Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦ୍ରୈାପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ

ଭୁବନେଶ୍ୱର: ଦ୍ରୈାପଦୀ ମୁର୍ମୁ ହୋଇପାରନ୍ତି ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । ଦ୍ରୈାପଦୀ ମୁର୍ମୁ ନିର୍ବାଚିତ ହୁଅନ୍ତି ତେବେ ସେ ହେବେ ଦେଶର ପ୍ରଥମ ଓଡ଼ିଆ ଏବଂ ଆଦିବାସୀ ମହିଳା ଏବଂ ଦ୍ୱିତୀୟ ମହିଳା ରାଷ୍ଟ୍ରପତି। ଦ୍ରୈାପଦୀ ହେଉଛନ୍ତି ମୟୂରଭଞ୍ଜ ଅଂଚଳର ଆଦିବାସୀ ନେତ୍ରୀ,…

ରାଜନୀତିରେ ମୟୂରଭଞ୍ଜର ଦବଦବା ବଢ଼ୁଛି

ଭୁବନେଶ୍ବର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବା ପରେ ଏବେ ଜାତୀୟ ରାଜନୀତିରେ ଓଡ଼ିଶାର ଚର୍ଚା ଜୋର ଧରିଛି । କେବଳ ଓଡ଼ିଶାର ଚର୍ଚା ହେଉନାହିଁ ମୟୁରଭଞ୍ଜ ଜିଲ୍ଲାର ରାଜନୀତି, ରାଜନେତାଙ୍କ ଆଲୋଚନା ମଧ୍ୟ ଜୋରଦାର ହେଉଛି । ତେବେ ମୟୂରଭଞ୍ଜ ଜିଲ୍ଲା ଗିରିଶ ଚନ୍ଦ୍ର ମୁର୍ମୁଙ୍କ ପରେ…

୨୪ରେ ଘୂର୍ଣ୍ଣିବଳୟ, ୨୬ ତାରିଖ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର : ଆସନ୍ତା ୨୪ ତାରିଖରେ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ରାଜ୍ୟରେ ୨୩ରୁ ବର୍ଷା ବଢ଼ିବ। ଉତ୍ତର ଓଡ଼ିଶାରେ ୨୬ ତାରିଖ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ସେପଟେ ବୁଧବାର ରାଜ୍ୟର ୧୩ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା…

ଦ୍ରୌପଦୀ ମୁର୍ମୁଙ୍କୁ କେନ୍ଦ୍ର ସରକାର ଯୋଗାଇଲେ ଜେଡ୍ ପ୍ଲସ ସୁରକ୍ଷା

ଭୁବନେଶ୍ୱର: ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ତାଙ୍କୁ କେନ୍ଦ୍ର ସରକାର ଜେଡ୍ ପ୍ଲସ ସୁରକ୍ଷା ଯୋଗାଇ ଦେଇଛନ୍ତି। ଝାଡଖଣ୍ଡର ଏହି ପୂର୍ବତନ ରାଜ୍ୟପାଳ ଆଜି ସକାଳୁ ଉଠି ସବୁଦିନ ପରି ମନ୍ଦିର ଦର୍ଶନ କରିବାକୁ ଯିବା ସହିତ ମନ୍ଦିରରେ ଝାଡୁ ମାରିଥିଲେ। ଏହି ସମୟରେ…

ଦ୍ରୌପଦୀ ରାଷ୍ଟ୍ରପତି ପ୍ରାର୍ଥୀ: ଭର୍ତ୍ତୃହରି କହିଲେ ସମସ୍ତେ ଭୋଟ୍ ଦେବା ଉଚିତ, ସୁର କହିଲେ ନା

ଭୁବନେଶ୍ୱର: ରାଇରାଙ୍ଗପୁରର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ଏହାକୁ ନେଇ ସାରା ରାଜ୍ୟରେ ଏବେ ଆନନ୍ଦର ଲହରି ଖେଳିଯାଇଛି। ଏନଡିଏ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି। ସେ ପ୍ରାର୍ଥୀ ହେବା ନେଇ ବିଜେପି ଘୋଷଣା କରିବା ପରେ ଏବେ ସମସ୍ତଙ୍କ ନଜର ରହିଛି…

