିଆରା ଢଙ୍ଗରେ ଶିକ୍ଷକଙ୍କ ପ୍ରତିବାଦ: ଶୋଭାଯାତ୍ରାରେ ଗଲେ, ମନ୍ଦିରରେ ଦୀପ ଜାଳିଲେ

ଯାଜପୁର: ପ୍ରାଥମିକ ଶିକ୍ଷକଙ୍କ ନିଆରା ଢଙ୍ଗରେ ପ୍ରତିବାଦ । ଶୋଭାଯାତ୍ରାରେ ଯାଇ ଯାଜପୁର ବିରଜା ମନ୍ଦିରରେ ଦୀପ ଜାଳି ପ୍ରତିବାଦ କଲେ ପ୍ରାଥମିକ ଶିକ୍ଷକ ସଂଘ  । ସୂଚନା ଅନୁସାରେ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଆହ୍ଵାନ କ୍ରମେ ପ୍ରାଥମିକ ଶିକ୍ଷକମାନେ ୩ ଦଫା ଦାବି ନେଇ…

ଏଲିଶା ପଦ୍ଧତିରେ ମିଳିବ ସ୍କ୍ରବ ଟାଇଫସ୍ ମୃତ୍ୟୁର ସଠିକ୍ ତଥ୍ୟ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ୍  । ବରଗଡ ଏବଂ ସୁନ୍ଦରଗଡରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି  । ସୁନ୍ଦରଗଡ ଜିଲ୍ଲାରେ ଆଜି ପୁଣି ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଜିଲ୍ଲାରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୧୮୩ରେ ପହଞ୍ଚିଛି  ।…

ମନ୍ଦିରରେ ଚହଳ, ଉପରୁ ହେଉଛି ସାପ ବର୍ଷା

ଭୁବନେଶ୍ଵର: ଆଜି ହେଉଛି ବାଲି ତୃତୀୟା ଓଷା ତଥା ସୋମବାର । ସକାଳୁ ସକାଳୁ ମନ୍ଦିରରେ ଲାଗିଛି ଭକ୍ତଙ୍କ ଗହଳି । ହଠାତ୍ ସେତେବେଳେ ଭକ୍ତଙ୍କ ମୁଣ୍ଡରେ ପଡିଲା ସାପ ଛୁଆ । ଭୟରେ ଭକ୍ତ ଚାରିଆଡେ ଦୌଡିବାକୁ ଲାଗିଲେ । ଏପରି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ…

ଘରୋଇ କଳହକୁ କେନ୍ଦ୍ର କରି ଭାଇକୁ ହାଣିଲା ଭାଇ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଲଙ୍ଗଳେଶ୍ବର ଗାଁରେ ଅଭାବନୀୟ ଘଟଣା  । ଘରୋଇ କଳହକୁ କେନ୍ଦ୍ର କରି ଭାଈକୁ ହାଣି ଦେଇଛି ଭାଈ  । ସୂଚନା ଅନୁସାରେ ଗତକାଲି କୌଣସି କଥାକୁ ନେଇ ସୁଶାନ୍ତ ଗିରିଙ୍କର ତାଙ୍କ ମାଆ ସାବିତ୍ରୀ ଗିରିଙ୍କ ସହ ବଚସା ହୋଇଥିଲା  । ଏଥିରେ ରାଗି ଯାଇ ସୁଶାନ୍ତ ତାଙ୍କ…

ବିଷାକ୍ତ ଖାଦ୍ୟ ଖାଇ ମା’ ସହ ୨ ପୁଅଙ୍କ ମୃତ୍ୟୁ

ଆସିକା:ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଶ୍ରୀରାମନଗର ଅଞ୍ଚଳରେ ।  ବିଷାକ୍ତ ଖାଦ୍ୟ ଯୋଗୁ ପରିବାରର ମା’ ଓ ୨ ପୁଅଙ୍କର ମୃତ୍ୟୁ ଘଟିଛି । ହେଲେ ଶାଶୂ ସୁସ୍ଥ ଥିବା ଜଣାଯାଇଛି । ଅନ୍ୟ ପକ୍ଷେ ମୃତ ମହିଳାଙ୍କ ସ୍ୱାମୀ…

ମେରାଇନ ଡ୍ରାଇଭରେ ମୋ ବସ-କାର ଧକ୍କା: ଚାଳକ ମୃତ

ପୁରୀ:ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା । ‘ମୋ ବସ’-କାର ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ କାର ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୫ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ଅବସ୍ଥା ଗୁରୁତର ଅଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ସ୍ଥାନାନ୍ତର…

ଓଡିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଜୟପୁର: ଜୟପୁର ସଙ୍ଗମ୍ କଲ୍ୟାଣ ମଣ୍ଡପଠାରେ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି  । ଅମଲା ସଂଘ ସଭାପତି ଶଶୀଭୂଷଣ ଦାଶଙ୍କ ସଭାପତିତ୍ବରେ କୋରାପୁଟ ଜିଲ୍ଲା ର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଶତାଧିକ ଅମଲା ଯୋଗଦେଇଥିଲେ । ଅମଲା ମାନଙ୍କ…

ରେଳ ଶୌଚାଳୟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ପୁରୀ: ପୁରୀ ରେଳ ଷ୍ଟେସନରେ ଅଭାବନୀୟ ଘଟଣା। ଏକ ଏକ୍ସପ୍ରେସର ଏସି କୋଚରେ ଥିବା ଶୌଚାଳୟରୁ ଉଦ୍ଧାର ହେଲା ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ। ଖବର ଅନୁଯାୟୀ ଚେନ୍ନାଇ-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ୍ ନିର୍ଦ୍ଧାରିତ ସମୟରେ ପୁରୀ ରେଳ ଷ୍ଟେସନରେ ପହଞ୍ଚି ଏକ ପ୍ଲାଟଫର୍ମରେ ଠିଆ ହୋଇଥିଲା।…

ଫୁଟବଲ ମ୍ୟାଚ୍ ଦେଖୁଥିବା ବେଳେ ବଜ୍ରାଘାତ, ୩ ମୃତ

ରାଉରକେଲା: ଖେଳ ଦେଖୁଥିବା ବେଳେ ବଜ୍ରାଘାତ ଘଟି ୩ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ବୀରୁଆଲ ଗାଁରେ। ସୂଚନା ଅନୁସାରେ ପଡିଆରେ ଫୁଟବଲ ଖେଳ ଚାଲୁଥିଲା। ସେହି ସମୟରେ ଶହ ଶହ ଦର୍ଶକ ଖେଳ ଦେଖୁଥିଲେ। ଏହି ସମୟରେ ସେଠାରେ ହଠାତ୍ ବଜ୍ରାଘାତ ହୋଇଥିଲା।…