Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭାଷା ଯାହା ବି ହେଉ, ଆମର ସଂସ୍କୃତି ହେଉଛି ଭାରତୀୟ : ସମୀର ମହାନ୍ତି

ଭୁବନେଶ୍ୱର,:“ଭାଷା ଯାହା ବି ହେଉ, ଆମର ସଂସ୍କୃତି ହେଉଛି ଭାରତୀୟ” । “ଅନ୍ତ୍ୟୋଦୟ” ଏବଂ “ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସ”କୁ ମୁଳମନ୍ତ୍ର କରି ଗତ ୮ ବର୍ଷ ମୋଦି ସରକାରରେ ଦେଶର ଗରୀବ, ପଛୁଆ, ଦଳିତ, ଆଦିବାସୀ, ମହିଳା, ଯୁବକ,…

କେନ୍ଦ୍ର ମାଗିଲାଣି ରିପୋର୍ଟ, କି ଉତ୍ତର ଦେବ ଜଙ୍ଗଲ ବିଭାଗ ?

କଟକ: ଆଠଗଡ ବନଖଣ୍ଡରେ ଥିବା ଏକ ଦନ୍ତାହାତୀ ଗୁଳିବିଦ୍ଧ ହୋଇ ଚିକିତ୍ସାଧୀନ ହେଉଥିବା ବେଳେ ମୃତ୍ୟୁ ଘଟିଛି। ଏହାପରେ ପରେ କେନ୍ଦ୍ର ସରକାର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟର ଏକ ଚିଠି ହସ୍ତଗତ ହୋଇଛି। ଏହି ଚିଠି ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର ମୁଖ୍ୟ ଅଧିକାରୀଙ୍କୁ ଆସିଛି। ଯେଉଁଥିରେ…

ବଢ଼ୁଛି ହାତ୍ୟ ମୃତ୍ୟୁ: ଜଙ୍ଗଲରେ ଗଜରାଜ ନା ଶିକାରୀ କିଏ ସୁରକ୍ଷିତ ?

ଭୁବନେଶ୍ୱର: ପୁଣିଥରେ କଟକ ଆଠଗଡ଼ ବନଖଣ୍ଡରୁ ଆସିଛି ଅଭାବନୀୟ ଖବର । ଯେଉଁଠି ପୁଣି ଏକ ଗଜରାଜର କଙ୍କାଳ ଉଦ୍ଧାର ହୋଇଛି। ସେହିପରି ପାଖରେ ଥିବା ନରସିଂହପୁର ଜଙ୍ଗଲରେ ଗୁଳିବିଦ୍ଧ ହୋଇ ଚିକିତ୍ସିତ ହେଉଥିବା ଦନ୍ତାହାତୀର ମୃତ୍ୟୁ ଘଟିଛି। ଯାହାକୁ ନେଇ ଏବେ ଜଙ୍ଗଲରେ କିଏ ସୁରକ୍ଷିତ ଏବଂ କିଏ…

ରଜ ଭିଡ଼ରେ ଛୋଟ ଛୁଆକୁ ଟାର୍ଗେଟ୍, ବେକରୁ କାଟିନେଲେ ସୁନା ଲକେଟ୍

ଭୁବନେଶ୍ୱର: ରଜ ଭିଡରେ ମାତିଛନ୍ତି ଲୁଟେରା। ସଜବାଜର ମଉକା ଦେଖି ଲୁଟି ନେଉଛନ୍ତି ଗହଣା। ଗହଳି ସ୍ଥାନାରେ ଜମାଇଛନ୍ତି ଭିଡ। ଗ୍ୟାଙ୍ଗ ହୋଇ ଧ୍ୟ୍ୟାନ ଭଟକାଇ ଲୁଟୁଛନ୍ତି ଅଳଙ୍କାର। ମାର୍କେଟ ବିଲଡିଂରେ ଦେଖିବାକୁ ମିଳିଛି ଏମିତି ଘଟଣା। ଜଣେ ଛୋଟ ଛୁଆ ଆଇସକ୍ରିମ ଖାଉଥିବା ବେଳେ ତା' ବେକରୁ…

ମମତାଙ୍କ ମଞ୍ଚରେ ଫାଟ: ଯୋଗ ଦେଲେନି ନବୀନ

ଦିଲ୍ଲୀ : ମମତା ବାନାର୍ଜୀଙ୍କୁ ଲାଗିଛି ଝଟକା । ତୃଣମୂଳ ନେତ୍ରୀଙ୍କ ସବୁ ଯୋଜନା ପାଣି ଫୋଟକା ପରି ମିଳେଇ ଯାଇଛି । ଯୁଦ୍ଧ କରିବା ପୂର୍ବରୁ ସେନାପତିମାନେ ମମତାଙ୍କ ଯୁଦ୍ଧକୁ ପସନ୍ଦ କରିନାହାଁନ୍ତି । ମମତାଙ୍କ ବୈଠକକୁ ସାରା ଦେଶ ଅନାଇ ରହିଥିବା ବେଳେ ତାହା ଫୁସ ହୋଇଯାଇଛି ।  ବିଜେପି…

ବିରୋଧୀ ବୈଠକରେ ମିଳିତ ପ୍ରାର୍ଥୀ; ଏନଡିଏକୁ ସମର୍ଥନ ଦେଇପାରେ ବିଜେଡି

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ବୁଧବାର ଜାତୀୟ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି । ସେପଟେ ଏନଡିଏ ବିରୋଧୀ ଗୋଷ୍ଠୀଙ୍କୁ କନଷ୍ଟିଚ୍ୟୁସନ କ୍ଲବରେ ଏକାଠି କରିଛନ୍ତି ମମତା । ଏଥିରେ ପ୍ରାୟ ୧୭ଟି ଦଳ ଯୋଗ ଦେଇଥିଲେ । ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ଏନସିପିର ଶରଦ…

ଦିଲ୍ଲୀ ପୁଲିସର ଦମନଲୀଳାକୁ କଂଗ୍ରେସର ଦୃଢ଼ ନିନ୍ଦା

ଭୁବନେଶ୍ୱର  : କେନ୍ଦ୍ରର ମୋଦୀ ସରକାରଙ୍କର ଏକଛତ୍ରବାଦ ନୀତି ଓ ପୁଲିସ୍‌ର ଦମନଲୀଳାକୁ  ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଦୃଢ଼ ନିନ୍ଦା କରିଛି । ଏହା ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ପରିପନ୍ଥି ବୋଲି ପ୍ରଦେଶ କଂଗ୍ରେସର ସଭାପତି  ଶରତ ପଟ୍ଟନାୟକ କହିଛନ୍ତି । ଗଣମାଧ୍ୟମକୁ ସମ୍ବୋଦ୍ଧିତ କରି…

ବାଣ ଭିଡ଼ିବା ବେଳେ ବିସ୍ଫୋରଣ, ୭ ଆହତ

ବ୍ରହ୍ମପୁର: ବାଣ ଭିଡ଼ିବା ବେଳେ ବିସ୍ଫୋରଣ ଘଟି ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଗଞ୍ଜାମ ଜିଲା କୋଦଳା ଥାନା ବେରୁଆବାଡି ଗାଁର ଗୋଟିଏ ଘରେ ବାଣ ଭିଡ଼ିବା ବେଳେ ଏଭଳି ଅଘଟଣ ଘଟିଛି । ବାଣ ବିସ୍ଫୋରଣରେ ଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗୁରୁତରଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ…

ରଥଖଳାରେ ଅଘଟଣ, ୨ ଜଣ ସେବକ ଆହତ

ପୁରୀ: ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଅଘଟଣ ଘଟିଛି । ରଥ କାମ କରୁଥିବା ସମୟରେ ପୃଥକ ପୃଥକ ଦୁର୍ଘଟଣାରେ ୨ ସେବକ ଆହତ ହୋଇଛନ୍ତି । ରଥ ନିର୍ମାଣରେ ନିୟୋଜିତ ଦୁଇ ସେବକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠା ଯାଇଛି । ସକାଳୁ ଭୋଇ ସେବକ ବିଷ୍ଣୁ ଭୋଇ ଛ କାଠ…

କେଶରୀୟା ହିନ୍ଦୁ ପରିଷଦ ପକ୍ଷରୁ ରଜ ଉତ୍ସବ ପାଳିତ

- ଦେବଦତ୍ତ ରଥ ଭୁବନେଶ୍ୱର: କେଶରୀୟା ହିନ୍ଦୁ ପରିଷଦ, ମହିଳା ବାହିନୀ ଓଡ଼ିଶା ଶାଖା ତରଫରୁ ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିର ପରିସରରେ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପର୍ବ, ଓଡ଼ିଶାର ଗଣପର୍ବ ରଜ ଉତ୍ସବ ପାଳିତ ହୋଇଯାଇଛି। କେଶରୀୟା ହିନ୍ଦୁ ପରିଷଦ ମହିଳା…