Latest Odisha News

BREAKING NEWS

Browsing Category

ଓଡିଶା

Odisha

କାଲିଠୁ ଗଞ୍ଜାମରେ ଦିଆଯିବ କୋଭାକ୍ସିନ, ବ୍ରହ୍ମପୁରରେ ପହଞ୍ଚିଲା ୧ ଲକ୍ଷ ୪୦ ହଜାର ଡୋଜ୍ ଟିକା

ବ୍ରହ୍ମପୁର: ଆସନ୍ତାକାଲିଠୁ ଗଞ୍ଜାମ ଜିଲ୍ଲାରେ ଦିଆଯିବ କୋଭାକ୍ସିନ୍ ଟିକା । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ବ୍ରହ୍ମପୁରରେ ୧ ଲକ୍ଷ ୪୦ ହଜାର ଡୋଜ୍ କୋଭାକ୍ସିନ ଟିକା ପହଞ୍ଚିଛି । ବ୍ରହ୍ମପୁର ସିଟି ହସ୍ପିଟାଲରେ କୋଭାକ୍ସିନ ଟିକା ପହଞ୍ଚିଛି । ଆସନ୍ତାକାଲି ସୁଦ୍ଧା ଜିଲ୍ଲାର ଅନ୍ୟ…

ଜିଓ ଶୁଭାରମ୍ଭ କଲା ‘ଜରୁରୀକାଳୀନ ଡାଟା ଋଣ’ ସୁବିଧା

ଭୁବନେଶ୍ବର : ହାଇସ୍ପିଡ୍ ଡାଟା ବ୍ୟବହାର ଜାରି ରହିଥିବା ସମୟରେ ହଠାତ୍ ଦିନର ଧାର୍ଯ୍ୟ ହାଇସ୍ପିଡ୍ ଡାଟା ଶେଷ ହୋଇଗଲେ ପ୍ରତ୍ୟେକ ମୋବାଇଲ୍ ଡାଟା ବ୍ୟବହାରକାରୀ ତୁରନ୍ତ ଡାଟା ଟପ୍ ଅପ ରିଚାର୍ଜ କରିବାକୁ ବିଭିନ୍ନ କାରଣରୁ ସମର୍ଥ ହୋଇନଥାନ୍ତି । ଯାହାକୁ ହୃଦୟଙ୍ଗମ କରିଛି ଜିଓ । ଏବେ…

କେବଳ ସେବାୟତ ଟାଣିବେ ରଥ

ପୁରୀ : ପୂର୍ବବର୍ଷ ଭଳି ଏଥର ବି କୋଭିଡ କଟକଣାରେ ହେବ ରଥଟଣା । ଦକ୍ଷିଣ ମୋଡ଼ ମଧ୍ୟ ଗତ ବର୍ଷ ଭଳି ହେବ । ଗତବର୍ଷ ଭଳି ଚଳିତ ବର୍ଷ କେବଳ ସେବାୟତମାନେ ହିଁ ଟାଣିବେ ତିନି ରଥ । ତେବେ ରଥଟଣା ବେଳେ ସେବାୟତମାନଙ୍କୁ ମୋବାଇଲ ଓ କ୍ୟାମେରା ବ୍ୟବହାର କରିବାକୁ ବାରଣ କରାଯାଇଛି । ରଥଯାତ୍ରାକୁ…

ଗର୍ଭବତୀଙ୍କୁ ଟିକା ଦେବା ନେଇ ବିଏମସିର ପ୍ରସ୍ତୁତି

ଭୁବନେଶ୍ବର : ଗର୍ଭବତୀଙ୍କୁ ଦିଆଯିବ କରୋନା ଟିକା । ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଖାସକରି କେନ୍ଦ୍ର ସରକାରଙ୍କ ଏହି ଗାଇଡଲାଇନ୍ ଆସିବା ପରେ ଗର୍ଭବତୀଙ୍କୁ ଟିକା ଦେବା ପାଇଁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ତେବେ ଭୁବନେଶ୍ବର ମହାନଗର…

ଲୋକାଭିମୁଖୀ ହେବ ବୟନ ଶିଳ୍ପ, ସାମଗ୍ରୀର ବିକ୍ରି ପାଇଁ ହେବ ବଜାର ବ୍ୟବସ୍ଥା

ସୋନପୁର : ବୟନଶିଳ୍ପ ଓ ହସ୍ତଶିଳ୍ପର ପ୍ରସାର ପାଇଁ କରାଯିବ ବ୍ୟବସ୍ଥା । ବୟନ ଶିଳ୍ପକୁ ଲୋକାଭିମୁଖୀ କରାଯିବ ସହ ସାମଗ୍ରୀର ବିକ୍ରି ପାଇଁ କରାଯିବ ବଜାର ବ୍ୟବସ୍ଥା । ଏଭଳି ସୂଚନା ଦେଇଛନ୍ତି ସୋନପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରଓ୍ବାଣେ । ଆଜି ସୋନପୁର ବ୍ଲକ ସାଗରପାଲି ଗସ୍ତ…

କୋରାପୁଟରେ ପୋଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିବା ଘଟଣା, ୭ ଜଣଙ୍କୁ ଅଟକ ରଖିଲା ପୋଲିସ

କୋରାପୁଟ : ମହଙ୍ଗା ପଡ଼ିଲା ପୋଲିସକୁ ମାଡ ମାରିବା । କୋରାପୁଟ କାକିରିଗୁମ୍ମାରେ ପୋଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ଘଟଣାରେ ୭ ଜଣଙ୍କୁ ଅଟକ ରଖିଛି ପୋଲିସ । ଏକ ଦୁର୍ଘଟଣାର ତଦନ୍ତ ପାଇଁ ଯାଇଥିବା ବେଳେ କାକିରିଗୁମ୍ମା ଥାନା ଓଆଇସି ଓ…

ପେଟ୍ରୋଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ

ଗଞ୍ଜାମ : ଟ୍ୟାଙ୍କରରେ ପେଟ୍ରୋଲ, ଡିଜେଲ ବା କିରୋସିନ୍ ନିଆଯାଏ ବୋଲି ଆମେ ସମସ୍ତେ ଜାଣିଛେ । କିନ୍ତୁ ପେଟ୍ରୋଲ ଟ୍ୟାଙ୍କରରେ ଯେ ଗଞ୍ଜେଇ ଚାଲାଣ ହୁଏ ତାହା ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ହଁ, ଧରା ନପଡ଼ିବା ଲାଗି ଏଭଳି ଅଭିନବ ଉପାୟରେ ଚାଲାଣ ହୋଇଛି ଗଞ୍ଜେଇ । ଆଉ ସବୁ ଉଦ୍ୟମ ଫେଲ୍…

କୋରାପୁଟ ପୋଲିସକୁ ସଫଳତା, କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ : କୋରାପୁଟ ଜିଲ୍ଲା ଜୟପୁର ସଦର ପୋଲିସକୁ ବଡ ସଫଳତା । ୧ କୋଟି ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଧରିବାରେ ସଫଳ ହୋଇଛି ସଦର ପୋଲିସ । ବ୍ରାହ୍ମଣୀ ଗାଁ ନିକଟରେ ପୋଲିସ ପାଟ୍ରୋଲିଂ କରିବା ସମୟରେ ଗଞ୍ଜେଇକୁ ଜବତ କରାଯାଇଛି । ପାଖାପାଖି ୧୨୪୦ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ, ଘଟଣାରେ…

ଛତିଶଗଡ଼ରେ ନକ୍ସଲ ହମଲା, ଗୁଳି ବିନିମୟ ଜାରି

ଛତିଶଗଡ଼ : ଛତିଶଗଡ଼-ମହାରାଷ୍ଟ୍ର ସୀମାନ୍ତରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ଲୁହାପଥର ଖଣି ଉପରେ ମାଓବାଦୀମାନେ କବଜା କରିବା ସହ ଆକ୍ରମଣ କରିଛନ୍ତି । ନାରାୟଣପୁର ଜିଲ୍ଲା ଛୋଟେଡ଼ଙ୍ଗର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ଏବେ ବି ଉଭୟ ପକ୍ଷ ମଧ୍ୟରେ ଜାରି ରହିଛି…

କୋଭିଡ କଟକଣା ଭାଙ୍ଗିଲେ ଚାନ୍ଦବାଲି ବିଧାୟକ, ଭିଡିଓ ଭାଇରାଲ

ଭୁବନେଶ୍ୱର: ବିବାହ ଉତ୍ସବରେ କୋଭିଡ ଗାଇଡ଼ ଲାଇନ୍ ଉଲ୍ଲଂଘନ ଅଭିଯୋଗ । ବିବାହ ସମୟରେ ନିୟମ ଉଲ୍ଲଂଘନ କରି ଏକାଠି ନାଚୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଖୋଦ୍ ଚାନ୍ଦବାଲି ବିଜେଡି ବିଧାୟକ ବ୍ୟୋମକେଶ ରାୟ ନିଜ ବନ୍ଧୁ ଓ ସହଯୋଗୀଙ୍କ ସହ ନାଚୁଥିବାର ଦେଖିବାର…