Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଗ୍ନିପଥ ଯୋଜନା କ’ଣ?  ଯୁବ ବର୍ଗଙ୍କ ପାଇଁ ରହିଛି ଦେଶସେବା ସୁଯୋଗ

ଅଗ୍ନିପଥ ଯୋଜନାକୁ ନେଇ ଏବେ ସାରା ଦେଶରେ ଚର୍ଚା । ଅଧିକାଂଶ ଯୁବଗୋଷ୍ଠୀ ଏହାକୁ ସମର୍ଥନ କରୁଥିବାବେଳେ ଅନେକ ସ୍ଥାନରେ ଏହାକୁ କିନ୍ତୁ ବିରୋଧ କରାଯାଉଛି  । ତେବେ ଏହି ଯୋଜନାକୁ ବୁଝିଥିବା ଲୋକମାନେ ଏହା ସପକ୍ଷରେ କହୁଛନ୍ତି । ଏହା ଦ୍ବାରା ଦେଶରେ ସେନାବାହିନୀରେ ବୈପ୍ଲବିକ…

[ଦେଖନ୍ତୁ ଭିଡିଓ] ନବରଙ୍ଗପୁରରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର, ୧୫ ଲକ୍ଷ ଲୋକଙ୍କ ପାଇଁ ଅଛନ୍ତି ମାତ୍ର ୧୦୩ ଜଣ…

ନବରଙ୍ଗପୁର: ଭଲ ନାହିଁ ନବରଙ୍ଗପୁର ଜିଲ୍ଲାର ସ୍ୱାସ୍ଥ୍ୟ । ରହିବ ବା କେମିତି ? ଏଠି ୧୫ ଲକ୍ଷ ଲୋକଙ୍କ ପାଇଁ ଅଛନ୍ତି ମାତ୍ର ୧୦୩ ଜଣ ଡାକ୍ତର । ଜିଲ୍ଲାରେ ୨୬୫ ଅନୁମୋଦିତ ଡାକ୍ତର ପଦବୀ ରହିଥିବା ବେଳେ ଅଧାରୁ ଅଧିକ ପଦ ଖାଲି । ଧର୍ମକୁ ଆଖିଠାର ଭଳି ନବରଙ୍ଗପୁର ଜିଲ୍ଲାରେ ନାଁକୁ ମାତ୍ର…

[ଦେଖନ୍ତୁ ଭିଡିଓ] କେନ୍ଦ୍ରର ‘ଅଗ୍ନିପଥ’ ଯୋଜନାକୁ ନେଇ କଟକରେ ଆକ୍ରୋଶ

କଟକ: ‘ଅଗ୍ନିପଥ’କୁ ନେଇ ନିଆଁ ଜଳୁଛି । ବିହାର, ରାଜସ୍ଥାନ ଓ ହରିୟାଣା ପରେ ଓଡ଼ିଶାରେ ବି ‘ଅଗ୍ନିପଥ’ ସ୍କିମକୁ ନେଇ ଆକ୍ରୋଶ ଦେଖିବାକୁ ମିଳିଛି । ଆଜି କଟକ ଆର୍ମି ନିଯୁକ୍ତି ଅଫିସ୍ ପାଖରେ ‘ଅଗ୍ନିପଥ’କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଯୁବଗୋଷ୍ଠୀ । ଶତାଧିକ ଯୁବକ ରାସ୍ତା…

ଝିମ ଝିମ୍ ବରଷାରେ ଭିଜିଲା ଓଡ଼ିଶା

ଭୁବନେଶ୍ବର: ଗରମରୁ ତ୍ରାହି ମିଳିଛି । ଝିମି ଝିମ୍ ବରଷାରେ ଭିଜିଛି ଓଡ଼ିଶା । ଅନେଜ ଜିଲ୍ଲାରେ ଟୁପ ଟୁପ ବରଷା ବର୍ଷୁଚି । ବିଶେଷ କରି ଗରମରୁ ତ୍ରାହି ମିଳିଛି । ଅସହ୍ୟ ତାତିରେ ସିଝୁଥିବା ଓଡ଼ିଶାରେ ବର୍ଷା ପାଇଁ ଟିକେ ତାପମାତ୍ରା କମିଛି ।…

ନିବେଦନ ଶୁଣିଲା ଇଡି: ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଫିସରେ ହାଜର ହେବେନି ରାହୁଲ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ପଚରାଉଚରାକୁ ଜୁନ୍ ୧୭ରୁ ୨୦ ପର୍ୟ୍ୟନ୍ତ ଘୁଞ୍ଚାଇବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅନୁରୋଧକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗ୍ରହଣ କରିଛି। ତାଙ୍କ ମା ତଥା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥ ରହିଛନ୍ତି।…

ରାଜ୍ୟର ଏହି ଶିଳ୍ପ ସମୃଦ୍ଧ ଜିଲ୍ଲାରେ ବଢୁଛି ବାଲ୍ୟ ବିବାହ, କେନ୍ଦ୍ର ଦେଲା ରିପୋର୍ଟ

ଅନୁଗୋଳ: ରାଜ୍ୟର ଅନ୍ୟତମ ପ୍ରମୁଖ ଶିଳ୍ପ ସମୃଦ୍ଧ ଜିଲ୍ଲା ଅନୁଗୋଳରେ ବଢୁଛି ବାଲ୍ୟ ବିବାହ । ଅର୍ଥାତ ୧୮ ବର୍ଷ ହେବା ପୂର୍ବରୁ ଅଧିକାଂଶ ଝିଅଙ୍କର ଏହି ଜିଲ୍ଲାରେ ହେଉଛି ବାହାଘର। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନିକଟରେ କରିଥିବା ସର୍ଭେରୁ ଏଭଳି ଏକ ରିପୋର୍ଟ…

୧୩ ତାରିଖରୁ ଥିଲେ ନିଖୋଜ, ଏବେ ମିଳିଲା ମୃତଦେହ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର‌ ଥାନା‌ ଚନ୍ଦକା ଜଙ୍ଗଲ କଡ ଡ୍ରେନରୁ ମିଳିଛି ୧୦ମ ଶ୍ରେଣୀ ଛାତ୍ର ଦୈତରାଜ ନାୟକକଙ୍କ ମୃତଦେହ। ଯେକି ନିକଟରେ ଥିବା ପଣ୍ଡା ପାର୍କ ବସ୍ତିର ଯୁଦ୍ଧିଷ୍ଟିର ନାୟକଙ୍କ ପୁଅ ବୋଲି ଜଣାପଡିଛି। ତେବେ ଗଳିତ ଅବସ୍ଥାରେ ମିଳିଛି ମୃତ ଦେହ । ତେଣୁ ତାଙ୍କ ବାପା ହତ୍ୟା…

ଦିବ୍ୟଜ୍ୟୋତି ପରିଡ଼ା ଗଞ୍ଜାମର ନୂଆ ଜିଲାପାଳ

ବ୍ରହ୍ମପୁର: ରାଜ୍ୟ ସରକାର ଗୁରୁବାର ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ସ୍ତରରେ ଅଦଳବଦଳ କରିଛନ୍ତି । ଏଥି ସହିତ ଗଞ୍ଜାମ ଜିଲାରେ ପ୍ରଶାସନିକ ସ୍ତରରେ ମଧ୍ୟ ବଡ଼ ପରିବର୍ତ୍ତନ ଘଟିଛି । ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଭୁବନେଶ୍ୱର ମହାନଗର ନିଗମର ଆୟୁକ୍ତ ଭାବେ ବଦଳି…

ବିଜୟ ଅମ୍ବୃତା ହେଲେ ଭୁବନେଶ୍ବର କମିଶନର

ଭୁବନେଶ୍ବର: ଆଇଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି ।  ବିଜୟ ଅମୃତା କୁଲାଙ୍ଗେ ହେଲେ  ଭୁବନେଶ୍ୱର କମିଶନର, କଟକ କମିଶନର ହେଲେ ନିଖିଲ ପବନ କଲ୍ୟାଣ  । ଜେ. ସୋନାଲ ହେଲେ ବ୍ରହ୍ମପୁର ମହାନଗର କମିଶନର । ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଭୁବନେଶ୍ୱର,କଟକ ଓ ବ୍ରହ୍ମପୁର ମହାନଗର ନିଗମର…

[ଦେଖନ୍ତୁ ଭିଡିଓ] ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲର ନିର୍ମାଣ କାର୍ଯ୍ୟକୁ ବିରୋଧ, ପ୍ରଥମେ ଥଇଥାନ ଦାବି

ପାରାଦୀପ: ଜମି ନେଇଛ, ରୋଜଗାର ଦିଅ । ପ୍ରତିଶ୍ରୁତି ଦେଇଥିଲ, ଥଇଥାନ କର । ପାରାଦୀପ ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ କାରଖାନାର ପାଇପ୍ ଲାଇନ୍ ଓ ବନ୍ଧ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଏଭଳି ନାରା ଦେଇଛନ୍ତି ଗ୍ରାମବାସୀ । ସ୍ଥାନୀୟ ଗ୍ରାମବାସୀ ଓ ବିସ୍ଥାପିତ ହେବାକୁ ଥିବା ପରିବାରକୁ…