Latest Odisha News

BREAKING NEWS

Browsing Category

ଓଡିଶା

Odisha

ପେଟେଣ୍ଟ ମେଡିସିନ ପରେ କ୍ଷମା ମାଗିଲେ କି ବାବୁସାନ ?

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଗଳ୍ପ ପେଟେଣ୍ଟ ମେଡିସିନ(1913)ରେ  ଶହେ ବର୍ଷ ତଳେ କିପରି ସ୍ତ୍ରୀମାନେ ପରିବାର ସଜାଡିବାକୁ ଝାଡୁ ବ୍ୟବହାର  କରୁଥିଲେ ତାହା ବର୍ଣ୍ଣନା ହୋଇଛି । ବ୍ୟାସକବି ଫକୀର ମୋହନ ସେନାପତି ତାଙ୍କ ଗଳ୍ପ ଆରମ୍ଭରେ ଲେଖିଥିଲେ- ସାଆନ୍ତାଣୀଙ୍କର ଟାଣୁଆ ହୁକୁମ ଜାରି, ରାତି ତ…

ଜଳ ସଂପଦ ମନ୍ତ୍ରୀ ଟକୁନୀ ସାହୁଙ୍କ ବନ୍ୟା ସ୍ଥିତି ସମୀକ୍ଷା

ଭୁବନେଶ୍ୱର:  ରାଜ୍ୟରେ ବନ୍ୟା ସ୍ଥିତି ଲାଗିରହିଥିବା ସହ ଅନେକ ଧନ ଜୀବନ ନଷ୍ଟ ହେଲାଣି । ବନ୍ୟା ସ୍ଥିତି ଲାଗିରହିଥିବା ବେଳେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହି ଲଘୁଚାପ ପ୍ରଭାବରେ  ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହୋଇଥିବାରୁ ବନ୍ୟାସ୍ଥିତି ଉତ୍ପନ ହୋଇଛି  ।   ରାଜ୍ୟରେ…

ଘର ଓ ଚାକିରି ଦେବା ନାଁରେ ଠକେଇ, ଜେନାପୁର ପୋଲିସ ଦ୍ୱାରା ଦୁଇ ଗିରଫ

ଯାଜପୁର: ଘର ଓ ଚାକିରି ଦେବା ନାଁରେ ଠକୁଥିଲେ ଦୁଇ ଯୁବକ । ଯାଜପୁର ଜିଲ୍ଲା ଜେନାପୁର ପୋଲିସ ଦ୍ୱାରା ଦୁଇ ଠକ ଗିରଫ ହୋଇଛନ୍ତି । ଗିରଫ ଦୁଇ ଠକ ଯାଜପୁର ଟାଉନ ଥାନା ଅନ୍ତର୍ଗତ ଗୋକନା ଗ୍ରାମର ବିଶ୍ଵନାଥ ସାହୁ ଓ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ବିରଜା ପ୍ରସାଦ ରାୟ । ଏମାନେ ନିଜକୁ ବାଜି…

ବିପଦ ସଂକେତ ଉପରେ ବୈତରଣୀ; ଧାମନଗର ଓ ଭଣ୍ଡାରିପୋଖରୀର ବହୁ ପଞ୍ଚାୟତ ଜଳମଗ୍ନ

ଭଦ୍ରକ: ବୈତରଣୀରେ ପୁଣି ବଢ଼ି ପାଣି ବଢ଼ିବାରେ ଲାଗିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଭଦ୍ରକ ଜ଼ିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖା ଦେଇଛି । ସପ୍ତାହରେ ଦ୍ଵିତୀୟ ଥର ପାଇଁ ବୈତରଣୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଭଦ୍ରକ ଜିଲ୍ଲାର ଆଖୁଆପଦା ଆନିକଟ ଠାରେ…

ବିଜେପିକୁ କର୍ଣ୍ଣାଟକ ଶାସନରୁ ଦୂରରେ ରଖିବା ପାଇଁ ହୋଇପାରେ କଂଗ୍ରେସ ଓ ଜେଡିଏସ୍ ଦଳର ମେଣ୍ଟ

କର୍ଣ୍ଣାଟକ: କର୍ଣ୍ଣାଟକ ବିଧାନସଭା  ନିର୍ବାଚନକୁ ଆଉ ମାତ୍ର ଆଠ ମାସ ବାକିଅଛି । ଏବେ ଠାରୁ କର୍ଣ୍ଣାଟକ ବିଧାନସଭା ଦଖଲ ପାଇଁ ପ୍ରମୁଖ ରାଜନୈତିକ ଦଳ ମାନେ ରଣନୀତି ପ୍ରସ୍ତୁତ ଆରମ୍ଭ କରିସାରିଲେଣି । ବିଜେପିକୁ କର୍ଣ୍ଣାଟକ ଶାସନ ରେ ଦୁରରେ ରଖିବା ପାଇଁ ପୁଣିଥରେ କଂଗ୍ରେସ ଓ ଜେଡିଏସ୍ ଦଳର…

ବନ୍ୟାପରେ ରାଜ୍ୟବାସୀ ସରକାରଙ୍କ ଭରସାରେ ନୁହେଁ ଭଗବାନଙ୍କ ଭରସାରେ ଅଛନ୍ତି

ଭୁବନେଶ୍ୱର : ରାଜ୍ୟରେ ଆସିଥିବା ବଡଧରଣର ବନ୍ୟାରେ ଅନେକ ଧନ ଜୀବନ ନଷ୍ଟ ହୋଇଛି । ତେବେ ଏହି ବନ୍ୟାପାଇଁ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ ଦାୟୀ କରିଛି ବିଜେପି  । ଏଭଲି ବନ୍ୟା  ପ୍ରାକୃତିକ ନୁହେଁ ସମ୍ପୂର୍ଣ ଭାବେ ମନୁଷ୍ୟକୃତ ବୋଲି ଏକ ସାମ୍ବାଦିକ ସମ୍ମିଳନି କରି ବିଜେପିର ସାଧାରଣ ସମ୍ପାଦକ…

ସୁବର୍ଣ୍ଣରେଖା ବନ୍ୟା ସ୍ଥିତି ସମ୍ଭାଳିବାକୁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏସଆରସି କ୍ଷମତା

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରେ ସୁବର୍ଣ୍ଣରେଖା ପରିସ୍ଥିତି ଅସମ୍ଭାଳ । ବଡ଼ ବନ୍ୟା ସମ୍ଭାଳିବାକୁ ରାଜ୍ୟ ସରକାର ବିଭିନ୍ନ ଉପାୟ ଏବଂ ଶକ୍ତି ଲଗାଇବାରେ ଲାଗିଛନ୍ତି । ରବିବାର ଅପରାହ୍ନରେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏସଆରସି ଦାୟିତ୍ୱ ମିଳିଛି ।…

ଶୈଳଶ୍ରୀ ବିହାରରରେ ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ଜଣେ ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତ ଦେହ ଚନ୍ଦ୍ରଶେଖରପୁର ଅଞ୍ଚଳରେ ମିଳିଛି । ଶୁକ୍ରବାର ପୋଲିସ ଏକ ଭଡ଼ା ଘରୁ ଉତ୍କଳ ଶ୍ୱେତା ଉତ୍କଳ କୁମାରୀଙ୍କ ଝୁଲନ୍ତା ମୃତ ଦେହକୁ ଜବତ କରିଛି । ପ୍ରେମ ବିବାଦରୁ ଶ୍ୱେତା ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ…

କୁଶଭଦ୍ରା ନଦୀରେ ଭାସିଯାଇ ପ୍ରାଣ ହରାଇଲେ ପୂଜକ

ପୁରୀ : ରାଜ୍ୟରେ  ଲଘୁଚାପ ଜନିତ ଲଗାଣ ବର୍ଷା ହୋଇଥିବାରୁ ବଡ ଧରଣର ବନ୍ୟାର ବିଭୀଷିକା ଦେଖିବାକୁ ମିଳୁଛି । କେଉଁଠି ପୋଲ ଉପରେ ପାଣି ଚାଲୁଛି ତ କେଉଁଠି ନଦୀ ବନ୍ଧ ଭାଙ୍ଗି ଗାଁ ବୁଡିଲାଣି  । ଅନେକ ଧନ ଜୀବନ ନଷ୍ଟ ହେବାର ଖବର ଆସୁଛି  ।  ପୁରୀ ଜିଲ୍ଲା କୁଶଭଦ୍ରା  ନଦୀ ବନ୍ୟା ଜଳରେ ବୁଡି…

ବାଲେଶ୍ୱର, ମୟୂରଭଞ୍ଜରେ ବନ୍ୟା ଅଧିକ ହେବ: ଏସଆରସି

ଭୁବନେଶ୍ୱର: ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷିଛି । ଲଗାଣ ବର୍ଷା ପରେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି । ଝାଡ଼ଖଣ୍ଡରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ପାଣିକୁ ସଂରକ୍ଷଣ କରିବାକୁ ଅସମର୍ଥ ହେବା ପରେ ଗାଲୁଡିହି…