Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜିଠୁ ବିଧାନସଭାର ଶୀତ ଅଧିବେଶନ : ନାଗଙ୍କ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ

ଭୁବନେଶ୍ବର: ଆଜିଠୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ଯାଏ ଚାଲିବ। ଶୀତକାଳୀନ ଅଧିବେଶନକୁ ନେଇ ସରକାର ଏବଂ ବିରୋଧୀଙ୍କ ମଧରେ ଲଢ଼େଇ ହେବ ।  ବିରୋଧୀ ବିଜେପି ଓ କଂଗ୍ରେସ ଅର୍ଚ୍ଚନା ପ୍ରସଙ୍ଗରେ ସରକାରୀ ଦଳକୁ ଘେରିବାକୁ ଯୋଜନା କରିଛନ୍ତି। ମାମଲାରେ ଇଡି ତଦନ୍ତ…

ବୈଧ ଡକ୍ୟୁମେଣ୍ଟ ନ ଥିଲେ ଗାଡ଼ିକୁ ଧରିବ ଇ-ଡିଟେକ୍ସନ ପୋର୍ଟାଲ

ଭୁବନେଶ୍ୱର: ବିନା ବୈଧ କାଗଜପତ୍ରରେ ଗାଡ଼ି ଚଳାଇ ପାରିବେ ନାହିଁ। ଏଥିପାଇଁ ରାଜ୍ୟ ସରକାର ନୂଆ ନିୟମ କରିବାକୁ ଯାଉଛନ୍ତି।ଯାହା ୨୦୨୩ ମସିହା ଜାନୁଆରୀ ୧ ତାରିଖରୁ ଲାଗୁ ହେବ। କେଉଁ ଗାଡ଼ି ଗୁଡ଼ିକ ଅବୈଧ ତାହା ଜାଣିବାକୁ ଇ-ଡିଟେକ୍ସନ ପୋର୍ଟାଲ ଆରମ୍ଭ କରିବାକୁ ଯାଉଛନ୍ତି। ରାସ୍ତାରେ…

କାର୍ତ୍ତିକେଶ୍ୱର ଭସାଣି ବେଳେ ବାଣ ବିସ୍ଫୋରଣ: ୪୦ରୁ ଅଧିକ ଆହତ, ୩୦ ଗୁରୁତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଲିଆ ବଜାର ନିକଟରେ ବୁଧବାର ଏକ ବାଣ ବିସ୍ଫୋରଣରେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩୦ ଜଣ ଗୁରୁତର ଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୫ ଜଣ ଶିଶୁ ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡା ବାଲିଆ…

‘ପଦ୍ମପୁର ପ୍ରଚାର ଦାୟିତ୍ୱରେ ଥିବା ନେତା ମୋତେ ଉପନିର୍ବାଚନରେ ହରାଇଛନ୍ତି’

ପଦ୍ମପୁର: ପୂର୍ବତନ ବିଧାୟିକା ତଥା ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ ରାଧାରାଣୀ ପଣ୍ଡା ବରଗଡ ପଦ୍ମପୁର ଉପନିର୍ବାଚନ ପ୍ରଚାର କରୁଥିବା ବେଳେ ବିସ୍ଫୋରକ ବୟାନ ଦେଇଛନ୍ତି। ଯେଉଁଥିରେ ସେ ସ୍ପଷ୍ଟ ଭାବେ କହିଦେଇଛନ୍ତି ଯେ ଝାରସୁଗୁଡା ବିଜେପିରେ କନ୍ଦଳ ଭରି ରହିଛି। ନିକଟରେ ବ୍ରଜରାଜନଗରରେ…

ହକି ବିଶ୍ୱକପ ପାଇଁ ବିକ୍ରି ଆରମ୍ଭ ହେଲା ଟିକେଟ, ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଉ ଦେଢ଼ ମାସ ରହିଲା  ହକି ବିଶ୍ୱକପ । ଜାନୁଆରୀ ୧୩ରେ ଭୁବନେଶ୍ବର, ରାଉରକେଲାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ବକପ୍‌ । ୨୯ ତାରିଖରେ ଶେଷ ହେବ ଏହି ଟୁର୍ଣ୍ଣାମେଣ୍ଟ । ଅନଲାଇନରେ ଏବେ ଟିକେଟ ପାଇପାରିବେ କ୍ରୀଡ଼ାପ୍ରେମୀ ।  ପେଟିଏମ ଇନସାଇଡର ସାଇଟରୁ ଟିକେଟ ପାଇପାରିବେ ।…

