Latest Odisha News

BREAKING NEWS

Browsing Category

ଓଡିଶା

Odisha

ପିପିଲି ମଇଦାନରେ ୧୦ ପ୍ରାର୍ଥୀ, ଭୋଟ ଦେବେ ୨ ଲକ୍ଷ ୨୯ ହଜାର ୯୯୮ ଭୋଟର

ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ଏବେ ମଇଦାନରେ ୧୦ ଜଣ ପ୍ରାର୍ଥୀ । ଆଜି ପାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ଥିଲା । ମୋଟ ୧୫ ଜଣ ନାମାଙ୍କନ ଭରିଥିବା ବେଳେ, ତିନି ଜଣଙ୍କର ନାକଚ ହୋଇଛି । ସେହିପରି ଦୁଇ ଜଣ ପାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି । ଉପନିର୍ବାଚନ ପାଇଁ ଏବେ…

କରୋନା ପାଇଁ ସିଏମସିର ଗାଇଡଲାଇନ୍

କଟକ : ରାଜ୍ୟରେ ମୁଣ୍ଡ ଟେକିଲାଣି କରୋନା ସଂକ୍ରମଣ । କିଛି ଦିନ ପର୍ଯ୍ୟନ୍ତ ୨୦୦ ଉପରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ୪୦୦ ଟପିଛି ପଜିଟିଭ୍ ସଂଖ୍ୟା । କରୋନାକୁ ନେଇ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଥିବା ବେଳେ, ଏବେ କଟକରେ ସଜାଗ ହୋଇଛି ପ୍ରଶାସନ । ସଂକ୍ରମଣକୁ ଦୃଷ୍ଟିରେ ରଖି…

ଆସନ୍ତା ୫ ତାରିଖରୁ ଓଡ଼ିଶାର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ

ଭୁବନେଶ୍ବର : ଓଡ଼ିଶାର ୧୦ଟି ଜିଲ୍ଲାରେ ଲାଗୁ ହୋଇଛି ନାଇଟ୍ କର୍ଫ୍ୟୁ । କରୋନା ସଂକ୍ରମଣ ଦିନକୁ ଦିନ ପୁଣି ବଢୁଥିବା ବେଳେ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର,…

ଓଡ଼ିଶାର ୭ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଓଡିଶାର ୭ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା ନେଇ ଶନିବାର ଦିନ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଆଞ୍ଚଳିକ କେନ୍ଦ୍ର। ମୟୂରଭଞ୍ଜ, କନ୍ଧମାଳ, ନୂଆପଡା, କଳାହାଣ୍ଡି, ରାୟଗଡ଼, କୋରାପୁଟ ଓ କେନ୍ଦୁଝର ବର୍ଷା ସମ୍ଭାବନା ରହିଛି। ତେବେ…

ପୁରୀରେ ବାରିକେଡରେ ଫଶିଗଲା ଶିଶୁ କନ୍ୟାର ମୁଣ୍ଡ

ପୁରୀ: ଶ୍ରୀମନ୍ଦିର ଜୋତା ଷ୍ଟାଣ୍ଡ ନିକଟରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜୋତାଷ୍ଟାଣ୍ଡ ବାରିକେଡରେ ଏକ ଚାରି ବର୍ଷ ଝିଅ ମୁଣ୍ଡ ପୁରାଇ ଦେବାରୁ ବାହାରି ପାରି ନ ଥିଲା । ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ମିଶି ଷ୍ଟିଲ ରଡ୍ କାଟି ଝିଅଟିକୁ ସୁରକ୍ଷିତ ବାବେ…

ରାଜ୍ୟରେ ୨ ଦିନ ଯାଏଁ କମିବ ତାତି

ଭୁବନେଶ୍ୱର: ଆଗାମୀ ଦୁଇ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟର ୧୦ଟି ସ୍ଥାନରେ ତାପମାତ୍ରା ୪୦ ରୁ ୪୩ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥିଲା। ବୌଦ୍ଧରେ ସର୍ବାଧିକ…

ଛତିଶଗଡ ବିଜାପୁରରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ; ୫ ଆହତ

ଛତିଶଗଡ: ଛତିଶଗଡ ବିଜାପୁର ଜିଲ୍ଲାରେ ପୋଲିସ ଓ ନକ୍ସଲ ପନ୍ଥିଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୂଚନା ମୁତାବକ ବିଜାପୁର ଜିଲ୍ଲାର ସିଲେଗୁର ଜଙ୍ଗଲରେ ମାଓବାଦୀ ମାନେ କ୍ୟାମ୍ପ୍‌ କରି ରହିଥିବା ଗୁଇନ୍ଦା ସୂଚନା ମିଳିବା ପରେ ଡିଆରଜି ଓ ସିଆରପିଏଫ ର ଯବାନ ମାନେ ମିଳିତ ଭାବେ କୁମ୍ବିଙ୍ଗ…

ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିଲେ ବିରୋଧୀ

ଭୁବନେଶ୍ୱର: ଲୋକାୟୁକ୍ତ ସଂଶୋଧନ ବିଲକୁ ବିରୋଧ କରି ବିଧାନସଭାରେ ଆଜି ଅଭାବନୀୟ ଘଟଣା ଘଟିଛି । ବିରୋଧୀ ବିଧାୟକ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଉପରକୁ ଚପଲ ଫୋପାଡିଥିବା ଅଭିଯୋଗ ହୋଇଛି । ।ବିନା ଆଲୋଚନାରେ ଲୋକାୟୁକ୍ତ ବିଲ୍ ପାସ କରିଥିବାରୁ ଏହାକୁ ବିରୋଧ କରି ଚପଲ ଫିଙ୍ଗିଥିବା…

ଛତିଶଗଡ଼ରେ ମାଡୁଛି ମହାମାରୀ, ପଶ୍ଚିମ ଓଡ଼ିଶା ଏହି ୪ ଜିଲ୍ଲାରେ ବଢୁଛି ଭାଇରସ୍ ଭୟ

ଭୁବନେଶ୍ୱର: ଛତିଶଗଡ଼ରେ କରୋନା କେସ୍ ଉପରମୁହାଁ । ସେଠି ବଢୁଛି ଦୈନିକ ସଂକ୍ରମଣ । ସୀମାନ୍ତବର୍ତ୍ତୀ ପଶ୍ଚିମ ଓଡ଼ିଶା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ୪ଟି ଜିଲ୍ଲା ନୂଆପଡ଼ା, ସୁନ୍ଦରଗଡ଼, ବରଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଇଛି । ଏସବୁ…

କରୋନା ସଂକ୍ରମଣରେ ଅନ୍ୟ ରାଜ୍ୟ ତୁଳନାରେ ଭଲ ସ୍ଥିତିରେ ଅଛି ଓଡ଼ିଶା: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଦୁଇ ମାସ ପରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ପାଞ୍ଚ ଶହ ମୁହାଁ ହେଲାଣି । ତେବେ ଭାରତରେ ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି । ସରକାର ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି । ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।…