Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦଲାଲକୁ ଦେବଦୂତ ଭାବି ଭିଟାମାଟି ଛାଡିଥିଲେ, ଏବେ ପ୍ରବାସରେ ବନ୍ଧାପଡିଛି ଜୀବନ

ନୂଆପଡା:ସହି ହେଉ ନ ଥିଲା ଭୋକର ଯନ୍ତ୍ରଣା । ପେଟ ମାଗୁଥିଲା ମୁଠାଏ ଆହାର । ଯୁଆଡେ ଚାହିଁଲେ ଦିଶୁଥିଲା ଆପଣାର ମଣିଷର ଶୁଖିଲା ମୁହଁ । ସେ ଶୁଖିଲା ମୁହଁର ନିରୀହ ପ୍ରଶ୍ନ ଥିଲା ଏ ଭୋକ..ଏ ଭେଖ କେବେ ବଦଳିବ ? ହେଲେ ଘରର ବେକାର ମୁରବି ମଣିଷଟି ବି କ’ଣ କରି ପାରିବ ? ଭଗବାନ ତ ତାଙ୍କୁ…

 ଅତାବିରା ଏନଏସି ନିର୍ବାଚନ: ୧୨ ୱାର୍ଡରୁ ୧୧ରେ ବିଜେଡିର ବାଜିମାତ

ଅତାବିରା: ଅତାବିରା ଏନଏସି ନିର୍ବାଚନରେ ବିଜେଡିର ବାଜିମାତ  । ୧୨ଟି ଆସନରୁ ୧୧ଟି ଆସନ ହାତେଇଛି ବିଜେଡି । ତେବେ ଗୋଟିଏ ଆସନ କଂଗ୍ରେସ ହାତକୁ ଯାଇଛି । ଏନଏସି ଅଧ୍ୟକ୍ଷ ପଦ ପାଇଁ ବିଜେଡିର ବନମାଳୀ ବରିହା ବିଜୟୀ ହୋଇଛନ୍ତି । ଅତାବିରା ୱାର୍ଡ ନମ୍ବର ୧ ରେ କଂଗ୍ରେସ ସମର୍ଥିତ…

ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି

ପୁରୀ : ପବିତ୍ର ଅନଙ୍ଗ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁ ଦୟଣା ଗଛ ଚୋରି କରି  ଶ୍ରୀଦେବୀ, ଭୂଦେବୀଙ୍କ ସହ ବନ୍ଧା ପଡିଛନ୍ତି  । ଗତକାଲି ସନ୍ଧ୍ୟାରେ ଘଣ୍ଟ ଛତା କାହାଳି ପଟୁଆରରେ ରାମକୃଷ୍ଣ ପାଲିଙ୍କିରେ ଶ୍ରୀଜଗନ୍ନାଥ ବଲ୍ଳବ ମଠକୁ ବିଜେ…

ଟ୍ରକ ପଛରେ ଧକ୍କା ଦେଇ ଜଳିଗଲା ଟ୍ରେଲର, ଚାଲିଗଲା ଦୁଇ ଜୀବନ

ଯାଜପୁର : ସକାଳୁ ସକାଳୁ ଦୁର୍ଘଟଣା । ଟ୍ରକ୍‌ ସହ ଧକ୍କା ଦେଇ ଜଳିଗଲା ଟ୍ରେଲର । ଘଟଣାସ୍ଥଳରେ ଡ୍ରାଇଭର ଜୀବନ୍ତ ଦଗ୍ଧ । ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ହେଲ୍ପର ଜୀବନ । ଏହି ଦୁର୍ଘଟଣା ଯାଜପୁର ଜିଲ୍ଲା  ୧୬ନଂ ଜାତୀୟ ରାଜପଥର ଭାଲୁଖାଇ ନିକଟରେ ଘଟିଛି । ସୂଚନା ମୁତାବକ,  ଆଜି ଭୋର…

ଅଫିସ୍‌ ସମ୍ମୁଖରେ ବିଭତ୍ସ ହତ୍ୟାକାଣ୍ଡ; ଯୁବତୀଙ୍କୁ ପଥରରେ ଛେଚି ହତ୍ୟା କଲେ ଦୁର୍ବୃତ୍ତ

ଦେବଗଡ଼ : ବିଭତ୍ସ ହତ୍ୟାକାଣ୍ଡ । ପଥରରେ ଛେଚି ହତ୍ୟା କଲେ ଦୁର୍ବୃତ୍ତ । ଅଫିସରୁ ଭଡା ଘରକୁ ଫେରୁଥିବା ବେଳେ ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା କରାଯାଇଛି । ଦେବଗଡ ପ୍ରଧାନପାଟ ରାସ୍ତାରେ ଥିବା ଭାରତ ଫାଇନାନ୍ସ ଅଫିସ ସମ୍ମୁଖରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ…

