Latest Odisha News

BREAKING NEWS

Browsing Category

ଓଡିଶା

Odisha

ଖମଙ୍ଗରେ ଜିଲ୍ଲା କାରିଗର ସମାବେଶ: ହସ୍ତଶିଳ୍ପ ବିକାଶ ପରିଷଦ ପୁଣି କାର୍ଯ୍ୟକ୍ଷମ ଦାବି

ଭୁବନେଶ୍ୱର: ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ପରିଷଦକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରିତା ସାହୁଙ୍କୁ ଦାବି ଜଣାଇଲା ଓଡ଼ିଶା ଶିଳ୍ପୀ ମହାସଂଘ । ଖମଙ୍ଗ ଶାସନ ଠାରେ ଶିଳ୍ପୀ ମହାସଂଘ ଦ୍ୱାରା ଆୟୋଜିତ ଖୋର୍ଦ୍ଧା ଜିଲ୍ଲା କାରିଗର ସମାବେଶରେ…

କୁର୍‌କୁରେ ଖାଇବାକୁ ୫ ଟଙ୍କା ମାଗିଲେ; ୯ବର୍ଷର ଝିଅକୁ ଚେଙ୍କ ଦେଲା ସାବତ ମା’

ବ୍ରହ୍ମପୁର: ଟିଉସନ୍‌ ଯିବା ବେଳେ କୁର୍‌କୁରେ ଖାଇବାକୁ ୫ ଟଙ୍କା ମାଗିବାରୁ ୯ ବର୍ଷର ଝିଅଙ୍କୁ ପିଠା ପାତିଆରେ ଚେଞ୍ଚ ଦେଇଦେଲେ ସାବତ ମା’। ବ୍ରହ୍ମପୁର ସହରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଶୁକ୍ରବାର ଏହି ଘଟଣା ଘଟିଥିଲେ ମଧ୍ୟ ରବିବାର ଏକଥା ପଦାକୁ ଆସିଛି । ମିଳିଥିବା ସୂଚନା…

[ଦେଖନ୍ତୁ ଭିଡିଓ] ମହାପ୍ରଭୁଙ୍କ ବିବାହ ଉତ୍ସବ ପରେ ଶ୍ରୀମନ୍ଦିରରେ ଗୁଆଲୀ ନୀତି

ପୁରୀ :  ମହାପ୍ରଭୁ ବିବାହ ବନ୍ଧନରେ ବାନ୍ଧି ହେବାପରେ ଆଜି ଗୁଆଲୀ ନୀତି ଅନୁଷ୍ଠିତ ହେବ । ସେପଟେ ସ୍ନାନଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ। ଆଜିଠାରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ରକ୍ଷକ ଦଇତାପତି ମାନେ ଶ୍ରୀମନ୍ଦିର ପ୍ରବେଶ କରିଛନ୍ତି । ମହାପ୍ରଭୁଙ୍କ ସ୍ନାନଯାତ୍ରା, ଅଣସର,…

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି, ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ନେଉଥିଲେ ଲାଞ୍ଚ

ବ୍ରହ୍ମପୁର: ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଆସିକା ବିଇଓ ଅଫିସର କନିଷ୍ଠ କିରାଣି ମନୋଜ କୁମାର ପ୍ରଧାନ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୫ ହଜାର…

ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ଦକ୍ଷିଣ ଆଫ୍ରିକା, ବ୍ୟାଟିଂ କରିବ ଭାରତ

କଟକ: ବାରବାଟିରେ ଆଜି ଖେଳା ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି । ପ୍ରଥମେ ଟସ୍ ଜିତି ଭ୍ରମଣକାରୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେଇଛି । ପ୍ରଥମେ ଭାରତୀୟ ଦଳ ବ୍ୟାଟିଂ କରିବ । ଘରୋଇ ପିଚରେ ଭାରତକୁ ସମର୍ଥନ ପାଇଁ ବାରବାଟିରେ ବେଶ୍ ଭିଡ଼ ଜମିଛି । ଚୂଡ଼ାନ୍ତ ଏକାଦଶରେ ଭାରତୀୟ ଦଳରେ…

କମ୍ବିଂ ଅପରେସନ୍ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

ଫୁଲବାଣୀ: କନ୍ଧମାଳ ପୋଲିସକୁ ସଫଳତା । କମ୍ବିଂ ଅପରେସନ୍ ବେଳେ ଜବତ ହେଲା ବିପୁଳ ମାଓ ସାମଗ୍ରୀ । ଗୋଛlପଡ଼l ଥାନା ଅନ୍ତର୍ଗତ କୋଏର ମାଣ୍ଡୁ ପଞ୍ଚାୟତ ଶସିକେତତା ଗାଁ ନିକଟ ଜଙ୍ଗଲରେ ମାଓବାଦୀ ସାମଗ୍ରୀ ଲୁଚାଇ ରଖିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ପୋଲିସ । ୮ ତାରିଖରେ ଏସ୍ଓଜି ଓ…

ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ଭକ୍ତଙ୍କ ପାଇଁ ସୁବିଧା ଛଡ଼ା ଅନ୍ୟ ନିର୍ମାଣ ବେଆଇନ : କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ନିର୍ମାଣ ନେଇ କୌଣସି ଅନୁମତି ଦେଇନାହିଁ ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ (NMA) । ଗତ ସଂସଦ ଅଧିବେଶନର ଶୂନ୍ୟକାଳରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କିଶନ ରେଡ୍ଡୀ ।…

ମାଟି ତଳୁ ମିଳିଲା ୨ ହଜାର ବର୍ଷ ପୁରାତନ ସଭ୍ୟତା

ମାଟି ତଳୁ ୨ ହଜାର ବର୍ଷ ପୁରାତନ ସଭ୍ୟତା ମିଳିଛି। ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍‌ ଅନ୍ତର୍ଗତ ଅସୁରଗଡ଼ଠାରେ ହଜାର ହଜାର ବର୍ଷ ତଳର ପୁରୁଣା ସାମଗ୍ରୀ ମିଳିଛି। ଖନନ ବେଳେ ମାଟି ତଳୁ ବିରଳ ମୁଦ୍ରା, ମାଟିପାତ୍ର ଓ ଅସ୍ତ୍ରଶସ୍ତ୍ର ଉଦ୍ଧାର ହୋଇଛି। ଗୋପେଇପାଲି ପଞ୍ଚାୟତ ଅସୁରଗଡ଼ ରାଜ୍ୟ…

ଭୁବନେଶ୍ୱରରେ ବିସିସିଆଇ ସଭାପତି, ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପରେ ଦେଖିବେ ମ୍ୟାଚ୍‌

ଭୁବନେଶ୍ୱର  : ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । କିଛି ସମୟ ବିଶ୍ରାମ ନେବା ପରେ ସଂଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଗାଙ୍ଗୁଲି  । ଏହା ପରେ ବାରବାଟୀ ଯାଇ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଦେଖିବେ । ଖବର…

[ଦେଖନ୍ତୁ ଭିଡିଓ] ଜଳିଗଲା କୋଟିକୋଟି ଟଙ୍କାର ପାଣି ପାଇପ

ସୁବର୍ଣ୍ଣପୁର  : ଜଳିଗଲା କୋଟିକୋଟି ଟଙ୍କାର ପାଣି ପାଇପ । ସୁବର୍ଣ୍ଣପୁର ଜିଲ୍ଲା ବେହେରାମାଲ ପଞ୍ଚାୟତ ଲଙ୍ଗଳକଣ୍ଟା ଗାଁରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । କେହି ବିଲରେ ନଡା ପୋଡିବା ପାଇଁ ନିଆଁ ଲଗାଇଥିବା ବେଳେ ପାଖରେ ଥିବା ମେଗା ପାଣି ପ୍ରୋଜେକଟ ପାଇଁ ଗଛିତ ଥିବା RWSSର କୋଟିକୋଟି…