Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ପୂର୍ବତଟ ରେଳଜୋନ’କୁ କାହିଁକି ବିଖଣ୍ଡିତ କରାଗଲା?

ଭୁବନେଶ୍ୱର: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀଙ୍କ ଉପରେ ବର୍ଷିଲେ ପୂର୍ବତନ ରେଳ ମନ୍ତ୍ରୀ ଶ୍ରୀକାନ୍ତ ଜେନା । କାହିଁକି ‘ପୂର୍ବତଟ ରେଳଜୋନ’କୁ ବିଖଣ୍ଡିତ କରାଗଲା କହି ପାଲଟା ପ୍ରଶ୍ନ ଉଠାଇଛନ୍ତି ଶ୍ରୀକାନ୍ତ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶା ଗସ୍ତରେ ଅଛନ୍ତି । ରେଳ ସମ୍ପର୍କରେ…

ଜାନୁଆରୀ ୧୦ରୁ ବନ୍ଦ ରହିବ ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର : ରାଜ୍ୟରେ ବ୍ୟାପିଲାଣି କରୋନା ଭୂତାଣୁ । ଉପରମୁହାଁ ଥିବା ଭାଇରସ ଏବେ ସରକାରଙ୍କ ଚିନ୍ତା ବଢ଼ାଇଲାଣି । ବଢୁଥିବା ସଂକ୍ରମଣକୁ ନଜରରେ ରଖି ଆଜିଠୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ । ଏହାସହ ବୃଦ୍ଧି ପାଉଥିବା ପଜିଟିଭିଟିକୁ ନଜରରେ ରଖି ନୂଆ ଗାଇଡଲାଇନ…

ଭଦ୍ରକ ଜିଲ୍ଲାପାଳଙ୍କ ଅଫିସରେ ଭଙ୍ଗାରୁଜା ଘଟଣା, ୮ ବିଜେପି କର୍ମୀ ଗିରଫ

ଭଦ୍ରକ : ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାରେ କାର୍ଯ୍ୟାନୁଷ୍ଠାନ । ୮ ଜଣ ବିଜେପି କର୍ମୀଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ତଦନ୍ତ ଜାରି ରହିଥିବା ବେଳେ, ଭିଡ଼ିଓ ଫୁଟେଜ ଯାଞ୍ଚ କରାଯାଉଛି । ଯେଉଁମାନେ ଭଙ୍ଗାରୁଜା ସହ ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି ସେମାନଙ୍କ…

ବିମାନ ଯାତ୍ରୀଙ୍କ ପାଇଁ ଗାଇଡ଼ଲାଇନରେ ସଂଶୋଧନ କଲା ବିଏମସି

ଭୁବନେଶ୍ୱର: ଓମିକ୍ରନ ଭୟାବହତାକୁ ଦେଖି ବିଏମସି ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ପାଇଁ ଜାରି କରିଥିବା ଗାଇଡ଼ଲାଇନରେ ସଂଶୋଧନ କରିଛନ୍ତି । ୭୨ଘଣ୍ଟା ପୂର୍ବ ଆରଟିପିସିଆର ଟେଷ୍ଟ ଯାତ୍ରୀଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କ ଟେଷ୍ଟ ହେବ । ନେଗେଟିଭ ରିପୋର୍ଟ ଥିଲେ ଯାତ୍ରୀଙ୍କୁ ଛଡ଼ାଯିବ ।…

ମାନବିକତାର ପରିଚୟ ଦେଲେ ଅଟୋ ଚାଳକ ଚକ୍ରଧର

ମୟୁରଭଞ୍ଜ: ଏବେ ବି ବଞ୍ଚିଛି ମାନବିକତା । ଆଜିର ସମାଜରେ ମଣିଷ ସ୍ୱାର୍ଥପର ହୋଇଯାଉଛନ୍ତି । ହେଲେ ଏହାରି ଭିତରେ ଅନେକ ମଣିଷ ଅଛନ୍ତି, ଯେଉଁମାନେ ଅନ୍ୟମାନଙ୍କୁ ସାହାଯ୍ୟ କରି ଉଦାହରଣ ସୃଷ୍ଟି କରିଛନ୍ତି । ମୂଲ୍ୟବାନ ଜିନିଷ ଫେରାଇ ଅଟୋ ଚାଳକ ଚକ୍ରଧର ପୃଷ୍ଟି ଦେଲେ ନିଜ ମହାନତାର ପରିଚୟ ।…

