Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗଣେଷ ପୂଜା ଚାନ୍ଦା ମାଗିଲେ ଅପରାଧିକ ମାମଲା:ବ୍ରହ୍ମପୁର ଏସ୍‌ପି

ବ୍ରହ୍ମପୁର:ଗଣେଷ ପୂଜା ନାଁରେ ବଳପୂର୍ବକ ଚାନ୍ଦା ମାଗିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ। ଯିଏ ଚାନ୍ଦା ମାଗୁଥିବା ତା’ ନାଁରେ ଅପରାଧୀକ ମାମଲା ରୁଜୁ କରାଯିବା ସହ ଦୃଢ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏସ୍‌ପି ସର୍ବଣା ବିବେକ ଏମ୍‌ କହିଛନ୍ତି। ଆଗକୁ ଗଣେଷ ପୂଜା…

ନାଗାବଳୀରେ ଭାସିଯାଇଥିବା ନାବାଳକର ଶବ ଉଦ୍ଧାର ହେଲା

ରାୟଗଡ଼ା: ସାମ୍ନାକୁ ଆସିଲା ନାଗାବଳୀରେ ନାବାଳକ ଭାସିଯିବା ପୂର୍ବର ଦୃଶ୍ୟ ।  ପାର୍ବତୀପୁରମ ଜିଲ୍ଲାର ଚଲାପଦା ଗ୍ରାମ ନିକଟରୁ ଉଦ୍ଧାର ହେଲା  ଏ. ଅମରେଶର ଶବ । ମିଳିଲା ନାଗାବଳୀ ନଦୀରେ ନିଖୋଜ ବାଳକ ଏ. ଅମରେଶର ଶବ। ଆନ୍ଧ୍ରପ୍ରଦେଶ  ପାର୍ବତୀପୁରମ ଜିଲ୍ଲାର ଚଲାପଦା ଗ୍ରାମ ନିକଟରେ ଶବ…

ଦଶ ଦିନ ଧରି ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ନିଖୋଜ

ରାୟଗଡା: ରାୟଗଡା ବ୍ଲକ୍ ଡାଙ୍ଗୋଲୋଡ଼ି ଗ୍ରାମ ପଞ୍ଚାୟତର ପେନିକଣା ଗ୍ରାମର ଆବାସିକ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଲିଙ୍ଗରାଜ ନାଏକ ଦଶ ଦିନ ହେଲା ନିଖୋଜ ଅଛନ୍ତି। ସୂଚନା ମୁତାବକ କାଶିପୁର ବ୍ଲକ ବେନ୍ଦଲ ପାସ ଗ୍ରାମ ବାସିନ୍ଦା ଚିତ୍ର ନାଏକଙ୍କ ପୁଅ ଲିଙ୍ଗରାଜ ନାଏକ…

ଗଜପତିରୁ ଗଂଜେଇ ଯାଉଥିଲା ମୁମ୍ବାଇ; ଧରାପଡ଼ିଲା ୧୨୦ କିଲୋ

ବ୍ରହ୍ମପୁର: ଗଜପତି ଜିଲାର ମୋହନାରୁ ମୁମ୍ବାଇକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବ୍ରହ୍ମପୁର ସହରରେ ଧରାପଡ଼ିଛି । ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ତରଫରୁ ସହରର ଫାଷ୍ଟଗେଟ୍‌ ପାଖରେ ଚଢ଼ଉ କରାଯିବା ସହିତ ୧୨୦ କିଲୋ ଗଞ୍ଜେଇ ଜବତ କରାଯାଇଛି। ମୁମ୍ବାଇର ଦୁଇ ଜଣ ଯୁବକ ଉନେଶ ମେହୁବ୍‍…

କେନ୍ଦ୍ର ଯୁଗ୍ମ ସଚିବ ପାହ୍ୟାକୁ ଗଲେ ଓଡ଼ିଶା କ୍ୟାଡର୍ ଆଇଏଏସ ରୂପା ରୋଶନ ସାହୁ

ଭୁବନେଶ୍ବର: ଓଡିଶା କ୍ୟାଡର 2006 ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ରୂପା ରୋଶନ ସାହୁ କେନ୍ଦ୍ର  ଯୁଗ୍ମ ସଚିବ ପାହ୍ୟାରେ ସାମିଲ ହୋଇଛନ୍ତି।  ରୂପା ରୋଶନ ସାହୁ ବର୍ତ୍ତମାନ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି  । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର…

ହତ୍ୟା ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡାଦେଶ

ରାୟଗଡ଼ା: ହତ୍ୟା ଅଭିଯୁକ୍ତକୁ ଆଜୀବନ ଜେଲ୍ । ରାୟଗଡ଼ା ଜିଲ୍ଲା ଦୌରା ଜଜ୍ ଏକ ହତ୍ୟାକାଣ୍ଡ ମାମଲାର ବିଚାର କରି ହତ୍ୟାକାରୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥି ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୨୦୧୯ ମସିହା ଫେବ୍ରୁଆରୀ ୯ ତାରିଖରେ…

[ଦେଖନ୍ତୁ ଭିଡିଓ] ରାତିରେ ଫୋନରେ ଭୋ ଭୋ କାନ୍ଦିଲେ, ସକାଳେ ମିଳିଲା SIଙ୍କ ମୃତଦେହ

ବାଲିଗୁଡ଼ା: ଘୁ. ଉଦୟଗିରି ଥାନା ମହିଳା SI ସ୍ୱାଗତିକା ବେହାରଙ୍କ ଆତ୍ମହତ୍ୟା ପରେ ପୋଲିସ ଉପରେ ପ୍ରଶ୍ନ ଉଠିଛି । ସ୍ୱାଗତିକାଙ୍କ ମାଆ ଓ ଭଉଣୀ ଆତ୍ମହତ୍ୟା ପଛରେ ଘୁ. ଉଦୟିଗିରି ଆଇଆଇସିଙ୍କୁ ଦାୟୀ କରି କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି । ତେବେ ଥାନାରେ ଏମିତି କଣ ଘଟୁଥିଲା, କାହା…

ଓପିଏସସିର ନୂତନ ସଦସ୍ୟ ଭାବେ ସରିତା ଓ ସନତଙ୍କୁ ନିଯୁକ୍ତି

ଭୁବନେଶ୍ୱର: ଓଡିଶା ଲୋକ ସେବା ଆୟୋଗ(ଓପିଏସସି)ର ନୂତନ ସଦସ୍ୟ ଭାବେ ଡ.ସରିତା ସୂପକାର ଓ ସନତ କୁମାର ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି । ରାଜ୍ୟପାଳ ଉଭୟ ଡ.ସୂପକାର ଓ ଶ୍ରୀ ମହାନ୍ତିଙ୍କୁ  ନିଯୁକ୍ତି ଦେଇଛନ୍ତି  । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି…

ବାରହା ଶିକାର ଫାସରେ ପଡ଼ି ଆଖି ବୁଜିଲା ଦନ୍ତା

ଅନୁଗୁଳ: ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ଲାଗି ଦନ୍ତାହାତୀର ମୃତ୍ୟୁ ହୋଇଛି । ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ଜଗନ୍ନାଥପୁର ଗାଁ ନିକଟ ଏକ ଆମ୍ବତୋଟାରୁ ମିଳିଥି ଦନ୍ତାହାତୀର ମୃତଦେହ । ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟିର…

[ଦେଖନ୍ତୁ ଭିଡିଓ] ରୋଗଗ୍ରସ୍ତ ଘରର ମୁଖ୍ୟ, ଚିକିତ୍ସା ପାଇଁ ଦରକାର ସହାୟତା

ଯାଜପୁର: ଦୁଇ ଝିଅ, ପୁଅ ଓ ସ୍ତ୍ରୀକୁ ନେଇ ଦାଶରଥିଙ୍କ ସଂସାର । ହେଲେ ଏ ଖୁସିର ସଂସାରରେ ଏବେ ଲାଗି ଯାଇଛି ରୋଗର ଗ୍ରହଣ । ବିଞ୍ଝାରପୁର ବ୍ଲକ ପ୍ରୀତିପୁର ହରିଜନ ସାହିର ଦାଶରଥି ମଲ୍ଲିକ । ପରିବାରର ମୁଖ୍ୟ ରୋଜଗାରିଆ ଦାଶରଥି ଏବେ କିଡନୀ ରୋଗରେ ଆକ୍ରାନ୍ତ । ଦାଶରଥି କିଡନୀ ରୋଗରେ…