Latest Odisha News

BREAKING NEWS

Browsing Category

ଓଡିଶା

Odisha

ଲଜରେ ଚାଲିଥିଲା ଦେହ ବେପାର, ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣୁପୁର: ଲଜରେ ସେକ୍ସ ରାକେଟ୍ । ଲୁଚାଛପାରେ ଚାଲିଛି କାରବାର । ବଡ଼ ସହରରୁ ଏବେ ଛୋଟ ସହରକୁ ବ୍ୟାପିଲାଣି ଦେହ କାରବାର । ଗୁଣୁପୁରର ୨ଟି ଲଜରେ ପୋଲିସ୍ ରେଡ୍ କରି ସେକ୍ସ ରାକେଟର ପର୍ଦ୍ଦାଫାସ୍ କରିଛି । ମାମଲାରେ ୨ ଗ୍ରାହକଙ୍କ ସହ ୨ଟି ଲଜର ମାଲିକ ଓ ମ୍ୟାନେଜରଙ୍କୁ ମିଶାଇ ପୋଲିସ ୫…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ

ଭୁବନେଶ୍ୱର: ଭୁବନେଶ୍ୱର NISER ଠାରେ ହେବାକୁ ଯାଉଛି ଟାଟା ମେମୋରିଆଲ କ୍ୟାନ୍ସର ହସ୍ପିଟାଲ । ପରମାଣୁ ଶକ୍ତି ବିଭାଗ ,ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଏବଂ ଟାଟା ଟ୍ରଷ୍ଟର ସହଯୋଗରେ ୬୫୦ କୋଟି ଟଙ୍କା ବିନିଯୋଗରେ ଟାଟା ମେମୋରିଆଲ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ହେବ । ନିର୍ମାଣ…

ସିଂହଦ୍ଵାର ସମ୍ମୁଖ ଅରୁଣ ସ୍ତମ୍ଭରେ ଫାଟ

ପୁରୀ: ପୁରୀ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭରେ ଫାଟ ଦେଖା ଦେଇଛି । କିଭଳି ଭାବେ ଏହି ସ୍ତମ୍ଭରେ ଫାଟ ସୃଷ୍ଟି ହୋଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଭବିଷ୍ୟତରେ ଏହି ଫାଟ ଅରୁଣ ସ୍ତମ୍ଭ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି । ତେବେ ଏହି ସ୍ତମ୍ଭର…

ମନ୍ କୀ ବାତ ରେ ନୂଆଁଖାଇ କଥା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୯୨ତମ ‘ମନ୍ କୀ ବାତ ' କାର୍ଯ୍ୟକ୍ରମ ରେ ଦେଶ ବାସୀଙ୍କୁ ସମ୍ୱୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାଧୀନତାର ଅମୃତ ମହୋତ୍ସବ ଦିବସରେ ଦେଶ ସାମୁହିକ ଶକ୍ତି ଦେଖିବାକୁ ପାଇଥିଲେ ବୋଲି କହିଥିଲେ । ତ୍ରିରଙ୍ଗା ଉଡାଇବା କଥାରେ ଆମ…

ବନ୍ୟା ପାଣି ଛାଡ଼ିବା ପରେ ଭୁଶୁଡ଼ିଲା ୨ ଶହ ମିଟର ନଦୀ ବନ୍ଧ

ପୁରୀ: ଲଗାଣ ବର୍ଷା ପରେ ଆସିଥିବା ବନ୍ୟା ଛାଡ଼ି ଯାଇଛି । ନଦୀର ଜଳସ୍ତର ହ୍ରାସ ପାଇବା ସହ ସ୍ଥାନେ ସ୍ଥାନେ ଶୁଖି ବାଲି ଦେଖା ଗଲାଣି । ବନ୍ୟା ପାଣି ଛାଡ଼ିବା ପରେ ଭାର୍ଗବୀ ନଦୀର ଶାଖା ନଦୀ ନୂଆନଈରେ ନଦୀ ବନ୍ଧ ଭୁଶୁଡ଼ି ପଡ଼ିଛି । ଜମାରସୁଆଁ ଗାଁ ନିକଟରେ ନୂଆନଈ ବାମପାର୍ଶ୍ଵ ବନ୍ଧର ୨ଶହ…

[ଦେଖନ୍ତୁ ଭିଡିଓ] SI ସ୍ୱାଗତିକାଙ୍କ ଆତ୍ମହତ୍ୟା ପାଇଁ ଥାନା ଅଧିକାରୀଙ୍କୁ ଦାୟୀ କରି ଏତଲା

ବାଲିଗୁଡ଼ା: ପୋଲିସ୍ ଏସ୍ଆଇ ସ୍ୱାଗତିକାଙ୍କ ଆତ୍ମହତ୍ୟା ପାଇଁ ପରିବାର ଲୋକେ ଥାନା ଅଧିକାରୀଙ୍କୁ ଦାୟୀ କରିଛନ୍ତି । ଘୁ. ଉଦୟଗିରି ଥାନା ଅଧିକାରୀ ରେବତୀ ଶବରଙ୍କୁ ସ୍ୱାଗତିକାଙ୍କ ଆତ୍ମହତ୍ୟା ପାଇଁ ଦାୟୀ କରି ଏତଲା ଦେଇଛନ୍ତି ପରିବାର ଲୋକେ । ଗତକାଲି ସରକାରୀ କ୍ୱାର୍ଟରରୁ ଏସ୍ଆଇ…

ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍, ୫ ଜଣଙ୍କ ମୃତ୍ୟୁ

କାମାକ୍ଷାନଗର: ଛାତି ଥରା ଦୁର୍ଘଟଣା । ଚାଲିଗଲା ୫ ଜଣଙ୍କ ଜୀବନ । ପେଟ ପୋଷିବା ଆଶାରେ ସକାଳୁ ଅଟୋରେ ସମସ୍ତେ ଘରୁ ବାହାରି ଥିଲେ । ଭୋରର ଝାପସା ଆଲୁଅରେ ଅଟୋ ଆଗକୁ ମାଡ଼ି ଚାଲିଥିଲା । ହେଲେ କିଏ ଜାଣିଥିଲା ଏମିତି ହେବ ବୋଲି । ସାମ୍ନାରୁ ଆସୁଥିବା ଏକ କୋଇଲା ବୋଝେଇ କାଳରୂପୀ ଟ୍ରକ୍ ଅଟୋକୁ…

ସାର କଳି: କିଏ କହୁଛି ସତ, କିଏ କରୁଛି ନାଟ ?

ଭୁବନେଶ୍ୱର: ଧାନ ବିଲରେ ସାର ପକାଇବାକୁ ସମୟ ଆସିଗଲାଣି। ଆଉ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ ଆବଶ୍ୟକ ସାର ଯୋଗାଇ ଦେବାକୁ କେନ୍ଦ୍ର ସାର ଓ ରସାୟନିକ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟକୁ ଚିଠି ଲେଖିଥିଲେ। ସଂଯୋଗବଶତଃ ଠିକ୍ ଏହି ସମୟରେ ଓଡ଼ିଶା…

ନୂଆଖାଇ ପାଇଁ ଛୁଟି ଦିନ ଅବଧି ବଢ଼ାଇବାକୁ ଜୋର ଧରିଲା ଦାବି

ଓଡ଼ିଶା ସମ୍ବାଦ ବ୍ୟୁରୋ: ସେପ୍ଟେମ୍ବର ୧ ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆ ଖାଇ । ଏଥିପାଇଁ ରାଜ୍ୟ ସରକାର ଦିନିକିଆ ଛୁଟି ଘୋଷଣା କରିଛନ୍ତି ପଶ୍ଚିମ ଓଡ଼ିଶାରେ। ହେଲେ ଏବେ ଏହି ଛୁଟି ଦୁଇ ଦିନରୁ ତିନି ଦିନ କରିବାକୁ ଦାବି ହୋଇଛି। ଦିନେ ନୁହେଁ ତିନି ଦିନ ଛୁଟି ଘୋଷଣା କରିବାକୁ ରାଜ୍ୟ…

ବିଏମସିକୁ ଅଡୁଆ ଅଳିଆ: ବୈଠକ ପରେ ବି ଛିଣ୍ଡିଲାନି ବିବାଦ

ଭୁବନେଶ୍ୱର: ଦାରୁଠେଙ୍ଗ ଡମ୍ପିଂୟାର୍ଡ ସମସ୍ୟା ନେଇ ସ୍ଥାନୀୟ ଲୋକ ଏବଂ ବିଏମସି ମେୟର, କମିଶନର ଏବଂ ଅନ୍ୟ ଅଧିକାରୀଙ୍କୁ ନେଇ ବସିଥିବା ବୈଠକ ସଫଳ ହୋଇପାରିନି। ଦୀର୍ଘ ଦିନ ଧରି ଅଳିଆ ଫିଙ୍ଗିବାକୁ ନେଇ ଜାରି ରହିଥିବା ବିବାଦ ଏବେ ଜୋର ଧରିଛି। ତେଣୁ ବିବାଦର ସମାଧାନ କରିବାକୁ ବୈଠକ…