Latest Odisha News

BREAKING NEWS

Browsing Category

ଓଡିଶା

Odisha

କଟକ ମହାନଗର ନିଗମର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ, ୨୫ ନମ୍ବର ୱାର୍ଡରେ ସର୍ବାଧିକ, ୨୪ରେ ସର୍ବନିମ୍ନ ଭୋଟର

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି କଟକ ମହାନଗର ନିଗମର ଚୂଡ଼ାନ୍ତ ଭୋଟର ତାଲିକା । ସିଏମ୍ସି ୫୯ଟି ୱାର୍ଡର ଭୋଟର ତାଲିକାରେ ମୋଟ ୪ ଲକ୍ଷ ୫୦ ହଜାର ୭୫୯ ଜଣ ଭୋଟରଙ୍କ ନାମ ରହିଛି। ସେମାନଙ୍କ ମଧ୍ୟରେ ୨ଲକ୍ଷ ୩୧ ହଜାର ୩୦ ଜଣ ପୁରୁଷ ଭୋଟର, ୨ଲକ୍ଷ ୧୯ ହଜାର ୫୯୮ ଜଣ ମହିଳା ଥିବା ବେଳେ ୧୩୧ଜଣ…

ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ଉଦ୍ଧାର ପାଇଁ ଖୋଲିଲା ହେଲ୍ପ ଲାଇନ୍ ସେବା

ଭୁବନେଶ୍ୱର: ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ପାଇଁ ଖୋଲିଲା ସ୍ୱତନ୍ତ୍ର ସହାୟତା ସେଲ । ଏହା ଦିଲ୍ଲୀ ସ୍ଥିତ ଓଡ଼ିଶା ରେସିଡେଣ୍ଟ କମିଶନରଙ୍କ କାର୍ଯ୍ୟାଳୟରେ ଖୋଲା ଯାଇଛି । ଏହି ସହାୟତା କେନ୍ଦ୍ର ବିଦେଶ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ସମନ୍ୱୟ ରଖିବ । ଏଥିପାଇଁ ନୋଡାଲ ଅଫିସର…

ୟୁକ୍ରେନରେ ଫସିଥିବା ଓଡିଆଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଋଷ୍ ଓ ୟୁକ୍ରେନ ମଧ୍ୟରେ ଦୁଇ ଦିନ ଧରି ଜାରି ରହିଛି ଯୁଦ୍ଧ । ୟୁକ୍ରେନରେ ଫସିଥିବା ଓଡିଆ ଛାତ୍ର ଓ ଶ୍ରମିକ ମାନଙ୍କୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ବୈଦେଶୀକ ବ୍ୟାପାର ମନ୍ତ୍ରୀ ଶ୍ରୀ ଏସ୍ . ଜୟଶଙ୍କରଙ୍କ ସହ କଥା ହୋଇଛନ୍ତି । ୟୁକ୍ରେନରେ…

ଆସନ୍ତା ୨୪ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ,୧୧ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କିଛି ଜିଲ୍ଲାକୁ କାଳବୈଶାଖୀ ସହ ବର୍ଷା ସମ୍ଭାବନା ରହିଛିା ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କିଛିି ଜିଲ୍ଲାରେ ଘଡ ଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ସୂଚନା ଅନୁସାରେ କେନ୍ଦୁଝର…

ହାରିବା ଭୟରେ ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ବିଜେପି ସଭାପତି ଉଦ୍ୟମ କରୁଛନ୍ତି : ବିଜେଡି

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବଡ ବ୍ୟବଧାନର ପରାଜୟ ଜାଣିବା ପରେ ଓଡିଶାର ବିଜେପିର କର୍ମୀମାନେ ଗଭୀର ଅବସାଦଗ୍ରସ୍ତ ଓ ହତାଶ ହୋଇଛନ୍ତି ।ମନୋବଳ ଭାଙ୍ଗି ଯାଇଥିବା ଏହି କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିବା ପାଇଁ ଓଡିଶା ବିଜେପି ସଭାପତି ଉଦ୍ୟମ ଚଳାଇଥିବା କହିଛନ୍ତି…

କୋଭିଡ ସ୍ଥିତିରେ ସୁଧାର, ବନ୍ଦ ହେବ କୋଭିଡ଼ କେୟାର ସେଣ୍ଟର

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରୁ ରାଜଧାନୀରେ ସମସ୍ତ କୋଭିଡ କେୟର ସେଣ୍ଟର ବନ୍ଦ ହେବ । କୋଭିଡ ସ୍ଥିତିରେ ସୁଧାର ଆସୁଥିବାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏହା ସୂଚନା ଦିଆଯାଇଛି । ହାଇଟେକ୍ ଓ କିମସ୍ ମେଡ଼ିକାଲକୁ କ୍ଲୋଜର ନୋଟିସ ଦେଇଛି ବିଏମସି । ସମ୍ ହସ୍ପିଟାଲ ଓ…

ଆରପାରିରେ ପୂର୍ବତନ ବିଧାୟକ ଦେବରାଜ ସାହୁ

ଅନୁଗୁଳ : ପରଲୋକରେ ପୂର୍ବତନ ବିଧାୟକ ଦେବରାଜ ସାହୁ । ପୂର୍ବତନ ଡେପୁଟି ମିନିଷ୍ଟର ଅଫ୍ ହୋମ୍ ତଥା ଅନୁଗୁଳର ପୂର୍ବତନ ବିଧାୟକ ଦେବରାଜ ସାହୁଙ୍କ ପରଲୋକ ହୋଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୯୫ବର୍ଷ ହୋଇଥିଲା ।ସେ ଗତ ୧୫ ଦିନ ହେଲା ନିମୋନିଆ ରୋଗରେ ଆକ୍ରାନ୍ତ ଥିଲେ । ଭୁବନେଶ୍ୱର କଳିଙ୍ଗ…

ଓଡିଶାର ମନୋଜ ମହାପାତ୍ର ହେବେ ଏଲ୍ ସାଲଭାଡୋରର ପରବର୍ତ୍ତୀ ରାଷ୍ଟ୍ରଦୂତ

ଭୁବନେଶ୍ୱର : ଓଡିଶାର ମନୋଜ ମହାପାତ୍ର ହେବେ ଏଲ ସାଲଭାଡୋରର ପରବର୍ତ୍ତୀ ରାଷ୍ଟ୍ରଦୂତ । ମନୋଜ ମହାପାତ୍ର ଏଲ ସାଲଭାଡୋରରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ମାନ୍ୟତା ପାଇଛନ୍ତି ବୋଲି ସେଣ୍ଟାଲ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।ମନୋଜ ୨୦୦୦ ବ୍ୟାଚର ଆଇଏଫ୍ଏସ୍…

ପୌର ନିର୍ବାଚନ : ମାର୍ଚ୍ଚ ୨ରୁ ନାମାଙ୍କନ ,୨୬ରେ ଭୋଟ୍ ଗଣତି

ଭୁବନେଶ୍ୱର : ରାଜ୍ୟରେ ପୌର ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ  । ରାଜ୍ୟରେ ମୋଟ ୧୦୬ ଟି ପୌର ପରିଷଦ ୪୭ଟି ମ୍ୟୁନିସପାଲଟି ଓ ୫୯ ଟି ଏନଏସି ଏବଂ ୩ ଟି ପୌର ନିଗମରେ ସାଧାରଣ ନିର୍ବାଚନ ହେବ । ମାର୍ଚ୍ଚ ୨୬ରେ ହେବ ଭୋଟ୍ ଗଣତି। ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ, ୧୪ ତାରିଖ ମଧ୍ୟରେ…

ୟୁକ୍ରେନରୁ ଫେରିବେ ଓଡ଼ିଆ: ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ନିଜେ ଖର୍ଚ୍ଚ କରିବେ ରାଜ୍ୟ ସରକାର । ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ଫେରାଇ ଆଣିବାକୁ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ…