Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଲମ୍ପିକ୍ସରେ ପଦକ ବିଜେତା ଓଡ଼ିଆଙ୍କ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ଟୋକିଓ ଅଲମ୍ପିକ୍ସରେ ଯୋଗ ଦେବାକୁ ଥିବା ଓଡ଼ିଆ କ୍ରୀଡାବିତଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନଙ୍କୁ ଉତ୍ସାହିତ କରିବ ସହ ଶୁଭେଚ୍ଛା ଜଣାଇଛନ୍ତି । ଘୋଷଣା କରିଛନ୍ତି ମେଡାଲ ବିଜେତାଙ୍କ ପାଇଁ ପୁରସ୍କାର ରାଶି। ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରତି…

ପୋଲିସ ଜାଲରେ ଲୁଟେରା, ବିପୁଳ ଟଙ୍କା ଓ ସୁନା ଗହଣା ଜବତ

ଗୁଣୁପୁର: କରୋନା ମହାମାରୀରେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଭଳି ସରକାରୀ ଘୋଷଣା ସାମ୍ନାକୁ ଆଣିଛି ଅନେକ ଅପ୍ରତ୍ୟଶିତ ପରିସ୍ଥିତି । ବଢିଛି ବେରୋଜଗାରୀ, ବ୍ୟାପିଛି ଲୁଟ୍ ଓ ଡକାୟତି ଭଳି ଅପରାଧିକ ଘଟଣା । ଏହି ଧାରାରେ ରାୟଗଡା ଜିଲ୍ଲାରେ ଏକ ଲୁଟ୍ ମାମଲାର ପର୍ଦ୍ଦାଫାସ୍ କରିବାରେ ସଫଳ ହୋଇଛି…

ଟାଓ୍ବାର ବସାଇବା ନାଁରେ ଲୁଟି ନେଇଥିଲେ ୩୯ ଲକ୍ଷ, କୋଲକାତାରୁ ଧରିଲା ପୋଲିସ

ଭୁବନେଶ୍ବର : ନୂଆ ତରିକାରେ ସାଇବର ଠକେଇ । ମାଳ ମାଳ ବ୍ୟାଙ୍କ ପାସ୍ ବୁକ୍ । ଏକାଧକ ଏଟିଏମ୍ କାର୍ଡ୍ ସାଙ୍ଗକୁ ଲାପଟପ୍ । ରିଲାଏନ୍ସ ଜିଓର ଟାୱାର ବସାଇବା ପାଇଁ ଅଛି ବିଭିନ୍ନ ଡକ୍ୟୁମେଣ୍ଟ୍ । ଜିଓ ଟାୱାର କରାଇଦେବା ନାଁରେ ହୋଇଥିବା ଠକେଇର ହୋଇଛି ପର୍ଦ୍ଦାଫାସ । ଏଭଳି ଏକ ଠକ କମ୍ପାନୀର…

ରଥଯାତ୍ରା ପାଇଁ ସରିଲା ସମୀକ୍ଷା ବୈଠକ

ପୁରୀ : କୋଭିଡ କଟକଣାରେ ବିନାଭକ୍ତରେ ହେବ ଚଳିତ ବର୍ଷର ରଥଯାତ୍ରା । ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସମୀକ୍ଷା ବୈଠକ । ପୂର୍ବ ବର୍ଷ ପରି ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ଡିଜିଟାଲ ଦର୍ଶନ ଉପରେ ଦିଆଯାଇଛି ଗୁରୁତ୍ବ ।…

୧୧ ତାରିଖରେ ହୀରାକୁଦରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ୱଲପୁର : ଆସନ୍ତା ୧୧ ତାରିଖରେ ହୀରାକୁଦରୁ ଛଡ଼ାଯିବ ବନ୍ୟାଜଳ । ପୂଜାର୍ଚ୍ଚନା ପରେ ଦିନ ୧୧ଟାରେ ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ଏଥିପାଇଁ ତଳମୁଣ୍ଡର ୧୨ଟି ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ଜଳଭଣ୍ଡାରର ଅତିରିକ୍ତ…

