Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗାଈ ଶବକୁ ଘୋଷାଡ଼ି ନେଇ ଦୁଇ ବହିଷ୍କୃତ

ବ୍ରହ୍ମପୁର: ମୃତ ଗାଈକୁ ଗାଡ଼ି ପଛ ପଟରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେବା ଭଳି ହୃଦୟବିଦାରକ ଦୃଶ୍ୟ ଗଞ୍ଜାମ ଜିଲାର ଛତ୍ରପୁର ଠାରେ ଦେଖିବାକୁ ମିଳିଛି। ଏହି ଘଟଣାରେ ଦୁଇଜଣ ନିଲମ୍ବିତ ମଧ୍ୟ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥର ଛତ୍ରପୁର ଠାରେ ସୋମବାର ଏକ…

ପୁଅ ଛୁରା ମାଡ଼ରେ ବାପା ମୃତ

ବ୍ରହ୍ମପୁର: ଦୀପାବଳି ପାଳନ ଭିତରେ ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ପଢ଼ାଳ ଗ୍ରାମରେ ଘଟି ଯାଇଛି ଏକ ବଡ଼ ଅଘଟଣ। ପୁଅର ଛୁରା ମାଡ଼ରେ ବାପାଙ୍କ ଜୀବନ ଚାଲିଯାଇଛି। ଘଟଣା ପରେ ପୁଅ ଚମ୍ପଟ ମାରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୮ଟା ବେଳେ ପଢ଼ାଳ…

କନ୍ଧମାଳରେ ଲାଲ୍ ହିଂସା; ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା, ଜାଳିଦେଲେ ୫ଟି ଗାଡ଼ି

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ମାଓବାଦୀ ପୁଣି ଥରେ ପୋଲିସକୁ ଚ୍ୟାଲେଞ୍ଜ କରିଛନ୍ତି । ୨୪ ଘଣ୍ଟା ମଧ୍ୟରେ ମାଓବାଦୀ ଦୁଇ ଦୁଇଟି ହିଂସା ଘଟାଇଛନ୍ତି । ଗତକାଲି ବାଲିଗୁଡ଼ା ଥାନା ସୁଡ୍ରା ପଞ୍ଚାୟତ ଆମ୍ବାବାଡ଼ି ଗାଁରେ ଲାଲବାହିନୀ ଜଣେ ଯୁବକଙ୍କୁ ପୋଲିସ ଇନଫର୍ମର ସନ୍ଦେହର ବିଭତ୍ସ ଭାବେ…

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ୨ ବର୍ଷର ବାଳକ

ଯାଜପୁର : ସ୍ମୃତିଶକ୍ତି ପାଇଁ ବିରଳ ରେକର୍ଡ ହାସଲ କରିଛନ୍ତି ୨ ବର୍ଷର ବାଳକ ସ୍ବସ୍ତିକ । ସୀମିତ ସମୟ ମଧ୍ୟରେ ନିଜ ସ୍ମୃତିଶକ୍ତିର ଦକ୍ଷତା ଦେଖାଇ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଏହି ବାଳକ । ବରୀ ବୋଦୁଅ ପଞ୍ଚାୟତ କନ୍ତିଆ ଗାଁର ସୌମ୍ୟରଞ୍ଜନ ପ୍ରଧାନ ଏବଂ ଅମିତା ସାହୁଙ୍କ…

ଆଂଶିକ ସୂର୍ଯ୍ୟୋପରାଗ କଣ ? କଣ ରହିବ ପ୍ରଭାବ ?

ଭୁବନେଶ୍ୱର: ଏ ବର୍ଷର ଶେଷ ବା ଅନ୍ତିମ ସୂର୍ଯ୍ୟୋପରାଗ ଆଜି ଦ୍ୱି ପ୍ରହର ପରେ ଆରମ୍ଭ ହେବ । ଏହି ସୂର୍ଯ୍ୟୋପରାଗ ଭାରତର ଉତ୍ତର-ପଶ୍ଚିମ ଅଞ୍ଚଳରେ ଦେଖାଯିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟୋପରାଗର ୧୨ ଘଣ୍ଟା ପୂର୍ବରୁ ଅଶୁଭ କାଳ ଆରମ୍ଭ ହୋଇଥାଏ । ଭାରତରେ ସୂର୍ଯ୍ୟୋପରାଗ ଦିନ…

