Latest Odisha News

BREAKING NEWS

Browsing Category

ଓଡିଶା

Odisha

ମେମୋ ଟ୍ରେନରେ ଆସି କଟକରେ ପହଞ୍ଚିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କଟକ: ମେମୋ ଟ୍ରେନରେ ଆସି କଟକରେ ପହଞ୍ଚିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରେଳ ଷ୍ଟେସନର ନବକଳେବର କାର୍ଯ୍ୟର ସମୀକ୍ଷା କଲେ ରେଳମନ୍ତ୍ରୀ। ଅଶ୍ୱିନୀ ବୈଷ୍ଣବ ରବିବାର ଭୁବନେଶ୍ୱରରୁ କଟକ ଯାଏ ମେମୋ ଟ୍ରେନରେ ଯାତ୍ରା କରିବା ସମୟରେ ଯାତ୍ରୀମାନଙ୍କ ସମସ୍ୟା ଏବଂ ସୁବିଧା ବିଷୟରେ ପଚାରି…

୨ ପେସାଦାର ଲୁଟେରାଙ୍କୁ ଗିରଫ କଲା ଚନ୍ଦକା ଥାନା ପୋଲିସ

ଚନ୍ଦକା: ରାସ୍ତାରେ ଯାଉଥିବା ଲୋକଙ୍କଠାରୁ ଟଙ୍କା ଲୁଟ କରିବା ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କଲା ଚନ୍ଦକା ଥାନା ପୋଲିସ। ସୂଚନା ଅନୁସାରେ ଶୁକ୍ରବାର ରାତିରେ ଅଭିଯୋଗକାରୀ ଜଣକ ନିଜ କର୍ମ ସଂସ୍ଥାନରୁ ଚାଲିଚଲି ଘରକୁ ଫେରୁଥିବା ସମୟରେ ଦୁଇଜଣ ବ୍ୟକ୍ତି ଏକ ମୋଟରସାଇକେଲ ଯୋଗେ ଆସି ତାଙ୍କୁ…

ସେବାୟତ କାଳିଆ ପଢ଼ିଆରୀ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ଜଗନ ଖଟେଇ ଗିରଫ

ପୁରୀ: ପୁରୀ ପୋଲିସକୁ ମିଳିଛି ବଡ଼ ସଫଳତା। ବହୁ ଚର୍ଚ୍ଚିତ ସେବାୟତ କାଳିଆ ପଢ଼ିଆରୀ ହତ୍ୟା କାଣ୍ଡ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଜଗନ ଖଟେଇ ଗିରଫ। ଜଗନ ପାଖରୁ ଦୁଇଟି ବନ୍ଧୁକ, ଗୋଟେ ଜୀବନ୍ତ ଗୁଳି ସହ ମୋବାଇଲ ଜବତ କରିଛି ପୋଲିସ। ଏନେଇ ସାମ୍ବାଦିକ ସମ୍ମିଳନୀରେ ପୁରୀ ପୋଲିସ ସୂଚନା ଦେଇଛି।…

ପଳାସପଲ୍ଲୀ ମୁକ, ବଧୀର ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜନ କରି ଜନ୍ମଦିନ ପାଳିଲେ ଆକାଶ

ଭୁବନେଶ୍ୱର: ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତା, ଓଡିଶା ସରକାରଙ୍କ “ମୋ କଲେଜ ଅଧ୍ୟକ୍ଷ”, ‘ଉଡ୍ର ଚାରିଟେବୁଲ ଟ୍ରଷ୍ଟ’ର ଉପଦେଷ୍ଟା ଆକାଶ ଦାସନାୟକଙ୍କର ଆଜି ଜନ୍ମଦିନ। ପ୍ରତିବର୍ଷ (ସେପ୍ଟେମ୍ବର ୧୭) ଏହି ଦିନ ଆକାଶ ଦାସନାୟକ ତାଙ୍କ ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରିଆସୁଛନ୍ତି। ସେ…

ସୁନା ବ୍ୟବସାୟୀଙ୍କଠାରୁ ଲୁଟ ଘଟଣା: ଆଉ ୬ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ

କଟକ: ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳି ଚଳାଇ ସୁନା ଲୁଟ କରିବା ଘଟଣାରେ ୬ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ। ଗତ ୬ ତାରିଖ ଦିନ କନ୍ଦରପୁର ମତଗଜପୁର ଅଞ୍ଚଳର ସୁନା ବ୍ୟବସାୟୀ ବିକାଶ ପାତ୍ରଙ୍କ ଉପରକୁ ଗୁଳି ଚଳାଇ ଏକ ଡକାୟତ ଗ୍ୟାଙ୍ଗର ସଦସ୍ୟମାନେ ଲୁଟ କରିଥିଲେ। ଏହି ଘଟଣାରେ ଗ୍ୟାଙ୍ଗର…

