Latest Odisha News

BREAKING NEWS

Browsing Category

ଓଡିଶା

Odisha

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବାଲେଶ୍ୱର ଓ ମୟୂରଭଞ୍ଜ ଗଲା ପୋଲିସ ଟିମ୍

ଭୁବନେଶ୍ୱର: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙକ୍ ମୃତ୍ୟୁ ଏବେ ବି ରହସ୍ୟଘେରରେ ରହିଛି । କେମିତି ଓ କେଉଁ ପରିସ୍ଥିତିରେ ତାଙ୍କ ଦେହରେ ନିଆଁ ଲାଗିଲା ? ମୃତ୍ୟୁ ପଛର କରାଣ କଣ ? ଏମିତି ଅନେକ ପ୍ରଶ୍ନ ଭିତରେ ଛନ୍ଦି ହୋଇଛି ସୌମ୍ୟରଞ୍ଜନଙ୍କ ମୃତ୍ୟୁ । ଅଧିକ…

ତିନି ରଥର ଦକ୍ଷିଣମୋଡ ପରେ ବାହୁଡା ପ୍ରସ୍ତୁତି

ପୁରୀ : ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ହେରାପଞ୍ଚମୀ ପରଦିନ ତିନି ରଥର ଦକ୍ଷିଣମୋଡ କରାଯାଇଛି ।ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣମୋଡ କରାଯାଇଥିଲା। ଏହା ପୂର୍ବରୁ ଭୋଇ ସେବକଙ୍କ ଦ୍ୱାରା ରଥର ବ୍ରେକ ଓ ଦଉଡି ସଂଯୋଗ…

କଟକଣାକୁ ବେଖାତିର, ପ୍ରସାଦ ବିକ୍ରି ସ୍ଥାନରେ ଚଢ଼ାଉ

ଗୁଣୁପୁର: କରୋନା କଟକଣାକୁ ବେଖାତିର । ରାୟଗଡା ଜିଲ୍ଲା ଗୁଣୁପୁରରେ କିଛି ପୂଜକଙ୍କ ସହ ବ୍ୟକ୍ତି ଖୋଲମଖୁଲା ପ୍ରସାଦ ବିକ୍ରି କରୁଥିବା ଖବର ପାଇବା ପରେ ଗୁଣୁପୁର ଉପଜିଲ୍ଲାପାଳ ଯେ ସୋନାଲ ଆଜି ଅଚାନକ ରଥଯାତ୍ରା ପଡିଆରେ ଚଢ଼ାଉ କରିଛନ୍ତି । ପ୍ରସାଦ ବିକ୍ରି କରୁଥିବା ପୂଜକ ଏବଂ ବ୍ୟକ୍ତିଙ୍କ…

STF ପଞ୍ଝାରେ ଦୁଇ ଚୋରା ବନ୍ଧୁକ ବେପାରୀ, ୧୦ଟି ବନ୍ଧୁକ ଜବତ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ହାତରେ ଧରାପଡ଼ିଛନ୍ତି ଚୋରା ବନ୍ଧୁକ ବେପାରୀ । ଭୁବନେଶ୍ୱର ଜଙ୍କିଆ ଅଞ୍ଚଳରୁ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୫ଟି ପିସ୍ତଲ, ୫ଟି SBML ବନ୍ଧୁକ ଓ ୮ ରାଉଣ୍ଡ ଗୁଳି ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର…

କୋରାପୁଟରେ ପୋଲିସ ଡିଜି ଅଭୟ, ମାଓ ଦମନ ରଣନୀତିର ସମୀକ୍ଷା

ସୁନାବେଡା: କୋରାପୁଟ ଜିଲ୍ଲା ଗସ୍ତରେ ଯାଇ ସୁନାବେଡ଼ାରେ ପହଞ୍ଚିଛନ୍ତି ପୋଲିସ ଡିଜି ଅଭୟ । ମାଓବାଦୀଙ୍କ ଗତିବିଧି ଓ ମାଓ ଦମନ ରଣନୀତି ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇଛନ୍ତି । ମାଓ ଦମଲ ଅଭିଯାନ ଓ ଆଗାମୀ ରଣନୀତି ବାବଦରେ ଜିଲ୍ଲା ପୋଲିସ ସହ ଆଲୋଚନା କରିଛନ୍ତି ପୋଲିସ ଡିଜି ।…

ରାଜ୍ୟରୁ ଆଉ ୬୬ ଜୀବନ ନେଲା କରୋନା, ୫ ହଜାର ଡେଇଁଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଉ ୬୬ ଜଣଙ୍କର ମୃତ୍ୟୁ ହୋଇଛି । ୧୬ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩ ଜଣ । ସେହିପରି ଗଞ୍ଜାମ ଜିଲ୍ଲାରୁ ଆଉ ୮ ଜଣଙ୍କର ମୃତ୍ୟୁ ହୋଇଛି ।…

କଟକ ତାଳଦଣ୍ଡା କେନାଲ୍ ଓ ନେତାଜୀ ବସ୍ ଟର୍ମିନାଲ୍ ପ୍ରକଳ୍ପର ତଦାରଖ କଲେ 5T ସଚିବ

କଟକ: ଆଜି ଭୋରରୁ କଟକରେ ପହଞ୍ଚି ଯାଇଥିଲେ ଫାଇଭ ଟି ସଚିବ ଭି. କେ. ପାଣ୍ଡିଆନ୍ । ତାଳଦଣ୍ଡା କେନାଲ ଆଧୁନିକୀକରଣ ଓ ନେତାଜୀ ବସ୍ ଟର୍ମିନାଲ୍ କାମ ବି ବୁଲି ଦେଖିଛନ୍ତି ଫାଇଭ ଟି ସଚିବ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଫାଇଭ୍ ଟି ସଚିବ ପ୍ରକଳ୍ପ…

ଆଜି ଓଡ଼ିଶାରୁ ୨୨୧୫ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ୍ ହାର ୨.୮୫%

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ପ୍ଲାଟ୍ୟୁ ସ୍ଥିତିରେ ରହିଛି । ୭୦ହଜାରରୁ ଅଧିକ ଟେଷ୍ଟ ହେଉଛି । ଚିହ୍ନଟ ହେଉଛନ୍ତି ଦୁଇ ହଜାରରୁ ଅଢ଼େଇ ହଜାର ଭିତରେ ଆକ୍ରାନ୍ତ । ୨୪ ଘଣ୍ଟାରେ ୨ହଜାର ୨୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୨ଶହ ୭୨ ଓ…

ଶାଢ଼ୀ ପ୍ୟାକେଟ୍ ଭିତରୁ ବାହାରିଲା ପୁଳା ପୁଳା ଗଞ୍ଜେଇ

ଭବାନୀପାଟଣା: ଗଞ୍ଜେଇ ଚୋରା ଚାଲାଣ ପାଇଁ କେତେ କଣ କାରସାଦି କରୁଛନ୍ତି ମାଫିଆ । କେତେବେଳେ ନଡିଆ କତା ବୋଝେଇ ଟ୍ରକରେ ତ କେବେ ପରିବା ବୋଝେଇ ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଛନ୍ତି । ଏବେ ଶାଢ଼ୀ ପ୍ୟାକେଟ୍ ଭିତରେ ଗଞ୍ଜେଇ ଚାଲାଣ ବେଳେ ଧରିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ପୋଲିସ ।…

ଭୁବନେଶ୍ୱର CETକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା, ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ୱର: କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି-CET କଲେଜ ହେବ ଏକକ ବିଶ୍ୱବିଦ୍ୟାଳୟ । ଏହାର ନାଁ ରହିବ ଓଡ଼ିଶା ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ। ଏହି ପ୍ରସ୍ତାବ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । CET କଲେଜ ଏକକ ବିଶ୍ୱବିଦ୍ୟାଳୟ ହେବା ପରେ ଛାତ୍ରଛାତ୍ରୀ…