Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ଓଡ଼ିଶା ସମ୍ବାଦ’ର ଖବରକୁ କପି ପେଷ୍ଟ କରୁଛି ‘ଓଡ଼ିଶା ନ୍ୟୁଜ୍ ଡେସ୍କ’ ୱେବସାଇଟ୍

ଭୁବନେଶ୍ୱର: ଡିଜିଟାଲ୍ ଯୁଗରେ ପାଠକ ଓ ଦର୍ଶକଙ୍କ ରୁଚିକୁ ଆଖି ଆଗରେ ରଖି ସମାଜର ହିତରେ ଅହରହ ଓଡ଼଼ିଶା ସମ୍ବାଦ ଖବର ପରିବେଷଣ କରୁଛି । ଆଉ କିଛି ଚତୁର ସଂସ୍ଥା ‘ଓଡ଼ିଶା ସମ୍ବାଦ’ର ଖବରକୁ କପି ପେଷ୍ଟ କରି ଛାପୁଛନ୍ତି । ‘ଓଡ଼ିଶା ନ୍ୟୁଜ୍ ଡେସ୍କ’ ନାମକ ଏକ ୱେବସାଇଟ୍ ‘ଓଡ଼ିଶା ସମ୍ବାଦ’ର…

ଧାମନଗର ଉପନିର୍ବାଚନ: ଅପରାହ୍ନ ୩ଟା ସୁଦ୍ଧା ୫୨.୧୩% ମତଦାନ

ଧାମନଗର : ଧାମନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନରେ ଅପରାହ୍ନ ୩ଟା ସୁଦ୍ଧା ୫୨.୧୩ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ଏନେଇ ସିଇଓଙ୍କ ଅଫିସରୁ ସୂଚନା ପ୍ରଦାନ କରାଯାଇଛି । ଲୋକେ ନିଜର ମନପସନ୍ଦର ପ୍ରାର୍ଥୀ ଚୟନ ପାଇଁ ଭୋଟ୍ ଦେବା ଜାରି ରଖିଛନ୍ତି । ତେବେ ରାମେଶ୍ୱରପୁର ୧୬୯ ଓ ୧୭୦…

ନଭେମ୍ବର ୨୪ରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୨୪ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ଶୀତ ଅଧିବେଶନରେ ୩୩ଟି କାର୍ଯ୍ୟ ଦିବସ ରହିବ । ଷୋଡ଼ଦଶ ବିଧାନସଭାର ୧୧ତମ ଅଧିବେଶନ ନଭେମ୍ବର ୨୪ରୁ ଆରମ୍ଭ ହୋଇ…

୧ଟା ସୁଦ୍ଧା ୩୮.୭୫% ଭୋଟ୍ ରେକର୍ଡ, ବୁଥ୍ ରିଗିଂ ଅଭିଯୋଗ

ଧାମନଗର : ଧାମନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନରେ ଅପରାହ୍ନ ୧ଟା ସୁଦ୍ଧା ୩୮.୭୫ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ଏନେଇ ସିଇଓଙ୍କ ଅଫିସରୁ ସୂଚନା ପ୍ରଦାନ କରାଯାଇଛି । ଲୋକେ ନିଜର ମନପସନ୍ଦର ପ୍ରାର୍ଥୀ ଚୟନ ପାଇଁ ଭୋଟ୍ ଦେବା ଜାରି ରଖିଛନ୍ତି । କେତେକ ସ୍ଥାନରେ ବୁଥ୍ ରିଗିଂ…

ବିବାହ ପୂର୍ବରୁ ଫ୍ୟାନରେ ଝୁଲିପଡ଼ିଲେ ଯୁବତୀ

ଭୁବନେଶ୍ୱର : ବିବାହ ବନ୍ଧନରେ ବାନ୍ଧି ହେବା ପୂର୍ବରୁ ଚାଲିଗଲା ଯୁବତୀଙ୍କ ଜୀବନ । ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ଅଞ୍ଚଳରେ। ମୃତ ଯୁବତୀ ଜଣକ ହେଲେ ସ୍ନେହଲତା ସ୍ବାଇଁ । ତାଙ୍କ ଘର ନୟାଗଡ଼ର ଗୁଡିପଲ୍ଲୀ ଅଞ୍ଚଳରେ ବୋଲି ଜଣାପଡ଼ିଛି । ସେ…

