Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଶ୍ୱ ଫଟୋଗ୍ରାଫି ଦିବସ : ଫଟୋ ବନ୍ଧୁ ସମ୍ମାନରେ ସମ୍ମାନିତ ହେଲେ ଫଟୋଗ୍ରାଫର

ଭୁବନେଶ୍ୱର: ନବୀନ ସୂତ୍ରଧର(ନୂତନ ଭବିଷ୍ୟତ ନିର୍ମାଣ ର ସୂତ୍ରଧର )ଟ୍ରଷ୍ଟ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ଓଡିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ଆଧାରିତ ଦୁଇଦିନ ବ୍ୟାପି ଆୟୋଜିତ ଫଟୋପ୍ରଦର୍ଶନୀ ଗତକାଲି ଉଦଯାପୀତ ହୋଇଯାଇଥିଲା  । ଉଦଯାପନୀ ଉତ୍ସବରେ ଭୁବନେଶ୍ୱର ମହାନଗର ନିଗମର…

ଆସନ୍ତା ୨୭ରେ ହେବ ଏଏସଓ ଲିଖିତ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଏଏସଓ (ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଆଜି ଅର୍ଥାତ୍ ଅଗଷ୍ଟ ୨୧ରେ ଏହି ଲିଖିତ ପରୀକ୍ଷା କରିବାକୁ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ରାଜ୍ୟରେ ଭୀଷଣ ବନ୍ୟା ସ୍ଥିତି ପାଇଁ…

କାରରେ ଯାଉଥିଲେ, ପାଣି ସୁଅରେ ଭାସିଗଲେ ଶଳା, ଭିଣୋଇ

ସମ୍ବଲପୁର: ସମ୍ବଲପୁରର କୁଚିଣ୍ଡା ଅଞ୍ଚଳର ଏକ କେନାଲରେ କାର ଭାସିଯାଇଛି। କାରରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ତାପସ ନାୟକ ଏବଂ ତାଙ୍କ ଭିଣୋଇ ପ୍ରତାପ ପଟେଲ ବୋଲି ଜଣାପଡିଛି। ଉଭୟଙ୍କ ଘର ଗୁଣ୍ଡୁରୁଚୁଆଁ ଗାଁ । ଲଗାତର ବର୍ଷା ହେତୁ ସମ୍ବଲପୁରରେ ନଦୀରେ ପ୍ରବଳ ବନ୍ୟା…

ଦୁର୍ବଳ ହେଲା ଗଭୀର ଅବପାତ: ଆଜିଠୁ କମିବ ବର୍ଷା, ଛତିଶଗଡରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଛତିଶଗଡ ପାର୍ଶ୍ଵବର୍ତ୍ତୀ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ତଥା ଦକ୍ଷିଣ ପୂର୍ବ ଉତ୍ତରପ୍ରଦେଶ ଅଞ୍ଚଳରେ ସକ୍ରିୟ ଗଭୀର ଅବପାତ ଦୁର୍ବଳ ହୋଇ ଏକ ଅବପାତରେ ପରିଣତ ହୋଇଛି । ଏହା ଆଗାମୀ 24ଘଣ୍ଟା ଯାଏଁ ନିଜର ଗତିର ଦିଗ ବଜାୟ ରଖିବା ସହ ଦୁର୍ବଳ ହୋଇ ଏକ ସ୍ପଷ୍ଟ ଚିହ୍ନିତ…

ଆସୋସିଏଟ ପ୍ରଫେସରଙ୍କୁ ଚପଲରେ ପିଟିଲେ ପତ୍ନୀ, ଭିଡ଼ିଓ ଭାଇରାଲ୍‌

ବ୍ରହ୍ମପୁର: ଗତ କିଛି ମାସ ହେଲା ନାନା ବିବାଦ ଭିତରେ ରହିଛି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ। ଶନିବାର ଆଉ ଏକ ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ବିଶ୍ୱବିଦ୍ୟାଳୟର ପିଜି କାଉନସିଲ କାର୍ଯ୍ୟାଳୟ ପରିସରରେ ଜଣେ ଆସୋସିଏଟ ପ୍ରଫେସରଙ୍କୁ ଜଣେ ମହିଳା ଚପଲରେ ମାଡ଼ ମାରୁଥିବା ନେଇ ଭିଡ଼ିଓ ଭାଇରାଲ୍‌…

ବାରିମୂଳ ଆଶ୍ରମକୁ କବ୍‌ଜା‌ କଲେ ସାରଥି ଭକ୍ତ‌

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହର ଉପକଣ୍ଠ ବାରିମୂଳର‌ ବହୁଚର୍ଚ୍ଚିତ ସାମଥି ଆଶ୍ରାମକୁ ତାଙ୍କ ଭକ୍ତ‌ ଅନୁଗତ‌ ସମର୍ଥକମାନେ  ଜୋର ଜବରଦସ୍ତ କବଜା କରି ନେଇଛନ୍ତି । ଭକ୍ତ‌ ଅନୁଗତମାନେ‌ ଆଶ୍ରାମରେ‌ ପଶି‌ ଆତ୍ମଘୋଷିତ ସାରଥି ବାବା ଓ‌ରଫ‌ ସନ୍ତୋଷ ରାଉଳଙ୍କ‌ ଫଟୋକୁ ଅସ୍ଥାନରେ‌ ରଖି‌…

ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍: ଦେଖନ୍ତୁ ଭିଡିଓ

ରାଉରକେଲା: ପୁରୁଷ ହକି ବିଶ୍ୱକପ 2023  ପାଇଁ ସଜେଇ ହେଉଛି ରାଉରକେଲା । ଏଥିପାଇଁ ସମସ୍ତେ  ଉତ୍ସାହିତ ବି ଅଛନ୍ତି । ବିଶ୍ବସ୍ତରୀୟ ଷ୍ଟାଡିୟମ ସହ ଅନ୍ୟାନ୍ୟ ସୁବିଧା ଏଠାରେ ଉପଲବ୍ଧ ହୋଇଛି । ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ଏବେ ଖେଳାଳିଙ୍କ ଅପେକ୍ଷାରେ ଅଛି ।   …

ସତର୍କ ସଂକେତ ଉପରେ ବଂଶଧାରା , ପୁଣି ଫୁଲିଳା ନାଗାବଳୀ ଓ ଝଞ୍ଜାବତୀ

ରାୟଗଡ଼ା: ଲଘୁଚାପ ଫଳରେ ଗତ କାଲି ଠାରୁ ରାୟଗଡା ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଛି । ଲଗାଣ ବର୍ଷା ଯୋଗୁଁ ଗୁଣୁପୁର ଠାରେ ବଂଶଧାରା ନଦୀ ଜଳସ୍ତର ସତର୍କ ସଂକେତ ଅତିକ୍ରମ କରିଛି । ଏଠାରେ ବିପଦ ସଙ୍କେତ 84 ମିଟର, ସତର୍କ ସଂକେତ 83 ମିଟର ରହିଛି । ସନ୍ଧ୍ୟା 5 ଟା ସୁଦ୍ଧା ବଂଶଧାରା ଜଳସ୍ତର…

ବନ୍ୟାପାଣି ଘେରରେ ବାଲିପାଟଣା ଗ୍ରାମବାସୀ

ବାଲିପାଟଣା:  ଲଗାଣ ବର୍ଷା ପରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକର ଅନେକ ଗ୍ରାମବାସୀ ଏବେ ପାଣିଘେରରେ । ପ୍ରାୟ ୭ ଦିନ ହେବ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ରହି ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । କିଛି ଗ୍ରାମ ଜଳମଗ୍ନ ହେବା ଫଳରେ ଗମନା ଗମନର କୌଣସି ବିକଳ୍ପ ନାହିଁ । ପାଣି ଜମି…

ଏମିତି ଭୁଲ୍ କେବେ ହେବ ନାହିଁ: ବାବୁସାନ

ଭୁବନେଶ୍ବର:  ଜୁଲାଇ 23 ଘଟଣାକୁ ନେଇ ପୁଣି ଅଭିନେତା  ବାବୁସାନ ଭିଡିଓ ଜାରି କରିଛନ୍ତି । ବାବୁସାନ କହିଛନ୍ତି  ଏହି ଘଟଣାକୁ ନେଇ ସେ ସମଗ୍ର ଓଡ଼ିଶାବାସୀଙ୍କୁ  କ୍ଷମା ମାଗିଛନ୍ତି ।   ଭିଡିଓ ଜାରି କରି ବାବୁସାନ ପ୍ରମିସ କରିଛନ୍ତି  ଯାହା  ଭୁଲ ହୋଇଛି ସେଭଳି ଆଉ ହେବ ନାହିଁ  । ଭିଡିଓରେ…