Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଷ ପିଇଥିବା ଆଇଟିଆଇ ଛାତ୍ରଙ୍କ ଏସସିବିରେ ମୃତ୍ୟୁ !

ଭଦ୍ରକ: ବିଷ ପିଇ ଗୁରୁତର ଆଇଟିଆଇ ଛାତ୍ର ଆଶୁତୋଷ ମଲ୍ଲିକଙ୍କ କଟକ ଏସ୍‌ସିବିରେ ମୃତ୍ୟୁ ହୋଇଛି । ଶୁକ୍ରବାର ରାତିରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ, ଆଇଟିଆଇ ଛାତ୍ର । ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତକ ଛାତ୍ର ତିହିଡ଼ି ଅଞ୍ଚଳର ଏକ ଘରୋଇ ଆଇଟିଆଇ ଛାତ୍ର…

ଡକାୟତି ଯୋଜନା କରୁଥିବା ବେଳେ ମାଡିବସିଲା ପୋଲିସ

ଭୁବନେଶ୍ୱର: ଡକାୟତି ଯୋଜନା କରୁଥିବା ବେଳେ ମାଡିବସିଲା ପୋଲିସ।  ଡ଼କାୟତି ଯୋଜନା କୁ ବିଫଳ  କରିବା ସହିତ ୫ ଜଣିଆ ଡ଼କାୟତି ଗ୍ୟାଙ୍ଗକୁ ଗିରଫ କରିଛି ପାହାଳ ପୋଲିସ । ପାହାଳ ନିକଟ ଅଟଳା ଗାଁ ନିକଟରେ ଥିବା ଏକ ନିର୍ମାଣାଧୀନ ବ୍ରିଜ୍ ଉପରେ ସଶସ୍ତ୍ର ଡ଼କାୟତି ନିମନ୍ତେ ଯୋଜନା କରୁଥିବା ନେଇ…

[ଦେଖନ୍ତୁ ଭିଡିଓ] ଲଜରେ ହାତ କାଟିବା ପରେ ଫ୍ୟାନରେ କାହିଁକି ଝୁଲି ପଡ଼ିଲେ ଛାତ୍ରୀ ?

ପୁରୀ: ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା । ଆଜି ପୁରୀ ବଡ଼ଶଙ୍ଖ ସ୍ଥିତ ଏକ ଲଜରୁ ଜଣେ ଛାତ୍ରୀଙ୍କ ମୃତଦେହ ମିଳିଛି । ଛାତ୍ରୀ ଜଣଙ୍କ ନିଜ ହାତ କାଟିବା ପରେ ବେକରେ ଓଢ଼ଣୀ ଲଗାଇ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀ ଜଣଙ୍କ ଭୁବନେଶ୍ୱର ଗଙ୍ଗନଗରର କଳ୍ପତରୁ…

ସମାନ କାମକୁ ସମାନ ଦରମା ଦାବିରେ ବର୍ଷାରେ ଭିଜି ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର: ଲଘୁଚାପ ବର୍ଷାରେ ସାରା ରାଜ୍ୟ ଭିଜୁଛି  ।  ହେଲେ ରାଜଧାନୀ ଭୁବନେଶ୍ୱର ବିଧାନସଭା ସମ୍ମୁଖର ଗାନ୍ଧୀ ମାର୍ଗରେ ହଜାର ହଜାର ଚୁକ୍ତି ଭିତ୍ତିକ କର୍ମଚାରୀ ନିଜର ହକ ପାଇଁ ଭିଜୁଥିଲେ  । ପ୍ରବଳ ବର୍ଷା ହେଉଥିଲେ ମଧ୍ୟ , ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥାକୁ ଉଚ୍ଛେଦ କରି ସ୍ଥାୟୀ…

ରାଉରକେଲାରୁ ୧୬ ଲକ୍ଷରୁ ଅଧିକ ମୂଲ୍ୟର ଜାଲ୍ ନୋଟ ଜବତ, ଜଣେ ଗିରଫ

ଭୁବନେଶ୍ୱର: ରାଉରକେଲାରୁ ଲକ୍ଷାଧିକ ଟଙ୍କାର ନକଲି ନୋଟ୍ ଜବତ ହୋଇଛି । ରାଉରକେଲା ପୋଲିସ ସହାୟତାରେ ଏସଟିଏଫ୍ ସହରର ସେକ୍ଟର-୧୭ ଅଞ୍ଚଳରେ ରେଡ୍ କରିଥିଲା । ରେଡ୍ ବେଳେ ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ୍ ଜବତ କରାଯାଇଛି । ମାମଲାରେ STF ଦିଲ୍ଲୀର ଏସକେ ଅହମ୍ମଦଙ୍କୁ ଗିରଫ କରିଛି ।…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ

ଅନୁଗୁଳ: ମାଟି ଅତଡା ଖସିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଧଉରାଖମଣ ନିକଟରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ ଛେଣ୍ଡିପଦା ବ୍ଲକରେ ନାଗାର୍ଜୁନ କମ୍ପାନୀ ପକ୍ଷରୁ ମେଗା ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ଛେଣ୍ଡିପଦାରୁ…

ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା, ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଂକେତ

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ତତସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ ହୋଇଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦର…

ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ନାଁରେ ହ୍ୱାଟ୍ସଆପରେ ଟଙ୍କା ମାଗୁଛନ୍ତି ଠକ

ଭୁବନେଶ୍ୱର: ସାଇବର ଲୁଟେରାଙ୍କ ଟାର୍ଗେଟରେ IPS । ସମ୍ବଲପୁର ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ନାଁରେ ସାଇବର ଲୁଟେରା ଟଙ୍କା ମାଗୁଛନ୍ତି । ଏନେଇ ଖୋଦ୍ ଆଇପିଏସ୍ ସାରା ଶର୍ମା ଫେସବୁକରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଭିଜିଲାନ୍ସ ଏସପି ସାରା ଶର୍ମା ଲେଖିଛନ୍ତି, କେହି ଜଣେ ଅଜଣା…

ଘରେ ଲୁଟ୍ ପରେ ବୃଦ୍ଧାଙ୍କୁ ହତ୍ୟା

ବ୍ରହ୍ମପୁର: ଗଞ୍ଜାମ ଜିଲାର ଦିଗପହଣ୍ଡି ଥାନା ଭୀଷ୍ମଗିରି କଲେଜ ଛକ ନିକଟରେ ଘରେ ପଶି ଲୁଟ୍ ପରେ ବୃଦ୍ଧାଙ୍କୁ ହତ୍ୟା କରଯାଇଥିବା ନେଇ ଅଭିଯୋଗ ହୋଇଛି। ମୃତ ବୃଦ୍ଧା ଜଣଙ୍କ ହେଲେ ବି.ଆଡ଼ି ପାତ୍ର(୭୦)। ମିଳିଥିବା ସୂଚନା ଅନୁସାରେ, ଶନିବାର ରାତିରେ ସ୍ଵାମୀ ଘର ବାରଣ୍ଡାରେ ଏବଂ ଆଡି ଘର…

ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ଲାଗିରହିଛି ବର୍ଷା

ଭୁବନେଶ୍ବର: ସକ୍ରିୟ ସୁଦୃଶ ଲଘୁଚାପ କ୍ଷେତ୍ର ପ୍ରଭାବରେ ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ଗୁଡିକରେ ଲାଗିରହିଛି ବର୍ଷା । ଆଜି ମଧ୍ୟ ରାଜ୍ୟରେ ବିସ୍ତୃତି ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳ ରୁ ଅତିପ୍ରବଳ ବର୍ଷା ହେଉଛି ।…