Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାତ୍ୟା କ୍ଷୟକ୍ଷତି ପରିମାଣ ୬୧୦ କୋଟି ଟଙ୍କା

ଭୁବନେଶ୍ବର : ବାତ୍ୟା ୟାସର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ସମୟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ତଥ୍ୟ ସଂଗ୍ରହ କରି ଉତ୍ତମ ଭାବେ ଡକୁମେଣ୍ଟେସନ୍‌ କରିବା ପାଇଁ ପରାମର୍ଶ ଦେଇଛନ୍ତି…

ବିଜୟଶ୍ରୀ ରାଉତରାୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ବର : ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବିଜୟଶ୍ରୀ ରାଉତରାୟ । କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଛି । ସ୍ବର୍ଗତ ବିଜୟଶ୍ରୀ ରାଉତରାୟଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ବର୍ଗତ…

ରାଉରକେଲା ସ୍ବତନ୍ତ୍ର କାରାଗାରରେ କଏଦୀଙ୍କୁ ଦିଆଗଲା କୋଭିଡ୍ ଟିକା

ରାଉରକେଲା : ରାଉରକେଲା ସ୍ବତନ୍ତ୍ର କାରାଗାରରେ ଥିବା କଏଦୀମାନଙ୍କୁ ଦିଆଯାଇଛି କୋଭିଡ୍ ଟିକାର ପ୍ରଥମ ଡୋଜ୍ । ଏଥିପାଇଁ ଜେଲ୍ ପରିସରରେ ସ୍ବତନ୍ତ୍ର କ୍ୟାମ୍ପ କରାଯାଇ କଏଦୀଙ୍କୁ ଟିକା ଦିଆଯାଇଛି । ଉଭୟ ୧୮ ରୁ ୪୪ ବର୍ଷ ବର୍ଗ ଏବଂ ୪୫ରୁ ଅଧିକ ବୟସର କଏଦୀଙ୍କୁ ଟିକା ଦିଆଯାଇଛି । ଜେଲ୍…

କରୋନା ଯୁଦ୍ଧରେ ହାରିଗଲେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ

ଭୁବନେଶ୍ୱର: ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବିଜୟଶ୍ରୀ ରାଉତରାୟ । କରୋନାରେ ଆକ୍ରାନ୍ତ ହୋଇ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଶ୍ରୀ ରାଉତରାୟଙ୍କର କିଛି ସମୟ ତଳେ ଦେହାନ୍ତ ହୋଇଛି । ମେ ମାସ ପ୍ରଥମ ସପ୍ତାହରେ ସେ ପଜିଟିଭ୍ ଥିବା ଜଣାପଡିଥିଲା । ମୃତ୍ୟୁ…

ଧସୁଛି ନଦୀ ବନ୍ଧ, ବିପଦରେ ଭଦ୍ରକର ଦୁଇଟି ଗାଁ

ଭଦ୍ରକ: ବାତ୍ୟା ୟାସ୍ ପରେ ଭଦ୍ରକରେ ବୃଦ୍ଧି ପାଇଥିଲା ବନ୍ୟା ଜଳ । ହେଲେ ଏବେ ହ୍ରାସ ପାଇଛି ବନ୍ୟା ଜଳ, ଧସୁଛି ନଦୀ ବନ୍ଧ । ଏ ନେଇ ଭଦ୍ରକର ଦୁଇଟି ଗାଁର ଲୋକେ ଭୟଭୀତ ହୋଇପଡିଛନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ ବନ୍ୟା ଜଳ ହ୍ରାସ ପାଇବା ପରେ ବୈତରଣୀ ନଦୀର ଶାଖା ନଦୀ ଗେଙ୍ଗୁଟିର ୫୦…

ଆତଙ୍କ ଖେଳାଇଲେ ଲୁଟେରା, ଗୋଟିଏ ରାତିରେ ଏକାଧିକ ଲୁଟ୍

ବଲାଙ୍ଗୀର: ସାରା ରାଜ୍ୟରେ କରୋନା ପାଇଁ ଲକଡାଉନ୍ ସ୍ଥିତି । ଏହି ମଉକାରେ ସକ୍ରିୟ ହୋଇ ଉଠିଛନ୍ତି ଲୁଟେରା ଦଳ । ବଲାଙ୍ଗୀର ଜିଲ୍ଲାରେ ଏକ ନିର୍ଦ୍ଧିଷ୍ଟ ଗାଁରେ ଗୋଟିଏ ରାତିରେ ତିନିତିନୋଟି ଲୁଟ୍ ମାମଲା ସ୍ଥାନୀୟ ବାସିନ୍ଦାଙ୍କ ନିଦ ହଜାଇଦେଇଛି । ପୁଇଁନ୍ତଳା ଥାନା ଅଧିନରେ ଥିବା…

ଟିକା ଲଢେଇ ପାଇଁ ଏକଜୁଟ ହେବାକୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: କରୋନା ବିରୋଧ ଲଢେଇରେ ଏକଜୁଟ ହେବା ଏବଂ ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ଟିକାକରଣ ଉପରେ ଧ୍ୟାନ ଦେବା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ତାଙ୍କ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ…

ପୁରୀରେ ପହଂଚିଲା ରଥ ଦଉଡି

ପୁରୀ: କରୋନା ମହାମାରୀରେ କଟକଣା ଅନୁଯାୟୀ ଚଳିତବର୍ଷ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ତଥା ଓଡିଆଙ୍କ ଗର୍ବ ଗୌରବ ପବିତ୍ର ରଥଯାତ୍ରା । ଏଥିପାଇଁ ଶ୍ରୀକ୍ଷେତ୍ରରେ ଆସି ପହଂଚିଛି ରଥ ଦଉଡି । ଯେଉଁଥିରେ ୧୪ଟି ଦଉଡି ରଥ ପାଇଁ ଆସିଥିବାବେଳେ କର୍ଡନ୍ ପାଇଁ ୬ଟି ଦଉଡି ଅଣାଯାଇଛି । ସର୍ବମୋଟ…

ତାଳଚେର କୋଲ୍ ହ୍ୟାଣ୍ଡଲିଂ ପ୍ଲାଣ୍ଟରେ ଅଗ୍ନିକାଣ୍ଡ, କ୍ଷତିଗ୍ରସ୍ତ ସାଇଲୋ

ତାଳଚେର: ଭରତପୁର କୋଇଲା ଖଣିର କୋଲ ହ୍ୟାଣ୍ଡଲିଂ ପ୍ଲାଣ୍ଟ ଓ ସାଇଲୋରେ ଅଗ୍ନିକାଣ୍ଡ । ଗତକାଲି ରାତିର ଅଗ୍ନିକାଣ୍ଡ ଘଟିଥିଲାବେଳେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ସୂଚନା ମିଳିଛି । ମିଳଥିବା ରିପୋର୍ଟ ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ସାଇଲୋରେ ଲାଗିଥିବା ବେଲ୍ଟରେ ହଠାତ୍ ନିଆଁ…

ପୋଲିସ ଜାଲରେ ପଡିଲା କୁଖ୍ୟାତ ମାଓନେତା ସୋବରାୟ

ମାଲକାନଗିରି: କରୋନା ମହାମାରୀରେ ସଂକ୍ରମିତ ହୋଇ ଛଟପଟ ହେଉଛି ଲାଲ ବାହିନୀ । ଓଡିଶା, ଛତିଶଗଡ ଓ ତେଲେଙ୍ଗାନାରେ ସକ୍ରିୟ ଥିବା ଅନେକ ମାଓନେତା କରୋନାରେ ସଂକ୍ରମିତ ହୋଇଥିବା ଖବର ପ୍ରଚାରିତ ହୋଇଥିଲା । ତେବେ ପ୍ରଚାରିତ ଖବର ଯେ, ସତ ତାହା ବାରମ୍ବାର ପ୍ରମାଣିତ ହେବାରେ ଲାଗିଛି । ମାତ୍ର…