Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜମି ବିବାଦ : ଭାଇ ଗୁଳି ମାଡ଼ରେ ଭାଇ ଗୁରୁତର

ବ୍ରହ୍ମପୁର:ଜମିବାଡ଼ି ବିବାଦକୁ ନେଇ ଗଞ୍ଜାମ ଜିଲା ଖଲିକୋଟ ଥାନା ଅନ୍ତର୍ଗତ ଭିକାପଡ଼ା ଗ୍ରାମରେ ଗୁଳିକାଣ୍ଡ ଘଟିଛି । ଭାଇର ଗୁଳିମାଡ଼ରେ ଭାଇ ଗୁରୁରତ ଆହତ ହୋଇଛନ୍ତି । ଗୁରୁବାର ଦିନ ଦ୍ବିପହରରେ ଏହି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଭିକାପଡ଼ା ଗ୍ରାମର ବଡ଼ଦାଣ୍ଡ ସାହିରେ…

ପ୍ଲାଷ୍ଟିକ ବୋତଲ ଦେଲେ ଖାଦ୍ୟରେ ରିହାତି

ବ୍ରହ୍ମପୁର: ବ୍ରହ୍ମପୁରକୁ ପ୍ଲାଷ୍ଟିକ ମୁକ୍ତ ସହରରେ ପରିଣତ କରିବାକୁ ଆଉ ଏକ ନୂଆ ଉଦ୍ୟମ ଆରମ୍ଭ ହୋଇଛି । ପୁରୁଣା ବସ ଷ୍ଟାଣ୍ଡ ଠାରେ ରିଭର୍ସ ଭେଣ୍ଡିଂ ମଶିନ(ଆର୍‌ଭିଏମ୍‌)ନାମକ ଏକ ସ୍ୱତନ୍ତ୍ର ମେସିନ୍ ପ୍ରତିଷ୍ଠା କରାଯାଇଛି। ଯେଉଁଥିରେ ପ୍ଲାଷ୍ଟିକ, ପଲିଥିନ ଆଦି ପକାଇଲେ ବଦଳରେ ଏକ ରସିଦ…

[ଦେଖନ୍ତୁ ଭିଡିଓ] ରାହୁଲକୁ ମାରିଦେଲା କି ସାବତ ମାଆ ?

ପାରାଦୀପ: ୧୫ ବର୍ଷର ରାହୁଲ ଆତ୍ମହତ୍ୟା କରିଛି ନା ତାକୁ ହତ୍ୟା କରାଯାଇଛି । ପ୍ରାଥମିକ ତଦନ୍ତରୁ ପୋଲିସ କିଛି ସ୍ପଷ୍ଟ କରିନଥିବା ବେଳେ ସନ୍ଦେହ ଘନେଇବାରେ ଲାଗିଛି । ସାବତ ମାଆ କୁନିଙ୍କ ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଝଗଡ଼ା ହୋଇଥିଲା । ଝଗଡ଼ା ପରେ ପୁଅ ଘର ଛାଡ଼ି ପଳାଇଥିଲା ।…

ପ୍ରତିବର୍ଷ କିଏ ଲଗାଉଛି ନିଆଁ ? ଜଳିଗଲା ୭ ଏକରରୁ ଅଧିକ ଜଙ୍ଗଲ

ପୁରୀ: ବାଲୁଖଣ୍ଡ -କୋଣାର୍କ ଅଭୟାରଣ୍ୟର କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳର କୁରୁଜଙ୍ଗ ସେକ୍ସନ୍ ଓ ରାମଚଣ୍ଡୀ ସେକ୍ସନ ଅଞ୍ଚଳରେ ଲାଗିଛି ନିଆଁ । ରାମଚଣ୍ଡୀ ଥାନା ପଛ ପଟେ ୩ ଏକର ଜଙ୍ଗଲ ପୋଡ଼ି ପାଉଁଶ ହୋଇଯାଇଛି । ଚମ୍ପାହର ଅଗ୍ନିଶମ କେନ୍ଦ୍ରର ଅଗ୍ନିଶମ କର୍ମଚାରୀ ଓ ବନ ବିଭାଗର ୨ ଜଣ…

[ଦେଖନ୍ତୁ ଭିଡିଓ] ଜରାଶ୍ରମ ଅନ୍ତେବାସୀଙ୍କ ସହ ରଜ ପାଳିଲା ସପୋର୍ଟିଂ ଆଣ୍ଡ ହେଲ୍ପିଂ ଗ୍ରୁପ୍

ପାରାଦୀପ: ହାତରେ ମେହେନ୍ଦୀ, ମଥାରେ କୁକୁମ । ଜରାଶ୍ରମରେ ରଜ । ଏମାନଙ୍କ ପାଖରେ ନିଜର ପରିବାର ନାହିଁ ସତ କିନ୍ତୁ ୟେ ଜରାଶ୍ରମ ଏମାନଙ୍କ ଲାଗି ପରିବାର ଠୁ ବଡ଼ । ରଜକୁ ନେଇ ପୂରପଲ୍ଲୀ କମ୍ପୁଥିବା ବେଳେ ଜରାଶ୍ରମରେ ଫିକା ପଡ଼ିନି ମାହୋଲ୍ । ପରିବାର ଠାରୁ ଅଲଗା ଥିଲେ ବି ସେମାନେ ରଜ…

[ଦେଖନ୍ତୁ ଭିଡିଓ] ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହାତୀପଲ

ଅନୁଗୁଳ: ଜଙ୍ଗଲ ଛାଡ଼ି ଗାଁ ମୁହାଁ ହେଉଛନ୍ତି ହାତୀପଲ । ମଣିଷ ଜଙ୍ଗଲ ନଷ୍ଟ କରୁଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି ହାତୀ । ଗାଁକୁ ହାତୀପଲ ପଶି ଆସିବା ଫଳରେ ଆତଙ୍କିତ ହୋଇ ପଡ଼ିଛନ୍ତି ମହୀଧରପୁର ଗ୍ରାମବାସୀ । ହାତୀପଲରେ ଗୋଟିଏ ଦନ୍ତା ସମେତ ମୋଟ ୬ଟି ହାତୀ ଅଛନ୍ତି ।…

ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଦକ୍ଷିଣ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ଚାଷୀଙ୍କ ଅପେକ୍ଷାର ଅନ୍ତ । ଶେଷ ରଜରେ ଓଡ଼ିଶା ପହଞ୍ଚିଛି ଦକ୍ଷିଣ-ମୌସୁମୀ ବାୟୁ । ମୌସୁମୀ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ପ୍ରବେଶ କରିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେଉଛି…

ମୈାସୁମୀ ଛୁଇଁଲା ଓଡ଼ିଶା

ଭୁବନେଶ୍ବର:  ମୈାସୁମୀ ଛୁଇଁଛି ଓଡ଼ିଶା । ଏବେ ଅନେକ ସ୍ଥାନରେ  ବର୍ଷା ହେଉଛି ।   ପ୍ରଥମେ ଦକ୍ଷିଣ ଓଡ଼ିଶା ଛୁଇଁଛି । ଆଇଏମଡି ପୂର୍ବାନୁମାନ ଅନୁସାରେ ଆସନ୍ତା ୫ ଦିନ ଓଡ଼ିଶାରେ ବର୍ଷା ବଢ଼ିବ । ଦକ୍ଷିଣ ପଶ୍ଚିମ ମୈାସୁମୀ ଦକ୍ଷିଣ ଓଡିଶାର କିଛି ଅଂଶରେ ପହଞ୍ଚିଛି ବୋଲି ଭାରତ ପାଣିପାଗ ବିଭାଗ…

ଆଜି ପୁଣି ଇଡିରେ ହାଜର ହେବେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଆଜି ପୁଣି ଇଡି ନିକଟରେ ହାଜର ହେବେ । ରାହୁଲଙ୍କୁ ଲଗାତାର ୩ ଦିନ ଦେଲା ପଚରାଉଚରା କରୁଛି ଇଡି। ସୋମବାର ଠାରୁ ଆରମ୍ଭ ହୋଇଥିବା ଏହି ପଚରାଉଚରା ଏପର୍ଯ୍ୟନ୍ତ ୨୭ ଘଣ୍ଟା ଧରି ଚାଲିଲାଣି । ଇଡି ରାହୁଲଙ୍କ ଠାରୁ ଯେଉଁ ଉତ୍ତର ଚାହୁଁଛି…

ଇଏସଆଇସି ହସ୍‌ପିଟାଲ୍‌ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଗତ ଆଠ ବର୍ଷ ମଧ୍ୟରେ ଦେଶ ପାଇଁ ଅନେକଗୁଡ଼ିଏ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ଓ ଅନୁଗୋଳ ଠାରେ ଇଏସଆଇସି ହସ୍‌ପିଟାଲର ଉଦ୍‌ଘାଟନ ଏଥି ମଧ୍ୟରୁ ଅନ୍ୟତମ। ଅନୁଗୋଳ ଓ ଝାରସୁଗୁଡ଼ା ଠାରେ ଅନେକ ଉଦ୍ୟୋଗ ରହିଛି ଓ ସେହିପରି ଏଠାରେ ଶ୍ରମ ଶକ୍ତି…