୧୪ ଘଣ୍ଟା ପରେ ଶ୍ରଦ୍ଧାଞ୍ଜଳି, ୧୨ ଘଣ୍ଟା ପରେ ଅକ୍ଷୟ ପରିଜା ଇଡି ଅଫିସରୁ ବାହାରିଲେ

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଇଡି ତଦନ୍ତ କରି ଆଜି ଶ୍ରଦ୍ଧାଞ୍ଜଳିଙ୍କୁ ପ୍ରଥମ ଥର ପାଇଁ ଏବଂ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଦ୍ବିତୀୟ ଥର ପାଇଁ ଜେରା କରିଛି। ଉଭୟ ଯଥାକ୍ରମେ ୧୪ ଘଣ୍ଟା ଓ ୧୨ ଘଣ୍ଟା ଇଡି ଅଧିକାରୀଙ୍କ ଜେରାର ସାମ୍ନା କରିଛନ୍ତି। ମିିିିଳିଥିବା ସୂଚନା…

ଚୋରି କରିବାକୁ ଚୋର ଆସିଥିଲା ମହିନ୍ଦ୍ରା ଜିପ ଗାଡି଼ରେ, ମାଡ଼ିବସିଲେ ଲୋକେ

ଭୁୂବନେଶ୍ୱର: ଜଣେ ଚୋର ଚୋରି କରିବାକୁ ଆସିଲେ କେମିତି ଆସୁଥିବ? ଗାଡି ନହେଲେ ଚାରି ଚକିଆ କାର ଧରି ସଂଘ ବଦ୍ଧ ହୋଇ ଆସୁଥିବେ। ଉଦ୍ଦେଶ୍ୟ ହେଲେ ଚୋରି କରିବା ମାତ୍ରେ ଯେତେ ଶୀଘ୍ର ନିଜ ସୁରକ୍ଷିତ ସ୍ଥାନକୁ ପଳାଇବେ। ହେଲେ ଜଣେ ଚୋର ଏପରି କରିବାରେ ବିଫଳ ହୋଇଛି। ଆଉ ପରେ ସ୍ଥାନୀୟ…

ନକଲି ମାଟ୍ରିକ ସାର୍ଟିଫିକେଟ ବିକ୍ରି ଅଭିଯୋଗରେ ବୋର୍ଡ କାର୍ଯ୍ୟାଳୟର କର୍ମଚାରୀ ଗିରଫ

କଟକ: ନକଲି ହାଇସ୍କୁଲ ସାର୍ଟିଫିକେଟ୍ ବିକ୍ରି ଅଭିଯୋଗରେ ମାଧ୍ୟମିକ ଶିକ୍ଷା ପରିଷଦର ଜଣେ କର୍ମଚାରୀଙ୍କୁ ବୁଧବାର ମଙ୍ଗଳାବାଗ ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଭ୍ରମରବର ନାୟକ ବୋର୍ଡ କାର୍ଯ୍ୟାଳୟରେ ସୁଇପର ସୁପରଭାଇଜର ବା ଜମାଦାର ଭାବେ କାର୍ଯ୍ୟ କରୁଥିଲେ। ଭ୍ରମରବର କେନ୍ଦୁଝର…

ନିଲମ୍ବିତ ହେଲେ ଅଧ୍ୟାପକ, ମନ୍ତ୍ରୀଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ?

ଭୁବନେଶ୍ୱର: ପଦ୍ମପୁରରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ହେଲେ ୧୯ ତାରିଖ ଦିନ ସରକାରୀ କଲେଜର ଅଧ୍ୟାପକଙ୍କୁ ଡାକି ଉଚ୍ଚ ଶିକ୍ଷାମନ୍ତ୍ରୀ ଏକ ବୈଠକ କରିଥିଲେ। ଯାହାକୁ ନେଇ ବିଜେପି ଆପତ୍ତି ଉଠାଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା। ଘଟଣାର ତଦନ୍ତ କରି ବରଗଡ ଜିଲ୍ଲା…

ଅନ୍ନପୂର୍ଣ୍ଣା ରଙ୍ଗମଂଚରେ ଆୟୋଜିତ ହେଲା ଦେବ ଦୀପାବଳୀ ନୃତ୍ୟୋତ୍ସବ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦେବ ଦୀପାବଳୀ ଉତ୍ସବ ଅବସରରେ ପୁରୀର ଅନ୍ନପୂର୍ଣ୍ଣା ରଙ୍ଗମଂଚରେ ଆୟୋଜିତ ହୋଇଯାଇଛି ପାରମ୍ପାରିକ ନୃତ୍ୟୋତ୍ସବ । କଳାକାରଙ୍କ ମୂକସାକ୍ଷୀ ସାଜିଥିବା ଅନ୍ନପୂର୍ଣ୍ଣା ରଙ୍ଗମଂଚରେ ଓଡିଶାର ଦୁଇ ପ୍ରତିଭାବାନ ନୃତ୍ୟଶିଳ୍ପୀ ଶାସ୍ୱତ ଯୋଶୀ ଓ କୁମାର ଭିମସେନ…