Latest Odisha News

BREAKING NEWS

Browsing Category

ଓଡିଶା

Odisha

ରୋଗୀଙ୍କ ଭିଡ଼ ହିଁ ଏମ୍ସ ଭୁବନେଶ୍ୱର ପ୍ରତି ଜନସାଧାରଣଙ୍କ ଆସ୍ଥାକୁ ପ୍ରମାଣିତ କରୁଛି

ଭୁବନେଶ୍ୱର: ଜନସାଧାରଣଙ୍କ ଆସ୍ଥା ଜିତି ପାରିଛି ଏମସ । ଖାଲି ଓଡ଼ିଶା ନୁହେଁ, ସମଗ୍ର ପୂର୍ବଭାରତରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ପାରିଛି ଏମସ୍ ଭୁବନେଶ୍ୱର । ଚିକିତ୍ସା ସେବା ପାଇବା ନିମନ୍ତେ ଏଠାରେ ହେଉଥିବା ଭିଡ଼ ହିଁ ଏମ୍ସ ଭୁବନେଶ୍ୱର ପ୍ରତି ଜନସାଧାରଣଙ୍କ ଥିବା ଆସ୍ଥାକୁ…

ପୂଜା କଟକଣା: ମା’ଙ୍କ ମଣ୍ଡପ ନିକଟରେ ବିକ୍ରି ହେବନି ଆମିଷ, ଭସାଣିରେ ବାଜିବନି ଡିଜେ

ଭୁବନେଶ୍ବର: ଆସୁଛି ପାର୍ବଣ । ସବୁଠି ଚାଲିଛି ପ୍ରସ୍ତୁତି । ସଜେଇ ହେଲାଣି ପୂଜା ମଣ୍ଡପ । ପୂଜା କମିଟିଠାରୁ ଆରମ୍ଭ କରି ପୋଲିସ, ପ୍ରଶାସନ ସମସ୍ତେ ହେଲେଣି ତତ୍ପର । ଚଳିତବର୍ଷ ଭୁବନେଶ୍ବରରେ ପାଖାପାଖି ୧୯୦ ପୂଜାମଣ୍ଡପରେ ପୂଜା ପାଇବେ ମାଆ । ଏଥର  ପୂଜା ଯେପରି ଶାନ୍ତି ଶୃଙ୍ଖଳାର ସହ…

ଖଡିଚଢା ଅମାବାସ୍ୟା: ଦେବୀଙ୍କ ମୃଣ୍ମୟୀ ମୂର୍ତ୍ତିରେ କରାଯିବ ଖଡିଲାଗି

ଭଦ୍ରକ: ଆଜି ପବିତ୍ର ମହାଳୟା ବା ଖଡିଚଢା ଅମାବାସ୍ୟା । ମଣ୍ଡପରେ ବିରାଜମାନ ହେବାକୁଥିବା ସମସ୍ତ ମୃଣ୍ମୟୀ ମୂର୍ତ୍ତିରେ ଆଜି ଖଡିଲାଗି କରାଯିବ । ଦୂର୍ଗାପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭଦ୍ରକ ସହର । ସେଥିପାଇଁ ଭଦ୍ରକ ସହରର ସନ୍ଥିଆ ନୀଳକଣ୍ଠପୁରେ ପୂଜା ପାଉଥିବା ମାଁ ଦୂର୍ଗାଙ୍କ ଆଗମନ…

ଶକ୍ତିପୀଠର କାହାଣୀ: ନରମୁଣ୍ଡମାଳ ଧାରିଣୀ ଅଷ୍ଟଭୁଜା ମା’ ଚର୍ଚ୍ଚିକା

ଭୁବନେଶ୍ଵର: ଶକ୍ତି ପୂଜାର ପରମ୍ପରା ଆମ ଦେଶରେ ଯୁଗଯୁଗ ଧରି ଚଳିଆସୁଅଛି । ଏହାର କାଳ ନିର୍ଣ୍ଣୟ କରିବା କଦାପି ସହଜସାଧ୍ୟ ନୁହେଁ । କିନ୍ତୁ ଦୁର୍ଗା ପୂଜାର ପରମ୍ପରା ସବୁଠାରୁ ଭିନ୍ନ । ମା'ଙ୍କ ଆଗମନରେ ଉତ୍ସବମୁଖର ହୋଇଉଠିଛି ପୁରପଲ୍ଲୀ । ପୀଠରେ ଚାଲିଛି ମାଆଙ୍କ ଷୋଡଶ ପୂଜା । ଚଳଚଞ୍ଚଳ…

ମାଟିରେ ମିଶିଲା ମହିମା ମଠ, ଶିଖରଚଣ୍ଡି ପାହାଡରେ ବେଆଇନ ଉଚ୍ଛେଦ

ଭୁବନେଶ୍ଵର: ମାଟିରେ ମିଶିଲା ଶିଖରଚଣ୍ଡି ପାହାଡ ପାଦରେ ଥିବା ମହିମା ମଠ । ମହିମା ମଠ ଆଶ୍ରମକୁ ଆଜି ଭାଙ୍ଗିଛି ବିଡିଏ । ଜବରଦଖଲ କରି ବେଆଇନ ଭାବରେ ପ୍ରାୟ ଦୀର୍ଘଦିନ ଧରି ଏହି ଆଶ୍ରମଜୁ ଗଢି ତୋଳିଥିଲେ ଏହି ଆଶ୍ରମରେ ଥିବା ଜଣେ ବାବା । ପ୍ରାୟ ଦୁଇ ଏକର ଜମିରେ ପରିବ୍ୟାପ୍ତ ଥିଲା ଏହି ମଠ ।…

ବିଶାକ୍ତ ଖାଦ୍ୟ ଖାଇ ୨୪ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଡିଡି କଲେଜ ନିକଟସ୍ଥ ଅନ୍ୱେଷା ସରକାରୀ ଛାତ୍ରୀ ନିବାସରେ ଅଭାବନୀୟ ଘଟଣା । ବିଶାକ୍ତ ଖାଦ୍ୟ ଖାଇ ୨୪ ଛାତ୍ରୀ ଅସୁସ୍ଥ । ସମସ୍ତଙ୍କ ବୟସ ୧୦ ରୁ ୧୨ ବର୍ଷ ହୋଇଥିବା ବେଳେ ଏବେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ସେମାନଙ୍କ…

ବିଜେବି କଲେଜକୁ ଉଚ୍ଚଶିକ୍ଷା ବିଭାଗର ନୋଟିସ, ଜାଣନ୍ତୁ କାହିଁକି

ଭୁବନେଶ୍ଵର: ବିଜେବି ମହାବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗର ନୋଟିସ । ୩ଟି ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ସଂପାଦନ କରିନଥିବାରୁ ସ୍ପଷ୍ଟୀକରଣ ମାଗିଛି ଉଚ୍ଚଶିକ୍ଷା ବିଭାଗ । ତୁରନ୍ତ ସ୍ପଷ୍ଟୀକରଣ ଦେବାକୁ କଲେଜ ଅଧ୍ୟକ୍ଷଙ୍କୁ ବିଭାଗୀୟ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁସାରେ, ୨୦୨୨…

ଘରେ ପଶି ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଜାରି

ଭଦ୍ରକ: ରାତି ଅଧରେ ମାତିଲେ ଲୁଟେରା । ବୟସ୍କ ଦମ୍ପତିଙ୍କୁ ଟାର୍ଗେଟ କରି ରାତି ଅଧରେ ଘରେ ପଶି ଲୁଟିନେଲେ ୩ଲକ୍ଷ ଟଙ୍କା ସହ ସୁନାଗହଣା । ସେତିକିରେ ବି ମନ ମାନିଲାନି ଯେ ସ୍ଵାମୀଙ୍କୁ ଗୋଟେ ଘରେ ତାଲା ପକେଇ ସ୍ତ୍ରୀଙ୍କୁ ନିସ୍ତୁକ ମାଡ ମାରିଲେ । ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ…

ମେଡିକାଲ କଲେଜରେ ନାମ ଲେଖାଇବା ନାଁ ରେ ଠକେଇ, ଗିରଫ ହେଲେ ୩ ଠକ

ବଲାଙ୍ଗୀର: ମେଡିକାଲ କଲେଜରେ ନାମଲେଖା ନାଁରେ ଠକେଇ । ଛାତ୍ରଛାତ୍ରୀଙ୍କ ଠାରୁ ପ୍ରାୟ ୧୬ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବଲାଙ୍ଗୀର ସାଇବର ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି । ତିନି ଅଭିଯୁକ୍ତ ହେଲେ ନୟାଗଡ଼ ଜିଲ୍ଲା ଖଣ୍ତପଡା ଥାନା ବଳରାମପ୍ରସାଦ ମା'ମଙ୍ଗଳାର ସାହିର ବ୍ୟାସଦେବ ମହାନ୍ତି,…

ଖୋର୍ଦ୍ଧାରେ ବେଆଇନ୍ ବାଣ ଗୋଦାମରେ ରେଡ୍ : ବିପୁଳ ପରିମାଣର ବାଣ ଜବତ, ଜଣେ ଗିରଫ

ଖୋର୍ଦ୍ଧା : ଆଉ ଦିନ କେଇଟା ପରେ ଆସୁଛି ଆଲୋକର ପର୍ବ ଦୀପାବଳୀ । ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ବାଣ ବିକ୍ରି ଆରମ୍ଭ ହେଲାଣି  । ଏହାରି ମଧ୍ୟରେ ଖୋର୍ଦ୍ଧାର ଏକ ବେଆଇନ ବାଣ ଗୋଦାମରେ ଚଢାଉ କରାଯାଇଛି । ବେଗୁନିଆ ପୋଲିସ କୌଣସି ବିଶେଷ ସୂତ୍ରରୁ ଖବର ପାଇ କଣ୍ଟାବାଡ ଗାଁରେ ଥିବା ଏକ…