Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଗାମୀ ୪୮ ଘଣ୍ଟାରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା

ଭୁବନେଶ୍ୱର: ଅନୁକୂଳ ହେଉଛି ପାଗ । ଆଗାମୀ ୪୮ ଘଣ୍ଟାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ସମ୍ଭାବନା । ଏବେ ଦକ୍ଷିଣ ଓଡ଼ିଶାରେ କିଛି ଅଞ୍ଚଳରେ ପ୍ରାକ୍-ମୌସୁମୀ ବର୍ଷା ଆରମ୍ଭ ହୋଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ କରିବା ପାଇଁ ପାଗ ଅନୁକୂଳ ଥିବା ଟ୍ୱିଟ୍…

ବଡ଼ମ୍ବା ବନାଞ୍ଚଳରୁ ଆଉ ଏକ ହାତୀ କଙ୍କାଳ ଉଦ୍ଧାର

କଟକ: ୨ ସପ୍ତାହ ବ୍ୟବଧ୍ୟାନରେ ବଡ଼ମ୍ବା ବନାଞ୍ଚଳରୁ ୩ଟି ହାତୀ କଙ୍କାଳ ମିଳିଲାଣି । ୧୦ ଦିନ ତଳେ ବଡ଼ମ୍ବା ବନାଞ୍ଚଳର ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲରୁ ୨ଟି ଦନ୍ତାହାତୀର କଙ୍କାଳ ମିଳିଥିଲା । ଆଉ ମଙ୍ଗଳବାର ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲର ଖରୋଡ଼ ଗାଁ ନିକଟରୁ ଆଉ ଏକ ହାତୀର କଙ୍କାଳ…

କ୍ଷମାମାଗିଥିବା ମହିଳାଙ୍କୁ ଧମକ ଦେବା ଉଚିତ୍ ନୁହେଁ : ଗମ୍ଭୀର

ନୂଆଦିଲ୍ଲୀ: ନୁପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ପ୍ରତିଦିନ କିଛି ନା କିଛି ଖବର ପ୍ରଚାର ପ୍ରସାର ହେଉଛି । ଏହି ପ୍ରସଙ୍ଗରେ ପୁଣି ସାମିଲ ହୋଇଛନ୍ତି ଗମ୍ଭୀର । ନୂପୁରଙ୍କୁ ସମର୍ଥନ କରି ଭାରତୀୟ ଜନତା ପାର୍ଟି  ସାଂସଦ ତଥା ପୂର୍ବତନ କ୍ରିକେଟ୍ ଖେଳାଳି ଗୈାତମ ଗମ୍ଭୀର  ଟୁଇଟ୍  କରିଛନ୍ତି ।…

ଅଣବସର ଘରେ ଶ୍ରୀଜୀଉ, ଆରମ୍ଭ ହେଲା ଅଲାରନାଥ ଦର୍ଶନ

ପୁରୀ: ସ୍ନାନ ପୂର୍ଣ୍ଣିମାରେ ୧୦୮ ସୁବାସିତ ଗରା ଜଳରେ ସ୍ନାନ ପରେ ଜରରେ ପଡ଼ିଛନ୍ତି ଠାକୁର । ଅଣବସର ଘରେ ଠାକରୁ ଥିବାବେଳେ ଅଲାରନାଥ ପୀଠରେ ଆରମ୍ଭ ହୋଇଛି ଦର୍ଶନ । ଆଜି ଭୋରରୁ ଅଲାରନାଥ ପୀଠରେ ଦ୍ଵାର ଫିଟା, ମଙ୍ଗଳ ଆଳତି, ତଡ଼ପଲାଗି ନୀତି ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଭୋର ୪ଟାରୁ…

ହସପିଟାଲ କିଣାବିକାରେ ୩.୪୩ କୋଟି ଠକେଇର ଶିକାର ଡାକ୍ତର

ବ୍ରହ୍ମପୁର:ହସ୍‌ପିଟାଲ କୋଠା, ଜମି ଏବଂ ଉପକରଣ କିଣିବାକୁ ଯାଇ ବ୍ରହ୍ମପୁରର ଜଣେ ଡାକ୍ତର ୩ କୋଟି ୪୩ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି । ବାରମ୍ବାର ଟଙ୍କା ମାଗିବା ପରେ ମଧ୍ୟ ନ ମିଳିବାରୁ ଶେଷରେ ଡାକ୍ତର ଜଣକ ପୋଲିସର ଦ୍ବାରସ୍ଥ ହୋଇଛନ୍ତି । ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।…

ପେନସନ୍‌ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ୪୨୦ ଖଣ୍ଡ ଚିଠି

ବ୍ରହ୍ମପୁର: ପେନସନ ବୃଦ୍ଧି ପାଇଁ ଅଭିନବ ଉପାୟରେ ପ୍ରତିବାଦ ବ୍ରହ୍ମପୁରରେ ମଙ୍ଗଳବାର ଦେଖିବାକୁ ମିଳିଛି । ଅଲ ଓଡ଼ିଶା ଇପିଏଫ୍‍ ପେନସନରର୍ସ ଆସୋସିଏଶନ୍‍ ଗଞ୍ଜାମ ଜିଲା ଶାଖା ତରଫରୁ ଏଭଳି ଉଦ୍ୟମ ହୋଇଛି । ବ୍ରହ୍ମପୁର ମୁଖ୍ୟ ଡାକଘର ନିକଟରେ ଏକତ୍ରିତ ହୋଇ ଜିଲା ସଭାପତି ପ୍ରତାପ ଚନ୍ଦ୍ର…

ବ୍ରହ୍ମପୁର ଉପକଣ୍ଠରେ ୮ଟିକିଆ ହାତୀପଲ

ବ୍ରହ୍ମପୁର: କୁକୁଡ଼ାଖଣ୍ଡି ବ୍ଲକର ଦକ୍ଷିଣପୁର ଘାଇ ପାଖରେ ୮ ଟିକିଆ ହାତୀପଲ ବୁଲାବୁଲି କରୁଛନ୍ତି । ଏହି ହାତୀପଲକୁ ନେଇ ଆଖାପାଖର ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ବିଶେଷକରି ଫସଲ ନଷ୍ଟ ଏବଂ ହାତୀପଲର ଜନବସତି ମୁହାଁକୁ ନେଇ ସେମାନେ ନାନା ଆଶଙ୍କାରେ ରହିଛନ୍ତି । ଅପରପକ୍ଷେ ବନ…

ବିଭୁତି ପଟ୍ଟନାୟକ, ସ୍ୱୟଂମ୍ସ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କଲା ବିଜେପି

ଭୁବନେଶ୍ୱର: ମୋଦି ସରକାରଙ୍କ ୮ ବର୍ଷ ପୁର୍ତି ଅବସରରେ ରାଜ୍ୟ ବିଜେପି ତରଫରୁ ସମାଜର ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ଓ ସମ୍ମାନିତ କରାଯାଇଛି । ରାଜ୍ୟ ସଭାପତି ସମୀର ମହାନ୍ତି  କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ତଥା…

ରଜ ପାଇଁ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ

ଭୁବନେଶ୍ୱର: ପବିତ୍ର ରଜ ପର୍ବ ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ  ଅନୁପ୍ରିୟା ପଟେଲ । ଓଡ଼ିଆଙ୍କ ଗଣ ପର୍ବ ରଜରେ ପ୍ରକୃତିମାତା, ଧରିତ୍ରୀମାତାଙ୍କ ସମେତ ନାରୀମାନଙ୍କୁ ପୂଜା ଓ ସମ୍ମାନିତ କରାଯାଇଥାଏ ।  ପ୍ରକୃତି ସହ ଯୋଡି ହୋଇ ରହିବା ପାଇଁ ରଜ…

[ଦେଖନ୍ତୁ ଭିଡିଓ] ଗାଁରୁ ସହର ସବୁଠି ରଜ ମଉଜ: ରଜ ଦୋଳି ସହ ପିଠା, ମିଠା ପାନର ଜମୁଛି ଆସର

ଯାଜପୁର  : ଓଡ଼ିଆ ପରମ୍ପରା ଭିତରେ ରଜର ସ୍ଥାନ ସ୍ୱତନ୍ତ୍ର । ୩ ଦିନ ପାଳନ ହେଉଥିବା ଏକ ମାତ୍ର ପର୍ବ ହେଉଛି ରଜ। ଆଧୁନିକତାର ପ୍ରଭାବରେ ଏହି ରଜ ପର୍ବର ଆକର୍ଷଣ କମି କମି ଆସୁଥିବା ବେଳେ ଏହି ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ  ଜାରି ରହିଛି  । ଯାଜପୁରର ମଙ୍ଗଳପୁରରେ ଏହି ରଜ…