ଗାଡ଼ିରେ ପୋଷ୍ଟର ମାରି ବୁଥ୍ ନିକଟରେ ବୁଲିଲେ ବିଜେଡି ପ୍ରାର୍ଥିନୀ

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଆଜି ମତଦାନ ଚାଲିଛି । ଭୋଟର ୪୮ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ରହିଥିବା ବେଳେ ବୁଥର ଶହେ ମିଟର ହେଉଛି ନିଷିଦ୍ଧାଞ୍ଚଳ । କିନ୍ତୁ, ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସଙ୍କୁ ଆଜି ବିଜେଡି ପୋଷ୍ଟର ମରା ଯାଇଥିବା ଗାଡ଼ି ସହ ମତଦାନ କେନ୍ଦ୍ରରେ ଦେଖିବାକୁ…

ଧନୁଯାତ୍ରାରେ କଂସ ଭୂମିକା ପାଇଁ ଆବେଦନ କରିଛନ୍ତି ୬୦ଜଣ କଳାକାର

ବରଗଡ଼ : ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଚଳଚଞ୍ଚଳ ବରଗଡ଼। କଂସ ହେବାକୁ ଆବେଦନ କରିଛନ୍ତି ୬୦ ଜଣ କଳାକାର। କୋଭିଡ ଯୋଗୁଁ ୨ ବର୍ଷ ଧରି ଧନୁଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଧନୁଯାତ୍ରା ହେବା ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ଦର୍ଶକ। ଏହି ଧନୁଯାତ୍ରାରେ ମୁଖ୍ୟ ଆର୍କଷଣ କଂସର…

ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମେଡ଼ିକାଲ ଯାଉଥିବା ବେଳେ ଦୁର୍ଘଟଣାରେ ଗର୍ଭବତୀ ମୃତ

ବ୍ରହ୍ମପୁର: ୧୬ ନମ୍ବର ଜାତୀୟ ରାଜପଥ ତଥା ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଓଭର ବ୍ରିଜ୍‌ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ସାମାନ୍ୟ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପାତ୍ରପୁର ବ୍ଲକ ସୁରଙ୍ଗି ପଞ୍ଚାୟତ ତିତି ଗାଁର ରଞ୍ଜନ…

୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତଦାନ

ଧାମନଗର: ଭଦ୍ରକ ଧାମନଗର ନିର୍ବାଚନଣ୍ଡଳୀ ପାଇଁ ମତଦାନ ଜାରି ରହିଛି ।  ପୂର୍ବାହ୍ନ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତ ଦାନ ହୋଇଛି । ଆରମ୍ଭରୁ ୫ଟି ବୁଥରେ ସାମାନ୍ୟ ତ୍ରୁଟି ଥିଲା, ତେବେ ପରେ ସବୁ ଠିକ୍ ଠାକ୍ ଚାଲିଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର…

ଧାମନଗର: ମତସାବ୍ୟସ୍ତ କଲେ ପ୍ରାର୍ଥୀ

ଧାମନଗର: ଧାମନଗରରେ ଚାଲିଛି ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ। ଧାମନଗର ନିର୍ବାଚନମଣ୍ଡଳୀର କାପଡାର ୭୮ ନମ୍ବର ବୁଥରେ ବିଜେଡି ପ୍ରାର୍ଥୀନୀ ଅବନ୍ତି ଦାସ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ସେହିପରି ତିହିଡି କାପଡାର ୭୫ ନମ୍ବର ବୁଥରେ ସ୍ଵାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ…