Latest Odisha News

BREAKING NEWS

Browsing Category

ଓଡିଶା

Odisha

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଏହି ଦିନ ପହଞ୍ଚିବ ଓଡ଼ିଶାରେ

ନୂଆଦିଲ୍ଲୀ: ଦେଶରେ ପାଦ ଥାପିଛି ମୌସୁମୀ । ଆଜି କେରଳ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କେରଳର ଦକ୍ଷିଣାଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି । ଖୁବ ଶୀଘ୍ର ସମଗ୍ର ଅଞ୍ଚଳକୁ ଛୁଇଁବ । ଏହାର ପ୍ରଭାବରେ କେରଳରେ ବର୍ଷା…

ସ୍ତ୍ରୀକୁ ପଥରରେ ଛେଚି ମାରିବା ପରେ ଜୀବନ ହାରିଦେଲା ସ୍ୱାମୀ

ଗଞ୍ଜାମ: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ାଛେଲୁ କୁମ୍ଭାରସାହିରେ ଏହି ଘଟଣା ଘଟିଛି । ଗତକାଲି ରାତିରେ ଘଟିଛି ଏହି ଘଟଣା । ମୃତକ ହେଲେ ଗାଁର ପ୍ରଶାନ୍ତ ମୁଦୁଲି…

କରୋନା ମୃତ୍ୟୁରେ ବ୍ରେକ୍ ଲାଗୁନି: ଆଜି ରାଜ୍ୟରୁ ଗଲା ରେକର୍ଡ ୪୨ ଜୀବନ

ଭୁବନେଶ୍ୱର: କରୋନା ନେଉଛି ଜୀବନ । ମୃତ୍ୟୁସଂଖ୍ୟା ପ୍ରତିନିଦି ନୂଆ ରେକର୍ଡ କରୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ କରୋନା ରେକର୍ଡ ୪୨ ଆକ୍ରାନ୍ତଙ୍କ ଜୀବନ ନେଇଛି । ୧୮ ଜିଲ୍ଲାରୁ ସଂକର୍ମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୫ ଜଣ ପ୍ରାଣ…

ଆଜି ଓଡ଼ିଶାରୁ ୮୮୩୯ କରୋନା ପଜିଟିଭ୍, ଦୈନିକ ଟେଷ୍ଟ ୭୦ ହଜାର ଟପିଲା

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ସଂକ୍ରମଣ ସ୍ଥିର ରହିଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୯ହଜାର ଭିତରେ ରହୁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮ହଜାର ୮୩୯ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୪ହଜାର ୯୪୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୮୯୧ । ଆଜି ୭୦ହଜାର ୧୭୮ ନମୁନା…

ବିଦାୟ ବିଜୟଶ୍ରୀ: ବିଧାନସଭାରେ ଦିଆଗଲା ଗାର୍ଡ ଅଫ୍ ଅନର, ଆଜି ଜନ୍ମମାଟିରେ ଶେଷକୃତ୍ୟ

ଭୁବନେଶ୍ୱର: ଅନ୍ତିମ ଯାତ୍ରାରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଜୟଶ୍ରୀ ରାଉତରାୟ । ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଜନ୍ମମାଚିର ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗାଁରେ ଅନ୍ତିମ ସଂସ୍କାର ହେବ । ଏଥିପାଇଁ ମର ଶରୀରକୁ ଆଜି ଭୁବନେଶ୍ୱରରୁ ଜନ୍ମମାଟି…

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା: ୩ ରଥର ଅଖ ସହ ଚକ ଡେରା ନୀତି ସମ୍ପାଦିତ ହେବ

ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ରଥଖଳା ଚଳଚଞ୍ଚଳ । ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଭଉଁରୀ ଯାତ୍ରା । ଏହି ଅବସରରେ ତିନିଟ ରଥର ଅଖ ସହ ଚକ ଡେରା ନୀତି ଆଜି ସମ୍ପାଦିତ ହେବ । ୨ଟି ଲେଖାଏ ଚକ ସହ ଅଖ ସଂଯୋଗ ହେବ । ଶ୍ରୀମନ୍ଦିରରରେ ସକାଳ ଧୂପ…

