Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାୟଗଡ଼ାରୁ ରାଜସ୍ଥାନ ଚାଲାଣ ବେଳେ ୭.୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୬ ଗିରଫ

ରାୟଗଡା: ରାଜସ୍ଥାନକୁ ରାୟଗଡ଼ାରୁ ଗଞ୍ଜେଇ ଚୋରା ଚାଲାଣ । ସୂଚନା ପାଇ ରେଡ୍ କଲା ମୁନିଗୁଡା ପୋଲିସ । ରାଜସ୍ଥାନ ଆଜମେରକୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ଢ଼େପାଗୁଡା ନିକଟରେ ଟ୍ରକରେ ଲୋଡିଂ ହେଉଥିବା ବେଳେ ଚଢ଼ାଉ କଲା ପୋଲିସ । ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଭିତରେ…

୨୦୨୨-୨୩ ସୁଦ୍ଧା ପୁରୀରୁ ଉଡ଼ିପାରେ ବିମାନ !

ଭୁବନେଶ୍ୱର: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦ ପାଇଁ ପ୍ରକ୍ରିୟା ଜାରି ରହିଛି । ସବୁ ଠିକଠାକ୍ ରହିଲେ ୨୦୨୨-୨୩ ସୁଦ୍ଧା ପୁରୀରୁ ବିମାନ ଉଡ଼ିବା ସମ୍ଭାବନା ଉଜ୍ଜ୍ୱଳ ରହିଛି । ପୁରୀରୁ ବିମାନସେବା ଉପରେ ଏହି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବିମାନବନ୍ଦର…

ଭୁବନେଶ୍ୱରରେ ମୋଲେକ୍ୟୁଲାର୍ ମ୍ୟୁକୋରମାଇକୋସିସ୍ ଲାବ୍ ଉଦଘାଟିତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଏଲଭି ପ୍ରସାଦ ଚକ୍ଷୁ ହସ୍ପିଟାଲ ପରିସରରେ MGM ଆଡଭାନ୍ସଡ ମୋଲେକ୍ୟୁଲାର୍ ମ୍ୟୁକୋରମାଇକୋସିସ୍ ଲାବ୍ରୋଟୋରୀ ଉଦଘାଟିତ ହୋଇଯାଇଛି । ଏହି ଲାବ୍ରୋଟୋରୀ ପ୍ରତିଷ୍ଠା ପାଇଁ MGM ଫାଉଣ୍ଡେସନ୍ ୧୦ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛି । MGM ଫାଉଣ୍ଡେସନର…

ନୃଶଂସ ହତ୍ୟାକାଣ୍ଡ: ମହିଳାଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା କରିଦେଲେ ଦୁର୍ବୃତ୍ତ

ବାରିପଦା: ବୀଭତ୍ସ, ଅମାନୁଷିକ ଓ ନୃଶଂସକାଣ୍ଡ । ମହିଳାଙ୍କ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଲେ ଦୁର୍ବୃତ୍ତ । ଗାଁ ଦାଣ୍ଡରୁ ମହିଳା ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଛି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବାଲିଭୋଳ ଗାଁରେ ଦେଖିବାକୁ ମିଳିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡ । ଖବର ପାଇ…

ଦୁର୍ଲ୍ଲଭ ବ୍ରହ୍ମ କମଳର ମାହାତ୍ମ୍ୟ

ଭୁବନେଶ୍ୱର: ଏ ଫୁଲ ନେଇ ରହିଛି ମାହାତ୍ମ୍ୟ । ଅତି ଦୁର୍ଲ୍ଲଭ ଆଉ ଦୁର୍ମୂଲ୍ୟ । ଏକ ନିର୍ଦ୍ଦିଷ୍ଟ ଋତୁରେ ଫୁଟିଥାଏ ଏହି ଫୁଲ । ମହାପ୍ରଭୁଙ୍କ ଅତିପ୍ରିୟ ଏହି ଦୁର୍ଲ୍ଲଭ ଫୁଲ ହିମାଳୟ ଶିଖର ମଣ୍ଡନ କରିଥାଏ । ଏହାକୁ ଫୁଲର ସମ୍ରାଟ ବୋଲି ମଧ୍ୟ କୁହାଯାଏ । ମହାପ୍ରଭୁ ଜଗନ୍ନାଥଙ୍କର ଅତି ପ୍ରିୟ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଚକାବିଜେ ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅନୁଷ୍ଠିତ ହେବ ଚକାବିଜେ ନୀତି । ସ୍ନାନ ପୂର୍ଣ୍ଣିମା ଦିନଠାରୁ ଅସୁସ୍ଥ ହୋଇପଡିଛନ୍ତି ଶ୍ରୀଜିଉ । ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଅନବସରରେ ଚାଲିଛି ଗୁପ୍ତନୀତି । ଦଇତାପତି ସେବାୟତମାନେ ଶ୍ରୀଜୀଉଙ୍କୁ ସୁସ୍ଥ କରିବା ପାଇଁ ଲାଗିପଡିଛନ୍ତି ।…

ରହସ୍ୟମୟ ତକ୍ଷକ ନାଗଚନ୍ଦ୍ରେଶ୍ୱର ମନ୍ଦିର

ଭୁବନେଶ୍ୱର: ଉଜ୍ଜୟିନୀର ରହସ୍ୟମୟ ମନ୍ଦିର । ବର୍ଷ ତମାମ ବନ୍ଦ ରହିଥାଏ । ଆଉ ବର୍ଷକୁ ଗୋଟିଏ ଦିନ ଖୋଲିଥାଏ । ବର୍ଷକ ୩୬୫ ଦିନରେ ନାଗ ପଞ୍ଚମୀ ଦିନ ଏହି ମନ୍ଦିର ଖୋଲିବାର ରହିଛି ପରମ୍ପରା । ଆଉ ଗୋଟିଏ ଦିନ ଭଗବାନଙ୍କ ଦର୍ଶନ ମିଳୁଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସିଥାନ୍ତି ଦର୍ଶନ ପାଇଁ ।…

ମହାପ୍ରଭୁଙ୍କୁ କାହିଁକି ଲାଗି ହୁଏ ଦଶମୂଳ ମୋଦକ ?

ପୁରୀ: ଅଧିକ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉ ଧିରେ ଧିରେ ସୁସ୍ଥ ହେଉଛନ୍ତି । ଓଷୁଅ ଲାଗି ପରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଗତକାଲି ଶେଷ ହୋଇଛି ଚାରି ଦିନିଆ ଓଷ ଲାଗି ଉପଚାର । ଆଜି ଦଶମୀ ତିଥିରେ ଲାଗି ହେବ ଦଶମୂଳ ମୋଦକ । ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଔଷଧ…

ଖୋର୍ଦ୍ଧା, ବରଗଡ଼ ଜିଲ୍ଲାରେ କମୁନି କରୋନା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୪୦ରୁ ତଳକୁ ଖସୁନି । ୨୪ ଘଣ୍ଟାରେ ଆଉ ୪୨ ସଂକ୍ରମିତଙ୍କ ଜୀବନ ନେଇଛି କରୋନା । ୧୪ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ କମୁନି କରୋନା ମୃତ୍ୟୁସଂଖ୍ୟା । ୨୪ ଘଣ୍ଟାରେ ଆଉ ୮ ଜଣ ଆକ୍ରାନ୍ତ…

ଓଡ଼ିଶାରୁ ଆଜି ୨୮୭୦ କରୋନ ଆକ୍ରାନ୍ତ ଚିହ୍ନଟ, ପଜିଟିଭ ହାର ୪.୦୩%କୁ ହ୍ରାସ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ଖସୁଛି କରୋନା କାୟା । ଏବେ ୩ ହଜାର ଭିତରେ ରହିଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ହଜାର ୮୭୦ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୧୬ଶହ ୫୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୨ଶହ ୧୮ । ଆଜି ସର୍ବାଧିକ ସଂକ୍ରମିତଙ୍କ ସଂଖ୍ୟା ୫୦୦ ଭିତରେ…