କାଳୀପୂଜା ପାଇଁ ଯାଜପୁର ଚଳଚଞ୍ଚଳ

ଯାଜପୁର: ଆଜି ଅଲୋକ ର ପର୍ଵ ଦୀପାବଳି। ଆଜି ଠାରୁ ଯାଜପୁରରେ ଗଣପର୍ବ କାଳୀ ପୂଜା ଆରମ୍ଭ ହୋଇଛି। ସହରର ୪୫ ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା କାଳୀ ଓ ଲକ୍ଷ୍ମୀ ନାରାୟଣ। ଆଜି ବିଳମ୍ବିତ ରାତ୍ରିରେ ମାଙ୍କ ସ୍ୱତନ୍ତ୍ର ପୂଜା ଆରମ୍ଭ ହେବ। କୋଭିଡ କଟକଣା ର ଦୁଇ ବର୍ଷ ପରେ ଚଳିତ ବର୍ଷ ବେଶ୍…

ଝୁଲନ୍ତା ଅବସ୍ଥାରେ ମିଳିଲା ଯୁକ୍ତ ଦୁଇ ଛାତ୍ରୀଙ୍କ ମୃତଦେହ

ପୁରୀ : ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ ସୁମିତ୍ରା ପଣ୍ଡାଙ୍କ ମୃତ ଦେହ ଉଦ୍ଧାର  । ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ଝୁଲନ୍ତା  ଅବସ୍ଥାରେ ଉଦ୍ଧାର ହୋଇଛି। କଲେଜ ପରିସରରେ ଥିବା ସୁକନ୍ୟା ଛାତ୍ରୀନିବାସ ୧୨ ନମ୍ବର ରୁମ୍ ରେ ଛାତ୍ରୀଙ୍କ ମୃତ ଦେହ ମିଳିଛି…

ମା’ କାଳୀଙ୍କ ପାଦତଳେ ଭଗବାନ ଶିବ ଶୋଇଥାଆନ୍ତି କାହିଁକି ? ଏହା ପଛର କାରଣ କଣ ?

ଭୁବନେଶ୍ବର : ମା’କାଳୀଙ୍କ ମୂର୍ତ୍ତି ବା ଚିତ୍ରରେ ଭଗବାନ ଶିବ ମା’ଙ୍କ ପାଦ ତଳେ ପଡ଼ିଥାଆନ୍ତି । ତେବେ ଏହାକୁ ଦେଖି ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଙ୍କି ମାରୁଥିବ ଯେ ପ୍ରଭୁ ଶିବ ମା’କାଳୀଙ୍କ ପାଦତଳେ ପଡିବାର କାରଣ କ’ଣ? ତେବେ ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ, ରକ୍ତବୀର୍ଯ୍ୟ ନାମକ…

ବେଦମାତା ବେଶରେ ମାଁ ଭଦ୍ରକାଳୀ

ଭଦ୍ରକ : ଆଜି ହେଉଛି ପବିତ୍ର କାଳୀପୂଜା । ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ପୀଠରେ ସୋମବାର ଠାରୁ ଆରମ୍ଭ ହୋଇଛି କାଳୀପୂଜା । ଆଜି ପ୍ରଥମ ଦିନରେ ମା ସପ୍ତମାତୃକା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବାକୁ ଥିବା ବେଳେ ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଗତ ୨ ବର୍ଷ ପରେ ଚଳିତ…

ବାତ୍ୟା ରୂପ ନେଲା ଅବପାତ, ବାଂଲାଦେଶ ମୁହାଁ ’ସିତ୍ରାଙ୍ଗ’

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ପରବର୍ତ୍ତୀ ସମୟରେ ଏହା ବାତ୍ୟା(ସିତ୍ରାଙ୍ଗ)ରେ ପରିଣତ ହୋଇଛି। ଏହି ବାତ୍ୟା ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ  ଉତ୍ତରପୂର୍ବ ଦିଗ ଆଡକୁ ଗତି କରୁଛି। ରିପୋର୍ଟ ଲେଖାହେବା ସୁଦ୍ଧା ବାତ୍ୟାର…