ରାଜ୍ୟରେ ପ୍ରଥମଥର ପାଇଁ ଆରମ୍ଭ ହେଲା ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ

ଭୁବନେଶ୍ୱର: କୋଭିଡ୍ ମହାମାରୀରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ସ୍ମାଇଲ୍ ପ୍ଲିଜ୍, ସ୍ପର୍ଶ ହସ୍ପିଟାଲ୍ ଏବଂ ଦ ଓଡ଼ିଶା ସୋସାଇଟ୍ ଅଫ୍ ଦ ଆମେରିକା ହେଲ୍ଥ ଆଣ୍ଡ ୱେଲ୍ନେସ୍ ଗ୍ରୁପ୍ ((OSA-HWG)) "ଅମୃତ ଧାରା" ନାମରେ ଏକ ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ ଆରମ୍ଭ ହୋଇଛି । ଏହି ଅବସରରେ…

ମହାନଦୀରେ ମାଛ ପାଇଁ ବ୍ଲାଷ୍ଟିଂ, ଜଣେ ଗିରଫ

ସୋନପୁର: ମାଛ ଧରିବା ପାଇଁ ଅନେକ ଉପାୟ ଅଛି । କିଏ ଜାଲ ପକାଏ ତ କିଏ ବନିଶୀ । ହେଲେ କେବେ ବିସ୍ଫୋରଣ ଘଟାଇ ମାଛ ଧରିବା ଘଟଣା ବୋଧ ହୁଏ ଆପଣ କେବେ ପଢିଥିବେ କି ଶୁଣିଥିବେ । ଏପରି ଅଜବ କାଣ୍ଡ ଘଟାଇ ସୋନପୁରର ଜଣେ ବ୍ୟକ୍ତିକୁ ପୋଲିସ ଗିରଫ କରିଛି । ମହାନଦୀରେ କିଛି ଲୋକ କ୍ରମାଗତ…

ଏକାମ୍ର କାନନ ଜମି ପ୍ରସଙ୍ଗରେ ହସ୍ତକ୍ଷେପ କଲେ ଏନଜିଟି, ଯଥା ସ୍ଥିତି ବଜାୟ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ସରକାରଙ୍କ ପିଛା ଛାଡୁନି ଜମି ବିବାଦ । ରାଜଧାନୀ ଭୁବନେଶ୍ବର ଏକାମ୍ର କାନନ ଜମି ପ୍ରସଙ୍ଗରେ ହସ୍ତକ୍ଷେପ କରିଛନ୍ତି ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ । ଏକାମ୍ର କାନନ ଜମିର ଯଥା ସ୍ଥିତି ଫେରାଇ ଆଣିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ । ବ୍ୟବସାୟ…

କଟକରେ କୋଭିଡ୍ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ

କଟକ: ରାଜ୍ୟରେ କରୋନା ମହାମାରୀର ଚଡକ । ସେପଟେ ପ୍ରତିଦିନ କୋଭିଡ୍ ହସ୍ପିଟାଲରେ ରୋଗୀଙ୍କୁ ଅଣଦେଖା ହେଉଥିବା ଅଭିଯୋଗ ହେଉଛି । ତେବେ କଟକରେ କୋଭିଡ୍ ହସ୍ପିଟାଲରେ କିପରି ଚାଲିଛି କରୋନା ସଂକ୍ରମିତଙ୍କ ଚିକିତ୍ସା ? ଏହି ପ୍ରଶ୍ନ ଉତ୍ତର ପାଇବା ପାଇଁ କଟକରେ ଥିବା କୋଭିଡ ହସ୍ପିଟାଲରେ ଯାଂଚ…