Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁଲ ରିପୋର୍ଟ ପାଇଁ ଅଙ୍ଗ ହରାଇଲେ ରୋଗୀ । କ୍ୟାନ୍ସର ନଥାଇ ଅଙ୍ଗ କାଟିଦେଲେ

 ଢେଙ୍କାନାଳ : ଭୁଲ୍ ରିପୋର୍ଟ ପାଇଁ ଅଙ୍ଗ ହରାଇଲେ ରୋଗୀ ।  ଯେଉଁ ହସ୍ପିଟାଲକୁ ରାଜ୍ୟ ସରକାର ଏମ୍ସ ପ୍ଲସ ଭାବେ ଗଢି ତୋଳିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସେହି ଏସସିବି ହସ୍ପିଟାଲରେ ଏପରି ଏକ ଘଟଣା ଘଟିଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଅନନ୍ତପୁରର ପ୍ରଦୀପ୍ତା…

ପର୍ଯ୍ୟଟନ ସହିତ ବୟନ ଓ ହସ୍ତଶିଳ୍ପ ଗ୍ରାମ ସଂଯୋଗୀକରଣ; ଓଡ଼ିଶାର ରଘୁରାଜପୁର ସାମିଲ

ଭୁବନେଶ୍ୱର: ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡିକୁ ହସ୍ତଶିଳ୍ପ କ୍ଲଷ୍ଟରରେ ସଂଯୁକ୍ତ କରାଯାଇଛି । "ପର୍ଯ୍ୟଟନ ସହିତ ବୟନ ଶିଳ୍ପ ସଂଯୋଗୀକରଣ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଭିତିଭୂମି ସହାୟତା ପ୍ରଦାନ କରାଯାଉଛି ବୋଲି ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଏକ ସୂଚନା ମିଳିଛି । ଏଥିରେ…

କଲେଜ କ୍ୟାମ୍ପସ୍‌ରେ ଛାତ୍ରୀଙ୍କୁ ସ୍ମାର୍ଟଫୋନ୍‌ ମନା; ଆପତ୍ତିଜନକ ଭିଡିଓ ଦେଖୁଛନ୍ତି

ବ୍ରହ୍ମପୁର: କଲେଜରେ ଛାତ୍ରୀ ଆପତ୍ତିଜନିକ ଭିଡିଓ ଦେଖୁଛନ୍ତି । ପାଠ ପଢୁ ନାହାନ୍ତି । କ୍ଲାସ ଭିତରେ ବି ଫୋନ୍ ବ୍ୟବହାର କରୁଛନ୍ତି । ପାଠ ପଢ଼ାରେ ବ୍ୟାଘାତ କରୁଛନ୍ତି । ଥରେ ଆପତ୍ତିଜନକ ଭିଡିଓ ଦେଖିବାକୁ ବେଳେ ଅଧ୍ୟାପିକା ବାରଣ କରିବାରୁ ଛାତ୍ରୀମାନେ ତାଙ୍କୁ ଆକ୍ରମଣ କରିଥିଲେ ।…

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟଣା; ବାପା ପରେ ପୁଅ ମୃତ

ବ୍ରହ୍ମପୁର: ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଅଶୋକ ନାୟକଙ୍କ ଚିକିତ୍ସା ଅବସ୍ଥାରେ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା। ଗତ ୨୫ ତାରିଖରେ ଏହି…

[ଦେଖନ୍ତୁ ଭିଡିଓ] କାଶୀପୁର ବ୍ଲକରେ ବେକାବୁ ହଇଜା । ପୁନର୍ବାର ସ୍ଥିତି ଅନୁଧ୍ୟାନ କଲେ ଆରଏମଆରସି ଟିମ୍

ରାୟଗଡ଼ା  : ରାୟଗଡ଼ା କାଶୀପୁର ବ୍ଲକରେ ଆତଙ୍କ ସୃଷ୍ଟି କରିଥିବା ହଇଜା ନିୟନ୍ତ୍ରଣ ହେଉନାହିଁ ।  ଆକ୍ରାନ୍ତ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ମୃତ୍ୟୁ ସଂଖ୍ୟା ୧୨ ହେଲାଣି । ତେଣୁ ପୁନର୍ବାର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଛନ୍ତି RMRC ଟିମ୍ । ବିଭିନ୍ନ ଗାଁରେ ହଇଜା ଆତଙ୍କ ।…

