Latest Odisha News

BREAKING NEWS

Browsing Category

ଓଡିଶା

Odisha

ହ୍ୱାଟସଆପରେ ଟଙ୍କା ମାଗୁଛନ୍ତି ତିନି ଆଇଏଏସ ?

ଭୁବନେଶ୍ୱର: ହ୍ୱାଟସଆପରେ ଟଙ୍କା ମାଗୁଛନ୍ତି ତିିନି ଆଇଏଏସ? ହଁ ଆଜ୍ଞା ଏହି ତିନି ଆଇଏଏସ ଲୋକସଭା ଭବନରେ କାର୍ଯ୍ୟରତ ଅଛନ୍ତି। କିନ୍ତୁ ଯେଉଁ ହ୍ୱାଟସଆପ ଆକାଉଣ୍ଟରୁ ଟଙ୍କା ମଗାଯାଉଛି ସେଥିରେ ଡିପିରେ ତିନି ଆଇଏଏସଙ୍କ ଫଟୋ ରହିଛି । କିନ୍ତୁ ସେହି ନମ୍ବର ତାଙ୍କର ନୁହଁ। ତିନି ଆଇଏଏସଙ୍କ…

ଗଞ୍ଜାମ ଜିଲା:୨୦୨୨-୨୩ ଆର୍ଥିକ ବର୍ଷରେ ୧୦ ହଜାର ୬୪ କୋଟି ଋଣ ପ୍ରଦାନ ଲକ୍ଷ୍ୟ

ବ୍ରହ୍ମପୁର: ଛତ୍ରପୁର ଠାରେ ଗଂଜାମ ଜିଲ୍ଲା ବ୍ୟାଙ୍କ ସମୂହ ଅର୍ଥ ପରାମର୍ଶଦାତା କମିଟି ବୈଠକ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଥିବା ବ୍ୟାଙ୍କ ଗୁଡିକ ଋଣ ଲକ୍ଷ୍ୟ ପୂରଣ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାର…

ପର ପୀଢ଼ିକୁ ଦ୍ୱେତ ମାନସିକତାର ଏ’ ଭୁଲ୍ ସନ୍ଦେଶ ନଯାଉ

- ଦେବଦତ୍ତ ରଥ ଭୁବନେଶ୍ୱର: ପ୍ରଫେଟ୍ ମହମ୍ମଦଙ୍କ ସମ୍ବଦ୍ଧରେ ବିବାଦୀୟ ଟିପ୍ପଣୀ ଦେବା କାରଣରୁ ନୂପୁର ଶର୍ମାଙ୍କ ବିରୋଧରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ ପକ୍ଷରୁ ବିରୋଧ ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ବାସ୍ତବରେ କାହାର ଧର୍ମକୁ ବା କୋୖଣସି ବି ଧର୍ମର ଦେବୀ, ଦେବତା, ମହାପୁରୁଷ,…

ଗଞ୍ଜାମରେ ବ୍ୟାପୁଛି ବାସନ୍ଦ କଳଙ୍କ: ସରପଞ୍ଚ ପ୍ରାର୍ଥୀଙ୍କ ପରିବାରକୁ ଗାଁ ବାସନ୍ଦ ଅଭିଯୋଗ

ବ୍ରହ୍ମପୁର: ସାମାଜିକ ବାସନ୍ଦ, ଜାତିରୁ ବାସନ୍ଦ ଭଳି କୁସଂସ୍କାର ଗଞ୍ଜାମ ଜିଲାରେ ଦିନକୁ ଦିନ ବଢିବାରେ ଲାଗିଛି। କିଛି ନିର୍ଦ୍ଧିଷ୍ଟ କୁଳ ସମାଜର ମୁଖିଆମାନେ ନିଜ ପତିଆରା ପାଇଁ ଏଭଳି କୁପ୍ରଥା ପ୍ରଚଳନ କରିଆସୁଛନ୍ତି। ଏକାଧିକ ଘଟଣା, ଦୁର୍ଘଟଣା ଓ ପୁଲିସର ତାଗିଦ ପରେ ମଧ୍ୟ ବାସନ୍ଦ ପ୍ରଥା…

ଗୁଣାତ୍ମକ ଶିକ୍ଷା ପ୍ରଦାନରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ କିସ୍‌ର ପ୍ରୟାସ ଶକ୍ତିଶାଳୀ କରିବ: ନବୀନ ପଟ୍ଟନାୟକ

କଳାହାଣ୍ଡି: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କିସ୍‌-କଳାହାଣ୍ଡି ଉଦ୍‌ଘାଟିତ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅନ୍ତର୍ଗତ ବାଦିଲିଠାରେ ୫୦କୋଟି ଟଙ୍କା ବ୍ୟୟରେ ନିର୍ମିତ କିସ୍‍ର ନୂତନ ଶାଖା ଉଦ୍‍ଘାଟନ । କିସ୍‍ର ନୂତନ ଶାଖା କିସ୍‍- କଳାହାଣ୍ଡିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର…