କୂଅରେ ଖସି ପଡ଼ିବାରୁ ଦୁଇ କୁନି ଝିଅଙ୍କ ମୃତ୍ୟୁ

ସୋନପୁର: କୂଅରେ ପଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ। ସୋନପୁର ଜିଲ୍ଲା ବିରମହାରାଜପୁରରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି।ମୃତ ଦୁଇ ଭଉଣୀ ହେଲେ ୨ ବର୍ଷୀୟ ଦିଶା ମିଶ୍ର ଏବଂ ବର୍ଷକର ସିଦ୍ଧିଶ୍ରୀ ଶତପଥୀ। ବୀରମହାରାଜପୁର ଛକରେ ଆଲୋକ…

ଲକ୍ଷ୍ମୀ ମାର୍କେଟ ଅଗ୍ନି ଦୁର୍ଘଟଣାର ସମୀକ୍ଷା ବୈଠକ ଅନୁଷ୍ଠିତ

ପୁରୀ:ବଡଦାଣ୍ଡ ଗ୍ରାଣ୍ଡ ରୋଡ଼ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନି କାଣ୍ଡ ଘଟଣାର କାରଣ, ନିରାକରଣ ଏବଂ ଭବିଷ୍ୟତ ପାଇଁ ମାର୍ଗଦର୍ଶିକା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଏହାର ଯେପରି ପୁନରାବୃତି ନ ହେବ ସେଥିନେଇ ଆଲୋଚନା ହୋଇଥିଲା…

ତୁରନ୍ତ ଅପସାରିତ ହେବ ନବକୃଷ୍ଣଙ୍କ ବିକୃତ ପ୍ରତିମୂର୍ତ୍ତି

ଭୁବନେଶ୍ଵର: ଓଡ଼ିଶାର ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ତଥା ସର୍ବୋଦୟ ନେତା ସ୍ଵର୍ଗତ ନବକୃଷ୍ଣ ଚୌଧୁରୀ ତ୍ୟାଗ ଓ ସେବାର ପ୍ରତୀକ ବୋଲି ସର୍ବଜନ ବିଦିତ । ଗଡଜାତ ଆନ୍ଦୋଳନକୁ ବ୍ୟାପକ କରିବା ଦୃଷ୍ଟିରୁ ଉଭୟ ନବ ବାବୁ ଓ ମାଳତୀ ଦେବୀ ଅନୁଗୁଳକୁ କର୍ମଭୂମିରୂପେ ଯାହା ବାଛିଥିଲେ, ଜୀବନର…

କିଟ୍‌ରେ ଜାତୀୟ କୁଇଜ ପ୍ରତିଯୋଗିତା ଉଦ୍‌ଘୋଷ

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟର କୁଇଜିଂ ସୋସାଇଟି କ୍ୟୁଟୋପିଆ ପକ୍ଷରୁ ବହୁ ପ୍ରତୀକ୍ଷିତ ଜାତୀୟ ସ୍ତରର କୁଇଜ ପ୍ରତିଯୋଗିତା ଉଦଘୋଷ-୨୦୨୩ ରବିବାର ଅନୁଷ୍ଠିତ ହୋଇଯାଇଛି । ଜି-୨୦ ବ୍ୟାନରରେ ଅନୁଷ୍ଠିତ ଏହି ଜାତୀୟ କୁଇଜ ପ୍ରତିଯୋଗିତାକୁ ସୁନାମଧନ୍ୟ କୁଇଜ ମାଷ୍ଟର ମେଜର୍ ଚନ୍ଦ୍ରକାନ୍ତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ଆଉ ୫ଟି ସଫ୍ଟୱେର ପାର୍କ

ଭୁବନେଶ୍ୱର: ଦେଶରେ ନୂତନ କରି ଆଉ ୨୨ଟି ସଫ୍ଟୱେର ପାର୍କ ପ୍ରତିଷ୍ଠା ହେବ । ଏଥିରେ ରାଜ୍ୟର ୫ଟି ସ୍ଥାନରେ ସଫ୍ଟୱେର ପାର୍କ ହେବ ବୋଲି ଜଣାପଡ଼ିଛି । ରାଜ୍ୟସଭାରେ ଲିଖିତ ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର…