Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜଧାନୀରେ ମାତିଛନ୍ତି ମୋବାଇଲ ଲୁଟେରା, ୩ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଲୁଟେରାଙ୍କ ଦୌରାତ୍ମ୍ୟ । ମଦ ପିଇବା ପାଇଁ ଲୁଟିନେଲେ ମୋବାଇଲ । ଅଭିଯୁକ୍ତଙ୍କୁ ଗିରଫ କରି ଧରିକୋର୍ଟ ଚାଲାଣ କଲା ଖାରବେଳ ଥାନା ପୋଲିସ । ଅଭିଯୋଗକାରୀ ନବବର୍ଷ ଦିନ କୌଣସି ବ୍ୟକ୍ତଗତ କାମ ପାଇଁ କଟକରୁ ଭୁବନେଶ୍ୱର ଆସିଥିଲେ । ଶ୍ରୀୟା ସିନେମା ହଲ୍ ନିକଟରେ ସେ…

ବଦଳିଲେ ସମ୍ବଲପୁର ଜିଲ୍ଲାପାଳ

ଭୁବନେଶ୍ବର : ଆଇଏଏସ ସ୍ତରରେ ପୁଣି ହୋଇଛି ଅଦଳବଦଳ । ବଦଳିଲେ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା । ତାଙ୍କୁ କୃଷି ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ରାଉରକେଲା ମହାନଗର ନିଗମର କମିଶନର ଥିବା ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ସମ୍ବଲପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି…

ଜେଏସଡବ୍ଲୁ ପକ୍ଷରୁ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଟେଷ୍ଟ ପେପର ପ୍ରଦାନ

ପାରାଦୀପ: ନିଜର ସଫଳତା ଓ ପାରିପାର୍ଶିକ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଯଥେଷ୍ଟ ଆଗରେ ରହିଛି ଜେଏସଡବ୍ଲୁ କମ୍ପାନୀ । ଏହି କମ୍ପାନୀ ଶିକ୍ଷା କ୍ଷେତ୍ରରେ ସହଯୋଗର ହାତ ବଢାଇ ଜଗତସିଂହପୁର ଜିଲ୍ଲାରେ ପ୍ରଶଂସା ସାଉଁଟିଛି । ନିଜର ସାମାଜିକ ଦାୟିତ୍ୱବୋଧକୁ ଗୁରୁତ୍ୱ ଦେଇ ହାଇସ୍କୁଲ…

[ଭିଡ଼ିଓ] ପୁରୀ କୁମ୍ଭାରପଡ଼ା ହତ୍ୟାକାଣ୍ଡ ଘଟଣା, ୪ ଗିରଫ

ପୁରୀ : ପୁରୀ କୁମ୍ଭାରପଡ଼ା ହତ୍ୟାକାଣ୍ଡ ଘଟଣା। ଏହି ଘଟଣାରେ ଆଜି ୪ଜଣଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ରାୟ ବାହାଦୂର ଲେନର ରାକେଶ ମହାପାତ୍ର ଓ ତାଙ୍କ ପତ୍ନୀ ନମିତା ବେହେରା । ଆଉ ଦୁଇ ଅନ୍ୟ ଅଭିଯୁକ୍ତ ହେଲେ ପୁରୀ ସଦର ଥାନା ପତିତପାବନ ନଗରର ପୂର୍ଣଚନ୍ଦ୍ର ବେହେରା,…

ଏମ୍‌ସ ଭୁବନେଶ୍ବରରେ ୧୫-୧୮ ବର୍ଷ ବୟସର ପିଲାଙ୍କୁ ଟିକାକରଣ

ଭୁବନେଶ୍ବର : ଯୁବଗୋଷ୍ଠୀଙ୍କୁ କରୋନା ମହାମାରୀ କବଳରୁ ସୁରକ୍ଷିତ ରଖିବା ପାଇଁ ଆଜିଠାରୁ ଏମ୍‌ସ ଭୁବନେଶ୍ବରରେ ୧୫-୧୮ ବର୍ଷ ବୟସର କିଶୋରଙ୍କ ପାଇଁ ଆରମ୍ଭ ହୋଇଛି ଟିକାକରଣ ଅଭିଯାନ । ଏମ୍‌ସ ଭୁବନେଶ୍ବରରେ ପରିସରରେ ଆଜି ଆରମ୍ଭ ହୋଇଥିଲା ଟିକାକରଣ । ଟିକା ନେବାକୁ ୧୫-୧୮ ବର୍ଷ ବୟସ…

ଢିଙ୍କିଆରେ ପ୍ରକଳ୍ପ ପାଇଁ ୨୪ଟି ପାନବରଜ ମାପ

ପାରାଦୀପ: କିଛିଦିନ ହେବ ଏରସମା ତହସିଲ ଢିଙ୍କିଆ ପଞ୍ଚାୟତବାସୀ ଜେଏସଡବ୍ଲ୍ୟୁ ପ୍ରକଳ୍ପ ବିରୋଧରେ ଆନ୍ଦୋଳନ କରି ଆସୁଛନ୍ତି । ପ୍ରକଳ୍ପ ପାଇଁ କିଛି ଲୋକ ବିରୋଧ କରିଆସୁଥିବା ବେଳେ ଅନ୍ୟ କିଛି ସହମତି ପ୍ରକାଶ କରିଥିବା ଜଣାପଡ଼ିଛି । ଗତ ବର୍ଷ ଢିଙ୍କିଆ ଗାଁର ତିନୋଟି ପାନବରଜ ମାପଚୁପ…

କୋରାପୁଟ ବନ୍ଧୁକ ଦେଖାଇ ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ଭୁବନେଶ୍ୱର : ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । କୋରାପୁଟ ଜିଲ୍ଲା ଜୟପୁର ବ୍ରାହ୍ମୋଣୀ ଗାଁରେ ବନ୍ଧୁକମୁନରେ ଗଣ ଦୁଷ୍କର୍ମ ଘଟଣା କୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ରାଜ୍ୟ ସରକାରଙ୍କ ନାରୀ ସୁରକ୍ଷା କେବଳ ସ୍ଳୋଗାନରେ ସୀମିତ । ବିଜେଡି ଶାଶନ କାଳରେ…

ରାଉରକେଲା ଗିରଜାଟୋଲି ବସ୍ତିରୁ ଆରମ୍ଭ ହେଲା ଜାଗା ସମ୍ପର୍କ ଅଭିଯାନ

ରାଉରକେଲା : ରାଉରକେଲା ଗିରଜାଟୋଲି ବସ୍ତିରୁ ଆରମ୍ଭ ହେଲା ଜାଗା ସମ୍ପର୍କ ଅଭିଯାନ । 5Tଟି ଅନ୍ତର୍ଗତ ବସ୍ତି ବାସିନ୍ଦାଙ୍କ ପାଇଁ ଜାଗା ସମ୍ପର୍କ କାର୍ଯ୍ୟକ୍ରମ ରାଉରକେଲା ସହରର ଶକ୍ତି ନଗର ନିକଟ ଗିରଜାଟୋଲି ଏହି ଅଭିଯାନ ଆରମ୍ଭ ହୋଇଛି । ଏଣିକି ଗିରଜାଟୋଲି ବସ୍ତିକୁ ଆଉ ବସ୍ତି କୁହାନଯାଇ…

ପୌର ନିର୍ବାଚନ ନେଇ ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର : ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଂରକ୍ଷଣ ପକ୍ରିୟା ଆରମ୍ଭ । ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ପାଇଁ ଦିଆଗଲା ନିର୍ଦ୍ଦେଶ । ସୀମା ପୁନଃନିର୍ଦ୍ଧାରଣ କରିବା ପାଇଁ ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନରଙ୍କୁ ଚିଠି ଲେଖିଛନ୍ତି ପୌର ପ୍ରଶାସନ ନିିର୍ଦ୍ଦେଶକ । ଓବିସି ମାନଙ୍କ…

[ଭିଡ଼ିଓ] ନୂଆବର୍ଷରେ ରତ୍ନ ସିଂହାସନରେ ଚତୁର୍ଦ୍ଧା ମୂର୍ତ୍ତି ଦର୍ଶନ କଲେ ଶ୍ରଦ୍ଧାଳୁ

ପୁରୀ: ନୂଆବର୍ଷରେ କଟକଣା ପରେ ଆଜି ଦର୍ଶନ ଦେଲେ ମହାପ୍ରଭୁ । ରତ୍ନ ସିଂହାସନରେ ପ୍ରଭୁଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ମଙ୍ଗଳଆରତୀ ସରିବା ପରେ କଟକଣା ଭିତରେ ଶ୍ରଦ୍ଧାଳୁ ମାନେ ତିନିଦିଅଁଙ୍କୁ ଦର୍ଶନ କରିଥିଲେ । ତିନିଦିନର ବିରତି ପରେ ଆଜି ଦର୍ଶନ ପାଇଁ ଖୋଲିଛି…