Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ଅଗଷ୍ଟ ୧ ଯାଏ ବଢିଲା ଆଂଶିକ ଲକ୍‌ଡାଉନ୍‌

ଭୁବନେଶ୍ୱର: ଓଡ଼ିଶାରେ ଆଂଶିକ ଲକ୍‌ଡାଉନ୍‌କୁ ଅଗଷ୍ଟ ୧ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଅଗଷ୍ଟ ୧ ସକାଳ ୬ଟା ଯାଏ ରାଜ୍ୟରେ ବଳବତ୍ତର ରହିବ ଆଂଶିକ ଲକ୍‌ଡାନ। ଏ ନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବର୍ଗ-ଏ (୨୦ ଟି ଜିଲ୍ଲା) ରେ ଥିବା…

ବଣୁଆ ଭାଲୁ ଆତଙ୍କ

ନୂଆପଡା: ନୂଆପଡା ଜିଲ୍ଲାରେ ବଣୁଆ ଭାଲୁ  ଆତଙ୍କ । ଗତ କିଛି ଦିନ ହେବ ନୂଆପଡା ଜିଲ୍ଲା ସଦର ମହକୁମାରେ ବଣୁଆ ଭାଲୁ ଆତଙ୍କ ଦେଖା ଦେଇଛି । ଗତକାଲି ରାତ୍ରୀ ସମୟରରେ ନୂଆପଡା ଜିଲ୍ଲାପାଳ ସ୍ୱଧାଦେଵ ସିଂ ଙ୍କ ସରକାରୀ ବାସଭବନ ପରିସରକୁ ବଣୁଆ ଭାଲୁ ପଶି ଯାଇଥିଲା । ଭାଲୁକୁ ଜିଲ୍ଲାପାଳଙ୍କ…

କଟକରୁ ୨ କିଲୋ ସୁନା ଜବତ, ଜିଏସଟି ଫାଙ୍କି ବିକ୍ରି କରୁଥିଲେ

କଟକ: ପଞ୍ଜାବରୁ ସୁନା ଆଣି କଟକରେ ବେପାର କରୁଥିଲେ । ଜିଏସଟି ଫାଙ୍କି ବେଆଇନ ବିକ୍ରି କରିବା ବେଳେ ଧରିଲା ପୋଲିସ । କଟକରୁ ୨ କିଲୋ ୨୯ ଗ୍ରାମ୍ ସୁନା ଜବତ କରିଛି କମିଶନରେଟ ପୋଲିସ । ଏହି ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ । ଜବତ ସୁନାର ମୂଲ୍ୟ ୫୫ ଲକ୍ଷରୁ ଅଧିକ ଟଙ୍କା ହେବ ।…

ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ଓ ଉପନେତା

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ବିରୋଧୀ ଦଳ ନେତା ଓ ଉପନେତା ସୁସ୍ଥ ହେଉଛନ୍ତି । ଦୁହେଁ କରୋନା ସଂକ୍ରମିତ ହେବା ପରେ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି । ୫୦ ଦିନ ହେବ ତାଙ୍କୁ ଭେଣ୍ଟିଲେଟର ବାହାରେ…

ରହସ୍ୟଘେରରେ ପାରଳାଖେମୁଣ୍ଡି ACFଙ୍କ ମୃତ୍ୟୁ, ପତ୍ନୀ ଓ ଡିଏଫଓଙ୍କ ସମେତ ୩ ଜଣଙ୍କ ନାଁରେ ହତ୍ୟା ମାମଲା

ପାରଳାଖେମୁଣ୍ଡି: ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢୁଛି । ନାନା ପ୍ରଶ୍ନବାଚୀ ଉଠିଛି । ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ସନ୍ଦେହ କରିଛନ୍ତି ସୌମ୍ୟରଞ୍ଜନଙ୍କ ପରିବାର ଲୋକ । ପାରଳାଖେମୁଣ୍ଡି ଥାନାରେ ପୁଅର ମୃତ୍ୟୁ ପଛରେ ତିନି ଜଣଙ୍କ ସଂପୃକ୍ତି ଅଭିଯୋଗରେ…

ଶୋଇଥିବା ବେଳେ ନିଆଁ ଲଗାଇ ହତ୍ୟା ଉଦ୍ୟମ

ଅନୁଗୁଳ : ଅନଗୁଳ ସହର ଆଖଣ୍ଡଳମଣି ମନ୍ଦିର ନିକଟରେ ଘଟିଛି ଅଭାବନୀୟ କାଣ୍ଡ । ମନ୍ଦିର ନିକଟସ୍ଥ ଏକ ସିମେଣ୍ଟ ଚଟାଣରେ ମହମ୍ମଦ ମହବୁଲ ନାମକ ଜଣେ ଯୁବକ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଜଣା ପଡିଛି । ଫଳରେ ନିଆଁରେ ପୋଡି ହୋଇ ମହମ୍ମଦ ମହବୁଲ…

ଘର ଭିତରୁ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର

ଯାଜପୁର: ଘର ଭିତରୁ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର । ପାରିବାରିକ କଳହ ଓ ଆର୍ଥିକ ଅଭାବରୁ ଆତ୍ମହତ୍ୟା ଅଭିଯୋଗ । ଯାଜପୁର ବିଂଝାରପୁର ଉତ୍ତରକୁଳ ପଂଚାୟତ ସୁନ୍ଦରପୁର ଗାଁ ରେ ଘଟିଛି ଘଟଣା । ବିଂଝାରପୁର ଥାନା ଉତ୍ତରକୂଳ ପଞ୍ଚାୟତ ସୁନ୍ଦରପୁର ଗ୍ରାମର ଦୀପକ କୁମାର ନାଥ ଯାଜପୁର ଟାଉନ ଥାନା…

ଖୋର୍ଦ୍ଧା ଜିଲ୍ଲା କମିଟି ପକ୍ଷରୁ ବନ୍ଦ ଡାକରା

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା କମିଟି ପକ୍ଷରୁ ଓଡ଼ିଶା ବନ୍ଦ ଡାକରା । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ମୂଲ୍ୟ ବୃଦ୍ଧିର  ପ୍ରତ୍ୟାହାର ଦାବିରେ ଓଡ଼ିଶା ବନ୍ଦ ଡାକରା । ଖୋର୍ଦ୍ଧା ଜିଲ୍ଲା କମିଟି ପକ୍ଷରୁ ପାର୍ଟି ରାଜ୍ୟ…

ରାଉରକେଲାରେ ଓଡ଼ଶା ବନ୍ଦର ମିଶ୍ରିତ ପ୍ରଭାବ

ରାଉରକେଲା : ରାଉରକେଲାରେ ଓଡ଼ଶା ବନ୍ଦର ମିଶ୍ରିତ ପ୍ରଭାବ । ଚାରୋଟି ବାମପନ୍ଥୀ ଦଳ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଆଦି ଦର ବୃଦ୍ଧି ପ୍ରତିବାଦରେ ଓଡ଼ିଶା ବନ୍ଦ । ରାଉରକେଲା ସହରର ବିଭିନ୍ନ ସ୍ଥାନରେ ସିପିଆଇ, ସିପିଏମ୍‌, ସିପିଆଇଏମଏଲ୍‌ ସମେତ ବିଭିନ୍ନ ବାମପନ୍ଥୀ ଶ୍ରମିକ ସଙ୍ଗଠନର ନେତା ଓ…

ଦିନ ସାଢ଼େ ୨ଟାରେ ମୁଖ୍ୟ ସଚିବଙ୍କ ପ୍ରେସ ବିବୃତ୍ତି, ଗୁରୁତ୍ୱପୂର୍ଣ୍ଣ ଘୋଷଣାକୁ ଅପେକ୍ଷା

ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲି ସକାଳେ ସରୁଛି ଆଂଶିକ ଲକଡାଉନ୍ । ତାପରେ କଣ ରହିବ ମୁକାବିଲା ରଣନୀତି । ଆଜି ଦିନ ସାଢ଼େ ୨ଟାରେ ପରବର୍ତ୍ତୀ କାର୍ୟ୍ୟପନ୍ଥା ବାବଦରେ ସୂଚନା ଦେବେ ମୁଖ୍ୟ ସଚିବ ସୁରେଶ ମହାପାତ୍ର । ପ୍ରେସ ବିବୃତ୍ତି ଜାରି କରିବେ । ଜୁଲାଇ ୩୦ ତାରିଖ ଯାଏ କଣ ରହିବ କୋଭିଡ୍…