Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୟୁରଭଂଜ ପୋଲିସ ହାତରେ ଧରାପଡିଲା ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ

ବାରିପଦା: ଏକ ବଡ ଧରଣର ଗିରଫଦାରୀ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ମୟୁରଭଂଜ ଜିଲ୍ଲା । ପୋଲିସ ଜାଲରେ ପଡିଛନ୍ତି ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ । ଏକ ନିଶ୍ଚିତ ବଡ ଧରଣର ଡକାୟତ ଯୋଜନାକୁ ପଣ୍ଡ କରିଛି ମୟୁରଭଂଜ ପୋଲିସ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଘାଗରବେଡାର ଜଣେ…

ଶ୍ରାବଣ ତୃତୀୟ ସୋମବାରରେ ଗୁପ୍ତେଶ୍ୱରଙ୍କ ପୂଜା

କୋରାପୁଟ: ଆଜି ଶ୍ରାବଣ ମାସର ତୃତୀୟ ସୋମବାର l କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠରେ ଶ୍ରାବଣ ସୋମବାର ଦିନ କାଉଡିଆଙ୍କ ଜମୁଥିବା ବେଳେ ଚଳିତ ବର୍ଷ କିନ୍ତୁ ଗୁପ୍ତେଶ୍ୱର ପୀଠ ଖାଁ ଖାଁ ରହିଛି l ପୀଠରେ କାଉଡିଆଙ୍କ ଭିଡ଼ ଓ ବୋଲବମ୍‌ ଧ୍ୱନି ଆଉ ଶୁଣିବାକୁ ମିଳିଲାନାହିଁ l କରୋନା…

ଜୁଆ ଆଡ୍ଡାରେ ରେଡ୍: ୭ଲକ୍ଷ ୮୩ ହଜାର ଟଙ୍କା ଜବତ, ୨୦ ଜଣ ଅଟକ

କୋରାପୁଟ: ଜୁଆ ଆଡ୍ଡାରେ ପୋଲିସର ଅଚାନକ ରେଡ୍ । ବିଡ଼ା ବିଡ଼ା ନୋଟ୍ ଜବତ । ମୋଟ୍ ୭ଲକ୍ଷ ୮୩ହଜାର ୪୪୦ ଟଙ୍କା ଜବତ ହୋଇଛି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଖଟୁଲୁଗୁଡା ନିକଟ ନୀଳଗିରି ବଣରେ ଚାଲିଥିଲା ଜୁଆ ଆଡ୍ଡା । ଖବର ପାଇଁ ପହଞ୍ଚିଥିଲା ପୋଲିସ । ଘଟଣାସ୍ଥଳରୁ ସମସ୍ତେ ଛତ୍ରଭଙ୍ଗ…

ସମସ୍ୟା ଭିତରେ ନୂଆଗୁଡ଼ା ଗାଁ

ମାଲକାନଗିରି:  ଗାଁ ଠାରୁ ସହର ପର୍ଯ୍ୟନ୍ତ ଯୋଡିବା ଲାଗି ସରକାରୀ ସ୍ତରରେ ପ୍ରସ୍ତୁତ ହେଉଛି ଅନେକ ଯୋଜନା । ହେଲେ ଉପାନ୍ତ ମାଲକାନଗିରି ଜିଲ୍ଲାରେ କିନ୍ତୁ ସରକାରଙ୍କ ଏହି ସବୁ ଯୋଜନା ଠିକ୍ ଭାବେ ପହଞ୍ଚି ପାରୁନାହି ।  ଜିଲ୍ଲାର କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନୁଆଗୁଡା ଗାଁର ଏକାଧିକ ଲୋକେ…

ତାତିଲେ ଆଦିବାସୀ: ଗୁଣପୁର ଉପଜିଲ୍ଲାପାଳଙ୍କ ଅଫିସରେ ଧସେଇ ପଶିଲେ

ରାୟଗଡା: ଜଳ, ଜମି, ଜଙ୍ଗଲ ସମସ୍ୟାର ସମାଧାନ ଓ ରାୟଗଡ଼ା ଜିଲ୍ଲା ଗୁଡାରିଠାରେ ପାଣିଡ଼ଙ୍ଗର ପ୍ରକଳ୍ପ ନିର୍ମାଣ ଭଳି ୧୪ ଦଫା ଦାବିରେ ତାତିଲେ ଆଦିବାସୀ । ପ୍ରତିବାଦରେ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଧସେଇ ପଶିଲେ ଆନ୍ଦୋଳନକାରୀ । ଆଜି ଶତାଧିକ ଆଦିବାସୀ ଗୁଣପୁର ନୂତନ…

କଟକରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୬ ବେପାରୀ ଗିରଫ

କଟକ: କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ । କଟକରୁ ଜବତ ହୋଇଛି ୧ କେଜି ୧୫୯ ଗ୍ରାମ ଧଳାଜହର । ଲାଲବାଗ ଥାନା ଓ ସ୍ପେଶାଲ ସ୍କ୍ୱାଡ୍ ମିଳିତ ଚଢ଼ାଉତେ ଏତେ ପରିମାଣର ବ୍ରାଉନସୁଗାର ଜବତ କରିଛନ୍ତି । ଏହି ଘଟଣାରେ ୬ ଜଣ ବେପାରୀଙ୍କୁ ବାନ୍ଧିଛି ପୋଲିସ । ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର…

ଭିଜିଲାନ୍ସ ଜାଲରେ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରେଟାରୀ

ବରଗଡ଼: ଭିଜିଲାନ୍ସ ଜାଲରେ ପ୍ୟାକ୍ସ ଆସିଷାଟଣ୍ଟ ସେକ୍ରେଟାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରେଟାରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ତାଙ୍କ ନାଁ ଘନଶ୍ୟାମ ସାହୁ । ଏକକାଳୀନ ଘର ଓ ଅଫିସରେ ଚଢ଼ାଉ କରିଛି…

ମଦ ପିଇବାକୁ ଟଙ୍କା ଦେଲେନି ବାପା, ଛୁରୀ ଭୁସି ମାରିଦେଲା ପୁଅ

କବିସୂର୍ଯ୍ୟନଗର(ଗଞ୍ଜାମ): ମଦ ପିଇବା ପାଇଁ ବାପା ଟଙ୍କା ଦେଲେନି । ପୁଅ ମୁଣ୍ଡକୁ ପିତ୍ତ ଚଢ଼ିଲା । ବାପାଙ୍କୁ ଛୁରୀ ଭୁସି ହତ୍ୟା କରିଛି କୁଳାଙ୍ଗାର ପୁଅ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମହାଛାଇ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ହେଲେ ଗାଁର କରୁଣାକର ସାହୁ ।…

ମରିଗଲା ମାନବିକତା: କେହି ଛୁଇଁଲେନି ଶବ, ଶଗଡ଼ରେ ଲଦି ମଶାଣି ନେଲା ପୁଅ

ବଲାଙ୍ଗିର: ଅନ୍ୟ ଜାତିରେ ବାହା ହୋଇଥିବାରୁ ମୃତଦେହକୁ କାନ୍ଧ ଦେଲେନାହିଁ ସମ୍ପର୍କୀୟ । କାନ୍ଧ ଦେବା ଦୂରର କଥା, ଶବକୁ ଆଡ଼ଆଖିରେ ଚାହିଁଲେ ନାହିଁ । ସାହି ପଡ଼ିଶା ବି ପାଖ ମାଡ଼ିଲେ ନାହିଁ । ଶେଷରେ ଅନ୍ୟ ଉପାୟ ନପାଇ ନାବାଳକ ପୁଅ ବାପାଙ୍କର ଶବ ସତ୍କାର କରିବାକୁ ଶଗଡ଼ ଗାଡ଼ିର ସାହାରା…

ଗୋଷ୍ଠୀ ସଂଘର୍ଷ ନେଲା ଜୀବନ: ମାଆ ମୃତ, ବାପା ଓ ପୁଅ ଗୁରୁତର

କଟକ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି । ମୃତକ ହେଲେ ଗାଁର ଶିବ ମହାଳିକଙ୍କ ପତ୍ନୀ…