ମନ୍ଦିରରେ ଠାକୁର ଦର୍ଶନ କରି ଝାଡୁ ଲଗାଇଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ରାଇରଙ୍ଗପୁର: ସକାଳୁ ସକାଳୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନିଜ ଗାଁ ପାଖରେ ଥିବା ମନ୍ଦିରରେ ଠାକୁରଙ୍କ ଦର୍ଶନ କରିଛନ୍ତି । ପ୍ରାର୍ଥୀ ହେବା ଖବର କାଲି ଜାଣିବା ପରେ ମୟୂରଭଂଜ ଜିଲ୍ଲା ରାଇରଂଗପୁରସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି  ଶ୍ରୀମତୀ…

ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପରେ ଦ୍ରୌପଦୀ ମୁର୍ମୁ ଶିକ୍ଷକତାରୁ ଆସି ରାଷ୍ଟ୍ରପତି ହେବାକୁ ଯାଉଛନ୍ତି

ଭୁବନେଶ୍ୱର: ଏନଡିଏ ଚଳିତ ଥର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ବେଳେ ଗୋଟିଏ ବଡ଼ ଦିଗଟିଏ ସାମ୍ନାକୁ ଆଣିଛି ତାହା ହେଉଛି ଶିକ୍ଷକତା। ବିଜେପି ସଭାପତି ଜେ.ପି ନଡ୍ଡା ପ୍ରାର୍ଥୀ ଘୋଷଣା କରିବା ବେଳେ କହିଛନ୍ତି, ସଂସଦୀୟ ବୋର୍ଡରେ ୨୦ ଜଣ ପ୍ରାର୍ଥୀଙ୍କ ନାଁକୁ ନେଇ ବିସ୍ତୃତ ଭାବେ…

ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେବେ ଦ୍ରୈାପଦୀ ମୁର୍ମୁ

ଭୁବନେଶ୍ବର: ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେବେ ଦ୍ରୈାପଦୀ ମୁର୍ମୁ । ଓଡ଼ିଶାର  ମହିଳା ନେତ୍ରୀ ଦ୍ରୈାପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ବିଜେଡି ସଭାପତି ନବୀନ କହିଛନ୍ତି “ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ…

ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ଲୁହାପଥର ବେନିଫିକେଶନ ପ୍ଲାଣ୍ଟ ପାଇଁ କୋଲମଙ୍ଗରେ ଜନ ଶୁଣାଣି

ସୁନ୍ଦରଗଡ଼: କୋଲମଙ୍ଗ ଗ୍ରାମରେ ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ପକ୍ଷରୁ ସ୍ଥାପନ ହେବାକୁ ଥିବା ଲୁହାପଥର ବେନିଫିକେଶନ ବା ଡି-ସ୍ଲିମିଙ୍ଗ ପ୍ଲାଣ୍ଟ ପାଇଁ ଜନଶୁଣାଣି ହୋଇଯାଇଛି । ସୋମବାର କୋଲମଙ୍ଗ ଗ୍ରାମରେ ଅଧିକାଂଶ ଗ୍ରାମବାସୀଙ୍କ ଗହଣରେ ଏହି ଜନଶୁଣାଣି ବୈଠକ ଅନୁଷ୍ଠିତ ହୋଇଛି । ପ୍ରସ୍ତାବିତ…

ଦ୍ରୌପଦୀ ମୁର୍ମୁ ହେଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦୌପଦୀ ମୁର୍ମୁ  ହୋଇଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ । ପ୍ରାର୍ଥୀ ଚୟନ ପାଇଁ ବିଜେପି ଦଳର ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏନଡିଏ ପକ୍ଷରୁ ଏହି ଘୋଷଣା କରିଛନ୍ତି । …