ବଢିଲା ବର୍ଷାଙ୍କ ଅଡ଼ୁଆ। ବର୍ଷା ପ୍ରିୟଦର୍ଶିନୀଙ୍କୁ ଦିଲ୍ଲୀ ପୋଲିସର ସମନ

ଭୁବନେଶ୍ୱର : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଡୁଆ ବଢିଲା । ଜାତିଆଣ ମନ୍ତବ୍ୟ ଦେବା ଅଭିଯୋଗରେ ଦିଲ୍ଲୀ ପୁଲିସରେ ମାମଲା ରୁଜୁ ହୋଇଛି । ସାଂସଦ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ ଜାତିଆଣ ମନ୍ତବ୍ୟ ଦେଇ ଗାଳି ସହ ଦୁର୍ବବ୍ୟହାର କରିଥିବା ଅଭିଯୋଗ ରହିଛି । ଏହି ମାମଲାରେ ବର୍ଷାଙ୍କ…

ସମୁଦ୍ର ବେଳାଭୂମିରୁ ମୃତ ଡଲଫିନ୍ ଉଦ୍ଧାର

ବ୍ରହ୍ମପୁର : ବ୍ରହ୍ମପୁର ସୋନପୁର ସମୁଦ୍ର ବେଳାଭୂମି ନିକଟରେ ପଡିଛି ମୃତ ଡଲଫିନ୍ । ବହୁତ ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ଅନୁମାନ କରିଛି ବନ ବିଭାଗ । ଟ୍ରଲର ଆଘାତ ଲାଗି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତ୍ୟୁ ପରେ ସମୁଦ୍ରରେ ଭାସି ଆସି କୂଳରେ ଲାଗିଥିବା ସନ୍ଦେହ କରୁଛି ବନ…

ନବରଙ୍ଗପୁରରେ ଲାଲ୍ ଆତଙ୍କ। ରାଜପଥରେ ମାଓ ପୋଷ୍ଟର

ନବରଙ୍ଗପୁର : ନବରଙ୍ଗପୁରରେ ପୁଣି ନିଜ ସ୍ଥିତି ଜାହିର କଲେ ମାଓବାଦୀ । ପୂର୍ବରୁ ଗାଁ ଗହଳି ଜଙ୍ଗଲରେ ପୋଷ୍ଟର ମାରୁଥିବା ବେଳେ ବର୍ତ୍ତମାନ ରାଜ୍ୟ ରାଜପଥରେ ପୋଷ୍ଟର ମାରି ଉପସ୍ଥିତି ଜାହିର କଲେ ମାଓବାଦୀ । ଓଡିଶା ସହ ପଡୋଶୀ ଛତିଶଗଡର ରାୟପୁରକୁ ସଂଯୋଗ କରୁଥିବା ନବରଙ୍ଗପୁର ଜିଲ୍ଲାର ରାଇଘର…

ଆଜିଠୁ ଭୁବନେଶ୍ବରରେ ଆରମ୍ଭ ହେବ ଇ-ବସ୍ ସେବା

ଭୁବନେଶ୍ୱର:  ମୋ ବସର ସଫଳତା ପରେ ଭୁବନେଶ୍ବରରେ ଆରମ୍ଭ ହେବ ଇ-ବସ୍ ସେବା । ପ୍ରାଥମିକ ପର୍ଯ୍ୟାୟରେ ସହରରେ ୧୦ଟି ଇ-ବସ୍ ଚଳାଚଳ କରିବ। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଶୁଭାରମ୍ଭ କରିବେ । ଇ-ବସ ସହିତ ଇ-ରିକ୍ସା ମଧ୍ୟ ଚଳାଚଳ କରିବ ବୋଲି ସୂଚନା ଦେଇଛି ମୋ ବସ…

ବାବୁସାନଙ୍କ ବାଲକୋନି ଆଉ କାଶିପୁର ହଇଜା

ଓଡ଼ିଶା ସମ୍ବାଦ ବ୍ୟୁରୋ: ବାବୁସାନଙ୍କ ରିଏଲ ଷ୍ଟୋରିକୁ ନେଇ ଆମର ଏଠି ଭାରି ଚର୍ଚା । ଟିଭି ଖୋଲିଲେ ବାବୁସାନ, ଫେସବୁକ ଖୋଲିଲେ ବାବୁସାନ ଆଉ ଆମ ମିଡିଆ ହେଡଲାଇନଠୁ ଆରମ୍ଭ କରି ସ୍ପେସିଆଲ ଷ୍ଟୋରି ଆଉ ବିତର୍କରେ ବି ଖାଲି ବାବୁସାନ । ସେ କୁଆଡେ ଗଲେ, କାହିଁକି ଗଲେ,  କେମିତି ଗଲେ, କଣ…