Latest Odisha News

BREAKING NEWS

Browsing Category

ଓଡିଶା

Odisha

ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି : ଜଗତସିଂହପୁର ଜିଲ୍ଲାର ୧ନଂ ଜୋନରେ ଆଗରେ ବିଜେଡି

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ଚାଲିଛି ଭୋଟ ଗଣତି । ଜଗତସିଂହପୁର ଜିଲ୍ଲାର ସମସ୍ତ ବ୍ଳକ ଅନ୍ତର୍ଗତ ୧ନଂ ଜୋନ ଗୁଡିକରେ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଥିବାବେଳେ ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ/ପ୍ରାର୍ଥୀନୀ ମାନେ ସମସ୍ତ ଜିଲ୍ଲା ପରିଷଦ ଆସନରେ ଆଗୁଆ…

ପିପିଲିରେ ଶାନ୍ତି ଶୃଙ୍ଖଳାରେ ଚାଲିଛି ଭୋଟ୍ ଗଣତି

ପିପିଲି : ପିପିଲିରେ ଶାନ୍ତି ଶୃଙ୍ଖଳାେରେ ଚାଲିଛି ଭୋଟ ଗଣତି । ପିପିଲି ବ୍ଲକ ୨୨ ନମ୍ବର ଜୋନର ୯ ଗୋଟି ପଞ୍ଚାୟତରେ ଗଣତି ପିପିଲି ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଷ୍ଟଙ୍ଗରୂମ ଏବଂ ଡେଲାଙ୍ଗ ବ୍ଲକ ୧୫ ନମ୍ବର ଜୋନର ୭ ଗୋଟି ପଞ୍ଚାୟତ ଡେଲାଙ୍ଗ ବ୍ଲକର ଷ୍ଟ୍ରଙ୍ଗରୂମ ପାଶ୍ୱର୍ରେ ଥିବା …

କଡ଼ା ସୁରକ୍ଷା ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗଣତି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗଣତି । ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଯେଉଁ ସବୁ ଜୋନରେ ଭୋଟ ଗଣତି ଆରମ୍ଭ ହୋଇଛି ପ୍ରାୟ ସେ ସମସ୍ତ ଜୋନରେ ବିଜୁ ଜନତା ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି । ମିଳିଥିବା ସୂଚନା…

ପଞ୍ଚାୟତ ଭୋଟ୍ କାଉଣ୍ଟିଂ: ଜିଲ୍ଲା ପରିଷଦ ଜୋନ୍ ଗଣତିରେ ବର୍ତ୍ତମାନ ସୁଦ୍ଧା ଆଗରେ ବିଜେଡି

ଭୁବନେଶ୍ୱର: ଖୋଲିଲା ପଞ୍ଚାୟତ ନିର୍ବାଚନର ଭୋଟ୍ ପେଡି । ଆଜିଠୁ ଭୋଟ୍ ଗଣତି ଆରମ୍ଭ ହୋଇଛି । କଡ଼ା ସୁରକ୍ଷା ଭିତରେ ବ୍ଲକ୍ ହେଡ୍ କ୍ୱାର୍ଟର୍ସରେ ଗଣନା ଚାଲିଛି । ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନରେ କାଉଣ୍ଟିଂ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡ ଅନୁସାରେ ବିଜେଡି ୧୬୩…

କଡା ସୁରକ୍ଷା ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣନା ଆରମ୍ଭ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣନା ଆରମ୍ଭ ହୋଇଛି । ଜିଲ୍ଲାର ୬ଟି ବ୍ଲକ ର ୨୧୫୮ ଜଣ ପ୍ରାର୍ଥୀଙ୍କ ଭବିଷ୍ୟତ ଆଜିଠାରୁ ସ୍ଥିର ହେବ । ଆଜି ପ୍ରଥମ ଦିନରେ ଜିଲ୍ଲାର ୬ଟି ଜିଲ୍ଲାପରିଷଦ ଓ ୪୮ଟି ପଂଚାୟତର ସରପଂଚଙ୍କ ସହିତ ସମିତି ସଭ୍ୟ ଓ…

ରାଜ୍ୟରେ ତିନି ଶହ ତଳକୁ ଖସିଲା ଦୈନିକ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମଣ ଖସୁଛି । ତିନି ଶହ ତଳକୁ ଖସିଛି ଦୈନିକ କେସ୍ । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୯୩ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୭୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୨୨ । ୧୮ ବର୍ଷ ଭିତରେ ଆଉ ୮୬ ପଜିଟିଭ୍…

ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି: ଆଜି ୩୧୫ ଜିଲ୍ଲା ପରିଷଦ ଜୋନରେ କାଉଣ୍ଟିଂ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି ଆଜିଠାରୁ ଆରମ୍ଭ ହୋଇଛି । ସକାଳ ୮ଟାରୁ ବ୍ଲକ ହେଡକ୍ୱାର୍ଟର୍ସରେ ଗଣତି ଚାଲିଛି । ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନରେ କାଉଣ୍ଟିଂ କରାଯାଉଛି । ଷ୍ଟ୍ରଙ୍ଗ ରୁମର ସିଲ୍ ଖୋଲାଯିବା ପରେ ଆରମ୍ଭ ହୋଇଛି ଭୋଟ୍ ଗଣତି । ଭୋଟ୍ ଗଣନା…

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକବାର୍ତାରେ ସ୍ବର୍ଗତ ବିଶ୍ବାଳଙ୍କୁ ଜଣେ ଦକ୍ଷ ଓ ଲୋକପ୍ରିୟ ରାଜନେତା ଭାବେ ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସମାଜର ଅବହେଳିତ ବର୍ଗର ଲୋକଙ୍କ…

ସେତୁ ନିକଟରୁ ଶିଶୁର ମୃତଦେହ ଉଦ୍ଧାର

ଭୁବନେଶ୍ୱର: କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଗୋପିନାଥପୁର ମଧୁସୂଦନ ବିଜୁ ସେତୁ ନିକଟରୁ ଏକ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ମୃତ ଶିଶୁଟି ମୁହଁ ମାଡ଼ି ପଡ଼ିଛି । ଏହା ପୁତ୍ର ସନ୍ତାନ କି କନ୍ୟା ସନ୍ତାନ ଜଣାପଡ଼ି ନାହିଁ । ଶିଶୁର ମୃତଦେହଟିକୁ ଦେଖିବା ପରେ ସ୍ଥାନୀୟ ଲୋକେ ପୋଲିକୁ ଖବର…

କଟକ ମହାନଗର ନିଗମର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ, ୨୫ ନମ୍ବର ୱାର୍ଡରେ ସର୍ବାଧିକ, ୨୪ରେ ସର୍ବନିମ୍ନ ଭୋଟର

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି କଟକ ମହାନଗର ନିଗମର ଚୂଡ଼ାନ୍ତ ଭୋଟର ତାଲିକା । ସିଏମ୍ସି ୫୯ଟି ୱାର୍ଡର ଭୋଟର ତାଲିକାରେ ମୋଟ ୪ ଲକ୍ଷ ୫୦ ହଜାର ୭୫୯ ଜଣ ଭୋଟରଙ୍କ ନାମ ରହିଛି। ସେମାନଙ୍କ ମଧ୍ୟରେ ୨ଲକ୍ଷ ୩୧ ହଜାର ୩୦ ଜଣ ପୁରୁଷ ଭୋଟର, ୨ଲକ୍ଷ ୧୯ ହଜାର ୫୯୮ ଜଣ ମହିଳା ଥିବା ବେଳେ ୧୩୧ଜଣ…