Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୋ କଲେଜ ଅଭିଯାନ ଓ ଏନ. ଏସ.ଏସ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ

କଟକ : ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟର ମୋ କଲେଜ ଅଭିଯାନ ଓ ଏନଏସଏସ ମିଳିତ ଉଦ୍ୟମରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗୀତାରେ ପ୍ରଥମ ପ୍ରତିଶ୍ରୁତି ନାୟକ, ଦ୍ୱିତୀୟ ଦୀପ୍ତିମୟୀ ପାଣି ଓ ତୃତୀୟ ସ୍ୱାତୀ ସଂଘମିତ୍ରା ଦାସଙ୍କୁ…

‘୨୦୨୧-୨୨ ଶିକ୍ଷାବର୍ଷରେ ୭ ହଜାର ୭୧୭ ବାଳିକା ପାଠପଢ଼ା ଛାଡ଼ିଛନ୍ତି’

ଭୁବନେଶ୍ୱର: ରାଜ୍ୟରେ ୭ ହଜାର ୭୧୭ ବାଳିକା (୧୧ରୁ ୧୪ ବର୍ଷ) ୨୦୨୧-୨୨ ଶିକ୍ଷାବର୍ଷରେ ପାଠ ପଢ଼ା ଛାଡ଼ିଛନ୍ତି। ମହିଳା ଏବଂ ଶିଶୁ ବିକାଶ ଦ୍ୱାରା ହୋଇଥିବା ସର୍ଭେ ରିପୋର୍ଟରେ ଏହା ଜଣାପଡ଼ିଛି। ସର୍ବାଧିକ ଡ୍ରପଆଉଟ୍ ବା ପାଠ ପଢିଥିବା ଛାତ୍ରୀ କଳାହାଣ୍ଡି (୨, ୩୭୩) ରହିଛି । ଏହାପରେ…

ଖେଳାଳି ଯିବା ବେଳେ ହେବ ଟ୍ରାଫିକ ସିଲ୍, ଓଡିଶା ଆସୁଛନ୍ତି ଭାରତୀୟ କ୍ରିକେଟ ଟିମ୍

ଭୁବନେଶ୍ୱର: ଆସନ୍ତା ଜୁନ ୧୦ରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତୀୟ କ୍ରିକେଟ ଟିମ୍। ୧୨ ତାରିଖରେ ବାରବାଟୀରେ ହେବାକୁ ଥିବା ଟି ଟ୍ୱେଣ୍ଟି ମ୍ୟାଚ ପାଇଁ ଚାଲିଛି ପ୍ରସ୍ତୁତି। ତେବେ ଏୟାରପୋର୍ଟରେ ଖେଳାଳି ପହଞ୍ଚିବା ପରେ କଡା ସୁରକ୍ଷା ବଳୟରେ ନିଆଯିବ ମେ' ଫେୟାର ହୋଟେଲ ।ଫ୍ୟାନସଙ୍କ ଭିଡକୁ…

ଗଞ୍ଜାମରେ ଅପହରଣ, ଲୁଟ୍‌ର ଶିକାର ହେଲେ ଝାଡ଼ଖଣ୍ଡର ଦୁଇ ବ୍ୟବସାୟୀ

ବ୍ରହ୍ମପୁର: ଝାଡଖଣ୍ଡର ଦୁଇଜଣ ବ୍ୟବସାୟୀ ଗଞ୍ଜାମରେ ଅପହରଣ ଓ ଲୁଟର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଅପହରଣକାରୀମାନେ ଏହି ଦୁଇ ଜଣ ବ୍ୟକ୍ତିଙ୍କ ଠାରୁ ୩ ଲକ୍ଷ ୭୫ ହଜାର ଟଙ୍କା ସହ କାର ଓ ମୋବାଇଲ ନେଇଯାଇଛନ୍ତି। ଯେନତେନ ପ୍ରକାରେ ମୁକ୍ତ ହେବା ପରେ ଲୁଟର ଶିକାର ବ୍ୟକ୍ତିମାନେ ମଙ୍ଗଳବାର…

କୋଭିଡରେ ସେବା କାର୍ଯ୍ୟ ପାଇଁ ବ୍ରହ୍ମପୁରର ବ୍ୟବସାୟୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର: କୋଭିଡ ସମୟରେ ବିଭିନ୍ନ ପ୍ରକାର ସେବା କାର୍ଯ୍ୟ ପାଇଁ ପ୍ରଶଂସିତ ହୋଇଥିବା ବ୍ୟବସାୟୀଙ୍କୁ ମଙ୍ଗଳବାର ସମ୍ବର୍ଦ୍ଧିତ କରାଯାଇଛି । ବ୍ରହ୍ମପୁର ମହାନଗର ନିଗମର ସମ୍ମିଳନୀ କକ୍ଷରେ ଏହି ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର…

