Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ଗୁଣୁପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଦଳରୁ ପ୍ରତିନିଧିତ୍ୱ କରୁଥିବା ରାୟଗଡା ଜିଲ୍ଲା ଗୁଣୁପୁରର ପ୍ରାର୍ଥୀମାନେ ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏଥିରେ ବିଜେଡିର ୧୧ଟି ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ ହୋଇଛି । ନବୀନ…

କ୍ୟାପିଟାଲ ହସ୍ପିଟାଲରେ କରୋନା,୧୦୦ରୁ ଅଧିକ କର୍ମୀ ଆକ୍ରାନ୍ତ

ଭୁବନେଶ୍ୱର: ଦିନକୁ ଦିନ କାୟା ମେଲାଉଛି କରୋନା। ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରତିଦିନ ଲୋକଙ୍କୁ ସଚେତନ କରାଯାଉଥିବା ବେଳେ ସତର୍କ ରହିବାକୁ ପରାମର୍ଶ ବି ଦିଆଯାଉଛି। ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଆଜି କ୍ୟାପିଟାଲ ହସ୍ପିଟାଲରେ କରୋନା ବିସ୍ଫୋରଣ ।…

[ଭିଡ଼ିଓ] ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର  । ବଢୁଥିବା କୋଭିଡ ମାମଲାକୁ ନେଇ ରାଜ୍ୟବାସୀଙ୍କୁ ବିଶେଷ ସତର୍କ ରହିବା ନେଇ  କହିଛନ୍ତି ମୁଖ୍ୟ ଶାସନ ସଚିବ  । ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ରହିଛି  । ଆଗାମୀ…

ରାଜ୍ୟରେ ଆଜି ୧୪୫ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା । ଓମିକ୍ରନର ଗ୍ରାଫ ଦିନକୁ ଦିନ ଉପର ମୁହାଁ ହେବାରେ ଲାଗିଛି । କରୋନା ପରେ ଏବେ ଓମିକ୍ରନ ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଆଜି ରାଜ୍ୟରେ ପୁଣି ୧୪୫ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ…

ଯାଜପୁରରେ ପଞ୍ଚାୟତ ନିର୍ବାଚନ ତାତି, କିଏ କରିବ ବାଜିମାତ?

ଯାଜପୁର: ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଛି । ଗାଁଗାଁରେ ଛକ ବଜାରରେ ପୋଷ୍ଟର ବ୍ୟାନର ଲାଗି ସାରିଛି । ସିଟ୍ ହାତେଇବା ପାଇଁ ନେତାଙ୍କ ପ୍ରତିଶ୍ରୁତି ସାଙ୍ଗକୁ ଦେଖିବାକୁ ମିଳିଛି ସଭାକାର୍ଯ୍ୟ ଓ ବାଇକ୍ ର୍ୟାଲି । ପଞ୍ଚାୟତ ନିର୍ବାଚନ ପାଇଁ ଯାଜପୁର ଜିଲ୍ଲାରେ…

ମର୍ମନ୍ତୁଦ ଦୁର୍ଘଟଣା, ବାଇକ-ଟ୍ରକ ଧକ୍କାରେ ୨ ଯୁବକ ମୃତ

ଭଦ୍ରକ: ବାଇକକୁ ଧକ୍କା ଦେଲା ଟ୍ରକ । ଭଦ୍ରକ-ଚାନ୍ଦବାଲି ରାସ୍ତା ଇଚ୍ଛାପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ସଡ଼କ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ତିହିଡ଼ି ଥାନା ବୋଡ଼କ ଗାଁର ଦୁଇ ଯୁବକ । ସୂଚନା ଅନୁସାରେ, ଦୁଇ ଯୁବକ ଏକ ବାଇକ ଯୋଗେ ଘରକୁ ଯାଉଥିଲେ…

ମାତିଲେ ସାଇବର୍ ଠକ, ୧୦ ଦେଇ ଲୁଟିନେଲେ ୧୩ଲକ୍ଷ

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ସାଇବର୍ ଠକ । ଲୁଟ କରିବାର ନିଆରା ଶୈଳୀ । ମୋବାଇଲ ନମ୍ବର ପୋଟାଲ୍ କରିବା ନାଁରେ ୧୦ ଦେଇ ଲୁଟିନେଲେ ୧୩ ଲକ୍ଷ ଟଙ୍କା । ଭୁବନେଶ୍ୱର ଶୈଳଶ୍ରୀବିହାର ଅଂଚଳରେ ବଡ଼ ଧରଣର ସାଇବର ଠକେଇ ହୋଇଥିବା ଅଭିଯୋଗ ହୋଇଛି ୧୦ଟଙ୍କା ଦେଇ ସାଇବର ଠକ ଲୁଟିନେଇଛନ୍ତି…

[ଭିଡ଼ିଓ] ଓଭରବ୍ରିଜ୍ ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍

କଟକ : ରାସ୍ତା ଉପରେ ହୁତ ହୁତ ହୋଇ ଜଳିଗଲା କାର୍ । ଓଭରବ୍ରିଜ୍ ଉପରେ ଯାଉଥିବା ବେଳେ ହଠାତ୍ ଲାଗିଲା ନିଆଁ ଆଉ ଆଖି ପିଛୁଳାକେ ଜଳିଗଲା ଚଳନ୍ତା କାର୍। ଏହି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଲିଙ୍କ୍ ରୋଡ ଓଭରବ୍ରିଜ୍ ଉପରେ। କଟକ ମଙ୍ଗଳାବାଗରୁ ଭୁବନେଶ୍ୱର ଯାଉଥିବା ସମୟରେ ଏହି ଚଳନ୍ତା କାରରେ…

କଟକରେ ହନିଟ୍ରାପ୍‌ ! ୩ ଅଭିଯୁକ୍ତ ଗିରଫ, ଯୁବତୀ ଫେରାର

କଟକ: କଟକରେ ହନିଟ୍ରାପ୍‌ । ଦେହ ବ୍ୟବସାୟ ଲୋଭ ଦେଖାଇ ଲୁଟ୍‌ ଓ ବ୍ଲାକ୍‌ମେଲିଂ । କଟକ, ଲାଲବାଗ ଥାନା ପୋଲିସ ଦ୍ୱାରା ହନିଟ୍ରାପ ରାକେଟର ପର୍ଦ୍ଦାଫାସ୍ । ଜଣେ ଯୁବ ଇଞ୍ଜିନିୟରଙ୍କୁ ହନି ଟ୍ରାପର ଶୀକାର କରିବା ଅଭିଯୋଗରେ ଲାଲବାଗ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାରେ…

ନିଖୋଜ ଛାତ୍ରଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ପୋଲିସର ତଦନ୍ତ ଜାରି

କାମାକ୍ଷାନଗର: ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର । ମୃତ ଛାତ୍ର ଜଣକ ହେଲେ ମୁଣ୍ଡେଇଲେ ଗାଁର ବିଶ୍ୱଭୂଷଣ ପଣ୍ଡା । ଗତ ୧୦ତାରିଖରୁ ସେ ନିଖୋଜ ଥିଲେ । ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଝିଲ୍ଲୀ-ପଥଗଡ଼ ରାସ୍ତାର ଚାଉଳିଆଝରଣ ବ୍ରିଜ ତଳୁ ଉଦ୍ଧାର ହୋଇଛି ମୃତଦେହ । ସୂଚନା ଅନୁସାରେ,…