Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଡିଓ ବାର୍ତ୍ତା ପରେ ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ଭିଡିଓ କଲ୍ କଲେ ପାଣ୍ଡିଆନ

ଅନୁଗୁଳ:ଷ୍ଟେଜ ଉପରେ ମୁଖ୍ୟମନ୍ତ୍ରୀଙ୍କ ଅଡିଓ ବାର୍ତ୍ତା ଶୁଣାଇଥିଲେ । ଆଜି ସିଧା ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କଲିଂରେ କଥାବାର୍ତ୍ତା ହେଲେ । ଜୁନ ୨୬ରେ ବରଗଡରେ ଅଡିଓ ବାର୍ତ୍ତା ଆଉ ଜୁଲାଇ ୧୦ ତାରିଖରେ ଅନୁଗୁଳରେ ସିଧାସଳଖ ଭିଡିଓ ବାର୍ତ୍ତା ଦେଖାଇ ବିରୋଧୀଙ୍କୁ ଜବାବ ଦେଲେ ଫାଇଭ ଟି…

ଓଡ଼ିଶାରେ ନିଅଣ୍ଟିଆ ବର୍ଷା: ୨୨ ଜିଲ୍ଲାର ସ୍ଥିତି ସାଂଘାତିକ

ଭୁବନେଶ୍ୱର:ଗତ ତିନି ଧରି ଉତ୍ତରଭାରତରେ ବର୍ଷା ପ୍ରଳୟ ରଚୁଥିବାବେଳେ ଶୁଖିଲା ପଡିଛି ଉପକୂଳ ଅଞ୍ଚଳ । ଓଡ଼ିଶାରେ ବର୍ଷାଭାବ ଯୋଗୁ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି । ନିଅଣ୍ଟିଆ ବର୍ଷାକୁ ଦେଖି ମୁଣ୍ଡରେ ହାତ ଦେଲାଣି ଚାଷୀ । ଓଡ଼ିଶାର ୨୨ ଜିଲ୍ଲାରେ ବର୍ଷାର ଦେଖା ନାହିଁ । ବିଶେଷ…

ଗଛ ମାନବ ଶ୍ରୀନାଥ, ଜୀବନ କାଳ ମଧ୍ୟରେ ଲଗାଇଛନ୍ତି ୨୦୦୦ରୁ ଉର୍ଦ୍ଧ୍ୱ ଗଛ

ବାରିପଦା: ନିଜର ଉଦ୍ୟମ ଓ ଚେଷ୍ଟା ବଳ ରେ ଆଜି ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ସେ ଉଦାହରଣ। ହଜାର ହଜାର ଗଛ ଲଗାଇ ସେ ଆଜି ଗଛ ମାନବ ଭାବେ ବେଶ ପରିଚିତ। ଖାଲି ସେତିକି ନୁହେଁ ନିଜେ ଗଛ ଲଗାଇବା ସହିତ ଅନ୍ୟ ମାନେ କିଭଳି ଗଛ ଲଗାଇବେ ସେନେଇ ନିଜର ଉଦ୍ୟମ ଜାରି ରଖିଛନ୍ତି ସେ। ଏ ହେଉଛି…

ସାନିଟାଇଜରରେ ଲାଗିଗଲା ନିଆଁ: ବସ୍ଫୋରଣରେ ଦୁଇ ଭଉଣୀ ଗୁରୁତର

କେନ୍ଦ୍ରାପଡ଼ା: ସାନିଟାଇଜର ଡବାରେ ଲାଗିଗଲା ନିଆଁ । ନିଆଁରୁ ବିସ୍ଫୋରଣ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏଥିରେ ଦୁଇ ଭଉଣୀ ଗୁରୁତର ହୋଇ ପଡିଛନ୍ତି । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକରେ । ଆଳି ବ୍ଲକ ଗୋବିନ୍ଦପୁର ଗାଁରେ  ଆଜି ସକାଳ…

ଶ୍ରାବଣ ପ୍ରଥମ ସୋମବାର: ଏପଟେ ଶୁଭୁଛି ହରହର ବମ…ସେପଟେ ମନ୍ଦିର ଭିତରେ ଆଖି ବୁଜିଦେଲେ କାଉଡ଼ିଆ

ଭୁବନେଶ୍ୱର:  ଶ୍ରାବଣ ମାସ ପ୍ରଥମ ସୋମବାରରେ ଶୈବପୀଠରେ ଭକ୍ତଙ୍କ ଭିଡ । ମହାଦେବଙ୍କ ପାଖରେ ଜଳଲାଗି କରିବା ପାଇଁ କାଉଡିଆଙ୍କର ଲାଗିଥିଲା ଲମ୍ବାଧାଡି । ସାରା ଏକାମ୍ର କ୍ଷେତ୍ରରେ ଗୁଞ୍ଜରି ଉଠୁଥିଲା ହର ହର ମହାଦେବ ସ୍ୱର  ।   କାନ୍ଧରେ କାଉଡ଼ି ଧରି କାଉଡ଼ିଆମାନେ ଲିଙ୍ଗରାଜ ମନ୍ଦିର,…

ବରଗଡ଼ରେ ଫେଲ ମାରିଛି ସରକାରଙ୍କ ବସୁଧା ଯୋଜନା: ପାଣି ନାଁ ରେ ପିଉଛନ୍ତି ଜହର

ବରଗଡ଼: ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେଇ ରାଜ୍ୟ ସରକାର ସ୍ଵଚ୍ଛ ପାନୀୟ ଜଳ ଯୋଗେଇବା ଉଦ୍ଦେଶ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବରଗଡରେ ମେଗା ଜଳ ପ୍ରକଳ୍ପ ନିର୍ମାଣ କରିଛନ୍ତି । ମାତ୍ର କିଛି ଆସାଧୁ ସରକାରୀ କର୍ମଚାରୀଙ୍କ ଅବହେଳା କାରଣରୁ ଫଳପ୍ରଦ ହୋଇପାରୁନାହିଁ ସରକାରକଙ୍କ…

ରାୟଗଡାରେ ସକ୍ରିୟ ହେଉଛନ୍ତି ମାଓବାଦୀ; ପୁଣି ବ୍ୟାନର ଓ ପୋଷ୍ଟର ଲଗାଇ ଦେଲେ ଚେତାବନୀ

ରାୟଗଡା: ରାୟଗଡ଼ା ଜିଲ୍ଲାରେ ସକ୍ରିୟ ହେଉଛନ୍ତି ମାଓବାଦୀ । ପୋଲିସକୁ ଦେଉଛନ୍ତି ଖୋଲା ଚାଲେଞ୍ଜ  । ରାୟଗଡାର ଏକ କ୍ରସରରେ ପଶି ୯ଟି  ମେସିନ ଜାଳି ଦେଇଥିବାବେଳେ ଏବେ ଜିଲ୍ଲାରେ ମାରିଛନ୍ତି ଧମକପୂର୍ଣ୍ଣ ପୋଷ୍ଟର ।  ରାୟଗଡା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଭୁରୁଷିଖମାର ଛକରେ ପୁଣି…

ଥାନା ପରିସରରେ ମଦ୍ୟପ ପୋଲିସ କନଷ୍ଟେବଲଙ୍କ ଉନ୍ମତ୍ତ କାଣ୍ଡ

ଭଦ୍ରକ:ଥାନା ପରିସରରେ ମଦପିଇ ପୋଲିସ କନେଷ୍ଟବଳଙ୍କ ଉନ୍ମତ୍ତ କାଣ୍ଡ ।  ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ପୋଲିସ କର୍ମଚାରୀଙ୍କ ଉପରକୁ ହାତ ଉଠାଇଲେ  । ଏହାର ଭିଡିଓ ଏବେ ଭାଇରାଲ ହୋଇଛି । ଏମିତି ଦୃଶ୍ୟ ଗତକାଲି ଦେଖିବାକୁ ମିଳିଥିଲା ଭଦ୍ରକ ଥାନା ପରିସରରେ। ଭିଡିଓରେ ଦେଖିବାକୁ…

ସଡ଼କ ଦୁର୍ଘଟଣାରେ ଡିଭିଏଫ୍ ଯବାନ ମୃତ

ମାଲକାନଗିରି: ୨ଟି ବାଇକ ମୁହାଁମୁହିଁ ଧକ୍କାରେ ଜଣେ ଡିଭିଏଫ୍ ଯବାନଙ୍କ ମୃତ୍ୟୁ ଘଟିଛି। ମାଲକାନଗିରି ଜିଲ୍ଲା ଚମ୍ପାଖାରି ନିକଟରେ ଗତ ରାତିରେ ଯବାନ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଅନ୍ୟ ବାଇକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ମୃତ ଯବାନ ଜଣଙ୍କ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ…

ଆଜିଠୁ ଦୁଇଦିନିଆ ଅନୁଗୁଳ ଗସ୍ତରେ ୫-ଟି ସଚିବ

ଅନୁଗୁଳ: ଆଜିଠୁ (ସୋମବାର) ଦୁଇଦିନିଆ ଅନୁଗୁଳ ଗସ୍ତରେ ଆସୁଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ। ଏହି ଗସ୍ତ ଅବସରରେ ଜିଲ୍ଲାର ୫ ଟି ବିଧାନସଭା କ୍ଷେତ୍ରରେ ୨୦ରୁ ଅଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି। ଆଜି ସକାଳ ୯ଟା ବେଳେ ପାଣ୍ଡିଆନ ହେଲିକପ୍ଟରରେ ଆସି ଗୋପାଳପ୍ରସାଦସ୍ଥିତ…