Latest Odisha News

BREAKING NEWS

Browsing Category

ଓଡିଶା

Odisha

ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ଦେଖାଇ ଲୁଟ

ମୟୂରଭଞ୍ଜ: ଉଦଳା ଥାନା ଅର୍ନ୍ତଗତ ବରବାଡ଼ି କେନାଲ ଛକରେ ଦୁର୍ବୃତ୍ତମାନେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଲୁଟ୍ କରିଛନ୍ତି । ଦୁବୃର୍ତ୍ତମାନେ ତାଙ୍କଠାରୁ ସୁନାଚେନ,୨ଟି ମୋବାଇଲ, ପର୍ସ ଓ ବାଇକ୍ ଚାବି ନେଇ ଫେରାର ହୋଇଯାଇଛନ୍ତି । ଏନେଇ ସେ ଉଦଳା ଥାନାରେ ଅଭିଯୋଗ…

ଚତୁର୍ଥ ଜିଲ୍ଲାପରିଷଦ ବୈଠକରେ ହୋହାଲ୍ଲା : ଅଧାରୁ ଚାଲିଗଲେ ଜିଲା ପରିଷଦ ସଦସ୍ୟା

ପୁରୀ: ପୁରୀ ଜିଲା ପରିଷଦ ବୈଠକରେ ହୋହଲ୍ଲା । ବୈଠକରେ ଜିଲା ପରିଷଦ ଅଧ୍ୟକ୍ଷା କୁଞ୍ଜଲତା ସାମଲଙ୍କୁ କହିବାକୁ ସୁଯୋଗ ନ ଦେବାରୁ ଅସମ୍ମାନିତ ହୋଇ ବୈଠକକୁ ବର୍ଜନ କରି ଚାଲିି ଯାଇଥିଲେ । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି । ଶନିବାର ପୁରୀ ଜିଲା ପରିଷଦ ବୈଠକ ଗୃହରେ…

କୋଣାର୍କ ସ୍ପିନିଙ୍ଗ ମିଲ ପୁନଃଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର

କଳାହାଣ୍ଡି : କୋଣାର୍କ ସ୍ପିନିଙ୍ଗ୍ ମିଲ ଓ ଜିନିଙ୍ଗ୍ ମିଲର ପୁନଃଉଦ୍ଧାର ପାଇଁ  ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ସ୍ମାରକ ପତ୍ର । ସାଇନିଙ୍ଗ୍ କଳାହାଣ୍ଡିର ଅଧ୍ୟକ୍ଷ ଡ଼.ଭବାନୀ ଶଙ୍କର ନିଆଲଙ୍କ ଦ୍ୱାରା ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ…

୧୨ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ: ବଢିଲା ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ ଇନ ଏଡ୍

ଭୁବନେଶ୍ୱର :  ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ ଇନ ଏଡ୍ ବୃଦ୍ଧି ପାଇଛି । ଏହା ପିଛିଲା ଭାବେ ଜାନୁଆରୀ ୧, ୨୦୨୨ରୁ ଲାଗୁ କରାଯିବ । ଏହାଦ୍ୱାରା ୧୫ ହଜାର ୭୧୧ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ  ଅତରିକ୍ତ ୨୯୦…

ପରଜଙ୍ଗରେ ହାତୀ ଆତଙ୍କ : ବୃଦ୍ଧ ଓ ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା

ଢେଙ୍କାନାଳ : ଦିନକୁ ଦିନ ବଢି ଚାଲିଛି ହାତୀ ଉପଦ୍ରବ । ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ପରଜଙ୍ଗ ଅଞ୍ଚଳରେ ମାତିଛନ୍ତି ହାତୀ । ଫଳରେ ଦନ୍ତା ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖାଲପାଳ ଗାଁର ବୃଦ୍ଧ ଅଲେଖ ନାୟକ ଘର ପାଖ ପଡ଼ିଆକୁ ଶୌଚ ହେବାକୁ…

ବୋଲେରୋ ଧକ୍କାରେ ବାଇକ୍‌ ଆରୋହୀ ମୃତ

ସମ୍ବଲପୁର : ବୋଲେରୋ ଧକ୍କାରେ ବାଇକ୍‌ ଆାରୋହୀ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି  ସମ୍ବଲପୁର ଜିଲ୍ଲା ଧନୁପାଲି ମହାବୀରପଡ଼ା ନିକଟରେ । ମୃତକ ଭତରା ଅଞ୍ଚଳର ରଞ୍ଜିତ ବୋଲି ଜଣାପଡ଼ିଛି । ତେବେ ସୂଚନା ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ମୃତକ ରଞ୍ଜିତ ବାଇକରେ ଘରକୁ ଫେରୁଥିଲେ ।…