ଉଦ୍ଧାର ଚୋରି ସାମଗ୍ରୀ ଦୋକାନୀଙ୍କୁ ଫେରାଇଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ଇଞ୍ଜିନିୟରିଂ ସ୍କୁଲ ଛକରୁ ଚୋରି ହୋଇଥିବା ସାମଗ୍ରୀ ଉଦ୍ଧାର ପରେ ସେଗୁଡିକୁ ସଂପୃକ୍ତ ଦୋକାନୀମାନଙ୍କୁ ଫେରାଇ ଦିଆଯାଇଛି। କେବଳ ସାମଗ୍ରୀ ନୁହଁ ଚୋରଙ୍କ ଠାରୁ ଜବତ ହୋଇଥିବା ନଗଦ ଟଙ୍କା ଏବଂ ମୋବାଇଲକୁ ମଧ୍ୟ ଦୋକାନୀଙ୍କୁ ଫେରାଇଛି ବ୍ରହ୍ମପୁର ପୋଲିସ । ଗତ ମେ’ ୨୭ ତାରିଖ ଓ…

ବଗେଇପଦା ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ

ଜୟପୁର: କୋରାପୁଟ ସଦର ଥାନା ବଗେଇପଦର ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ ହୋଇଛି । ଅଭିଯୁକ୍ତ କେ. ସୂର୍ଯ୍ୟ ପ୍ରକାଶ ରାଓଙ୍କୁ ଶୁକ୍ରବାର ଗିରଫ ହୋଇଥିବା ଖବର ଅତିରିକ୍ତ ଏସପି ଉକ୍ରଳ କେଶରୀ ଦାସ ସୂଚନା ଦେଇଛନ୍ତି । ଗତ ମାସ ୨୮ ତାରିଖରେ ଜୟପୁର ପାୱାର ହାଉସ କଲୋନୀର ଅମୂଲ୍ୟ ତ୍ରିପାଠୀଙ୍କୁ…

ବାହା ହେବାକୁ ଆସିଲେନି ବିଧାୟକ, ଅପେକ୍ଷା କରି ଫେରିଲେ ସୋମାଲିକା

ଜଗତସିଂହପୁର: ବାହା ହେବାକୁ ପ୍ରତିଶ୍ରୁତି ଦେଇ ଠକିଦେଲେ ବିଧାୟକ ! ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ପୁରୁଣା ପ୍ରେମିକା ସୋମାଲିକା ଦାଶଙ୍କୁ ବିଜୟ ବିବାହ କରିବେ କି ନାହିଁ ତାକୁ ନେଇ ଏବେ ଦ୍ୱନ୍ଦ୍ୱ ଉପୁଜିଛି । କାରଣ ବିଜୟ ଓ ସୋମାଲିକା ବିବାହ କରିବା ନେଇ…

ବିଭିନ୍ନ ଚୋରି ଘଟଣାରେ ୭ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଯାଜପୁର: ବିଭିନ୍ନ ସ୍ଥାନରେ ଚୋରି ଘଟଣାରେ ସମ୍ପୃକ୍ତ ୭ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାଜପୁର ପୋଲିସ । ଗିରଫଙ୍କ ନିକଟରୁ ଚୋରି ସାମଗ୍ରୀ ସହିତ ନଗଦ ଟଙ୍କା ମଧ୍ୟ ଜବତ କରିଛି ପୋଲିସ । ଯାଜପୁର ଟାଉନ ଥାନା ଅଞ୍ଚଳରେ ହୋଇଥିବା ବିଭିନ୍ନ ଚୋରି ଘଟଣାର ତଦନ୍ତ କରି ପୋଲିସ ଏହି…

[ଦେଖନ୍ତୁ ଭିଡିଓ] ଅଣସର ପିଣ୍ଡିରେ ଚାଲିଛି ଉପଚାର ସେବା, ଦର୍ଶନ ଦେଉଛନ୍ତି ଅଲାରନାଥ

ପୁରୀ: ଦିବ୍ୟସ୍ନାନ ପରେ ଜ୍ୱରରେ ପୀଡିତ ମହାପ୍ରଭୁ।। ଚିକତ୍ସା ପାଇଁ ପ୍ରଭୁ ଅଣସର ଘଷର ଥିବା ବେଳେ ଚାଲିଛି ପଟିଦିଅଁ ପୂଜାର୍ଚ୍ଚନା। ଆଉ ଏହି ସମୟରେ ବ୍ରହ୍ମଗିରିରେ ପୂଜା ପାଉଛନ୍ତି ପ୍ରଭୁ ଅଲାରନାଥ । ତୃତୀୟ ଦିନରେ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନ । ଶ୍ରୀକ୍ଷେତ୍ରରେ…