ନାଇଟ୍ କର୍ଫ୍ୟୁରେ ମୁତୟନ ହେବେ ୨୫ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର: ଓମିକ୍ରନ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-କଟକ ସମେତ ରାଜ୍ୟର ଅନ୍ୟ ସହରାଞ୍ଚଳ ଗୁଡ଼ିକରେ ଆଜିଠାରୁ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ରାତି ୯ଟାରୁ ସକାଳ ୫ଟା ଯାଏଁ ଲାଗିବ କଟକଣା । ଟ୍ୱିନସିଟିରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ରାତିସାରା ପୋଲିସ ପଇଁତରା…

କଟକ ଏସ୍ପି ସିଗନାଲ ଅଫିସରେ ୧୧ ଜଣ କୋଭିଡ ପଜିଟିଭ ଚିହ୍ନଟ

କଟକ : ରାଜ୍ୟରେ କୋରନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି । ଶୁକ୍ରବାର କଟକ ତୁଳସୀପୁର ଏସ୍ପି ସିଗନାଲ ଅଫିସରେ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସିଏମସି ପକ୍ଷରୁ ସିଗନାଲ ଟ୍ରେନିଂ ସେଣ୍ଟର ଅଫିସକୁ ସିଲ କରାଯାଇଛି । ତେବେ ଯେଉଁମାନେ ସଂକ୍ରମିତ ଅଛନ୍ତି ତାଙ୍କ…

[ଭିଡିଓ]ପୁରୀ ବାସେଳୀସାହି ପୋଲିସକୁ ସଫଳତା :୧୪୦ ଗ୍ରାମ ବ୍ରାଉନସୁଗର ଜବତ, ୫ ଗିରଫ

ପୁରୀ : ପୁରୀ ବାସେଳୀସାହି ପୋଲିସକୁ ସଫଳତା । ପୁରୀରେ ନିଶା ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ୫ ଜଣ ବ୍ରାଉନ ସୁଗର ବେପାରୀ ଆଜି ଗିରଫ ହୋଇଛନ୍ତି । ଅଭିଯୁକ୍ତ ମାନଙ୍କ ନିକଟରୁ ୧୪୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ତା ସହ ଅଭିଯୁକ୍ତଙ୍କ ଠାରୁ ୫୦ ହଜାରରୁ ଉର୍ଦ୍ଦ ଟଙ୍କା…

ଆଜି ଖୋଲିବ ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର: ଆଜିଠାରୁ ଖୋଲିବ ମାର୍କେଟ ବିଲ୍ଡିଂ । ୩ ଦିନ ଧରି ବନ୍ଦ ଥିଲା ମାର୍କେଟ ବିଲ୍ଡିଂ । ଉଠା ଦୋକାୀ ଓ ବ୍ୟବସାୟୀ ସଂଘ ମଧ୍ୟରେ ଚାଲିଥିଲା ବିବାଦ । ଏନେଇ ଆଜି ବିଏମସି ଅଫିସ ଘେରାଉ କରିଥିଲା ସେଂଟ୍ରାଲ ମାର୍କେଟ ସଂଘ । ଅତିରିକ୍ତ ବିଏମସି କମିଶନରଙ୍କ ସହ ଆଲୋଚନା ପରେ ମାର୍କେଟ…

[ଭିଡ଼ିଓ]ମାଲକାନଗିରି ଦୁର୍ଗମ ଇଲାକାରେ ଦୂର ହେବ ବେକାରୀ ସମସ୍ୟା

ମାଲକାନଗିରି: ଆଗକୁ ବଢିବେ ଦୁର୍ଗମ ଇଲାକା ପିଲା । କେହି ରହିବେନି ବେକାରୀ। ବେକାର ଯୁବକ ଯୁବତୀ ମାନଙ୍କୁ ମିଳିବ ଚାକିରୀ। ଏନେଇ ମାଲକାନଗିରି ଜିଲ୍ଲା ପଲିଟେକନିକ କଲେଜରେ ଆୟୋଜିତ ହୋଇଛି କ୍ଷୁଦ୍ର ନିଯୁକ୍ତି ମେଳା । ଯେଉଁଥିରେ ପ୍ରଥମ ଦିନରେ ଜିଲ୍ଲାର ୮୩୭ ଜଣ ଯୁବକ ଯୁବତି ନିଜର ନାମ…