Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶୀତଳ ଷଷ୍ଠୀ ଯାତ୍ରା ବେଳେ ରାତି ଅଧରେ ଗାଁରେ ବୁଲିଲା ଖଣ୍ଡା

 ଗଞ୍ଜାମ: ଗାଁରେ ଶୀତଳ ଷଷ୍ଠୀ ଯାତ୍ରା ଚାଲି ଥିବାବେଳେ ଅନ୍ୟପଟେ ଗାଁରେ ରକ୍ତ ନଦୀ ବୁହାଇଛନ୍ତି ଦୁର୍ବୃତ୍ତ। ବିଳମ୍ବିତ ରାତିରେ ପୂର୍ବତନ ସରପଞ୍ଚଙ୍କ ସମେତ ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗଞ୍ଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମସିହାଖାଲି ଗାଁରେ ଏହି ଘଟଣା ଘଟିଛି ।…

ସ୍ତ୍ରୀର ନଗ୍ନ ଫଟୋ ଭାଇରାଲ କରି ଜେଲ ଗଲା ସ୍ୱାମୀ

ଭୁବନେଶ୍ୱର : କୁହାଯାଏ ଅନ୍ୟାୟ ଓ ଅତ୍ୟାଚରକୁ ସାମ୍ନା କରିବାକୁ ଯାଇ ଯଦି ଜଣଙ୍କ ସ୍ୱାମୀ ଜେଲ୍ ଯାଏ ତାହେଲେ ସଂପୃକ୍ତ ମହିଳାର ମୁଣ୍ଡ ନଇଁବନି ବରଂ ମୁଣ୍ଡ ଟେକି ସମାଜରେ ଆଖିରେ ଆଖି ମିଶାଇ ଚାଲିବ। ଆଉ ଏଭଳି ସ୍ୱାମୀ ପାଇ ସେହି ମହିଳା ନିଜ କଷ୍ଟକୁ ବୁକୁରେ ଚାପି ଧରି ହିମତଓ୍ୱାଲା…

ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଅଗ୍ନି -୪ର ସଫଳ ପରୀକ୍ଷଣ

ଭୁବନେଶ୍ବର: ଓଡ଼ିଶାର ଏପିଜେ ଅବଦୁଲ କାଲାମ ଦ୍ବୀପରୁ ମଧ୍ୟମ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ଆଜି ସନ୍ଧ୍ୟା ସାଢ଼େ ସାତଟା ସମୟରେ ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଥିଲା । ଦୀର୍ଘ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି- IV କ୍ଷେପଣାସ୍ତ୍ର…

ମୋଦି ସରକାରଙ୍କ ମହିଳା ସଶକ୍ତିକରଣ ଯୋଜନାର ପ୍ରଚାର ପାଇଁ ବିଭିନ୍ନ ସ୍ଥାନରେ ‘ମହିଳା ସମାବଶ’ ଆୟୋଜନ

ଭୁବନେଶ୍ୱର: ଆତ୍ମନିର୍ଭର ଭାରତ ଗଠନରେ ମହିଳାଙ୍କ ଭୁମିକାକୁ ମୋଦି ସରକାର ଅତ୍ୟନ୍ତ ଗୁରୁତ୍ୱ ଦେଉଛନ୍ତି ବୋଲି କଟକଠାରେ ଅନୁଷ୍ଠିତ ‘ମହିଳା ସମାବେଶ’ରେ ଯୋଗ ଦେଇ ରାଜ୍ୟ ସଭାପତି  ସମୀର ମହାନ୍ତି କହିଛନ୍ତି । ଏହି ଅବସରରେ କେନ୍ଦ୍ରୀୟ ଯୋଜନାର ହିତାଧିକାରୀ ମା ଓ ଭଉଣୀଙ୍କୁ ଶ୍ରୀ ମହାନ୍ତି…

[ଦେଖନ୍ତୁ ଭିଡିଓ] ଢିଙ୍କିଆରେ ସମାଜସେବୀ ମେଧା ପାଟକରଙ୍କୁ ବିରୋଧ: ପରିବେଶ ସୁରକ୍ଷା ପାଇଁ ଆନ୍ଦୋଳନ ଜାରି

କଳାହାଣ୍ଡି :  ଢିଙ୍କିଆରେ ପହଁଚିବା ପରେ ସମାଜସେବୀ ମେଧା ପାଟକରଙ୍କୁ ଗାଁଲୋକଙ୍କ ତୀବ୍ର ବିରୋଧ । ସମାଜସେବୀଙ୍କୁ ଗାଁ ଭିତରେ ପୂରାଇ ଦେଲେନି ଲୋକେ । ଗାଁ ମୁଣ୍ଡରେ ଅଟକାଇଲେ । କାହିଁକି ଢିଙ୍କିଆକୁ ଆସିଛନ୍ତି ବୋଲି ସମାଜସେବୀଙ୍କୁ ଗ୍ରାମବାସୀ କଲେ ପ୍ରଶ୍ନ । ଆମ ଭିତରେ ଭାଇଚାରା…

ନବୀନ କରିବେ ସଂଗଠନରେ ଅଦଳବଦଳ: ବିବାଦୀୟଙ୍କୁ ମିଳିବ ସଂଗଠନ ଦାୟିତ୍ୱ

ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ବହୁଦିନରୁ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ନବୀନ ସରକାରଙ୍କ ମୁଣ୍ଡବିନ୍ଧା ସାଜିଥିବା ମନ୍ତ୍ରୀମାନଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର କରି ନୂଆ ମନ୍ତୀମଣ୍ଡଳ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁଠୁ ବଡ଼ କଥା ହେଉଛି…

[ଦେଖନ୍ତୁ ଭିଡିଓ] ପୁରୀ ସିଦ୍ଧମହାବୀର ରେଳ ଓଭରବ୍ରିଜ ନିର୍ମାଣ ନେଇ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ : ପୁରୀ ସିଦ୍ଧମହାବୀର ରେଳ ଓଭର ବ୍ରିଜ ନିର୍ମାଣ ନେଇ ଆଜିଠାରୁ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।‌  ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜାତୀୟ ରାଜପଥ ବିଭାଗର ଅଧିକାରୀ, ସେସୁ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଛନ୍ତି।…

5 T ରେ ଯୋଡି ହେଲା ନୂଆ T ଟୁର୍

ଭୁବନେଶ୍ବର: ନୂଆ ମନ୍ତ୍ରୀମଣ୍ଡଳ ଗଠନ ପରେ ସମସ୍ତ ମନ୍ତ୍ରୀଙ୍କୁ ନବୀନ ନିବାସ ଡକାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମାନଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି । 2024 ନିର୍ବାଚନ ପୂର୍ବରୁ ସରକାରଙ୍କ ସଫଳତାକୁ ଲୋକଙ୍କ ନିକଟରେ ପହଁଚାଇବା ପାଇଁ ମନ୍ତ୍ରୀମାନେ ମୋ ସରକାର ଅଧିନରେ ଏବେ 6ଟି…

[ଦେଖନ୍ତୁ ଭିଡିଓ] ପିଇବାପାଣି ସମସ୍ୟା ନେଇ ରାଜରାସ୍ତାରେ ଗାଁର ଲୋକେ

ଢେଙ୍କାନାଳ :  ଗରମ ଗୁଳୁଗୁଳିରେ ଅତିଷ୍ଠ ହୋଇପଡ଼ିଛି ଜନଜୀବନ । ତା ସହିତ ବିଭିନ୍ନ ସ୍ଥାନରେ ପିଇବାପାଣିର ସମସ୍ୟାକୁ ଯେମିତି ଆହୁରି ବଢାଇ ଦେଇଛି । କିଛି ସ୍ଥାନରେ ଅତିଷ୍ଠ ଲୋକେ ପ୍ରତିବାଦ କରୁଛନ୍ତି । ହେଲେ ପାଣି ସମସ୍ୟା ଦୂର ହୋଇପାରୁନି । ସେହିଭଳି ଢେଙ୍କାନାଳ କାମାକ୍ଷାନଗରରେ ପିଇବା…