ସୁସ୍ଥତା ପାଇଁ ନିୟମିତ ବାଲି ଖାଉଛନ୍ତି ବୃଦ୍ଧ

ବ୍ରହ୍ମପୁର: ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଗଞ୍ଜାମ ଜିଲାରେ ଏମିତି ଜଣେ ବୃଦ୍ଧ ଅଛନ୍ତି, ଯିଏ ସୁସ୍ଥ ରହିବା ପାଇଁ ନିୟମିତ ବାଲି ଖାଉଛନ୍ତି। ଦିନେ କି ଦୁଇ ଦିନ ନୁହଁ, ବରଂ ଗତ ୪୦ ବର୍ଷ ସବୁଦିନ ବାଲି ଖାଉଛନ୍ତି। ତାଙ୍କୁ ଯିଏ ଦେଖୁଛି, ଆଶ୍ଚର୍ଯ୍ୟ ଚକିତ ହେଉଛି । ୬୮ ବର୍ଷୀୟ…

ଗଞ୍ଜାମରେ ଥମୁନି ରାଜନୈତିକ ହିଂସା: ପୂର୍ବତନ ସରପଞ୍ଚଙ୍କୁ ଏବେର ସରପଞ୍ଚଙ୍କ ଆକ୍ରମଣ

ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନ ଶେଷ ହୋଇ ତିନି ମାସରୁ ଅଧିକ ସମୟ ବିତିଗଲାଣି । ହେଲେ ଗଞ୍ଜାମ ଜିଲାରେ ରାଜନୈତିକ ହିଂସା ଥମୁନି । ଗୋଟିଏ ପରେ ଗୋଟିଏ ଘଟଣା ଘଟି ଚାଲିଛି । ସୋମବାର ରାତିରେ କୁକୁଡାଖଣ୍ଡି ବ୍ଳକ ମସିହାଖାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ମନୋଜ ସେଠୀ ଏବଂ ତାଙ୍କର ଦୁଇ…

ଆସୁଛି ବର୍ଷା, ଦୁଇ ଦିନ ପରେ ପ୍ରବଳ ବର୍ଷିବ

ନୂଆଦିଲ୍ଲୀ: ତାତି କମିବ । ଆସୁଛି ବର୍ଷା । କେରଳରେ ଆଜିଠାରୁ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତାକାଲି ଆନ୍ଧ୍ର ଏବଂ ଓଡ଼ିଶାରେ ବର୍ଷା ହେବାର ସଂଭାବନା ରହିଛି ।  ଆସନ୍ତାକାଲିଠୁ ଦେଶର ଦକ୍ଷିଣଭାଗରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।  ଓଡ଼ିଶାରେ ପ୍ରବଳ…

ଅନୁସୂଚିତ ବର୍ଗଙ୍କ ବିକାଶ, ମୋଦି ସରକାରଙ୍କ ପ୍ରାଥମିକତା: ସମୀର ମହାନ୍ତି

ଭୁବନେଶ୍ୱର: ଗତ ୮ବର୍ଷରେ ବାବା ସାହେବଙ୍କ ସାମାଜିକ ଆର୍ଥିକ ଗଣତାନ୍ତ୍ରିକ ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ କରିବା ପାଇଁ କେନ୍ଦ୍ରରେ ମୋଦି ସରକାର ଅହରହ ପ୍ରୟାସ ଜାରୀ ରଖିଛନ୍ତି ବୋଲି ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ବସନ୍ତପୁର ପଂଚାୟତଠାରେ ଅନୁଷ୍ଠିତ ‘ଅନୁସୁଚିତ ଜାତି ମୋର୍ଚ୍ଚା ସମାବେଶ’ରେ ଯୋଗ…

ବେଆଇନ ଖଣି ଖନନ କାହିଁକି ଚାଲିଛି : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:  ଓଡ଼ିଶାରେ  ବେଆଇନ ଖଣି କାରବାରକୁ ନେଇ ସୁପ୍ରିମକୋର୍ଟ ଫଟକାର ଲଗାଇଛନ୍ତି । ପରିବେଶ ମଞ୍ଜୁରୀ ନ ଥାଇ ଖଣି ଖନନ କାହିଁକି  କରୁଛନ୍ତି ଖଣି ଲିଜଧାରୀ ସେ ପ୍ରଶ୍ନ ବି ଉଠାଇଛନ୍ତି । ସ୍ଥିତିବସ୍ଥା ଆଳ ଦେଖାଇ କେତକ କମ୍ପାନୀ କାହିଁକି  ବେଆଇନ ଖଣି ଖନନ କରୁଛନ୍ତି ? ଏଭଳି ପ୍ରଶ୍ନ…