ପୁରୀରେ ଶୁଭାରମ୍ଭ ହେଲା ବିଶ୍ଵକର୍ମା ଯୋଜନା, ଭର୍ଚୁଆଲରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ପୁରୀ: ଶୁଭାରମ୍ଭ ହୋଇଛି ପିଏମ ବିଶ୍ଵକର୍ମା ଯୋଜନା । ଏହି ଯୋଜନା ମାଧ୍ୟମରେ କୌଳିକ ବୃତ୍ତିଗତଙ୍କୁ ମିଳିବ ବିଶ୍ୱକର୍ମା ପରିଚୟ । ୫% ସୁଧ ହାରରେ ୨ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ ଯୋଗାଇଦେବେ କେନ୍ଦ୍ର ସରକାର ।  ଏଥିପାଇଁ ୫ ବର୍ଷରେ ୧୩ ହଜାର କୋଟି ଖର୍ଚ୍ଚ କରିବେ କେନ୍ଦ୍ର ସରକାର । ପ୍ରାୟ…

ରାଜ୍ୟରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା, ଆଉ ଏକ ଜୀବନ ନେଲା ସ୍କ୍ରବ୍ ଟାଇଫସ୍

ଭୁବନେଶ୍ଵର: ସାରା ରାଜ୍ୟରେ ଅହେତୁକ ଭାବେ ବୃଦ୍ଧି ହେବାରେ ଲାଗିଛି ସ୍କ୍ରବ୍ ଟାଇଫସ୍ ସଂକ୍ରମିତଙ୍କ ସଂଖ୍ୟା । ଏହାରି ଭିତରେ ଏହି ରୋଗରେ ଗତକାଲି ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ୍ ୬ ଜଣଙ୍କର ଜୀବନ ହାନି ହେଲାଣି । ସେପଟେ ସୁନ୍ଦରଗଡ଼ରେ ଆଜି ପୁଣି ୧୧ ଜଣ ସ୍କ୍ରବ୍ ଟାଇଫସ୍…

ପାଖରେ ନାହିଁ ଜମିପଟା, ତେଣୁ ପାଠପଢ଼ାରୁ ବଞ୍ଚିତ ଆଦିବାସୀ ଛାତ୍ରଛାତ୍ରୀ

ଯାଜପୁର: ଆଦିବାସୀ ମାନଙ୍କର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି l ହେଲେ ସତରେ କଣ ସେହି ଯୋଜନା ସଫଳ ହେଉଛି? ଜମିପଟା ନଥିବାରୁ ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି ଅନେକ ଆଦିବାସୀ ଛାତ୍ରଛାତ୍ରୀ l ତାହା ବି କେଉଁ ଉପାନ୍ତ ଅଞ୍ଚଳ ନୁହେଁ , ଉପକୁଳ ଓଡିଶାର ବିକଶିତ…

ରାଜ୍ୟରେ ନାହିଁ ବନ୍ୟା ସ୍ଥିତି: ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ  । କହିଛନ୍ତି  ରାଜ୍ୟରେ ବନ୍ୟା ସ୍ଥିତି ନାହିଁ  । ଉପରମୁଣ୍ଡରେ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମୁଛି  ।   ଆଉ ଦିନେ ଦୁଇ ଦିନ ଭିତରେ ସେଠାରୁ ପାଣି ଛାଡ଼ିଯିବ ।  …

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ନିଆରା ଢଙ୍ଗରେ ଜନ୍ମଦିନ ଶୁଭେଛା ଜଣାଇଲେ ଭାସ୍କର୍ଯ୍ୟ ଶିଳ୍ପୀ…

ପୁରୀ: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୩ତମ ଜନ୍ମ ଦିବସ । ମୋଦିଙ୍କ ଜନ୍ମଦିବସ ଅବସରରେ ଚାରିଆଡୁ ଛୁଟୁଛି ଶୁଭେଛାର ସୁଅ । ତେବେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ନିଆରା ଢଙ୍ଗରେ ଜନ୍ମଦିନର ଶୁଭେଛା ଜଣାଇଛନ୍ତି ପୁରୀ ଅଠରନଳାର ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ । ୭୩ ତମ ଜନ୍ମ ଦିନ…