ସାଧାରଣତନ୍ତ୍ର ଦିବସ ପାଇଁ ଆସିଲା ଗାଇଡଲାଇନ: ପୂର୍ବାହ୍ନ ସାଢ଼େ ୯ଟା ପୂର୍ବରୁ ଉଡ଼ିବ ଜାତୀୟ ପତାକା

ଭୁବନେଶ୍ବର : ସାଧାରଣତନ୍ତ୍ର ଦିବସ ପାଇଁ ଆସିଲା ଗାଇଡ୍ଲାଇନ । ଜାନୁଆରୀ ୨୬ ତାରିଖ ଦିନ ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ ପୂର୍ବାହ୍ନ ସାଢ଼େ ୯ଟା ସୁଦ୍ଧା ଜାତୀୟ ପତାକା ଉଡ଼ିବ। କୋଭିଡ୍‌ ସ୍ଥିତିକୁ ଦେଖି ଭର୍ଚୁଆଲ ନ ହେଲେ ଫିଜିକାଲ ମୋଡ୍‌ରେ ପତାକା ଉତ୍ତୋଳନ କରିବେ ଶିକ୍ଷାନୁଷ୍ଠାନର…

ବେଆଇନ ଖଣି ଖନନ ମାମଲା, ବିଜେଡି ବିଧାୟକଙ୍କୁ ଇଡିର ୭ ଘଣ୍ଟା ଜେରା

ଭୁବନେଶ୍ୱର: ବେଆଇନ ଖଣି ଖନନ ମାମଲାରେ ବିଜେଡି ବିଧାୟକ ବ୍ରଜ ପ୍ରଧାନଙ୍କୁ ଜେରା। ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ଜେରା କରିଛି। ହେଲେ ଜେରା ବେଳେ ଶାସକ ଦଳର ଏହି ବିଧାୟକ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ବୋଲି ସୂଚନା ରହିଛି। ତେଣୁ ପୁଣିଥରେ ବିଧାୟକ ଇଡି ଜେରାର…

ଯୋଡା ଡାକ୍ତର ଶୁଭଶ୍ରୀ ମୃତ୍ୟୁ ଘଟଣା, ଆସିଲା ଭିସେରା ରିପୋର୍ଟ; ୭ ଜଣଙ୍କ ନାଁରେ ଏତଲା

କେନ୍ଦୁଝର: ଯୋଡା ଡାକ୍ତର ଶୁଭଶ୍ରୀ କର ମାମଲାରେ ନୂଆ ଟ୍ବିଷ୍ଟ। ଝିଅର ମୃତ୍ୟର ୨୦ ଦିନ ପରେ ଯୋଡା ଥାନାରେ ଏତଲା ଦେଲେ ମୃତକଙ୍କ ବାପା। ମୋଟ୍ ୭ ଜଣଙ୍କ ନାଁରେ ଏତଲା ଦେଇଛନ୍ତି ଶୁଭଶ୍ରୀଙ୍କ ବାପା। ସେହିପରି ପୋଲିସ ହାତରେ ଲାଗିଛି ଶୁଭଶ୍ରୀଙ୍କ ଭିସୋରେ ରିପୋର୍ଟ। ଯେଉଁଥିରେ ଅତ୍ୟଧିକ…

ଓଡ଼ିଶାର ପର୍ଯ୍ୟଟନକୁ ବିଶ୍ବସ୍ତରୀୟ କରିବାକୁ ସରକାର ପ୍ରୟାସ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପର୍ଯ୍ୟଟନର ହଟସ୍ପଟ ବା କେନ୍ଦ୍ର ହେବ ଓଡ଼ିଶା। ସାରା ବିଶ୍ୱରୁ କିଭଳି ଲୋକମାନେ ପର୍ଯ୍ୟଟନ ପାଇଁ ଓଡ଼ିଶା ଆସିବେ ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି କରୁଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ଏପରି କରି ରାଜ୍ୟ ସରକାର ପୁଞ୍ଜି ନିବେଶ ଉପରେ…