Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି, ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ…

ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରତି ଏମ. ଭେଙ୍କିୟା ନାଇଡୁ । ଏପ୍ରିଲ ୨ରେ ସେ ଓଡ଼ିଶାରେ ପହଞ୍ଚିବେ । ଏହି ଗସ୍ତ ଅବସରରେ ଉପରାଷ୍ଟ୍ରତି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବ ତଥା ସମାବର୍ତ୍ତନର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ…

ବୁଡ଼ାଗୁଡ଼ା ଜଙ୍ଗଲରୁ ମାଟି ତଳୁ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର ଘଟଣାରେ ୩ ଗିରଫ, ସାମ୍ବାଦିକ ସମ୍ମିଳନୀରେ ବାଲିଗୁଡ଼ା…

ବାଲିଗୁଡା: ହାତ୍ୟା ଘଟଣାର ପର୍ଦ୍ଦାଫାସ । ବାଲିଗୁଡା ଥାନା ରେବୀଙ୍ଗିଆ ନିକଟସ୍ଥ ବୁଡ଼ାଗୁଡ଼ା ଜଙ୍ଗଲରୁ ମାଟି ତଳୁ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର ଘଟଣା l ହତ୍ୟାକାଣ୍ଡ ଘଟଣାରେ ତିନି ଜଣକୁ ଗିରଫ କରିଛି ବାଲିଗୁଡା ପୋଲିସ l ଗିରଫ ଅଭିଯୁକ୍ତ ପଡି ଗାଁର ଅଜୁ ବଗର୍ତି, ବିପିନ ବଗର୍ତି ଓ ଭଇରା…

ବୈଜୟନ୍ତଙ୍କ ଉଦ୍ୟମରେ କତାରରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତଦେହ, ଗାଁ ମାଟିରେ ହେଲା ଶେଷକୃତ୍ୟ

ଭୁବନେଶ୍ବର: ଗାଁ ମାଟିକୁ ଫେରିଲା ଓଡ଼ିଆ ଯୁବକଙ୍କ ମରଶରୀର । ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ କତାରରୁ ଫେରିପାରିଛି ଓଡିଆ ଯୁବକ ପ୍ରଭାତ କୁମାର ବାରିକଙ୍କ ମରଶରୀର । ଗତକାଲି ସନ୍ଧ୍ୟାରେ ମରଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ…

କଟକ ଚାଉଳିଆଗଞ୍ଜ ପୋଲିସକୁ ସଫଳତା, ବନ୍ଧୁକ ବେପାରୀ ସମେତ ୭ ଅଭିଯୁକ୍ତ ଗିରଫ, ସାମ୍ବାଦିକ ସମ୍ମିଳନୀରେ ସୂଚନା 

କଟକ: କଟକ ଚାଉଳିଆଗଞ୍ଜ ଥାନା ପୋଲିସକୁ ବଡ ସଫଳତା ମିଳିଛି । ବନ୍ଧୁକ ବେପାରୀ ସମେତ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କଠାରୁ ୭ଟି ବନ୍ଧୁକ ସହ ୬୫ ରାଉଣ୍ଡ ଗୁଳି ଜବତ କରାଯାଇଛି । ପୋଲିସର ସଫଳତା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ।…

ସ୍କୁଲରେ ହିଂସା: ଜଣେ ଛାତ୍ରକୁ ଅନ୍ଯଜଣେ ଛାତ୍ରର ଛୁରାମାଡ଼, ଆହତ ଛାତ୍ର ହସ୍ପିଟାଲରେ ଭର୍ତ୍ତି 

ପୁରୀ: ପୁରୀରେ ଅଘଟଣ । ଜଣେ ଛାତ୍ରର ଛୁରାମାଡ଼ରେ ଅନ୍ୟଜଣେ ଛାତ୍ର ଆହତ ହୋଇଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ଭୋଳାନାଥ ବିଦ୍ଯାପୀଠ ସ୍କୁଲ ଗେଟ ନିକଟରେ ଘଟିଛି ଘଟଣା । ଆହତ ଛାତ୍ରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଛୁରାମାଡ କରିଥିବା ଛାତ୍ର ଘଟଣାସ୍ଥଳରୁ ଫେରାର…

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଡାକ୍ତର, ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କଲା ଭିଜିଲାନ୍ସ

କନ୍ଧମାଳ: ଭିଜିଲାନ୍ସ ପଞ୍ଝାରେ ଡାକ୍ତର । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି ଡାକ୍ତର । କନ୍ଧମାଳ ଜ଼ିଲା ଫିରିଙ୍ଗିଆର ଡାକ୍ତର ନିଶିଥ ନିଶାଙ୍କ ମlଲୁ ସାତ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ପବ୍ଲିକ ହେଲଥ ଅଫିସର୍ ନିଶିଥ…

ତିନି ହାର୍ଡକର ନକ୍ସଲଙ୍କ ଆତ୍ମସମର୍ପଣ, ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ୮ ବର୍ଷ ଧରି ଥିଲେ ସକ୍ରିୟ 

ମାଲକାନଗିରି: ଲାଲଗୋଡର ଅନ୍ଧାରି ଦୁନିଆକୁ ଛାଡି ମୁଖ୍ୟଶ୍ରୋତକୁ ଫେରିଲେ ନକ୍ସଲ । ତିନି ହାର୍ଡକର ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ମାଲକାନଗିରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଦୀର୍ଘ ୮ ବର୍ଷ ଧରି ଏମାନେ ସକ୍ରିୟ ଥିଲେ । ଏସ.ପି ରିସିକେଶ ଖିଲାରି ଓ ବିଏସଏଫ ଡିଆଇଜି ସଞ୍ଜୟ କୁମାର…

ବିଜେଡିର ୪ ବରିଷ୍ଠ ନେତାଙ୍କ ହାତରେ ପିପିଲି ଉପନିର୍ବାଚନ ପରିଚାଳନା ଦାୟିତ୍ୱ

ଭୁବନେଶ୍ୱର: ଉପନିର୍ବାଚନ ପାଇଁ ପିପିଲି ବିଧାନସଭା କ୍ଷେତ୍ର ଉଷ୍ଣ ହେଲାଣି । ୪ ବରିଷ୍ଠ ନେତାଙ୍କୁ ଉପନିର୍ବାଚନ ପରିଚାଳନା ଦାୟିତ୍ୱ ଦେଇଛି ବିଜେଡି । ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ମହେଶ୍ୱର ମହାନ୍ତି ଓ ସଞ୍ଜୟ ଦାସବର୍ମାଙ୍କୁ ଦାୟିତ୍ୱ ଦେଇଛି ଦଳ । ପିପିଲିରେ ରହି ନିର୍ବାଚନ…

ରାଜ୍ୟର ୨୪ ଜିଲ୍ଲାରୁ ୨୯୭ କରୋନା ପଜିଟିଭ୍ ଚିହ୍ନଟ, କଳାହାଣ୍ଡିରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ୩୦୦ ମୁହାଁ ଦୈନିକ ସଂକ୍ରମଣ କରୋନା । ମାର୍ଚ୍ଚ ୨୭ ପରେ ପୁଣି ଥରେ ୨୯୦ ଉପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟର ୨୪ ଜିଲ୍ଲାରୁ ୨୯୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୭୪ଟି ମାମଲା ଆସିଥିବା ବେଳେ ୧୨୩ଟି…

ଲୁଗା ଦୋକାନରେ ଲାଗିଥିବା ନିଆଁ ଆୟତ୍ତ, ୧୬ ଘଣ୍ଟାର ପରିଶ୍ରମ ପରେ ଲିଭିଲା ନିଆଁ 

ନବରଙ୍ଗପୁର: ଦୀର୍ଘ ୧୬ ଘଣ୍ଟାର ପରିଶ୍ରମ ପରେ ଆୟତ୍ତ ହେଇଛି ଲୁଗା ଦୋକାନରେ ଲାଗିଥିବା ନିଆଁ । ୬ଟି ଅଗ୍ନିଶମ ବାହିନୀର ଗାଡି ଓ କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ କସରତରେ ଲାଗିଯାଇଥିଲେ । ଗତକାଲି ଅପରାହ୍ନରେ ନବରଙ୍ଗପୁର ମଧ୍ୟଭାଗରେ ଥିବା ପପୁ ନାମକ ଏକ ଲୁଗା ଦୋକାନର ତୃତୀୟ ମହଲାରେ…