Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭଦ୍ରକ ବାସୁଦେବପୁରରେ ପୁନରୁଦ୍ଧାର କାର୍ଯ୍ୟକୁ ଜୋରଦାର କଲା ଏନଡିଆରଏଫ ଟିମ୍

ଭଦ୍ରକ : ଭଦ୍ରକ ଉପରୁ ଟଳିଯାଇଛି ବିପଦ । କିନ୍ତୁ ବାତ୍ୟା କରିଛି ଅନେକ କ୍ଷୟକ୍ଷତି । ଅନେକ ଜାଗାରେ ଗଛ ଭାଙ୍ଗିବା ସହ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡ଼ିଛି । ଅନେକ ଜାଗାରେ ଘରେ ପଶିଛି ପାଣି । ବାତ୍ୟା ପ୍ରଭାବରେ ଧାମରା, ଚାନ୍ଦବାଲି, ବାସୁଦେବପୁର ଓ ତିହିଡି ବ୍ଲକରେ ଅଧିକ କ୍ଷୟକ୍ଷତି ହୋଇଛି…

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୯୧୯ ପଜିଟିଭ୍

ଭୁବନେଶ୍ବର : ଚିନ୍ତା ବଢ଼ାଉଛି ମହାମାରୀ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ, ଥମିବାର ନାଁ ନେଉନି ମହାମାରୀ । ତେବେ ହଟସ୍ପଟ ପାଲଟିଥିବା ଭୁବନେଶ୍ବରରୁ ଆଜି ଚିହ୍ନଟ ହୋଇଛନ୍ତି ଆଉ ୯୧୯ ଜଣ ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୫୩ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି…

ଶେଷ ହେଲା ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା, ମୟୂରଭଞ୍ଜରେ ହେଉଛି ବର୍ଷା

ଭୁବନେଶ୍ବର : ଶେଷ ହୋଇଛି ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଏହା ଏବେ ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତି କରିଛି । ଭଦ୍ରକ, ବାଲେଶ୍ବରରେ ଏବେ ପବନର ବେଗ ହ୍ରାସ ପାଇବା ସହ ବର୍ଷା କମିଛି । ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଯାଜପୁର ଜିଲ୍ଲାରେ ଅଧିକ କ୍ଷୟକ୍ଷତି ଘଟିନାହିଁ ।…

କ୍ୟାନ୍ସର ଯନ୍ତ୍ରଣା ସହିନପାରି ଆତ୍ମହତ୍ୟା !

ବଲାଙ୍ଗୀର: ସମଗ୍ର ରାଜ୍ୟରେ ତାଣ୍ଡବ ରଚିଛି ୟାସ୍ । ପୂର୍ବରୁ ଘର ଦୁଆର ସାମ୍ନାରେ ଜଗି ରହିଛି କରୋନା ସଂକ୍ରମଣି । ଉଭୟ କରୋନା ଓ ୟାସ୍ ଲୋକଙ୍କ ଜୀବନକୁ ଧ୍ୱସ୍ତବିଧ୍ୱସ୍ତ କରିଥିଲାବେଳେ ଟିକ୍ରାପଡାରେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । କ୍ୟାନ୍ସର ଦେଉଥିଲା ଅସହ୍ୟ ପୀଡା । ବୋଧ ହୁଏ…

ସାଇକ୍ଲୋନ୍ ୟାସ୍ ଅପଡେଟ୍: ସାହସ ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ

ବାଲେଶ୍ବର: ବାତ୍ୟାର ତାଣ୍ଡବଲୀଳା ସମୟରେ ସାହସ ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ। ବାତ୍ୟା ଲ୍ୟାଣ୍ଡଫଲ ସମୟରେ ରାସ୍ତାରେ ପଡିଥିବା ଗଛକୁ କାଟି ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ। ବାଲେଶ୍ବର ସଦର ବ୍ଳକ ଅନ୍ତର୍ଗତ ସିନ୍ଧିଆ ଗାଁରେ ଜଣେ ହଠାତ ଅସୁସ୍ଥ ହୋଇପଡିଥିଲେ। ସିନ୍ଧିଆର ଚନ୍ଦ୍ରିକା…

କରୋନାରେ ଆଖିବୁଜିଲେ ଆଉ ଜଣେ ସାମ୍ବାଦିକ

ଭୁବନେଶ୍ୱର: କରୋନାରେ ଆଖିବୁଜିଲେ ଆଉ ଜଣେ ସାମ୍ବାଦିକ। ଗତ କିଛି ଦିନ ହେଲା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସାମ୍ବାଦିକ ପ୍ରବୁଦ୍ଧ ଜଗଦେବଙ୍କ ଆଜି ସକାଳେ ଶେ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛି ଦିନ ହେଲା ସେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ । ସେହିଠାରେ…

ବାତ୍ୟା ଯିବା ପରେ ପୁନରୁଦ୍ଧାର ଜୋରଦାର: ଲାଗିଛନ୍ତି ଉଦ୍ଧାରକାରୀ ଟିମ୍, ଦେଖନ୍ତୁ ଫଟୋ

ଭୁବନେଶ୍ୱର: ବାତ୍ୟା ୟାସ୍ ଓଡ଼ିଶା ଉପକୂଳ ଛାଡୁଛି । ତିନି ଚାରି ଘଣ୍ଟା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରକୋପ ଦେଖାଇଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ୟାସ୍ ପ୍ରଭାବ ପକାଇଛି । ବେଶୀ କ୍ଷୟକ୍ଷତି ହୋଇଛି ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା । ବିଭିନ୍ନ…

କରୋନା ରେଡ୍ ଜୋନରୁ ବାହାରିଲା ନୂଆପଡ଼ା ଜିଲ୍ଲା, ରେଡ୍ ଜୋନରେ ୨୫ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢୁଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରୁ ୧୨ ହଜାର ରହୁଛି । କିନ୍ତୁ ନୂଆପଡ଼ା ଜିଲ୍ଲାରେ ଏବେ ଖସିବାରେ ଲାଗିଛି ଦୈନିକ ସଂକ୍ରମଣ । କରୋନା ରେଡ୍ ଜୋନରୁ ବାହାରିଛି ନୂଆପଡ଼ା ଜିଲ୍ଲା । ୟେଲୋ ଜୋନକୁ ଆସିଛି । ଅର୍ଥାତ କରୋନାକୁ ତାବୁ ପାଉଛି…

ଭଦ୍ରକ ଜିଲ୍ଲାରେ ତାଣ୍ଡବ ରଚିଲା ୟାସ୍

ଭଦ୍ରକ: ବାଲେଶ୍ୱର ଉପକୂଳରେ ଲାଣ୍ଡଫଲ୍ କରିଛି ବାତ୍ୟା ୟାସ୍ । ଯିବା ରାସ୍ତାରେ ଭଦ୍ରକ ଜିଲ୍ଲାରେ କରାଳ ରୂପ ଦେଖାଇଥିଲା । ପ୍ରକୋପ ଛାଡ଼ିଛି ୟାସ୍ । ପ୍ରବଳ ବେଗରେ ବହିଥିଲା ପବନ । ଉପୁଡ଼ି ପଡ଼ିଛି ବହୁ ବଡ଼ ବଡ଼ ଗଛ । କେଉଁଠି ରାସ୍ତାରେ ଶୋଇ ପଡ଼ିଛି । ନଡ଼ିଆ ଓ ତାଳ ଗଛକୁ ମୋଡ଼ି…

ପୁରୀରେ ଟିକାକରଣ ଲାଗି ଅନଲାଇନ୍ ସ୍ଲଟ୍ ବୁକିଂ ଆରମ୍ଭ

ପୁରୀ: ପୁରୀ ସହରରେ ୧୮ରୁ ୪୪ ବୟସ ବର୍ଗଙ୍କ ଟିକାକରଣ ପାଇଁ ଅନଲାଇନ୍ ସ୍ଲଟ୍ ବୁକିଂ ବୁଧବାର ସକାଳ ୧୦ ଟାରୁ ଆରମ୍ଭ ହୋଇଛି। “ପୁରୀ ସହରରେ ୧୮ରୁ ୪୪ ବୟସ ବର୍ଗରେ ଆସନ୍ତାକାଲି ଟିକାକରଣ ପାଇଁ ଅନଲାଇନ୍ ବୁକିଂ ଆଜି ସକାଳ ୧୦ ଟାରୁ କରିପାରିବେ।