Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୋରମ ନେଇଗଲା ଜୀବନ, ଜଣେ ନାବାଳିକା ମୃତ ୨ ଗୁରୁତର

ରାୟଗଡା: ବିଷମକଟକ ଥାନା ଅନ୍ତର୍ଗତ ସାନ କାଚାପାଇ ଗାଁରୁ ଆସିଲା ଦୁଃଖଦ ଖବର । ମୋରମ ଖୋଳା ଚାଲିଥିଲାବେଳେ ମାଟି ଧସି ଜଣେ ନାବାଳିକାର ମୃତ୍ୟୁ ଘଟିଛି । ଅନ୍ୟପଟେ ଆଉ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଆଜି ଅପରାହ୍ନରେ ସାନ କାଚାପାଇ…

ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପିତ

ପୁରୀ: ପୁରୀ ବାସୀଙ୍କୁ ଟ୍ୟାପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପିତ ହୋଇଛି । ଏଣିକି ପ୍ରତ୍ୟେକ ପରିବାରକୁ ୨୪ ଘଣ୍ଟା ଟ୍ୟାପ୍‌ ଯୋଗେ ଉଚ୍ଚ ମାନର ବିଶୁଦ୍ଧ ପାନୀୟ ଜଳ ମିଳିବାରେ ଦେଶର ପ୍ରଥମ ସହରର ସ୍ଥାନ ନେଇଛି ପୁରୀ । ଆଜି ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି…

ଶ୍ରାବଣ ସୋମବାରରେ ଭକ୍ତଙ୍କୁ ଖୋଜୁଛନ୍ତି ମହାଦେବ, ଶିବାଳୟ ଶୂନଶାନ

ଭୁବନେଶ୍ୱର: ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । ଆଜିର ଦିନରେ ଶିବାଳୟରେ ପ୍ରବଳ ଭିଡ଼ ହୁଏ । ବିଶେଷ କରି ବୋଲବମ୍ ଭକ୍ତଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳେ । ଗତବର୍ଷ ଭଳି ଏବର୍ଷ ବି କରୋନା ଭକ୍ତ ଓ ଭଗବାନଙ୍କ ଭିତରେ ଲକ୍ଷ୍ମଣରେଖା ଟାଣିଛି । ଶ୍ରାବଣ ସୋମବାରରେ ଆଉ ଶୁଭୁନି ହର ହର…

ଟ୍ରକ୍ ସହ ପିଟି ହେଲା କାର୍, ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ

ସମ୍ୱଲପୁର: ଅଶୁଭ ହେଲା ସୋମବାର । ଦୁର୍ଘଟଣା ନେଲା ଦୁଇ ଜଣଙ୍କର ଜୀବନ । ଟ୍ରକ୍ ସହ କାର୍ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ଆଉ ଦୁଇ ଜଣେ । ୫୫ ନମ୍ବର ଜାତୀୟ ରାଜପଥର ସମ୍ୱଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ କୟାକୁଦ ନିକଟରେ ଏହି ମର୍ମନ୍ତୁଦ…

ଆଜି ୨୯ ଜିଲ୍ଲାରୁ ୧୬୩୭ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ୍ ହାର ୨.୧୯%

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମୁଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ତଥାପି ୧୫ଶହ ତଳକୁ ଆସିନି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୬ଶହ ୩୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୯୪୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୮୮ଟି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ…

OCA କୋଚ୍ ତାଲିକା: ୨୦୨୧-୨୨ କ୍ରିକେଟ ସିଜିନ ପାଇଁ ନିଯୁକ୍ତି

କଟକ: ୨୦୨୧-୨୨ କ୍ରିକେଟ ସିଜିନ ପାଇଁ ବିଭିନ୍ନ ଦଳର ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦେଇଛି ଓଡ଼ିଶା କ୍ରିକେଟ ଆସୋସିଏସନ୍ । ଘୋଷଣା ହୋଇଛି ସେମାନଙ୍କ ତାଲିକା । ବିଭିନ୍ନ ବର୍ଗରେ ଉଭୟ ପୁରୁଷ ଓ ମହିଳା ଦଳ ପାଇଁ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ କୋଚ୍ ନାଁ ଘୋଷଣା ହୋଇଛି ।  ମୁଖ୍ୟ କୋଚ୍ ଓ୍ୱାସିମ୍…

ଆଜିଠାରୁ ସ୍କୁଲ ଆସିବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଖୋଲୁଛି ସମସ୍ତ ସ୍କୁଲ । ପ୍ରଥମ ପର୍ଯ୍ୟାୟରେ ପାଠ ପଢ଼ିବାକୁ ଆସିବେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଖୋଲିବାକୁ ଅନୁମତି ମିଳିଛି । କରୋନା କଟକଣା ଓ ଗାଇଡଲାଇନ୍ ଅନୁସାରେ କ୍ଲାସରୁମରେ ପାଠପଢ଼ା ଯିବ ।  ତାପୂର୍ବରୁ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହାଣିଲେ ଦୁର୍ବୃତ୍ତ, ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ପୁରୀ : ପୁରୀ ବାସେଲି ସାହି ଥାନା ଓଡ଼ିଆ ମଠ ନିକଟରେ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ୪ରୁ ୫ଜଣ ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବାସେଳି ସାହି ଓଡ଼ିଆ ମଠ ନିକଟ…

ଗାଧୋଇବା ବେଳେ ଭାସିଗଲେ ଚାଷୀ

କେନ୍ଦୁଝର : କେନ୍ଦୁଝରରେ ଅଭାବନୀୟ ଘଟଣା । ତେଲକୋଇର ଟୁଙ୍ଗୁରୁବାହାଳୀରେ ପାଣିରେ ଭାସିଗଲେ ଚାଷୀ । ଚାଷ କାମ ସାରି ଚାଷୀ ଜଣକ ଗାଧୋଉଥିବା ବେଳେ ପାଣିରେ ଭାସି ଯାଇଥିଲେ । ଭାସିଯାଇଥିବା ଚାଷୀ ଜଣକ ହେଲେ ଟୁଙ୍ଗୁରୁବାହାଳି ଗାଁର ଦ୍ବାନ ଦଣ୍ଡପାଟ । ଖବର ପାଇ ଅଗ୍ନିଶମ ବାହିନୀ ବହୁ ଖୋଜା…

କଟକ ରେଳ ଷ୍ଟେସନର ହେବ ଆଧୁନିକୀକରଣ

କଟକ : କଟକ ରେଳ ଷ୍ଟେସନର ହେବ ଆଧୁନିକୀକରଣ । ଯାତ୍ରୀଙ୍କୁ ମିଳିବ ସ୍ବତନ୍ତ୍ର ସୁବିଧା ସୁଯୋଗ । ଆଜି କଟକ ରେଳ ଷ୍ଟେସନକୁ ଖୋର୍ଦ୍ଧା ଡିଆରଏମ୍ ପରିଦର୍ଶନ କରିବା ପରେ ଏହି ସୂଚନା ଦେଇଛନ୍ତି । ନିକଟରେ ଦାୟିତ୍ୱ ଗ୍ରହଣ କରିଥିବା ନୂଆ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ…