Latest Odisha News

BREAKING NEWS

Browsing Category

ଓଡିଶା

Odisha

ରଥ ନିର୍ମାଣ ପାଇଁ ପୁରୀରେ ପହଞ୍ଚିଲା ପ୍ରଥମ କାଠ

ପୁରୀ: ଆସନ୍ତା ରଥ ନିର୍ମାଣ ପାଇଁ ଶନିବାର ପୁରୀରେ ପ୍ରଥମ ପର୍ଯ୍ୟାୟ କାଠ ପହଞ୍ôଚଛି । ନୟାଗଡର ଦଶପଲ୍ଲା ରେଞ୍ଜରୁ ଆସିଛି ଏହି କାଠ । ୩ଟି ଟ୍ରକ୍‌ରେ ୧୦୪ ଟି କାଠ ଆସିଛି । ୧୨ ଫୁଟ୍ ଓ ୨୦ ଫୁଟ୍‌ର ଅସନ ଓ ଧଉରା କାଠ ଆସିଛି । ଏଥିରୁ ୩ ଟି ଧଉରା କାଠ ଆସନ୍ତା ସରସ୍ୱତୀ ପୂଜାରେ ରଥଖଳାରେ…

ପୋଲିସ କବ୍‌ଜାରେ ବ୍ରାଉନ ସୁଗାର ବେପାରୀ : ମାଆ ପରେ ପୁଅ ଗିରଫ

କାମାକ୍ଷନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୋଲିସ ପୂର୍ବରୁ ବ୍ରାଉନ ସୁଗାର କାରବାର ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରିଥିଲା । ଏବେ ତାଙ୍କ ପୁଅକୁ ଗିରଫ କରିଛି । ସ୍ଥାନୀୟ କଲେଜ ପାଖରୁ ତାଙ୍କୁ ଧରିଛି । ତାଙ୍କ ନିକଟରୁ ୨୪ ଗ୍ରାମ ୩୫୦ ମିଲିଗ୍ରାମର ବ୍ରାଉନ ସୁଗାର, ଗୋଟିଏ ବାଇକ,…

ନିର୍ମାଣ ଶ୍ରମିକଙ୍କ ସୁରକ୍ଷା,ଆର୍ଥିକ ବିକାଶ ନେଇ ଆଲୋଚନା

ସୁବର୍ଣ୍ଣପୁର: ଓଡିଶା କୋଠାବାଡି ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ସୁବର୍ଣ୍ଣପୁର ନୂତନ ଟାଉନ ହଲଠାରେ ଏକ ମେଗା ସହାୟତା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶ୍ରମ ଅଧିକାରୀ ଦିଲେଶ୍ୱର ଖାଖାଙ୍କ ପରିଚାଳନାରେ ଆୟୋଜିତ ଏହି ଶିବିରରେ ଓଡିଶା କୋଠାବାଡି ନିର୍ମାଣ ଶ୍ରମିକ କଲ୍ୟାଣ…

ସ୍କୁଲ ବ୍ୟାଗରୁ ଗଞ୍ଜେଇ ଜବତ, ୭ ଜଣଙ୍କୁ ଧରିଲା ପୋଲିସ

କୋରାପୁଟ: ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ । ତାହା ପୁଣି ସ୍କୁଲ ବ୍ୟାଗ୍‌ରେ । କିଛି ଯୁବକ ସ୍କୁଲ ବ୍ୟାଗରେ ଗଞ୍ଜେଇ ନେଉଥିବା ବେଳେ ମାଛକୁଣ୍ଡ ପୋଲିସ ହାତରେ ଧରାପଡ଼ିଛନ୍ତି । କୋରାପୁଟ ଜିଲା ମାଛକୁଣ୍ଡ ପୋଲିସ ଶନିବାର ପାଟ୍ରୋଲିଂ କରୁଥିଲା । ଏହି ସମୟରେ ମଲେଗାଁ ଛକରେ ୪ ଜଣ ଯୁବକ ସ୍କୁଲ…

ଡାକ୍ତରଖାନାରେ ଅଧଘଣ୍ଟା ଧରି ଲିଫ୍ଟ ଅଚଳ, ଲିଫ୍ଟ ଭିତରେ ମୃତ୍ୟୁ ସହ ଲଢୁଥିଲେ ରୋଗୀ

ପୁରୀ:ହାତରେ ଲାଗିଛି ସାଲାଇନ । ଡାକ୍ତର କହିଲେ ଅବସ୍ଥା ଗୁରୁତର । ରେଫର କଲେ କଟକ ନେବାକୁ  । ଷ୍ଟ୍ରେଚରରେ ରୋଗୀଙ୍କୁ ପକାଇ ଲିଫ୍ଟରେ ଆଣିଲେ । ହେଲେ ଏ କ’ଣ ? ଅଧାବାଟରେ ଅଟକି ଗଲା ଲିଫ୍ଟ । ଏଣେ  ମରଣ ସହ ଲଢୁଛନ୍ତି ମହିଳା । ଗୋଟିଏ ମୁହୂର୍ତ୍ତ ବି ତାଙ୍କ ପାଇଁ ଥିଲା ମୂଲ୍ୟବାନ । ହେଲେ…

କରୋନା ନିୟମ ମାନି ଚାଲିବ ଖଣ୍ଡଗିରି ମେଳା, ଗାଇଡଲାଇନ୍‌ ଜାରି କଲା ବିଏମସି

ଭୁବନେଶ୍ୱର : ଖଣ୍ଡଗିରି ମେଳା ଓ ଯାତ୍ରା ଉତ୍ସବ ପାଇଁ BMCର ଗାଇଡଲାଇନ ଜାରି  । ଆସନ୍ତା ମାଘସପ୍ତମୀରୁ ଖଣ୍ଡଗିରିରେ ପ୍ରସିଦ୍ଧ କୁମ୍ଭମେଳା ଆରମ୍ଭ ହେବ। ତେଣୁ ଯାତ୍ରାକୁ ମିଳିଛି ଅନୁମତି  । କୋଭିଡ ଗାଇଡ୍‌ଲାଇନ୍‌ ଅନୁଯାୟୀ, ପ୍ରସିଦ୍ଧ ଖଣ୍ଡଗିରି ମେଳା ଚାଲିବ ବୋଲି ବିଏମ୍‌ସି ପକ୍ଷରୁ…

ବିରଳ ଅସ୍ତ୍ରୋପଚାର; ହାତରେ ଲାଗିଲା ଗୋଡ ଆଙ୍ଗୁଠି

କଟକ: ଏସସିବି ବଡ଼ ମେଡିକାଲରେ ବିରଳ ଅସ୍ତ୍ରୋପଚାର। ମେଡିକାଲର ପ୍ଲାଷ୍ଟିକ ସର୍ଜରି ବିଭାଗ କରି ଦେଖାଇଛି ଏହି ସଫଳ ଅସ୍ତ୍ରୋପଚାର। ଓଡିଶାରେ ପ୍ରଥମଥର ପାଇଁ ଡାହାଣ ହାତରେ ଲାଗିଲା ବାମ ଗୋଡ଼ ଅଙ୍ଗୁଳି । ଯାହା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପାଇଁ ଏକ ବଡ଼ ସଫଳତା। ଭଦ୍ରକର ସୀତାକାନ୍ତ ବାରିକ…

ପଲିଥିନି କୁଡ଼ିଆ ତଳେ ୫ ପ୍ରାଣୀ :ମିଳୁନି ଆବାସ ଯୋଜନାରେ ଘର

ତାଳଚେର: ଝାଟିମାଟିର ଦୁଇ ବଖରା କୁଡିଆ । ଉପରେ ପଡ଼ିଛି ଚିରାଫଟା ପଲିଥିନ୍ । ଏହି କୁଡ଼ିଆରେ ରୁହନ୍ତି ୫ ପ୍ରାଣୀ । ପର ଘରେ ମୂଲ ଲାଗି ଯାହା ମିଳେ ସେଥିରେ ଚଳନ୍ତି ଏହି ପରିବାର । ଏହିଭଳି ଦଦରା ମାଟି କୁଡ଼ିଆରେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ତାଳଚେର ବ୍ଲକ ଅନ୍ତର୍ଗତ କଙ୍କିଳୀ ଗ୍ରାମର…

ମା’ର ଫେରିବା ବାଟକୁ ଚାହିଁ ଖେଳୁଥିଲା ପୁଅ, ଚାପିଦେଲା ଟ୍ରାକ୍ଟର

ବାଲେଶ୍ୱର: ମା’ ଯାଇଛି କାମ କରି । କାମରୁ ଫେରିଲେ ଗେଲ କରିବ, କୋଳେଇ ନେବ । ହୁଏତ ଏମିତି କିଛି ଭାବୁଥିବ ଆଉ ଖେଳୁଥିବ । ମଝିରେ ମଝିରେ ମା’କୁ ବି ଚାହୁଁଥିବ । ହେଲେ କିଏ ଜାଣିଥିଲା.... ଏ ଖେଳ ତା ଜୀବନର ଶେଷ ଖେଳ ଥିଲା ବୋଲି । ନିର୍ଦ୍ଦୟ ଟ୍ରାକ୍ଟର ଡ୍ରାଇଭର ପାଖରେ ବୋଧହୁଏ ଗରିବ…

ଶିକ୍ଷକ ହତ୍ୟା ଘଟଣା :ଅଭିଯୁକ୍ତଙ୍କ ଗିରଫ ଦାବିରେ ରାସ୍ତାରେ ବସିଲେ ଗ୍ରାମବାସୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ଇଞ୍ଚୋଳ ଗ୍ରାମର ଗଣିତ ଶିକ୍ଷକ ଅନିରୁଦ୍ଧ ସ୍ୱାଇଁ ହତ୍ୟାକାଣ୍ଡ ଇତିମଧ୍ୟରେ ୩ ମାସ ବିତିଲାଣି । ହେଲେ ପୋଲିସ ଜଣଙ୍କୁ ଗିରଫ କରି ଚୁପ୍ ହୋଇ ବସିଛି । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବର୍ତ୍ତମାନ ପର୍ଯ୍ୟନ୍ତ ବିଫଳ ହୋଇଛି ।…