Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁଲିସ-ମାଓ ମୁହାଁମୁହିଁ, ଜଣେ ମାଓବାଦୀ ମୃତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୋଲିସ ମାଓ ଗୁଳିବିନିମୟ । ଏଥିରେ ଜଣେ ଯବାନ ଆହତ ହୋଇଥିବା ବେଳେ ଆଉ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଆଉ କିଛି ମାଓବାଦୀ ଆହତ ହୋଇଥିବା ଅନୁମାନ କରାଯାଉଛି । ବିଜାପୁର ଜିଲ୍ଲା ଉସୁର ଥାନା ଅନ୍ତର୍ଗତ…

ପଜିଟିଭ୍ ହାର ଓ କୋଭିଡ ଗାଇଡଲାଇନକୁ ଦେଖି ଅନଲକ୍ ସମ୍ପର୍କରେ ନିଆଯିବ ନିଷ୍ପତ୍ତି

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ । ମାମଲା ହ୍ରାସ ପାଉଥିବା ବେଳେ, ମୃତ୍ୟୁ ସଂଖ୍ୟାରେ କିନ୍ତୁ ବ୍ରେକ୍ ଲାଗୁନି । ତେବେ ଗତ କିଛି ଦିନର ସ୍ଥିତିକୁ ଯଦି ନଜର ପକାଇବା, ତାହେଲେ ରାଜ୍ୟରେ କମୁଛି ସଂକ୍ରମଣ । ଯେଉଁ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି,…

କରୋନାରେ ମାଓ ନେତା ମୃତ

ମାଲକାନଗିରି : ପୁଣି କରୋନାରେ ଜଣେ ମାଓବାଦୀ ମୃତ । କରୋନା ନେଲା ଆନ୍ଧ୍ର ଓଡିଶା ଛତିଶଗଡ଼ ତିନିରାଜ୍ୟର ଟୋପ ହାର୍ଡଖୋର ମାଓନେତା ବିନୋଦର ଜୀବନ । ବହୁ ଚର୍ଚ୍ଚିତ ୨୦୧୩ ମସିହା ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲାର ଝିରମ ଘାଟିରେ ୩୨ ଜଣଙ୍କୁ ହତ୍ୟା କରିଥିଲା ଏହି ମାଓ…

ପଛୁଆ ଜିଲ୍ଲାରେ ଦିବ୍ୟାଙ୍ଗ ଶିକ୍ଷକଙ୍କ ଶିକ୍ଷାଦାନ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଅନଲାଇନ୍ ଶିକ୍ଷା ବ୍ୟାବସ୍ତାର ବିଫଳ ଚିତ୍ର । ଲକ୍ ଡାଉନ୍ ପରେ ଅନ ଲାଇନରେ ଶିକ୍ଷା ପ୍ରଦାନ କରିବା ଲାଗି ଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ସରକାର । ହେଲେ ପଛୁଆ ଜିଲ୍ଲାରେ  ନେଟୱାର୍କ ନାହି କି ଗରିବ ବାପା ମାଆଙ୍କ ମୋବାଇଲ ଫୋନ କିଣିବା ଲାଗି…

ବିନା ଭକ୍ତରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ମନ୍ଦିର ଭିତରେ ହେଲା ମହାପ୍ରଭୁଙ୍କ ରଥଯାତ୍ରା

ରାୟଗଡା: କୋଭିଡ କଟକଣା ଭିତରେ ସୀମିତ ସେବାୟତଙ୍କ ଦ୍ୱାରା ବିନା ଭକ୍ତରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ନିରାଡମ୍ବର ଭାବରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ରଥଯାତ୍ରା । ଜିଲ୍ଲାର ରାୟଗଡା, କାଶୀପୁର, ଗୁଣପୁର, ବିଷମକାତକ ଓ ମୁନିଗୁଡା ସମେତ ସମସ୍ତ ଜଗନ୍ନାଥ ମନ୍ଦିରରେ…

ବ୍ୟଞ୍ଜନରେ ତିନି ଦିଅଁ

ଅନୁଗୁଳ - ଭକତ ବିଦୁରର ଯେଉଁ ଶାଗ ଭଜା ଦେଇ ଜଗନ୍ନାଥ ତାଙ୍କ ମନ ତୋଷାଇ ପାରିଥିଲେ । ସେହି ଶାଗ ଭଜାରେ ଆଜି ଆଉ ଜଣେ ଭକତ କାଳିଆର ଚିତ୍ର ଚିତ୍ରଣ କରି ବିଶ୍ୱରୁ ମହାମାରୀ କରୋନା ଦୂର କରିବା ପାଇଁ ଜଗତର ନାଥ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ କରୋନା…

ଶିକ୍ଷକ ସ୍ୱାମୀ ସାଜିଲା ସୈତାନ୍: ସ୍ତ୍ରୀକୁ ପିଟି ପିଟି ମାରିଦେଲା

ଯାଜପୁର: ସ୍ୱାମୀ ସାଜିଲା ସୈତାନ୍ । ଘରୋଇ କଳହର କୁପରିଣତି । ସ୍ତ୍ରୀକୁ ଅତି ନିର୍ମମ ଭାବରେ ହତ୍ୟା ଅଭିଯୋଗ । ଏକ ଲୁହା ହାମରରେ ପିଟି ପିଟି ମାରି ଦେଲା ଶିକ୍ଷକ ସ୍ୱାମୀ । ଯାଜପୁର ଜିଲ୍ଲା କୋରାଇ ଥାନା ରଣପୁର ଗାଁରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଦୀପ୍ତିମୀ ଜେନା ।…

ନିଆଁରେ ପୋଡ଼ି ହୋଇ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି: ନିଆଁ ପୋଡ଼ି ହୋଇ ଗୁରୁତର ହୋଇଥିବା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ସରକାରୀ ଘରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କଟକର ଏକ…

ମାଟ୍ରିକ ଅଫଲାଇନ ପରୀକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା

କଟକ: ଚଳିତବର୍ଷ ମାଟ୍ରିକ ରେଜଲ୍ଟକୁ ନେଇ ଅସନ୍ତୋଷ ଛାତ୍ରଛାତ୍ରୀ ଅଫ୍ ଲାଇନରେ ପରୀକ୍ଷା ଦେଇପାରିବେ । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ସମସ୍ତ ବ୍ୟବସ୍ଥା କରୁଛି । ଜୁଲାଇ ୩୦ରୁ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଆସନ୍ତା ୧୮ ତାରିଖ ସୁଦ୍ଧା ସେଣ୍ଟର ନିର୍ଦ୍ଧାରଣ ହେବ । ୨୮ ତାରିଖ ସୁଦ୍ଧା…

ରକ୍ତ ସମ୍ପର୍କରେ ରକ୍ତର ଛିଟା: ସାନ ଭାଇକୁ ମାରିଦେଲା ବଡ଼ ଭାଇ

ବାରିପଦା: ସାନ ଭାଇକୁ କୁରାଢ଼ୀରେ ପିଟି ହତ୍ୟାକଲା ମଦୁଆ ଭାଇ । ବଡ଼ଭାଇର ଆକ୍ରମଣରେ ସାନ ଭାଇର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଭାଲୁକଚୁଆ ଖଡ଼ିଆସାହିରେ । ମୃତକ ହେଲେ ଭାଲୁକଚୁଆ ଗାଁର ନର ଦେହୁରୀଙ୍କ ସାନ ପୁଅ ଶମ୍ଭୁ ଦେହୁରୀ…