ଦୁର୍ଘଟଣାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

କଟକ : କଟକ ପାରାଦୀପ ମୁଖ୍ୟ ରାସ୍ତା ଚାଉଳିଆଗଞ୍ଜ ଗାନ୍ଧୀ ଛକ ନିକଟରେ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ, ସ୍ବାମୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଓଏମପି ଛକରୁ କିଷନନଗର ଆଡକୁ ଯାଉଥିବା ଏକ ମାଲ୍ ବୋଝଇ ଟ୍ରକ୍ ମୋଟର ସାଇକେଲକୁ ପଛପଟୁ ଧକ୍କା ଦେଇଥିଲା ।…

ଭଦ୍ରକ ଏନସି ହାଇସ୍କୁଲକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କଲେ ବିଧାୟକ

ଭଦ୍ରକ : ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କଲେ ବିଧାୟକ । ବିଦ୍ୟାଳୟକୁ ସ୍ମାର୍ଟ କରିବା ସହ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ ୧ କୋଟିରୁ ଅଧିକ ଟଙ୍କା । ଭଦ୍ରକ ସହରର ସବୁଠୁ ପୁରୁଣା ପୁରୁଣାବଜାର ସ୍ଥିତ ଏନସି ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି ଭଦ୍ରକ…

ଆତ୍ମସମର୍ପଣ କଲେ ଦୁଇ ହାର୍ଡକୋର ମାଓବାଦୀ

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ସକ୍ରିୟ ଥିବା ଦୁଇ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦୁଇ ହାର୍ଡକୋର ମାଓବାଦୀ । ନକ୍ସଲ ପନ୍ଥିଙ୍କ ଜାଗରକୋଣ୍ଡା ଏରିଆ କମିଟିର ସଦସ୍ୟ ହେମଲା ରାମା ଓ ମାଡକାମି…

IDBPପରୀକ୍ଷାରେ କିଟ୍‍ ଇଣ୍ଟରନାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ବାଜିମାତ

ଭୁବନେଶ୍ୱର : ଆଇବିଡିପି ପରୀକ୍ଷାରେ କିଟ୍‍ ଇଣ୍ଟରନାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ବାଜିମାତ । ଇଣ୍ଟରନାସ୍‍ନାଲ୍‍ ବାକାଲରେଟ୍‍ ଡିପ୍ଲୋମା ପ୍ରୋଗ୍ରାମ୍‍ (ଆଇବିଡିପି) ପରୀକ୍ଷାରେ କିଟ୍‍ ଇଣ୍ଟରନାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିଛନ୍ତି । ମଙ୍ଗଳବାର…

ଘର ଭିତରୁ ୪ ଫୁଟ ଲମ୍ବର ଗୋଧି ଉଦ୍ଧାର

ଭୁବନେଶ୍ୱର : ପାଇଖାନା ଭିତରୁ ବିରାଟକାୟ ଗୋଧି ଉଦ୍ଧାର ।  ଗୋଧି ପାଇଁ ୫ ଦିନ ବନ୍ଦ ରହିଲା ଗାଧୁଆ ଘରେ । ଭୁବନେଶ୍ୱର ପଳାଶୁଣି କପିଳେଶ୍ୱର ବିହାର ଲେନ-୬ ରେ ଜଣେ ବ୍ୟକ୍ତିଙ୍କ ତଳ ମହଲା ଗାଧୁଆ ଘରେ ପଶି ଯାଇଥିଲା ଏକ ମୋଟା ଗୋଧି । ଗୋଧିଟି ବାହାର କାନ୍ଥରେ ଲାଗିଥିବା ପ୍ଲାଷ୍ଟିକ ପାଇପକୁ…